• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Gold Price Today
Gold Price Today 16th May 2024: ସ୍ଥିର ରହିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଜି ସ୍ଥିର ରହିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୨୫୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୧୫୦ ଟଙ୍କା ରହିଛି ।

eager to exercise voting rights
ଶତାୟୁ ଭୋଟର: ଆମେ ବି ବାଛିବୁ ନେତା

ଦେହରେ ଚମ ସବୁ ଧୁଡ଼ୁଧୁଡ଼ୁ ହୋଇଗଲାଣି । ବୟସ ବି ଶହେ ଟପିଲାଣି । ନା ଆଖିକୁ ଭଲ କି ଦିଶୁଛି । ନା ଥରେ କହିଲେ ଭଲକି ସେ ବୁଝିପାରୁଛନ୍ତି । ତଥାପି ଗଣତନ୍ତ୍ରର ମୂଲ୍ୟ ଏମାନଙ୍କୁ ଭଲରେ ଜଣାଅଛି । ସେଥିପାଇଁ ନିଜର ଭୋଟ୍‌...

Panchang
Panchang Today 16th May 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଗୁୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

India’s first election
କେବେ ହୋଇଥିଲା ଭାରତର ପ୍ରଥମ ନିର୍ବାଚନ ଓ ଭାରତର ଅନ୍ୟାନ ଇତିହାସ

କେମିତି ଥିଲା ଭାରତର ପ୍ରଥମ ସାଧାରଣ ନିର୍ବାଚନ? ଭୋଟରମାନେ କିଭଳି ମତସାବ୍ୟସ୍ତ କାରିଥିଲେ ? ଆପଣ ଜାଣିଛନ୍ତି କି ? ଭାରତର କିଛି ଗାଁ ପାକିସ୍ତାନକୁ ଚାଲିଯାଇଥିଲା। ଏମିତି ଆହୁରି ଅନେକ କିଛି ଘଟିଥିଲା ଆମ ଭାରତର ଇତିହାସରେ।

Gold Price Today
Gold Price Today 15th May 2024: ବାହାଘର ପାଇଁ ସୁନା କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେତେ ଅଛି ଦାମ୍

ଆଜି ବଢିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୨୫୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୧୫୦ ଟଙ୍କା ରହିଛି ।

96% in Class 10 Board exam
ଗୁପଚୁପ୍ ବିକନ୍ତି ବାପା, ଝିଅ CBSE ଟପ୍ପର

ଖାଲି ଯିଏ ସୁଖ ସ୍ୱଚ୍ଛନ୍ଦରେ ଅଛି, ସେ ଯେ ଭଲ ପାଠ ପଢ଼ିବ ଆଉ ଗରୀବ ଘରର ପୁଅ ଝିଅ ପାଠ ପଢ଼ିବାରୁ ବଞ୍ଚିତ ହେବ ତାହା ନୁହେଁ । ଜଣେ ଗୁପଚୁପ୍ବିକାଳି ଝିଅ ହେଉଛନ୍ତି CBSE ଦଶମ ପରୀକ୍ଷାରେ ଟପ୍ପର । ୯୬% ମାର୍କ ରଖି ଚର୍ଚ୍ଚାକୁ...

casts vote on stretcher
ବାବୁରେ ମୁଁ ଭୋଟ୍ ଦେବି, ମତେ ବୁଥ୍କୁ ନେଇଯାଅ

ମତେ କ୍ୟାନ୍ସର.... ଡାକ୍ତର କହୁଛନ୍ତି ଏବେ କାଳେ ଚତୁର୍ଥ ଷ୍ଟେଜ୍ । ଆଉ ବେଶୀ ଦିନ ବଞ୍ଚିବିନି । ହୁଏତ ଏଇଟା ମୋର ଶେଷ ଭୋଟ୍। ପୁଅରେ ମେତେ ତୁ ଭୋଟ୍ଦେବାକୁ ନେଇଚାଲେ ।

weather
ଆସନ୍ତାକାଲିଠୁ ବଢ଼ିବ ତାତି, ୨ରୁ ୪ ଡିଗ୍ରୀ ବଢ଼ିବ

ଆସନ୍ତାକାଲିଠୁ ବଢ଼ିବ ତାତି, ୨ରୁ ୪ ଡିଗ୍ରୀ ବଢ଼ିବ । ଆସନ୍ତା ୫ ଦିନ ଯାଏ ହିଟ୍ ୱେଭ ହେବନି । ଦୁଇ ଦିନ ଯାଏ କେତେକ ସ୍ଥାନରେ ବର୍ଷା ପବନ । ମେ ୧୯ ସୁଦ୍ଧା ନିକୋବରରେ ମୌସୁମୀ ବାୟୁ ।

Panchang Today
Panchang Today 15th May 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ନୂତନ ଦ୍ରବ୍ୟ କ୍ରୟ କରନ୍ତୁ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

gold necklace
Gold Price Today 14th May 2024: କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଜି କମିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୮୨୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୭୫୦ ଟଙ୍କା ରହିଛି

Millions of fish died at once
ଏକାସାଙ୍ଗରେ ମରିଗଲେ ଲକ୍ଷାଧିକ ମାଛ

କୁଢ କୁଢ ମଲା ମାଛରେ ଭର୍ତ୍ତି ହୋଇଗଲା ଜଳାଶୟ। ରହସ୍ୟମୟ ଭାବେ ମୃତ୍ୟୁବରଣ କଲେ ଦୁଇଲକ୍ଷରୁ ଅଧିକ ମାଛ। କାରଣ ଜାଣି ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ।

72 years old driving a car
72 ବର୍ଷରେ ଚଳାଉଛନ୍ତି ଭାରୀଯାନ

72 ବର୍ଷରେ ସେ ଚଳାଉଛନ୍ତି JCB, ଟ୍ରକ, ବସ ଓ ବୁଲଡୋଜର ଭଳି ଭାରୀଯାନ। ଏପରିକି ତାଙ୍କ ପାଖରେ ଅଛି 11ଟି ଯାନର ଡ୍ରାଇଭିଂ ଲାଇସେନ୍ସ୍। ଦର୍ଶକବନ୍ଧୁ ଆଶ୍ଚର୍ଯ୍ୟ ହୋଇଗଲେ ନାଁ। କିନ୍ତୁ କଥାଟି ପୁରା ସତ ଓ ମହିଳା ଜଣକ ବି ଆମ ଭାରତର। ଦେଖନ୍ତୁ ଏହି...

Modi's bodyguard wear black glasses?
ମୋଦିଙ୍କ ଅଙ୍ଗରକ୍ଷୀ କାହିକି ପିନ୍ଧନ୍ତି କଳା ଚଷମା ?

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ କଳା ଚଷମା କ’ଣ ପାଇଁ ବ୍ୟବହାର କରନ୍ତି ? ଆସନ୍ତୁ ଜାଣିବା...

My daughter will be a pilot
ମୋ ସୁନା ଝିଅ ପାଇଲଟ୍‌ ହେବ

ଟିକେ ଭାବିଲେ… ଜଣେ ମା’ର ଝିଅ ଯଦି ପାଇଲଟ୍‌ ହୋଇ ଆକାଶରେ ଉଡିବ... ତା’ ହେଲେ ସେ ମା’କୁ କେତେ ଗର୍ବ ଅନୁଭବ ହେବ । କାରଣ ତା’ ଝିଅ ପାଇଲଟ୍‌ ହେବ... ଆକାଶରେ ଉଡ଼ିବ... ଯୁଆଡେ ଚାହିଁବ ସିଆଡେ ଯିବ... ତା’ ନାଁ ରଖିବ ।

BlueLobster
ଦେଖିଛନ୍ତି କି ନୀଳ ଚିଙ୍ଗୁଡ଼ି ?

କେବେ ଦେଖିଛନ୍ତି କି ନୀଳ ଚିଙ୍ଗୁଡ଼ି? ଦେଖିନିଅନ୍ତୁ ଏହି ଚିଙ୍ଗୁଡ଼ିକୁ...

Panchang
Panchang Today 14th May 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୪ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Panchang Today
Panchang Today 13th May 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ମେଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୩ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

mango
ଆମ୍ୱ ଆଣିପାରେ ବଡ଼ ରୋଗ

ଜମୁଛି ଗ୍ରୀଷ୍ମ ବଜାର। ମେଲିଲାଣି ଭଳିକି ଭଳି ଆମ୍ୱର ପସରା। କୁହାଯାଏ ଆମ୍ୱ ବିନା ଗ୍ରୀଷ୍ମ ଋତୁ ଅଧୁରା। ଆପଣମାନେ ମଧ୍ୟ ଏହି ଫଳ ମାନଙ୍କ ରାଜାର ସ୍ୱାଦକୁ ଚାଖି ସାରିଥିବେ। କିନ୍ତୁ ଏବେ ଟିକେ ହୋଇଯାଆନ୍ତୁ ସାବଧାନ। କାରଣ ବେଳ ଥାଉ ଥାଉ ସତର୍କ ନହେଲେ...

gulapjamun
ଗୋଲାପଜାମୁର ସହରର ରସାଳ କାହାଣୀ

ଏହି ଗୋଲ ଗୋଲ ଜିନିଷଟିକୁ ତେଲ କିମ୍ୱା ଘିଅରେ ହାଲକା ବାଦାମୀ କରି ଛାଣିବା ପରେ ଶିରାରେ ପକାଇଦେବେ। ଏବେ ଏଥିରୁ ଗୋଟିଏ ନେଇ ପାଟିରେ ରଖିବେ, ଓଃ.. ପାଟିରେ ତ ମିଳାଇଯିବ ଓ ଏହାର ସ୍ୱାଦ ଆପଣଙ୍କୁ ସ୍ୱର୍ଗତୁଲ୍ୟ ଅନୁଭବ ଦେବ। ଦର୍ଶକବନ୍ଧୁ ଏହାଥିଲା ସମସ୍ତଙ୍କ ପ୍ରିୟ...

Nrusinghanath Peeth
ଭାରି ସୁଆଦିଆ ପଖାଳ ଭୋଗ

ବାବା ନୃସିଂହନାଥଙ୍କ ପୀଠରେ ପଖାଳ ଭୋଗ । ଭଗବାନଙ୍କ ନିକଟରେ ପଖାଳ ଲାଗି ହେବା ପରେ ଅତି ଆନନ୍ଦରେ ଖାଉଛନ୍ତି ଭକ୍ତ । ପଶ୍ଚିମ ଓଡିଶାର ପ୍ରସିଦ୍ଧ ତିର୍ଥ କ୍ଷେତ୍ର ହେଉଛି ନୃସିଂହନାଥ ପିଠ ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।