• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

rajma kasa
ଘରେ ବନାନ୍ତୁ ସୁଆଦିଆ ‘ରାଜମା କଷା’

ଆପଣ ଡାଲି ବା ବୁଟର ବିଭିନ୍ନ ରେସିପି ଘରେ ବନେଇ ଖାଇଥିବେ । ଆଜି ଆମେ ଏକ ନିଆରା ଓ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିଟିର ନାଁ ହେଉଛି ‘ରାଜମା କଷା’ ।

Reduce cholesterol
କମିବ କୋଲେଷ୍ଟ୍ରଲ୍, ପିଅନ୍ତୁ ଏହି ସବୁ ଡ୍ରିଙ୍କସ୍

ପାଗ ଯାହା ହେଉନା କାହିଁକି, ଆମକୁ ସବୁବେଳେ ନିଜର ବିଶେଷ ଯତ୍ନ ନେବାକୁ ପଡିବ, ନଚେତ୍ ଅନେକ ରୋଗ ହେବାର ଆଶଙ୍କା ରହିବ। ନିଜକୁ ହାଇଡ୍ରେଟ୍ ରଖିବା ପାଇଁ, ଆମେ କିଛି ନା କିଛି ଥଣ୍ଡା ତରଳ ପିଇଥାଉ। କିନ୍ତୁ ଆପଣ ଜାଣନ୍ତି କି, କିଛି ପାନୀୟ ପିଇବା...

CM Naveen Patnaik to file nomination
ନବୀନ ଭରିବେ ଦ୍ବିତୀୟ ନାମାଙ୍କନ,କଣ୍ଟାବାଞ୍ଜିରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ

କଣ୍ଟାବାଞ୍ଜିରୁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ । ନବୀନଙ୍କ ଏହା ଦ୍ବିତୀୟ ନିର୍ବାଚନ କ୍ଷେତ୍ର । କଣ୍ଟାବାଞ୍ଜିରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିବେ ମୁଖ୍ୟମନ୍ତ୍ରୀ । ପୂର୍ବରୁ ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲ କରି ସାରିଛନ୍ତି ମୁଖ୍ୟମନ୍ତ୍ରୀ

IPL 2024
ହାରିଲା ଚେନ୍ନାଇ,୭ ୱିକେଟରେ ଚେନ୍ନାଇକୁ ମାତ୍ ଦେଲା ପଞ୍ଜାବ

ହାରିଲା ଚେନ୍ନାଇ, ଜିତିଲା ପଞ୍ଜାବ । ଗତକାଲି IPLରେ ଆଉ ଏକ ରୋମାଞ୍ଚକର ମ୍ୟାଚ୍ ଚେନ୍ନାଇକୁ ୭ ୱିକେଟରେ ମାତ୍ ଦେଲା ପଞ୍ଜାବ । ପଂଜାବ ୧୬୩ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା। ୧୭.୫ ଓଭରରେ ୩ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ

heatwave
ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରକୋପ,୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ। ଆଜି ବି ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ । ୧୦ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

Goldy Brar
ମରିନି ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଗୋଲ୍ଡି ବ୍ରାର୍‌ !

ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଗୋଲ୍ଡି ବ୍ରାର୍‌କୁ ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଲ୍ଡିର ମୃତ୍ୟୁନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । କିନ୍ତୁ ଏବେ US ପୋଲିସ ଏହାକୁ ଖଣ୍ଡନ କରିଛି । ସିଦ୍ଧୁ ମୁସେୱାଲା ହତ୍ୟା ଓ ସଲମାନ ଖାନଙ୍କୁ ଧମକ...

bjp protest
ସୋସିଆଲ ମିଡିଆରେ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ କଟାକ୍ଷ,ଶତାଧିକ ମହିଳାଙ୍କ ଶୋଭାଯାତ୍ରା

ସୋସିଆଲ ମିଡିଆରେ ନୟାଗଡ଼ ରାଣୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ବରୀଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ କଟାକ୍ଷ । ନୟାଗଡ଼ରେ ଶତାଧିକ ମହିଳାଙ୍କ ଶୋଭାଯାତ୍ରା । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।

Elderly Kalahandi woman
ଏହି ମହିଳାଙ୍କ ଘରକୁ ଆସିଥିଲେ ରାଜୀବ ଗାନ୍ଧି

ଖବର ପରିବେଷଣ ବେଳେ ଆପଣ ଅନେକ ଥର କେବିକେ କଥା ଶୁଣିଥିବେ। କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟର ଉନ୍ନତୀ ପ୍ରସଙ୍ଗ ମଧ୍ୟ ଆପଣଙ୍କ କାନରେ ବାଜିଥିବ। ହେଲେ କେବେ ଭାବିଛନ୍ତି ଏହି କେବିକେ ଯୋଜନାର ଅନ୍ତରାଳରେ କ’ଣ ରହିଛି କାହାଣୀ। କାହା ପାଇଁ ଏ ଯୋଜନା ?

tomato rasam
ଘରେ ସହଜରେ ବନେଇ ପାରିବେ ‘ଟମାଟୋ ରସମ୍‌’

ଖାଦ୍ୟ ପ୍ରିୟ ଲୋକଙ୍କ ପାଇଁ ଆମେ ଆଣିଛୁ ଏକ ଚଟପଟା ରେସିପି । ଏହି ରେସିପିଟିକୁ ବନେଇବା ଯେତେ ସହଜ, ସ୍ୱାଦ ମଧ୍ୟ ସେମିତି ଦମଦାର । ଘରେ ଏହାକୁ ପ୍ରସ୍ତୁତ କରନ୍ତୁ ଓ ପରିବାର, ସାଙ୍ଗସାଥୀଙ୍କ ସହ ଖାଇବାର ମଜା ନିଅନ୍ତୁ।

Plastic manufacturing
ରୋଜଗାର ଦେଉଛି ପ୍ଲାଷ୍ଟିକ କମ୍ପାନୀ

ରୋଜଗାର ଦେଉଛି ପ୍ଲାଷ୍ଟିକ କାରଖାନା । ଶତାଧିକ ଲୋକଙ୍କୁ ମିଳିଛି ନିଯୁକ୍ତି । ଯେଉଁ ଅଞ୍ଚଳର ଲୋକେ ଦିନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ ।

Gold Price Today
Gold Price Today 30th April 2024: ଆଜି ସାମାନ୍ୟ କମିଛି ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ରହିଛି ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୬୦୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୫୫୦ ଟଙ୍କା ରହିଛି ।

cancer-causing chemicals in popular Indian spice brands
ଖାଦ୍ୟରେ ବ୍ୟବହାର କରୁଛନ୍ତି କି ମସଲା ?

ଖାଦ୍ୟରେ ବ୍ୟବହାର କରୁଛନ୍ତି କି ମସଲା ? ହୋଇଯାଆନ୍ତୁ ସାବଧାନ ! ନାମିଦାମୀ କମ୍ପାନୀରେ ପ୍ରସ୍ତୁତ ହେଉଥିବା ମସଲା ମଧ୍ୟ କେତେ କ୍ଷତିକାରକ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।

 Cow protects calf from scorching heat
ମା’ ପରି କିଏ ହେବ...

ସେ ବି ମା’ । ଦେଖୁନାହାନ୍ତି ନିଜର ପିଲାକୁ ଟିକିଏ ଛାଇ ଦେବାକୁ କେମିତି ଡହଡହ ଖରାରେ ଛିଡ଼ା ହୋଇଛି...

Controversy erupts
ବିବାଦୀୟ ପୋଷ୍ଟ କରି ହଟହଟ୍ଟା ହେଲେ ପାଠୁଆ ପ୍ରଫେସର

ଚାକିରିଆ ମହିଳାଙ୍କୁ ବାହାହେବା ମନା ! ଉଚ୍ଚ ଶିକ୍ଷିତାଙ୍କୁ କରନ୍ତୁନି ବିବାହ ! ଶିକ୍ଷିତ ମହିଳା ହେଉଛନ୍ତି ବିଗ୍ରେଡ୍ଫ୍ଲାଗ୍! ଅର୍ଥାତ୍ ବଡ଼ ବିପଦ ।

Panchang Today
Panchang Today 30th April 2024: ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତରେ ଘରେ କରନ୍ତୁ ଶୁଭ କର୍ମ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Political parties embrace digital campaigns
ପଲିଟିକାଲ୍ ପ୍ରଚାରରେ ଟ୍ରେଣ୍ଡିଂ ରିଲ୍ସ

ପଲିଟିକାଲ୍ ପ୍ରଚାର ମୈଦାନରେ ବେଶ୍ ଗ୍ରହଣୀୟ ହୋଇଛି ଡିଜିଟାଲ୍ ଫଣ୍ଡା । ଟ୍ରେଣ୍ଡି ଗୀତରେ ଭଳିକି ଭଳି ରିଲ୍ସ, ଯେତିକି ମନଛୁଆଁ ହୋଇଛି, ସେତିକି ଭାଇରାଲ୍ ହେଉଛି ୩ ପ୍ରମୁଖ ଦଳର ଏଜେଣ୍ଡା ଏବଂ ବାର୍ତ୍ତା । ଏକକୁ ଆରେକ ବଳି ରିଲ୍ସ ଏବଂ ସଟ୍ସ...

Centurian man
ମଉସାଙ୍କ ଜିଦ୍‌‌ ବୁଥ୍‌ରେ ଭୋଟ୍‌ ଦେବି

ବୟସ ଶହେ ଟପିଲାଣି । ଭାରତର ପ୍ରଥମ ନିର୍ବାଚନରେ ଭୋଟ୍‌ ଦେଇଥିଲେ ଏମାନେ । ନିଜର ମତ ସାବ୍ୟସ୍ତକରି ଗଢ଼ିଥିଲେ ସରକାର ।

Dr Laxmi Gautam
ବୃନ୍ଦାବନର ମାଆ ଲକ୍ଷ୍ମୀ !

ନାଁ ତାଙ୍କର ଲକ୍ଷ୍ମୀ ... ନାଁ ଯେମିତି, ମଣିଷ ବି ସେମିତି । ଦୁଃଖୀର ଦୁଃଖରେ ସେ ଦୁଃଖୀ । ଅସହାୟର ସେ ସାହାରା । ମହିଳା ହୋଇ ବି ନିଜ କାନ୍ଧରେ ଉଠାଇଛନ୍ତି ଶହଶହ ଶବ । ଅସହାୟ ଗରିବ ମହିଳାଙ୍କ ପାଇଁ ପାଲଟିଛନ୍ତି ସେ ଚଳନ୍ତି...

Son of security guard
ବାପା ସିକ୍ୟୁରିଟି, ପୁଅ IAS

ପୁଳାପୁଳା ସମ୍ମାନ... ତାଳିରେ ଫାଟି ପଡ଼ୁଛି ସ୍କୁଲ... ଏ ସମ୍ବର୍ଦ୍ଧନାକୁ ଦେଖି ବାପ ମନ ଆଜି କୁଣ୍ଢେମୋଟ... ବାପା ସିନା ସିକ୍ୟୁରିଟି ଗାର୍ଡ... ହେଲେ ପୁଅ ବନିଗଲେ IAS ଅଫିସର ।

Gold Price Today
Gold Price Today 29th April 2024: ସୁନା ଦରରେ ପରିବର୍ତ୍ତନ, ଜାଣି ନିଅନ୍ତୁ ଆଜିର ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୬୦୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୫୫୦ ଟଙ୍କା ରହିଛି ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।