• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୨ ବୁଧବାର । ଚନ୍ଦ୍ର- ସିଂହ ଅହୋରାତ୍ର ,ତିଥି- ୬ଷ୍ଠୀ ସନ୍ଧ୍ୟା ୦୭.୧୭ ଗତେ ୭ମୀ ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ପୁଷ୍କର ଦୋଷ- ସନ୍ଧ୍ୟା ୦୭.୧୭ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ

ଶୁଭ ସମୟ:

ପ୍ରାତଃ- ୦୭.୪୯ ରୁ ୦୮.୨୮

ଦିବା - ୧୦.୦୭ ରୁ ୧୧.୨୦

ଦିବା- -୦୧.୫୮ ରୁ ୦୫.୨୯

ସନ୍ଧ୍ୟା-୦୬.୨୨ ରୁ ୦୯.୫୮

ରାତ୍ରି- ୧୨.୦୮ ରୁ ୦୧.୩୪

ଅଧିକ ପଢ଼ନ୍ତୁ: Vastu Tips: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି… ହେବ ଏହିସବୁ ସମସ୍ୟା

ଅଶୁଭ ସମୟ:

ରାହୁକାଳ- ଦିବା- ୧୧.୪୬ ରୁ ୦୧.୨୫

କାଳବେଳା- ଦିବା ୦୮.୨୮ ରୁ ୧୦.୦୭

ବାରବେଳା- ଦିବା- ୧୧.୪୬ ରୁ ୦୧.୨୫

କାଳରାତ୍ରି- ରାତ୍ରି- ୦୨.୨୮ ରୁ ୦୩.୫

OTV is now on Whatsapp

Join and get latest news update delivered to you via whatsapp

Join Now