• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Panchang Today
Panchang Today 1st June 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଭୂମି କ୍ରୟ କରନ୍ତୁ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୦୧ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Hardik Pandya
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପତ୍ତିକୁ ନେଇ ଜୋରଦାର ଚର୍ଚ୍ଚା

ବର୍ତ୍ତମାନ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଜୋରଦାର ଚର୍ଚ୍ଚା। ପତ୍ନୀ ନତାଶାଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ଚର୍ଚ୍ଚା ଜୋର ଧରିଛି। ତେବେ ବର୍ତ୍ତମାନ ହାର୍ଦ୍ଦିକଙ୍କ 70% ସମ୍ପତ୍ତି ନତାଶାଙ୍କ ପାଖକୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି| ତେବେ ଆସନ୍ତୁ ଜାଣିବା ହାର୍ଦ୍ଦିକଙ୍କ ପାଖରେ କେତେ...

Teen girl kills father, brother
ବାପା ଓ ଭାଇକୁ ହାଣି ଫ୍ରିଜରେ ରଖିଲା ଝିଅ

୧୫ ବର୍ଷୀୟା ନାବାଳିକା ଘଟାଇଲା ଜଘନ୍ୟ ହତ୍ୟାକାଣ୍ଡ। ବାପା ଓ ସାନ ଭାଇକୁ ମାରି ଟିକ୍ ଟିକ୍ କରିଦେଲା। ବୟଫ୍ରେଣ୍ଡ ସହ ଚକ୍ରାନ୍ତ କରି ପରିବାର ଲୋକଙ୍କ ରକ୍ତରେ ହୋଲି ଖେଳିଲା ନାବାଳିକା। ଦେଖନ୍ତୁ ଏହି ରିପୋର୍ଟ ।

Cyber Crime
ସ୍ତ୍ରୀ କଥା ଶୁଣିଲେନି ବୋଲି ଆକାଉଣ୍ଟ ଗୋଲ୍ ହୋଇଗଲା

ସମୟ ବଦଳିଛି ଆଉ ଲୋକଙ୍କ ଭିତରେ ଦେଖାଦେଇଛି ଅଦ୍ଭୁତ ମାନସିକତା। କାହା ଉପରେ ଭରସା କରିବାକୁ ଭୟ କରୁଥିଲେ ମଧ୍ୟ ବେଳେବେଳେ...

gold necklace
Gold Price Today 31st May 2024: ସୁନା କିଣିବାକୁ ଚାହୁଁଛନ୍ତି କି? ଦରରେ ସାମାନ୍ୟ ପରିବର୍ତ୍ତନ

ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Bihar: 16 teachers punished for ‘bed performance'
ଶିକ୍ଷକଙ୍କ ଦରମା କାଟିବାକୁ ଯାଇ ଅଡୁଆରେ ଶିକ୍ଷା ବିଭାଗ

ସବୁବେଳେ ଚର୍ଚ୍ଚାରେ ଥିବା ବିହାରର ଶିକ୍ଷା ବିଭାଗ ଏବେ ପୁଣି ଥରେ ଖବରର ଶିରୋନାମା ପାଲଟିଛି । କିନ୍ତୁ ଏଥରର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ENews
ଆମୀରଙ୍କୁ କିଏ ଓ କାହିଁକି ଦେଲେ ମିଷ୍ଟର୍ ପରଫେକ୍ସନିଷ୍ଟର ଟ୍ୟାଗ୍?

ଚା’ ପିଆକୁ ନେଇ ଆମୀର ଖାନଙ୍କୁ ମିଳିଥିଲା ନୂଆ ନାଁ। ତେବେ ତାଙ୍କୁ ଏହି ଟ୍ୟାଗ୍ ମିଳିବା ପଛରେ ରହିଛି ଏକ ମଜାଦାର ଷ୍ଟୋରୀ। ଆସନ୍ତୁ ଜାଣିବା...

Panchang
Panchang Today 31st May 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଘରେ କରନ୍ତୁ ଶୁଭ କାର୍ଯ୍ୟ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୩୧ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Enews
ଭାଗ ଭାଗ ବାପା-ମା’

ଆସୁଛି ତରଙ୍ଗ ସିନେପ୍ରଡକ୍ସନର ଫିଲ୍ମ ‘ରକ୍ତ ସମ୍ପର୍କ’ । କ’ଣ ରହିଛି ସିନେମାର କାହାଣୀ ? ଜାଣନ୍ତୁ...

Cyber Crime
ସାଇବର ଲୁଟେରାଙ୍କ ନୂଆ ତରିକା

ଦିନକୁ ଦିନ ବଢ଼ିଚାଲିଛି ଅଦୃଶ୍ୟ ଲୁଟ୍‌ । ଆଖିପିଛୁଳାକେ ଲୁଟି ନେଉଛନ୍ତି ସାଇବର ଲୁଟେରା ।

gold necklace
Gold Price Today 30th May 2024: କମିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

Pune School Viral Video
ଚାଲିଥିଲା କ୍ଲାସ ଲାଗିଲା ଭୂତ !

କଲେଜରେ କ୍ଲାସ୍ ଚାଲିଥିଲା । ସହପାଠୀଙ୍କ ସହ କ୍ଲାସ୍ କରୁଥିଲେ ଛାତ୍ରୀ । ହେଲେ ହଠାତ୍ ଏମିତି କ’ଣ ହେଲା ହୋଇଗଲେ ଅଚେତ୍ । କିଛି ସମୟ ଚୁପଚାପ୍ ରହିଲେ । ଆଉ ତା’ ପରେ କ’ଣ କଲେ ଦେଖନ୍ତୁ...

eagle's clutches
ଶିକାରୀ ପକ୍ଷୀ ଟାର୍ଗେଟରେ ମଣିଷ ଛୁଆ

ଏ ଭିଡିଓ କେତେ ଯେ ଭୟଙ୍କର ଥରେ ଦେଖିନିଅନ୍ତୁ... ଦେଖିଲେ ତ ଦର୍ଶକବନ୍ଧୁ... କେମିତି ଅଳ୍ପକେ ବର୍ତ୍ତିଗଲା ଗୋଟିଏ ନିଷ୍ପାପ ଛୋଟ ପିଲାର ଜୀବନ । ଚାହୁଁଚାହୁଁ ଛଞ୍ଚାଣର ପଞ୍ଝାରୁ କୁନି ପିଲାଟିକୁ ଟାଣିଆଣିଲେ ଜଣେ ବ୍ୟକ୍ତି ।

Panchang Today
Panchang Today 30th May 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୩୦ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

chicken super recipe
ବୁଧବାର ରାନ୍ଧଣାରେ ଘରେ ତିଆରି କରନ୍ତୁ ‘ଚିକେନ ସୁପର’

ଘରେ ଆମେ ଚିକେନର ବିଭିନ୍ନ ରେସିପି ବନେଇଥାଉ । ଆଜି ଆମେ ନୂଆ ଓ ଭିନ୍ନ ଷ୍ଟାଇଲରେ ଚିକେନର ଏକ ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ‘ଚିକେନ ସୁପର’

Gold Price Today
Gold Price Today 29th May 2024: ସୁନା କିଣିବାକୁ ଚାହୁଁଛନ୍ତି କି? ଦରରେ ସାମାନ୍ୟ ପରିବର୍ତ୍ତନ

ଆଜି ସୁନା ଦର ସାମାନ୍ୟ ପରିବର୍ତ୍ତନ ରହିଛି । ଗତକାଲି ଅପେକ୍ଷା ଆଜି ଟ୍ୱିନ୍‌ସିଟିରେ ସୁନା ଦର ପରିବର୍ତ୍ତନ ଅଛି । କଟକ ଓ ଭୁବନେଶ୍ୱରରେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି ।

benefits of jaggery
ପେଟ ପାଇଁ ଲାଭଦାୟକ କଳା ଗୁଡ଼, ଜାଣନ୍ତୁ ଏହାର ଉପକାରିତା

କଳା ଗୁଡ଼ ପାଟିକୁ ଯେତେ ସ୍ୱାଦିଷ୍ଟ ଶରୀର ପାଇଁ ମଧ୍ୟ ରାମବାଣ ସଦୃଶ । କଳା ଗୁଡ଼କୁ ନିୟମିତ ସେବନ କଲେ ଅନେକ ପ୍ରକାର ରୋଗରୁ ରକ୍ଷା ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏହା ଆମ ଶରୀର ପାଇଁ କେତେ ଲାଭଦାୟକ...

HeatWave
କଲବଲ କରିବ ତାତି, ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ ବଢିବା ସମ୍ଭାବନା

ରାଜ୍ୟରେ ଆଗାମୀ ଦୁଇ ଦିନ କଲବଲ କରିବ ତାତି । ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ ବଢିବା ସମ୍ଭାବନା । ପ୍ରବଳ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ ଲୋକେ । ତେବେ ଗତକାଲି ରାଜ୍ୟର ୩ ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ଥିଲା

Panchang
Panchang Today 29th May 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୈାର ବୃଷ ମାସ ଜ୍ୟେଷ୍ଠ କୃଷ୍ଣପକ୍ଷ। ଇଂରାଜୀରେ ୨୯ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

10th Topper Shruti Panda
ବାପା ମାଆଙ୍କ ସୁନା ଝିଅ ସୃତି

ମୋ ଝିଅକୁ ମୁଁ ପାଠ ପଢ଼ା ପାଇଁ କେବେ ବାଧ୍ୟ କରେନି। ସେ ଯାହା ପଢ଼େ ତା ଖୁସିରେ ପଢ଼େ, ସେ କେବେ ମତେ କୌଣସି ଜିନିଷ ପାଇଁ ବାଧ୍ୟ କରେନି। ତାକୁ ଯେତିକି ମିଳେ ସେ ସେତିକିରେ ସନ୍ତୁଷ୍ଟ ହୁଏ। ଆଜି ତା ସଫଳତାରେ ଆମେ ପରିଚିତ।...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।