• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୫ ଶନିବାର,ଚନ୍ଦ୍ର- କନ୍ୟା ଅହୋରାତ୍ର ,ତିଥି- ୯ମୀ ରାତ୍ରି ୦୨.୩୨ ଗତେ ୧୦ମୀ,ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର,ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର ,ପୁଷ୍କର ଦୋଷ- ୨ ପାଦ-କୃଷିଓ ବଂଶହାନି-ଭୂମି ଓ ତିଳକାଞ୍ଚନଦାନ ଦିବା ୦୮.୧୩ ଗତେ ୧ ପାଦ କୃଷିହାନି-ଭୂମିଦାନ

ଶୁଭ ସମୟ:

ଦିବା - ୧୦.୦୮ ରୁ ୧୨.୧୩

ଦିବା - ୦୩.୦୫ ରୁ ୦୩.୪୪

ରାତ୍ରି-୦୭.୪୪ ରୁ ୦୭.୪୯

ରାତ୍ରି- ୧୧.୨୫ ରୁ ୦୧.୩୫

ରାତ୍ରି- ୦୩.୦୧ ରୁ ୦୩.୫୦

ଅଶୁଭ ସମୟ:

ରାହୁକାଳ- ଦିବା- ୦୮.୨୯ ରୁ ୧୦.୦୮

କାଳବେଳା- ପ୍ରାତଃ ୦୫.୧୧ ରୁ ୦୬.୫୦ ଓ ଦିବା ୦୪.୪୪ ରୁ ୦୬.୨୩

ବାରବେଳା- ଦିବା- ୦୧.୨୬ ରୁ ୦୩.୦୫

କାଳରାତ୍ରି- ସନ୍ଧ୍ୟା- ୦୬.୨୩ ରୁ ୦୭.୪୪

OTV is now on Whatsapp

Join and get latest news update delivered to you via whatsapp

Join Now