""
ଭଲ ଖବର Videos ବାର୍ତ୍ତା ଦେଉଛନ୍ତି ସବୁଜ ମଉସା ଗ୍ରୀନ ମ୍ୟାନ ଦିନବନ୍ଧୁ । ୫୦ ବର୍ଷ ଧରି ଲଗାଇ ଆସୁଛନ୍ତି ଗଛ । ପେଶା ତାଙ୍କର ଚାଷ, ହେଲେ ନିଶା ହେଉଛି ବୃକ୍ଷ ରୋପଣ । ପିଲାଟି ଦିନରୁ ଦିନବନ୍ଧୁଙ୍କର ବୃକ୍ଷପ୍ରତି ଅହେତୁକ ଭଲପାଇବା ପାଇଁ ଆଜି ସେ ଗ୍ରୀନ ମ୍ୟାନ ନାଁରେ ବେଶ୍ପରିଚିତ ହୋଇଛନ୍ତି । Pallipuspa Samal 08 Jun 2024 08:49 IST love for planting trees Tree Man JataniAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ