Advertisment

ଜନବସତି ମୁହାଁ ହାତୀକୁ ରୋକିବାରେ ସଞ୍ଜିବନୀ ପାଲଟିବ ବାଉଁଶ ବଲ

ହାତୀକୁ ଜନବସତି ଆଡେ ଆସିବାପାଇଁ ରୋକିବାକୁ ନିଆରା ଏଇ ପ୍ରୟାସ। ଗଭୀର ଜଙ୍ଗଲକୁ ଫିଙ୍ଗାଯାଉଛି ବାଉଁଶ ବଲ। ଆପଣ ଭାବୁଥିବେ ମାଟିରେ ତିଆରି ଏଇ ଛୋଟ ବଲ କ’ଣ ବିଶାଳ ହାତୀଙ୍କୁ ରୋକିପାରିବ? ଏହି ଭିଡିଓକୁ ପୁରା ଦେଖନ୍ତୁ ଜାଣିପାରିବେ ।

author-image
Pallipuspa Samal
Elephant
Advertisment
Advertisment