• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Father and Daughter
ଝିଅ ଦେଲା ପ୍ରେରଣା, ୧୦୦ ଫୁଟ ସମୁଦ୍ର ଭିତରକୁ ଗଲେ ବାପା..

ଝିଅ ସାଙ୍ଗେ ବରାବର୍ ହେବାକୁ ୧୦୦ ଫୁଟ ସମୁଦ୍ର ଭିତରକୁ ଗଲେ ବାପା.. ପାଇଲେ ସଫଳତା, ମିଳିଲା ଲାଇସେନ୍ସ

Sarpanch
ଗାଁ ଲୋକଙ୍କ ପାଇଁ ନିଜ ଦରମା ଟଙ୍କାରେ ରାସ୍ତା କରିଦେଲେ ସରପଞ୍ଚ

ସାବାସ୍‌ ସରପଞ୍ଚ । ପ୍ରଶାସନକୁ ଅପେକ୍ଷା କଲେନି...ଗାଁରେ ରାସ୍ତା ନଥିବାରୁ ନିଜ ଦରମା ଟଙ୍କାରେ କରିଦେଲେ ନୂଆ ରାସ୍ତା । ୩୦ ବର୍ଷର ଚୁଟକିରେ ହେଲା ସମାଧାନ

Today Panchang
Today Panchang 8th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଗୃହ ଶାନ୍ତି ପୂଜା କରନ୍ତୁ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୮ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

statue of Nabakrushna Choudhury
ସୁଧୁରିବନି ପୌର ପ୍ରଶାସନ : ପୁଣି ନବକୃଷ୍ଣଙ୍କୁ ଅପମାନ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅପମାନ କରୁଛି ପୌର ପ୍ରଶାସନ । ପ୍ରଥମେ ପ୍ୟାଣ୍ଟ ପିନ୍ଧାଇଦେଲା, ଏବେ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦେଲା । ତେଜିଲା ଅସନ୍ତୋଷ...ରାତାରାତି ଗାଏବ ହେଲା ପ୍ରତିମୂର୍ତ୍ତି

Liquor ATM
ଏଣିକି ATM ମେସିନ୍‌ରୁ ବାହାରିବ ମଦ

ଗ୍ରାହକଙ୍କୁ ପାଇଁ ଖୁସି ଖବର । ଏଣିକି କାଉଣ୍ଟରରେ ନୁହେଁ ବରଂ ଏଟିଏମ୍‌ ମେସିନ୍‌ରେ ମିଳିବ ମଦ

World Laughter Day 2023
ହସିବା ଲାଗି ଯେବେ ଏକାଠି ହୁଅନ୍ତି ଲୋକେ...

ମେ’୭...ବିଶ୍ୱ ହସ ଦିବସ । ସେଇଥି ଲାଗି ତ ପାର୍କରେ ସବୁ ପ୍ରସ୍ତୁତି ହୋଇଛି । ଏକାଠି ହୋଇଛନ୍ତି ସ୍ଥାନୀୟ ଅଂଚଳର କିଛି ଲୋକେ । ବ୍ୟାୟାମ୍‌ କରିବା ସହିତ ସାଙ୍ଗ ହୋଇ ସମସ୍ତେ ହସିଥିଲେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ୍‌ ସହର ଚନ୍ଦନ ପୋଖରୀ...

Drunken miscreants attack
ରାତି ୧୦ଟାରେ ଲେଡିଜ୍‌ ହଷ୍ଟେଲରେ ପଶିଗଲେ ଦୁର୍ବୃତ୍ତ

ରାତି ୧୦ଟା ବେଳେ ଲେଡିଜ୍‌ ହଷ୍ଟେଲ୍‌ରେ ପଶିଗଲେ ଦୁର୍ବୃତ୍ତ । ଘୋଷାରି ଆଣି ପିଟିଲେ, ଅଶ୍ଳୀଳ ଇଙ୍ଗୀତ କଲେ । ବିରୋଧ କରିବାରୁ ମାଡ ବି ମାରିଲେ । ପୋଲିସ ପହଞ୍ଚିଲା ବେଳକୁ...

News Fuse
ମୁଁ ଓଦା ହେବି ହେଲେ ତୋ ଦେହରେ ପାଣି ପଡିବନି...

ଝିଅ ତୁ ଜମାରୁ ବ୍ୟସ୍ତ ହୁଅନି । ମୁଁ ପରା ଅଛି...ତୋ ଦେହରେ ପାଣି ପକାଇବାକୁ ଦେବନି

Today Panchang
Today Panchang 7th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ପୂଜା

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୭ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Viral Video
ଆଶ୍ଚର୍ଯ୍ୟ ! ପିଠିରେ କୁମ୍ଭୀର ଧରି ଧାଇଁଲା କୁନି ପିଲା

ହେ ଭଗବାନ ! ଇଏ କଣ? ପିଠିରେ କୁମ୍ଭୀର ଧରି ଧାଇଁଲା କୁନି ପିଲା । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

platform starts from No 2
ଅଜବ ରେଲୱେ ଷ୍ଟେସନ୍‌ : ୧ ନୁହେଁ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ

ଅଜବ ରେଲୱେ ଷ୍ଟେସନ୍‌ । ଏଇଠି ୧ ନୁହେଁ ବରଂ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ...ଏମିତି ଘଟଣା ପଛର କାହାଣୀ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

Gold Price Today
Gold Price Today 6th May 2023: ବିବାହ ଋତୁରେ ବଢିଲା ସୁନା ଦର; ଜାଣନ୍ତୁ କେତେ ଅଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୬୪୦ ଟଙ୍କା ହୋଇଛି।

mountain to get mobile network
ନେଟୱର୍କ ପାଇଁ ଚଢିବାକୁ ହେବ ପାହାଡ଼

ବାଃ ବାଃରେ ଡିଜିଟାଲ୍‌ ସେବା । ମୋବାଇଲ ଧରିବାକୁ ହେଲେ ଚଢିବାକୁ ପଡ଼ିବ ପାହାଡ...ଆମ୍ବୁଲାନ୍ସ ଡାକିବାକୁ ହେଲେ ଦଉଡିବାକୁ ପଡିବ ୩ କୋଷ ବାଟ । ଇଏ ଏମିତି ଏକ ଗାଁ ଯେଉଁଠି ଯାହା କଲେ ଚଢିବାକୁ ହୁଏ ପାହାଡ଼

News Fuse
ମଣୀ ତ ବାହାରିଲାନି, ଡାଇମଣ୍ଡ ନେଇକି ଆମେ କଣ କରିବୁ?

ଇଏ ପୂରା ସାଙ୍ଘାତିକ ଠକ । ଘର ତଳୁ ମଣୀ ବାହାରିବ କହିଲେ, ଏବେ କଣ ମାମୁଁ ଘରକୁ ଗଲେ? କ’ଣ ହେଲା କିରେ ନାରଣ?

Today Panchang
Today Panchang 6th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ କିଣନ୍ତୁ ନୂତନ ଦ୍ରବ୍ୟ

ସୈାର ମେଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ । ଇଂରାଜୀରେ ୦୬ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

viral vedio
ଚଳନ୍ତା ଅଟୋରୁ ଚେଞ୍ଜ ହେଲା ଟାୟାର୍‌

ଆଶ୍ଚର୍ଯ୍ୟ ! ଫୁଲ ସ୍ପିଡ୍‌ରେ ଚାଲୁଥିଲା ଗାଡ଼ି...ହଠାତ୍‌ ପମ୍ପଚର ହେଲା ଟାୟାର । ଗାଡି ରଖିଲେନି ବରଂ ଚାଲୁଚାଲୁ ଚେଞ୍ଜ ହୋଇଗଲା ଟାୟାର୍‌ । ଭାଇରାଲ ହେଲା ଭିଡିଓ

Gold Price Today
Gold Price Today 5th May 2023: ସୁନା ଦର ଆକାଶ ଛୁଆଁ; ୬୨ ହଜାର ଟପିଲା ସୁନା ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୨,୪୦୦ ଟଙ୍କା ହୋଇଛି।

News Fuse
ଶୌଚାଳୟ ପିଣ୍ଡାରେ ସାବୁନ ଲଗେଇଦେଲେ

ଆଲୋ ଆଲୋ ଇଏ କଣ? ଶୌଚାଳୟରେ ତାଲା କିଏ ପକାଇଲା? ଗଲା ଗଲା...ଦେଖୁନୁରେ ନାରଣ । କେମିତି ଶୌଚାଳୟ ସାମ୍ନାରେ ସାବୁଲ ଲଗେଇ ଲଗେଇ ଗାଧୋଉଛନ୍ତି ସୁବାଷ ସଂଗଠନର ଯୁବକ

Biriyani
ବିରିୟାନି ଅର୍ଡର କରିଥିଲେ, ଅସରପା ବାହାରିଲା

ଅଧ ରାତିରେ ଅର୍ଡର କଲେ ବିରିୟାନି । ଘରେ ପହଞ୍ଚିବା ବେଳକୁ ପାର୍ସଲରୁ ବାହାରିଲା ଅସରପା । ରାଗି ତମତମ ହୋଇ...

Today Panchang
Today Panchang 5th May 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତରେ ଘରେ କରନ୍ତୁ ଗୃହଶାନ୍ତି ପୂଜା

ସୈାର ମେଷ ମାସ ବୈଶାଖ ଶୁକ୍ଲପକ୍ଷ । ଇଂରାଜୀରେ ୦୫ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।