• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୧୦ ସୋମବାର । ଚନ୍ଦ୍ର- କର୍କଟ ଅହୋରାତ୍ର,ତିଥି- ୪ର୍ଥୀ ଦିବା ୦୪.୧୫ ଗତେ ୫ମୀ । ଘାତଚନ୍ଦ୍ର- ନାସ୍ତି,ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ:

ଦିବା - ୦୮.୪୧ ରୁ ୧୦.୨୭

ରାତ୍ରି-୦୯.୧୪ ରୁ ୧୦.୨୫

ରାତ୍ରି- ୧୧.୪୬ ରୁ ୧୨.୦୭

ରାତ୍ରି- ୧୦.୩୪ ରୁ ୦୩.୦୧, ୦୩.୪୪ ରୁ ୦୪.୨୭

ଅଧିକ ପଢ଼ନ୍ତୁ: Vastu Tips: ଗୃହର ଏହି ଦିଗରେ ନୀଳ ରଙ୍ଗ ଥିଲେ ମାନ-ସମ୍ମାନହାନୀ ହୁଏ, ଆସେ କୋର୍ଟ-କଚେରୀ ସମସ୍ୟା

ଅଶୁଭ ସମୟ:

ରାହୁକାଳ- ପ୍ରାତଃ- ୦୬.୪୯ ରୁ ୦୮.୨୮

କାଳବେଳା- ପ୍ରାତଃ – ଦିବା ୦୬.୪୯ ରୁ ୦୮.୨୮

ବାରବେଳା- ଦିବା- ୦୩.୦୩ ରୁ ୦୪.୪୨

କାଳରାତ୍ରି- ରାତ୍ରି- ୧୦.୨୫ ରୁ ୧୧.୪୬

OTV is now on Whatsapp

Join and get latest news update delivered to you via whatsapp

Join Now