ଘରେ ନିରାମିଷ ଖାଦ୍ୟରେ କଣ ବନେଇବେ ଏହାକୁ ନେଇ ଆପଣ ଚିନ୍ତିତ କି ? ତାହେଲେ ଆଜିର ସ୍ୱାଦିଷ୍ଟ ରେସିପିଟି ଆପଣ ଘରେ ବନେଇ ଖାଇପାରିବେ । ଏହି ରେସିପିର ନାଁ ହେଉଛି ‘ସୋୟା ମଞ୍ଚୁରିଆନ’।
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୨୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୫,୭୪୦ ଟଙ୍କା ରହିଛି ।
ସଜନା ଶାଗରେ ଭିଟାମିନ୍ ଏ, ଭିଟାମିନ୍ ସି, କ୍ୟାଲସିୟମ୍, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ଭଲ ପରିମାଣର ପୋଷକ ତତ୍ତ୍ୱ ରହିଥାଏ। ଯାହା ଫଳରେ ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଅନେକ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ।
ଆଦିବାସୀ ଲୋକଙ୍କ ପୂଜାପର୍ବ ବେଶ ନିଆରା । ନୂଆ ଢଙ୍ଗରେ ଆଉ ଭିନ୍ନ ଭିନ୍ନ ଉପାୟରେ ପାଳନ ହେଉଛି ଅନେକ ପର୍ବପର୍ବାଣୀ । କେଉଁଠି ଗୁମ୍ଫା ମଧ୍ୟରେ ନୃତ୍ୟ ପରିବେଷଣ କରି ପୂଜା କରାଯାଉଛି ତ ଆଉ କେଉଁଠି ଜେସିବିରେ ଚଢି ପୌରାଣିକ ଶୈଳୀରେ ପୂଜା କରାଯାଉଛି ।...
ଆଜି ନିର୍ବାଚନ ପ୍ରଚାର ପାଇଁ ୪ଟି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ଯିବେ ।
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୪ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜି ଓଡ଼ିଶା ଆସୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ଭୁବନେଶ୍ବରରେ ବ୍ୟପକ କାର୍ଯ୍ୟକ୍ରମ । କଟକରେ ଦଳୀୟ କାର୍ଯ୍ୟକ୍ରମ ଓ ସନ୍ଧ୍ୟାରେ ସମ୍ବଲପୁରରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ ଏସ୍.ଜୟଶଙ୍କର ।
ଘୋଡା ନାଚ ଆମ ପରମ୍ପରା ଆମ ସଂସ୍କୃତି ଓ ଆମ ଜାନିଯାତର ଏକ ପ୍ରତିକ। ଧୀରେ ଧୀରେ ଲୁଚିଯିବାକୁ ବସିଲାଣି। ଚାଲନ୍ତୁ ଜାଣିବା ଚାନ୍ଦବାଲିରୁ ଏକ ନିଆରା ପରମ୍ପରାର କାହାଣୀ
ହେ ଚଡ଼େଇ ମାନେ ଆମର ଭୁଲ୍ ହୋଇ ଯାଇଛି । ଆଜି ଦିନରେ ମଣିଷ ନିଜ ସ୍ୱାର୍ଥରେ ଏତେ ଅନ୍ଧ ଯେ, ପଶୁପକ୍ଷୀଙ୍କ ସୁଖ ଦୁଃଖ ଭୁଲିଗଲାଣି। ହେଲେ ଆଜି ଚାଲନ୍ତୁ ଦେଖିବା ନିଆରା ଏକ କାହାଣୀ ଯେଉଁଠି ପକ୍ଷୀଙ୍କ ପାଇଁ ସମସ୍ତେ ବନ୍ଦନା କରୁଛନ୍ତି। କବିତା ଗାଉଛନ୍ତି...
ପୁଅ ଚାଲିଗଲାଣି ଆର ପାରିକୁ। ଘର ପାଲଟିଲାଣି ଧ୍ୱଂସସ୍ତୁପ। ସରକାର ପୁଅର ମୃତ୍ୟୁରେ ପରିବାର ବର୍ଗକୁ ଡେମୋ ଚେକ୍ ଖଣ୍ଡିଏ ଧରାଇ ଦେଇ ଠକିଦେଇଛନ୍ତି। ପରିବାରର ଦୁଃଖ କହିଲେ ନ ସରେ। ସାଲେପୁରରୁ ଏକ ପରିବାରର ଦୁଃଖଦ କାହାଣୀ
ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ଆମେ ଦେଶୀ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ‘ଚିକେନ୍ ତଡ଼କା’
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୧,୭୩୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୫,୭୫୦ ଟଙ୍କା ରହିଛି ।
ଖରାଦିନେ ଚର୍ମକୁ କୋମଳ ଏବଂ ସତେଜ ରଖିବା ପାଇଁ ଏହାର ଯତ୍ନ ନେବା ଅତ୍ୟନ୍ତ ଜରୁରୀ, କିନ୍ତୁ ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏହାର ଯତ୍ନ ନେବା ଏବଂ ଚର୍ମ ପାଇଁ ପାର୍ଲରରେ ଘଣ୍ଟା ଘଣ୍ଟା ବିତାଇବା ସମ୍ଭବ ନୁହେଁ। ତେବେ ଆସନ୍ତୁ ଜାଣିବା ଖରାଦିନେ ଚର୍ମ ବା ତ୍ୱଚାର...
ନିର୍ବାଚନ ପୂର୍ବରୁ ମିଳିଲା ପୁଳା ପୁଳା ଟଙ୍କା । ବରଗଡ ସୋହେଲାରେ ସାଢେ ୭ ଲକ୍ଷ ଜବତ । ଚେକିଂ ବେଳେ ଗାଡିରୁ ଟଙ୍କା ମିଳିଥିବା ସୂଚନା । ସମ୍ବଲପୁର ବାମରାରୁ ୩ଲକ୍ଷରୁ ଅଧିକ ଜବତ । ଫ୍ଲାଇଙ୍ଗ ସ୍କ୍ବାର୍ଡ ହାତରେ ଧରାପଡିଲା ଟଙ୍କା ।
ରାଜ୍ୟରେ ଅନେକ ସ୍ଥାନରେ ଆଗାମୀ ୩ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ହେଲେ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବା ସମ୍ଭାବନା ରହିଛି ।
ଆଜି ରାୟଗଡା ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାଜ୍ୟ କଂଗ୍ରେସ ଶିବିରରେ ଉତ୍ସାହ । ଦିନ ୧୨ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ପହଞ୍ଚିବେ । ଏହାପରେ ଜିଆଇଏସିଆର୍ କଲେଜ ସମ୍ମୁଖ ପଡିଆରେ ସମାବେଶକୁ ସମ୍ବୋଧନ କରିବେ ।
ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଝିଅ ବାହାଘର ପାଇଁ ବାପାଙ୍କ ନିଆରା ଅଫର । ଖୋଜିଦିଅନ୍ତୁ ବର... ମିଳିବ ୩ ଲକ୍ଷ ଟଙ୍କା । ଏପରି ଅଫର ରଖିଛନ୍ତି ଜଣେ ବାପା ।
ନୀଳ ସମୁଦ୍ରରେ ମାଛ ପରି ପହଁରୁଛନ୍ତି ବିଦେଶୀ ପର୍ଯ୍ୟଟକ। ପୁରୀର ସମୁଦ୍ର ମୁହାଁଣ ଦୁଃସାହାସିକ ଜଳକ୍ରୀଡ଼ା ପାଇଁ ପାଲିଟିଛି ଉପଯୁକ୍ତ ସ୍ଥାନ । ଆମ ଓଡିଶାରେ ଏଭଳି ଦୁଃସାହସିକ ଜଳକ୍ରୀଡା ୱାଟର୍ ସର୍ଫିଂ ।
ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୨୭୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୨୫୦ ଟଙ୍କା ରହିଛି ।