""
ବିବିଧ Videos ଓଡ଼ିଶାରୁ ଅମ୍ବାନୀ କିଣିବେ ତାଳଗଛ ଓଡ଼ିଶାରୁ ଅମ୍ୱାନୀଙ୍କ ଘରକୁ ଯିବ ତାଳଗଛ। ସିଧାସଳଖ ନୀତା ଅମ୍ୱାନୀଙ୍କ ବାସଭବନରେ ହୁଏତ ଏ ଗଛ ସୌନ୍ଦର୍ଯ୍ୟ ବଢାଇବ। ଆଉ ଏଥିପାଇଁ ଅର୍ଡର ବି ଆସିଯାଇଛି। ଦର୍ଶକବନ୍ଧୁ ଆପଣ ଭାବୁଥିବେ ଏଡେ ଏଡେ ତାଳଗଛ ଅମ୍ବାନିଙ୍କ ବେଡରୁମରେ ଆଡଜଷ୍ଟ ହେବ କେମିତି ? ଭିଡିଓକୁ ପୁରା ଦେଖନ୍ତୁ ଜାଣିପାରିବେ । Pallipuspa Samal 12 Jun 2024 12:59 IST Nita Ambani orders palm tree HandicraftsAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ