• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Kheera Podopitha'
ରଜରେ ଘରେ ବନାନ୍ତୁ ସୁଆଦିଆ ‘କ୍ଷୀର ପୋଡ଼ପିଠା’

ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ। ଏହି ପୋଡ଼ ପିଠାକୁ ରଜ ୩ ଦିନ ଖିଆଯାଏ। ଭାତ ବଦଳରେ ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି। ଆଜି ଆମେ ଆପଣଙ୍କ ପାଇଁ ‘କ୍ଷୀର ପୋଡ଼ପିଠା’...

Panchang
Panchang Today 15th June 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୫ ଶନିବାର ।ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Kuwait Fire Tragedy
ଅଭାଗିନୀ ହୋଇଗଲା ଗର୍ଭଧାରିଣୀ ସ୍ତ୍ରୀ

କୁଏତରେ ଚାଲିଗଲା ସ୍ୱାମୀଙ୍କ ଜୀବନ...ଅଭାଗିନୀ ହୋଇଗଲା ଗର୍ଭଧାରିଣୀ ସ୍ତ୍ରୀ । ବୁଧବାର ଆରବର କୁଏତରେ ୬ ମହଲା ବିଲଡିଂରେ ଅଗ୍ନିକାଣ୍ଡ ଘଟଣାରେ ତିଗିରିଆ ଥାନା ଅନ୍ତର୍ଗତ କରଡ଼ାପଲ୍ଲୀ ଗ୍ରାମର ୩୩ ବର୍ଷୀୟ ଯୁବକ ଜହୁରଙ୍କର ମୃତ୍ୟୁ ଶୋକର ଛାୟା ଖେଳାଇ ଦେଇଛି ପରିବାର ସହ ସାରା ଗାଁରେ...

Raja Parba
ଆସିଛି ପହିଲି ରଜ

ରଜ ପାଇଁ ଏ ହସ... ରଜ ପାଇଁ ଏ ଖୁସି... ଆଉ ରଜ ପାଇଁ ଏ କୁଆଁରୀ ଝିଅଙ୍କ ସଜବାଜ । ଆଜି ପହିଲି ରାଜ । ଗତକାଲି ସଜବାଜ ଯାଇଛି । ଆଉ ସେଇଥିପାଇଁ ଏ ଉତ୍ସାହ ।

Panchang
Panchang Today 14th June 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଭୂମି କ୍ରୟ କରନ୍ତୁ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୪ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Elephant
ଜନବସତି ମୁହାଁ ହାତୀକୁ ରୋକିବାରେ ସଞ୍ଜିବନୀ ପାଲଟିବ ବାଉଁଶ ବଲ

ହାତୀକୁ ଜନବସତି ଆଡେ ଆସିବାପାଇଁ ରୋକିବାକୁ ନିଆରା ଏଇ ପ୍ରୟାସ। ଗଭୀର ଜଙ୍ଗଲକୁ ଫିଙ୍ଗାଯାଉଛି ବାଉଁଶ ବଲ। ଆପଣ ଭାବୁଥିବେ ମାଟିରେ ତିଆରି ଏଇ ଛୋଟ ବଲ କ’ଣ ବିଶାଳ ହାତୀଙ୍କୁ ରୋକିପାରିବ? ଏହି ଭିଡିଓକୁ ପୁରା ଦେଖନ୍ତୁ ଜାଣିପାରିବେ ।

Nita Ambani orders palm tree
ଓଡ଼ିଶାରୁ ଅମ୍ବାନୀ କିଣିବେ ତାଳଗଛ

ଓଡ଼ିଶାରୁ ଅମ୍ୱାନୀଙ୍କ ଘରକୁ ଯିବ ତାଳଗଛ। ସିଧାସଳଖ ନୀତା ଅମ୍ୱାନୀଙ୍କ ବାସଭବନରେ ହୁଏତ ଏ ଗଛ ସୌନ୍ଦର୍ଯ୍ୟ ବଢାଇବ। ଆଉ ଏଥିପାଇଁ ଅର୍ଡର ବି ଆସିଯାଇଛି। ଦର୍ଶକବନ୍ଧୁ ଆପଣ ଭାବୁଥିବେ ଏଡେ ଏଡେ ତାଳଗଛ ଅମ୍ବାନିଙ୍କ ବେଡରୁମରେ ଆଡଜଷ୍ଟ ହେବ କେମିତି ? ଭିଡିଓକୁ ପୁରା ଦେଖନ୍ତୁ ଜାଣିପାରିବେ...

Panchang
Panchang Today 12th June 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଭୂମି କ୍ରୟ କରନ୍ତୁ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୨ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Odisha Assembly
ଓଡ଼ିଶାର ନୂଆ ବିଧାୟକ

କିଏ ପ୍ରଥମଥର ନିର୍ବାଚିତ ହୋଇଛି ତ କାହାକୁ ବର୍ଷ ବର୍ଷର ସଂଘର୍ଷ ପରେ ମିଳିଛି ସଫଳତା । ବିଜେଡିର ହେଭିୱେଟ ନେତା, ମନ୍ତ୍ରୀ ଏବଂ ଟାଣୁଆ ସଂଗଠକଙ୍କୁ ଦେଇଛନ୍ତି ମାତ୍ ।

BJP leader Bhartruhari Mahtab
ଏକତରଫା ଜିତିଲେ ଭତ୍ତୃହରି

ନବନିର୍ବାଚିତ ବିଜେପି ସାଂସଦ ଭତ୍ତୃହରିଙ୍କ ରେକର୍ଡ। ପୂର୍ବରୁ ଗୋଟିଏ ଲୋକସଭା ଆସନରୁ ଛଅ ଥର ହୋଇଥିଲେ ନିର୍ବାଚିତ। ଏଥର ମଧ୍ୟ ବିଜୟ ଧାରା ବଜାୟ ରଖିଲେ ଭତ୍ତୃହରି। ସେ ପୁଣି ଏକତରଫା।

Odisha resign after BJD’s defeat
ଭାଙ୍ଗିଗଲା ଅଫିସର ଦୁର୍ଗ

ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରି ରହିଥିବା ଅଫିସର କୋଟେରି ଭାଙ୍ଗି ସାରିଲାଣି। ୬ମାସର ଲମ୍ୱା ଛୁଟିରେ ଗଲେ IAS ସୁଜାତା ରାଉତ କାର୍ତ୍ତିକେୟନ। ତା'ପରେ ରାଜନୀତିରୁ ଅବସର ଘୋଷଣା କଲେ ଭିକେ ପାଣ୍ଡିଆନ। ହେଲେ କାହିଁକି?

Panchang
Panchang Today 11th June 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଜିନିଷ କ୍ରୟ କରନ୍ତୁ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୧ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Apana Eka Nuhnanti
ଦାଉ ସାଧିଛି ମୁହଁରେ ବଢୁଥିବା ମାଂସପିଣ୍ଡୁଳା

୫ ବର୍ଷ ତଳେ ଗାଲରେ ବାହାରିଥିବା ଆବୁଟି ବଢି ଚାଲିଛି। ସେ ଖାଇପାରୁ ନାହାନ୍ତି କି ଶୋଇପାରୁ ନାହାନ୍ତି। କେମିତି ଚଳିବ ସଂସାର ?

fish recipe
ଆଜି ହବ ଭାକୁର ମାଛ ଲଟପଟା

ଭାକୁର ମାଛ ଝୋଳ ତ ବହୁତ ଖାଇଥିବେ। ଏବେ ଏମିତି କରନ୍ତୁ ଭାକୁର ମାଛ ଲଟପଟା। ପାଟିରୁ ଛାଡିବନି ।

tulsi leaf for lord jagannath
OUATରୁ ଜଗା ପାଇଁ ଯିବ ୬୦ କେଜି ତୁଳସୀ ଓ ୧୦୦ଟି ପଦ୍ମ

କାଳିଆ ପାଇଁ ଚାଲିଛି ତୁଳସୀ ଓ ପଦ୍ମ ଚାଷ। ଯୁଆଡ଼େ ଦେଖିବେ ବୃନ୍ଦାବତୀଙ୍କ ଆସ୍ଥାନ। ଦିନେ ଘାସବୁଦାରେ ପରିପୁର୍ଣ୍ଣ ଥିବା ସ୍ଥାନଟି ଆଜି ପାଲଟିଛି ତୁଳସୀ ଉଦ୍ୟାନ। କେବଳ ସେତିକି ନୁହଁ ପଦ୍ମ ଫୁଲରେ ପରିପୁର୍ଣ୍ଣ ହୋଇଛି ପୁଷ୍କରିଣୀ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା ତୁଳସୀ...

chanted Krishna's name
କୃଷ୍ଣ ନାମରେ ଝୁମୁଛି ପ୍ରସବ ଗୃହ, ଗର୍ଭସ୍ଥ ଶିଶୁକୁ ସ୍ୱାଗତ କରୁଛନ୍ତି ପ୍ରସୂତି

କୃଷ୍ଣ ନାମରେ ଝୁମୁଛି ପ୍ରସବ ଗୃହ। ଗର୍ଭ ଯନ୍ତ୍ରଣା ଭିତରେ ଗୋବିନ୍ଦଙ୍କ ନାଁ ଧରି, ଜୀବନର ସର୍ବଶ୍ରେଷ୍ଠ ସୁଖକୁ ସ୍ୱାଗତ କରୁଛନ୍ତି ପ୍ରସୂତି। ବାସ୍ ଏବେ ଆଉ କିଛି କହିବାର ନାହିଁ, ଦେଖନ୍ତୁ ଏହି ଭିଡ଼ିଓ।

Panchang
Panchang Today 10th June 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୦ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

love for planting trees
ବାର୍ତ୍ତା ଦେଉଛନ୍ତି ସବୁଜ ମଉସା

ଗ୍ରୀନ ମ୍ୟାନ ଦିନବନ୍ଧୁ । ୫୦ ବର୍ଷ ଧରି ଲଗାଇ ଆସୁଛନ୍ତି ଗଛ । ପେଶା ତାଙ୍କର ଚାଷ, ହେଲେ ନିଶା ହେଉଛି ବୃକ୍ଷ ରୋପଣ । ପିଲାଟି ଦିନରୁ ଦିନବନ୍ଧୁଙ୍କର ବୃକ୍ଷପ୍ରତି ଅହେତୁକ ଭଲପାଇବା ପାଇଁ ଆଜି ସେ ଗ୍ରୀନ ମ୍ୟାନ ନାଁରେ ବେଶ୍ପରିଚିତ ହୋଇଛନ୍ତି ।

Smriti Irani
ସ୍ମୃତିଙ୍କୁ ହରାଇଲା କଂଗ୍ରେସ

ଆମେଠିରୁ ହାରିଲେ ସ୍ମୃତି ଇରାନୀ । ସ୍ମୃତିଙ୍କୁ ହରାଇଳା କଂଗ୍ରେସ । ଉତ୍ତରପ୍ରଦେଶର ଆମେଠି ଆସନରେ ଜୋରଦାର ଲଢ଼େଇ ହୋଇଛି । ଗତଥର ଯେଉଁ ଆସନରୁ ସ୍ମୃତି କଂଗ୍ରେସ ନାତା ରାହୁଲ ଗାନ୍ଧୀଙ୍କୁ ହରାଇଥିଲେ । ଏଥର ସେହି ଆସନରୁ ହାରିଛନ୍ତି ସ୍ମୃତି ଇରାନୀ ।

CPIM's Laxman Munda
ଏକମାତ୍ର କମ୍ୟୁନିଷ୍ଟ ବିଧାୟକ

ନିର୍ବାଚନ କମିଶନଙ୍କ ୱେବ୍‌ସାଇଟ୍‌ରେ ପୂରା ଓଡ଼ିଶାର ମାନଚିତ୍ର ଗେରୁଆ, ବାଇଗଣୀ ଏବଂ ଆକାଶୀ ରଙ୍ଗରେ ଭରପୂର । ହେଲେ ମାତ୍ର ଗୋଟିଏ ସ୍ଥାନରେ ଉଡୁଛି ଲାଲ ପତାକା । ଇଏ ହେଉଛି ଓଡ଼ିଶାର ୨୪ ନିର୍ବାଚନ ଫଳାଫଳ ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।