• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Drunk women trio attacks
ମଦ ପିଇ ମାତାଲ ହେଲେ ଯୁବତୀ

ମଦ ପିଇ ମାତାଲ ହେଲେ ଯୁବତୀ । ପୁଲିସକୁ କାମୁଡ଼ି କଲେ କଲବଲ । ଜଣେ ନୁହେଁ କି ଦୁଇ ଜଣ ଏକାଥରକେ ୩ ଜଣ ଯୁବତୀ ମଦ ପିଇ ରାସ୍ତାରେ କଲେ ହଙ୍ଗାମା । ଯାହାର ଭିଡିଓ ଆପଣଙ୍କ ଆଖି ସାମ୍ନାରେ ।

NASA
ଜହ୍ନକୁ ନେଇ ନାସାର ଆଉ ଏକ ମିଶନ: ଜହ୍ନରେ ଗଡ଼ିବ ଟ୍ରେନ୍ !

ଜହ୍ନକୁ ନେଇ ନାସାର ଆଉ ଏକ ମିଶନ । ଚନ୍ଦ୍ରପୃଷ୍ଠରେ ଗଡ଼ିବ ଟ୍ରେନ୍ । ନାସା ତିଆରି କରିବ ରେଲୱେ ଷ୍ଟେସନ୍। ମିଶନ ମୁନ୍କୁ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିବାବେଳେ ନାସା ପୁଣି ଚମକାଇ ଦେଲା ପରି ତଥ୍ୟ ଦେଇଛି ।

 Farmers express concern
ଚିନ୍ତାରେ ଲିଚୁ ଚାଷୀ, ଅମଳ ପୂର୍ବରୁ ନଷ୍ଟ ହେଲାଣି ପେନ୍ଥା ପେନ୍ଥା ଲିଚୁ

ଦାଉ ସାଧିଲା ପ୍ରବଳ ଗ୍ରୀଷ୍ମପ୍ରବାହ । ଚିନ୍ତାରେ ଲିଚୁ ଚାଷୀ । ଅମଳ ପୂର୍ବରୁ ନଷ୍ଟ ହେଲାଣି ପେନ୍ଥା ପେନ୍ଥା ଲିଚୁ । ଚଳିତ ବର୍ଷ ପ୍ରବଳ ଖରା ଓ ବର୍ଷା ନହେବାରୁ ଲିଚୁ ଚାଷୀ ଚିନ୍ତାରେ ପଡ଼ିଛି । ଗଛରେ ପେନ୍ଥା ପେନ୍ଥା ଲିଚୁକୋଳି ହୋଇଥିଲେ ମଧ୍ୟ...

Man from Ghana hugs over 1000 trees
ପରିବେଶ ସୁରକ୍ଷା ପାଇଁ ନିଆରା ରେକର୍ଡ,ସମାଜକୁ ଦେଉଛନ୍ତି ସଚେତନତାର ବାର୍ତ୍ତା

ଆଜିକାଲି ତ ମଣିଷ ଗଛ ସବୁକୁ କାଟିବାରେ ବ୍ୟସ୍ତ। ନିଜର ସ୍ୱାର୍ଥ ପାଇଁ ଆମେ ମାନେ ଜଙ୍ଗଲ ନଷ୍ଟ କରି ଚାଲିଛେ। ହେଲେ ଜଣେ ଯୁବକଙ୍କର ଗଛ ପ୍ରତି ଥିବା ଭଲ ପାଇବା ସଂପୂର୍ଣ୍ଣ ନିଆରା ଅଟେ । ଜାଣନ୍ତୁ ପୂରା ଘଟଣା

Gold Price Today
Gold Price Today 9th May 2024: କାଲି ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣନ୍ତୁ କେତେ ରହିଛି ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୨୭୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୨୫୦ ଟଙ୍କା ରହିଛି ।

gulabjamun
ଅକ୍ଷୟ ତୃତୀୟାରେ ଘରେ ବନାନ୍ତୁ ‘ଗୋଲାପଜାମୁନ୍’

ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ । ଘରେ ବିଭିନ୍ନ ପର୍ବରେ ମିଠା ଓ ପିଠା ତିଆରି କରାଯାଏ । ପବିତ୍ର ଅକ୍ଷୟ ତୃତୀୟା ପାଇଁ ଆମେ ବନେଇବା ସୁଆଦିଆ ମିଠା ‘ଗୋଲାପଜାମୁନ୍’।

Beauty Tips
ତ୍ୱଚା ପାଇଁ ମଲ୍ଲୀ ଫୁଲ, ମିଳେ ଅନେକ ଫାଇଦା

ମଲ୍ଲୀ ଫୁଲର ମନଲୋଭା ବାସ୍ନା ଖୁବ୍‌ ସୁନ୍ଦର । କିନ୍ତୁ କଣ ଆପଣ ଜାଣନ୍ତି କି ଏହା କେବଳ ସୁଗନ୍ଧ ପାଇଁ ହିଁ ନୁହେଁ ବରଂ ଆପଣଙ୍କ ତ୍ୱଚାର ବି ସୌନ୍ଦର୍ଯ୍ୟ ବଢାଇଥାଏ । ମଲ୍ଲୀ ଫୁଲର ଅନେକ ଉପକାରୀ ଗୁଣ ରହିଛି ଯାହା ତ୍ୱଚାରେ ଚମକ ଆଣିଥାଏ...

Air India Express
ଆକ୍ସନ ମୋଡ୍‌ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ, ଛୁଟି ପାଇଁ ୨୫ କ୍ରିଉ ମେମ୍ବରଙ୍କୁ ଛଟେଇ

ଆକ୍ସନ ମୋଡ୍‌ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ । ଛୁଟିରେ ଥିବା ୨୫ କ୍ରିଉ ମେମ୍ବରଙ୍କୁ ବିଦା କଲା କଂପାନୀ । ସମାଧାନ ପାଇଁ ଅନ୍ୟ କ୍ରିଉ ମେମ୍ବରଙ୍କ ସହ ଜରୁରୀ ବୈଠକ।

thunderstorm
ତାତିରୁ ମିଳିଛି ଆଶ୍ବସ୍ତି, ଆହୁରି ୪ ଦିନ କାଳବୈଶାଖୀ ସମ୍ଭାବନା

କାଳବୈଶାଖୀ ବର୍ଷା ପାଇଁ ତାତିରୁ ମିଳିଛି ଆଶ୍ବସ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା କମିଛି । ଆହୁରି ୪ ଦିନ କାଳବୈଶାଖୀ ସମ୍ଭାବନା ।

pm modi
ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ, ୧୧ତାରିଖରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦି

୧୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ,ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ମୋଦି । ବିଜେପି ମହଲରେ ଉତ୍ସାହର ଲହରି ।

BJP heavyweight in Odisha
ଓଡ଼ିଶାରେ ବିଜେପି ହେଭିୱେଟ୍, ଆଜି ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ

ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବି ଓଡ଼ିଶା ଆସିବେ । ଗଡ଼କରୀ ପୁରୀ କୃଷ୍ଣପ୍ରସାଦରେ ଜନସଭାରେ ଯୋଗଦେବେ । ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟରେ ପ୍ରଚାର କରିବେ ବିଶ୍ବଶର୍ମା ।

Gold Price Today
Gold Price Today 8th May 2024: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୨୭୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୨୫୦ ଟଙ୍କା ରହିଛି ।

voter express his views
ମୁଁ ଓଡ଼ିଆ ଭୋଟର କହୁଛି..

ମୁଁ ଓଡ଼ିଶା ମାଟିର ଜଣେ ସାଧାରଣ ଭୋଟର କହୁଛି। ଏବେ ନିର୍ବାଚନ ସମୟ। ସମସ୍ତେ ନିଜ ନିଜ କଥା କହିବାକୁ ଆମ ପାଖକୁ ଧାଇଁ ଆସୁଛନ୍ତି।...

weather
୪ ଦିନ କାଳବୈଶାଖୀ ସମ୍ଭାବନା, ୭ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ

ଆହୁରି ୪ ଦିନ ତାତିରୁ ଆଶ୍ବସ୍ତି ଦେଇପାରେ କାଳବୈଶାଖୀ ବର୍ଷା । ଆସନ୍ତା ୨-୩ ଦିନ ଯାଏଁ ରାଜ୍ୟରେ ଝଡ଼ବର୍ଷାର ସମ୍ଭାବନା ରହିଛି । ବିଭିନ୍ନ ସ୍ଥାନରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଆଜି ଝଡ଼ବର୍ଷା ନେଇ ୭ ଜିଲ୍ଲାକୁ ପାଣିପାଗ ବିଭାଗର ଅରେଞ୍ଜ ୱାର୍ଣ୍ଣିଂ

Panchang Today
Panchang Today 8th May 2024: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଭୂମି କ୍ରୟ କରନ୍ତୁ

ସୈାର ମେଷ ମାସ ବୈଶାଖ କୃଷ୍ଣପକ୍ଷ। ଇଂରାଜୀରେ ୦୮ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

cement-free breathable homes
ବିନା ସିମେଣ୍ଟର ଘର

ଏବେ ଯେପରି ଗରମ ଓ ଗୁଳୁଗୁଳି ହେଉଛି ଲାଗୁଛି କେବେବି ତାପମାତ୍ରା 50 ଡିଗ୍ରୀ ପାର ହୋଇଯିବ। ଘନ ଘନ ଚାଲୁଛି AC ଓ ବିଲ୍ ଦେଇଦେଇ ଗ୍ରାହକ ହୋଇଗଲେଣି ଅତିଷ୍ଠ। ଆଉ ACରୁ ବାହାରକୁ ବାହାରିଲେ ଦେହହାତ ପୋଡି ଯାଉଛି। ଏ ସମସ୍ୟାର ଏକ ପରମାନେଟ୍ ସଲ୍ୟୁସନ୍...

gold necklace
Gold Price Today 7th May 2024: ବଢିଲା ସୁନା ଦର,ଜାଣନ୍ତୁ କେତେ ରହିଛି ଦାମ୍

ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୩୮୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୩୫୦ ଟଙ୍କା ରହିଛି ।

Tattoo craze
ଭୋଟ୍ ପାଇଁ ବାହୁରେ ଟାଟୁ

ଗଣତନ୍ତ୍ରର ମହାନ ପର୍ବରେ ଭୋଟରଙ୍କୁ ସଚେତନ କରିବା ପାଇଁ ଯୁବପିଢୀ ଏବେ ନିଆରା ଉପାୟ ଆପଣାଇଛନ୍ତି। ନିଜ ଶରୀରରେ ଟାଟୁ କରି ସଚେତନ କରୁଛନ୍ତି। ଚାଲନ୍ତୁ ଦେଖିବା ଭଦୋଦରାରୁ ଏକ ରିପୋର୍ଟ

boycott poll
ବୁଥ୍‌‌ ନାହିଁ ତ ଭୋଟନାହିଁ

ନୋ ବୁଥ୍‌‌ ନୋ ଭୋଟ୍‌‌। ଅର୍ଥାତ୍‌‌ ବୁଥ୍‌‌ ନାହିଁ ତ ଭୋଟନାହିଁ । ଏଭଳି ଚରମବାଣୀ ଶୁଣାଇଛନ୍ତି ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ କୋକସରା ବ୍ଲକର ସିର୍ଲିଗୁଡା ଗ୍ରାମବାସୀ

Man in Koida
ସାଥି ପାଲଟିଛନ୍ତି ଦୁଇ କୁକୁର

ବୟସର ଅପରାହ୍ନରେ ପର କରିଦେଲା ପ୍ରଶାସନ । ଶେଷରେ ଭଙ୍ଗା କୁଡ଼ିଆ ଘରେ ଶୀତ ଖରା କକାରକୁ ସାମ୍ନା କରି ଦିନ କାଟୁଛନ୍ତି ୭୦ ବର୍ଷୀୟ ବୃଦ୍ଧ ସୀତାରମ ମୁଣ୍ଡା । ଶେଷ ସମୟରେ ସାଥୀ ସାଜିଛନ୍ତି ଦୁଇଟି ବୁଲା କୁକୁର ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।