ପୁଅକୁ ପାଇ ମା’ ଆଖିରେ ଲୁହ ରହୁନି । ହରାଇବା ଦୁଃଖକୁ ଯେମିତି ସେ ଭୁଲିପାରୁନି । ସେଥିପାଇଁ ତ କାନ୍ଦି କାନ୍ଦି କହୁଛି ମୋ ପୁଅ କେଉଁଠି ଥିଲା । ମୋ ପୁଅ ଫେରି ଆସିଛି । ହଜିଲା ପୁଅକୁ ଫେରି ପାଇ ଆଜି ଆତ୍ମହରା ହୋଇପଡ଼ିଛି...
ଗାଁରେ ହଠାତ୍ଲାଗିଯାଉଛି ନିଆଁ । ଚାହୁଁ ଚାହୁଁ ଜଳିଯାଉଛି ସବୁ କିଛି । କୋଉଠୁ ଆସୁଛି... କିଏ କରୁଛି... କାହାକୁବି ଜଣାନାହିଁ, କିନ୍ତୁ ଆପେଆପେ ନିଆଁ ଲାଗି ପୋଡ଼ି ଯାଉଛି ଘର । ନା ଅଛି ଚୁଲି ନା ଅଛି ଚାଳ ,ଆଜିକୁ ପ୍ରାୟ ୬ଦିନ ହେବ ଖାଇବା...
ବଢିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ବୃଦ୍ଧି ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
କାଲି ବାପା ମା’ଙ୍କ ସହିତ ଖେଳୁଥିଲା । କୁନି କୁନି ଓଠରେ ବାପା ବାପା ବୋଲି ଡାକୁଥିଲା । ଆଉ ବାପା ମା’ ଡାକ ଶୁଣି ଖୁସିରେ ଫାଟି ପଡୁଥିଲା ଘର । ହେଲେ ଆଜି ତା ଦୁଷ୍ଟାମୀ ନାହିଁ କି ସେ ବି ଆଉ ନାହିଁ ।
ଗର୍ଭବତୀ ସ୍ତ୍ରୀ ପେଟକୁ ସ୍ୱାମୀ ମାରିଲା ଫାର୍ସା ଚୋଟ । ୮ମାସ ଗର୍ଭବତୀ ସ୍ତ୍ରୀ ପେଟରେ ପୁଅ ଅଛି ନା ଝିଅ ? ଜୀଅନ୍ତା ସ୍ତ୍ରୀକୁ କଲବଲ କଲା... ପିଲା କାଢି ଟିକନିଖ୍କରି ଦେଖିଲା । ସ୍ତ୍ରୀ ସିନା ଛଟପଟ ହେଉଥିଲା, ହେଲେ ଆଖି ବୁଜିସାରିଥିଲା ମା’ ଗର୍ଭରେ...
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୮ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସିଙ୍ଗଡ଼ା ବା ସମୋସା ସମସ୍ତଙ୍କୁ ପସନ୍ଦ । ଆଜି ଆମେ ଆପଣଙ୍କ ପାଇଁ ଏକ ନିଆରା ଶୈଳୀରେ ସିଙ୍ଗଡ଼ା ବା ସମୋସାର ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରୁଟି ସମୋସା’ ।
ବଢିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ବୃଦ୍ଧି ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଏଠି ସେଠି ବାସନ ମାଜି ଯାହା ରୋଜଗାରହୁଏ ସେତିକିରେ ଚଳିଯାଏ ଅସହାୟ ସୁନିତାଙ୍କ ତେଲ ଲୁଣ ସଂସାର । ଏହି ଝାଟିମାଟି ଘରେ ଚାଳଇଥିଲା ସଂସାର ଆଉ ଗଢ଼ୁଥିଲେ ପିଲାଙ୍କ ଭବିଷ୍ୟତ । ହେଲେ ରାତିର ଅନ୍ଧାରରେ ହାତୀ ଉଜାଡ଼ି ଦେଲା ସୁନିତାଙ୍କ ସ୍ୱପ୍ନ । ଘର ଭାଙ୍ଗିଯିବା...
କୁହାଯାଏ ଚାଷୀ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ୫ ବର୍ଷ । ଏ ଢ଼ଗ ଯେମିତି ଆମେ କହୁନୁ । କହୁଛି ଏ କଚ୍ଚା ରାସ୍ତା... ଏ ନୁଆଣିଆ ଝାଟିମାଟି ଘର... ଆଉ ଏ ଗରିବର ନୀରିହ ଆଖି । ରାଜ୍ୟରେ ୨୫ ବର୍ଷ ବିଜେଡି ସରକାରର ରହି...
ଯେବେ ଗରିବ ଝିଅଟିଏ ସଫଳତା ପାଏ । ପରିବାରରେ ଖେଳିଯାଏ ଖୁସିର ଲହରୀ । ଦୁଃଖ ଭିତରେ ଫୁଟି ଉଠେ ହସ । ସମସ୍ତେ ଝିଅଟିକୁ ବେଶ୍ବାହା ବାହା କରନ୍ତି । ଗରିବ ବାପା ଫଳ ବିକନ୍ତି । ଝିଅ ରୂପା ସା ବି ବାପାଙ୍କୁ କାମରେ ସାହାଯ୍ୟ...
ବାପା ଗରିବ ଟ୍ୟାକ୍ସି ବାଲା... ପୁଅ ସ୍ୱପ୍ନ ଦେଖୁଛି ଡାକ୍ତର ହେବ । କାରଣ ଆଜି ଗରିବ ବାପାଙ୍କୁ ଉପହାର ଦେଇଛି ତାଙ୍କ ସୁନା ପୁଅ । ଆଉ ସେହି ଉପହାର ପାଇ ମା’ଙ୍କର ଆଖି ଛଳ ଛଳ । ଅସୀମ ଧୈର୍ଯ୍ୟ ଆଣି ଦେଇଛି ବଡ଼...
କମିଲା ସୁନା ଦର । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ହ୍ରାସ୍ ପାଇଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ବଡମ୍ବା ନରସିଂହପୁରର ୬-୬ ଥର ବିଧାୟକ ହେଉଛନ୍ତି ଦେବୀ ମିଶ୍ର । ବିଧାୟକ ସହ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ ବି ହୋଇଛନ୍ତି । ତଥାପି ନିଜ ଅଞ୍ଚଳର ବିକାଶ କରିନାହାନ୍ତି ।
ଅଶାନ୍ତ ହୋଇଯାଇଛି ଗଞ୍ଜାମ ଜିଲ୍ଲା । ନିର୍ବାଚନ ୨୦ ତାରିଖରେ ଥିବା ବେଳେ ତା ପୂର୍ବରୁ ଖଲ୍ଲିକୋଟରେ ଘଟିଛି ରାଜନୈତିକ ହିଂସାକାଣ୍ଡ । ବିଜେପି କର୍ମୀ ଦିଲୀପ ପାହାଣଙ୍କ ମୃତ୍ୟୁ ପରେ ୮ ଗିରଫ। ଥାନା ଘେରିବାକୁ ଯାଇଥିବା ଜନତା ଉପରେ ପୋଲିସର ଲାଠିଚାର୍ଜ।
ଆଜି ବଢିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୭୫୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୭,୬୦୦ ଟଙ୍କା ରହିଛି ।
ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୭ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ବଢ଼ୁଛି ସାଇବର ଅପରାଧ । ସତର୍କତା ଅଭାବରୁ ଆକାଉଣ୍ଟରୁ ହୋଇଯାଉଛି ଟଙ୍କା ଖାଲି । ପାଦେ ପାଦେ ରହିବାକୁ ପଡ଼ିବ ସତର୍କ । ଜଣନ୍ତୁ...
ଭାରି ସୁଆଦିଆ ତାଳ ସଜ... ପାଟିକୁ ମିଠା... ପେଟକୁ ଥଣ୍ଡା। ଆଉ ଏଇ ତାଳସଜ ଖାଇବାକୁ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଦେଖିବାକୁ ମିଳେ ଭାରି ଉତ୍ସାହ। ସେ ଦିନର ଗଛମୂଳର ଆଉ ସେ ତାଳ ସଜ ନାହିଁ। ରାସ୍ତକଡ଼ରେ ଏବେ ମେଲିଛି ତାଳସଜର ପସରା ।