/odishatv-khabar/media/post_attachments/uploadimage/library/16_9/16_9_0/Panchang_1718075586.jpg)
Panchang
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୧ ମଙ୍ଗଳବାର,ଚନ୍ଦ୍ର- କର୍କଟ ରାତ୍ରି ୧୧.୩୯ ଗତେ ସିଂହ ତିଥି- ୫ମୀ ସନ୍ଧ୍ୟା ୦୫.୨୭ ଗତେ ୬ଷ୍ଠୀ ,ଘାତଚନ୍ଦ୍ର- ରାତ୍ରି ୧୧.୩୯ ଗତେ କର୍କଟ ଓ ମକର ରାଶିର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ପାଦ-କୃଷିହାନି-ଭୂମିଦାନ
Advertisment
ଶୁଭ ସମୟ:
ପ୍ରାତଃ- ୦୫.୧୧ ରୁ ୦୬.୪୯
ଦିବା - ୦୯.୩୪ ରୁ ୧୨.୧୨
ସନ୍ଧ୍ୟା-୦୬.୨୧ ରୁ ୦୭.୦୫
ରାତ୍ରି- ୦୯.୦୪ ରୁ ୦୯.୫୮
ରାତ୍ରି- ୧୨.୦୮ ରୁ ୦୨.୧୭
ଅଧିକ ପଢ଼ନ୍ତୁ: ଆପଣ ଭୂମି କିଣିବାକୁ ଯୋଜନା କରୁଛନ୍ତି କି; ଜାଣନ୍ତୁ କିପରି ଭୂମି ଘର ପାଇଁ ଠିକ୍
ଅଶୁଭ ସମୟ:
ରାହୁକାଳ- ଦିବା- ୦୩.୦୪ ରୁ ୦୪.୪୩
କାଳବେଳା- ଦିବା ୦୧.୨୫ ରୁ ୦୩.୦୪
ବାରବେଳା- ପ୍ରାତଃ- ୦୬.୪୯ ରୁ ୦୮.୨୮
କାଳରାତ୍ରି- ରାତ୍ରି- ୦୭.୪୩ ରୁ ୦୯.୦୪
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)