ଗ୍ରୀନ ମ୍ୟାନ ଦିନବନ୍ଧୁ । ୫୦ ବର୍ଷ ଧରି ଲଗାଇ ଆସୁଛନ୍ତି ଗଛ । ପେଶା ତାଙ୍କର ଚାଷ, ହେଲେ ନିଶା ହେଉଛି ବୃକ୍ଷ ରୋପଣ । ପିଲାଟି ଦିନରୁ ଦିନବନ୍ଧୁଙ୍କର ବୃକ୍ଷପ୍ରତି ଅହେତୁକ ଭଲପାଇବା ପାଇଁ ଆଜି ସେ ଗ୍ରୀନ ମ୍ୟାନ ନାଁରେ ବେଶ୍ପରିଚିତ ହୋଇଛନ୍ତି ।
ଆମେଠିରୁ ହାରିଲେ ସ୍ମୃତି ଇରାନୀ । ସ୍ମୃତିଙ୍କୁ ହରାଇଳା କଂଗ୍ରେସ । ଉତ୍ତରପ୍ରଦେଶର ଆମେଠି ଆସନରେ ଜୋରଦାର ଲଢ଼େଇ ହୋଇଛି । ଗତଥର ଯେଉଁ ଆସନରୁ ସ୍ମୃତି କଂଗ୍ରେସ ନାତା ରାହୁଲ ଗାନ୍ଧୀଙ୍କୁ ହରାଇଥିଲେ । ଏଥର ସେହି ଆସନରୁ ହାରିଛନ୍ତି ସ୍ମୃତି ଇରାନୀ ।
ନିର୍ବାଚନ କମିଶନଙ୍କ ୱେବ୍ସାଇଟ୍ରେ ପୂରା ଓଡ଼ିଶାର ମାନଚିତ୍ର ଗେରୁଆ, ବାଇଗଣୀ ଏବଂ ଆକାଶୀ ରଙ୍ଗରେ ଭରପୂର । ହେଲେ ମାତ୍ର ଗୋଟିଏ ସ୍ଥାନରେ ଉଡୁଛି ଲାଲ ପତାକା । ଇଏ ହେଉଛି ଓଡ଼ିଶାର ୨୪ ନିର୍ବାଚନ ଫଳାଫଳ ।
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୭ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୫ ବୁଧବାର,ଚନ୍ଦ୍ର- ବୃଷ ଅହୋରାତ୍ର,ତିଥି-୧୪ଶୀ ରାତ୍ରି ଅମାବାସ୍ୟା ଘାତଚନ୍ଦ୍ର- ବିଛା ରାଶିର ଅହୋରାତ୍ର,ଘାତବାର- କର୍କଟ ରାଶିର ,ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନଦାନ ରାତ୍ରି ୦୯.୧୬ ପର୍ଯ୍ୟନ୍ତ
ବାଜା ବାଜୁଛି , ବାଣ ଫୁଟୁଛି, ନାଚ ଗୀତ ସହ ଚାଲିଛି ସେଲିବ୍ରେସନ । ଆପଣ ଭାବୁଥିବେ ବାହାଘର ଶୋଭାଯାତ୍ରା ହୋଇଥିବ । କିନ୍ତୁ ନା...ଏ ବାହାଘର ନୁହେଁ ବରଂ ଜଣେ ଝିଅର ସଫଳତାରେ ପରିବାର ଓ ଗ୍ରାମବାସୀଙ୍କ ସେଲିବ୍ରେସନ ।
ଶାରୀରିକ ଅକ୍ଷମତା, ଅନେକ ପ୍ରତିକୂଳତା, ତଥାପି ସେ ହାରି ନାହାନ୍ତି....ନିଜେ ନିଜେ ଚାଲୁଛନ୍ତି....ପାହାଚରେ ଚଢ଼ୁଛନ୍ତି....ଖାତାରେ ଲେଖୁଛନ୍ତି.....ବହି ଧରି ପଢ଼ୁଛନ୍ତି....ଏପରିକି ମୋବାଇଲ୍ ଚଳାଇପାରୁଛନ୍ତି ...ସବୁଥିରେ ପ୍ରତିଫଳିତ ହୋଇଛି ତାଙ୍କର ଦୃଢ଼ ଇଚ୍ଛାଶକ୍ତି... ସେ ପ୍ରମାଣିତ କରିଛନ୍ତି ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ସଫଳତା ମିଳେ....ଅସମ୍ଭବକୁ ସମ୍ଭବ କରିହୁଏ....
ମାଆର ବୁକୁ ଫଟା କାନ୍ଦରେ ଭିଜିଯାଇଛି ଖଣ୍ଡିଆବନ୍ଧ ତେଲିସାହି ଅଞ୍ଚଳ । ଅକାଳରେ ଲିଭିଗଲା ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ଜୀବନ ଦୀପ....କିଏ ବା ଧୈର୍ଯ୍ୟ ଧରିବ... ଘରେ କାନ୍ଦ ବୋବାଳି ପଡିଛି । ମୃତକଙ୍କ ମାଆ ଆଖିରୁ ଲୁହ ଶୁଖୁନି । ଦୁଇ ପତ୍ନୀଙ୍କ କଥା...
ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଦିନେ ଏଇ ହାତ କଣ୍ଢେଇ ଗଢ଼ୁଥିଲା । ଆଉ କଣ୍ଢେଇକୁ ନଚାଉଥିଲା ନିଜ ଇସାରାରେ । ଠିକ୍ କଣ୍ଢେଇର ଭାଗ୍ୟ ବିଧାତା ସାଜି । ନିଜ ଇଚ୍ଛାରେ କଣ୍ଢେଇକୁ ନଚାଉଥିବା ମଣିଷଟି ଆଜି ନିଶବ୍ଦ । ଆଜି ବିଧିର ନିର୍ଦ୍ଦେଶରେ ସବୁଦିନ ପାଇଁ ନିରବୀ ଯାଇଛି କଣ୍ଢେଇ ନାଚର...
ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୩ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଅଦ୍ୟମ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ଦିବ୍ୟାଙ୍ଗ ହୋଇଥିଲେ ବି ସଫଳତା ହାତ ମୁଠାରେ କରି ପାରିଛନ୍ତି। ହାତ ଗୋଡ଼ ନଥାଇ ବି ମାଟ୍ରିକ ପରୀକ୍ଷାରେ ୭୪ ପ୍ରତିଶତ ମାର୍କ ରଖି ପାସ୍ କରିଛନ୍ତି ଜଣେ ଦିବ୍ୟାଙ୍ଗ ଛାତ୍ର।
ରାଉରକେଲା ସହରରେ ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି । ୬ ଜଣଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।
ଆସନ୍ତା ୫ ଦିନ ଯାଏଁ ତାତି ଓ ଗୁଳୁଗୁଳିରୁ ନିସ୍ତାର ନାହିଁ । ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଓ ତାତି ରହିବା ସମ୍ଭାବନା । ସୂଚନା ଦେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା
ଯୁଗ ଏବେ ଫ୍ୟାସନ୍ ଟ୍ରେଣ୍ଡର। ଟିକିଏ ଫ୍ୟାସନବେଲ ଦେଖା ଯିବା ପାଇଁ କାହିଁ କିଏ କେତେ ପ୍ରକାର ଉପାୟ ଅବଲମ୍ୱନ କରୁଛନ୍ତି ଯୁବପୀଢି । ଖରାଦିନେ ଏମିତି ଡ୍ରେସ୍ ଚୟନ କରନ୍ତୁ ଯାହା ଷ୍ଟାଇଲିଶ୍ ଦେଖାଯିବା ସହିତ ଆରାମ ଅନୁଭବ ଦେବ। ତେଣୁ ସମର ଫ୍ୟାଶନରେ ଜାଣିରଖନ୍ତୁ କିଛି...
ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।
କେଶ ସମସ୍ୟା ଅନେକଙ୍କଠାରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହାକୁ ଅତି ସହଜ ଉପାୟରେ ଆପଣମାନେ ବ୍ୟବହାର କରି ଆପଣଙ୍କ କେଶର ସମସ୍ୟାକୁ ଦୁର କରିପାରିବେ। । ଏହା ମୁଖ୍ୟ ଉପାଦାନଟି ହେଉଛି 'ଗ୍ରୀନ୍ ଟି' ।
ଚିଙ୍ଗୁଡିରେ ବହୁତ ରେସିପି ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଛୁ। ଆଜି ଆମେ ଚିଙ୍ଗୁଡିର ଏକ ଦେଶୀ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନା ହେଉଛି 'ଚିଙ୍ଗୁଡ଼ି ସୁରୁଆ' । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଛାଇ ହୋଇ ରହିଥିବା ଅଙ୍ଗରକ୍ଷୀମାନଙ୍କୁ ଆପଣ ଦେଖିଥିବେ। ଯାହାଙ୍କ ସୁରକ୍ଷାକୁ ଭେଦ କରିବା ସମ୍ପୁର୍ଣ୍ଣ ଅସମ୍ଭବ। ଆଖିରେ କଳା ଚଷମା ସାଙ୍ଗକୁ ହାତରେ ବ୍ରିଫକେସ୍। ହେଲେ କେବେ ଭାବିଛନ୍ତି ଏମାନଙ୍କୁ କେତେ ଦରମା ମିଳେ ? ଶୁଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ।