ବଲାଙ୍ଗିର ଜିଲ୍ଲାରେ ଶିଶୁ ଖାଦ୍ୟ ବଣ୍ଟନରେ ବିଭ୍ରାଟ । ଖାଦ୍ୟ ବଣ୍ଟନରେ ହେରଫେର ନେଇ ସାମନାକୁ ଆସିଲା ଚିତ୍ର । ଯୋଗାଣ ବେଳେ ଅଧବାଟରେ ଗାଏବ ହେଉଛି ଅଧା ପି.ଡି.ଏସ ଚାଉଳ । ଖୋଳତାଡ କରୁ କରୁ ଜଣାପଡିଲା, ଜିଲ୍ଳାରେ ଅଙ୍ଗନୱାଡି ସେଣ୍ଟରକୁ ଚାଉଳ ଯୋଗାଉଥିବା ଟ୍ରାନସପୋର୍ଟ ଏଜେଣ୍ଟ...
ଦୁନିଆର ଏଭଳି କିଛି ଭାଗ ରହିଛି, ଯେଉଁଠାରେ ଲୋକମାନେ ୧୦୦ ବର୍ଷ ଓ ତା ଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଜୀବନ ବଂଚିଥାଆନ୍ତି । ଆଉ ସେଭଳି ସ୍ଥାନକୁ କୁହାଯାଏ ବ୍ଲୁ- ଜୋନ୍ । ଏହି ଜୋନରେ ଆସିଥାଏ ବିଶ୍ୱର ୬ଟି ଅଂଚଳ । ବାକି ସହରର...
ଆସନ୍ତା ମାର୍ଚ୍ଚ ମାସରୁ ୧୨ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କୁ ଦିଆଯାଇପାରେ ଟିକା । NTAGIର କୋଭିଡ-୧୯ ୱାର୍କିଂ ଗ୍ରୁପ୍ ଚେୟାରମ୍ୟାନ୍ ଡ. ଏନ୍.କେ ଆରୋରା ଏନେଇ ସୂଚନା ଦେଇଛନ୍ତି । ମାର୍ଚ୍ଚ ସୁଦ୍ଧା ୧୫ରୁ ୧୮ ବର୍ଗଙ୍କୁ ଟିକାକରଣ ସରିଯିବା ନେଇ ମଧ୍ୟ ସେ ଆଶା...
ଆବୁଧାବି ଅନ୍ତାର୍ଜାତୀୟ ବିମାନବନ୍ଦର ନିକଟରେ ଡ୍ରୋନ୍ ଆକ୍ରମଣ । ଏୟାରପୋର୍ଟ ନିକଟରେ ଥିବା ୩ଟି ତେଲ ଟ୍ୟାଙ୍କର ଉପରେ ଆକ୍ରମଣ । ବିସ୍ଫୋରଣ ପରେ ତେଲ ଟ୍ୟାଙ୍କରରେ ବଡ଼ ଧରଣର ଅଗ୍ନିକାଣ୍ଡ । ବିସ୍ଫୋରଣରେ ୨ ଭାରତୀୟ ଏବଂ ଜଣେ ପାକିସ୍ତାନୀ ନାଗରିକ ମୃତ । ବିସ୍ଫୋରଣରେ ଆଉ...
ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି ଭାବେ ଆଜି ପୁଣିଥରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମୁଦିରସ୍ତ । ଏହି ଅବସରରେ ଗଜପତିଙ୍କ ଶ୍ରୀନଅରରେ ନୂତନ ମୁଦିରସ୍ତଙ୍କ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି । ମୁଦିରସ୍ତ ଭାବରେ ନାରାୟଣ ମୁଦିରସ୍ତ ଶାଢ଼ୀ ବନ୍ଧାଇଥିଲେ । ଗଜପତି ମହାରାଜାଙ୍କ ଦ୍ୱାରା...
କରୋନା ସଂକ୍ରମଣ ଲଗାମ ଲାଗୁନି ଲଗାମ୍ । ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମ୍ସରୁ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୭୦ରୁ ଅଧିକ ଡାକ୍ତର କରୋନା...
ପଞ୍ଜାବ ବିଧାନସଭା ନିର୍ବାଚନ ଘୁଞ୍ଚାଇଲେ ନିର୍ବାଚନ କମିଶନ । ଫେବ୍ରୁଆରୀ ୧୪ରେ ହେବାକୁ ଥିବା ଭୋଟ ପ୍ରକ୍ରିୟା ୨୦କୁ ଘୁଞ୍ଚିଲା । ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଟକଣା ବଢ଼ାଇଛନ୍ତି ନିର୍ବାଚନ କମିଶନ । ଆସନ୍ତା ୨୨ ତାରିଖ ଯାଏଁ କମିଶନ ରାଲି ଓ ରୋଡ୍...
ଭୁବନେଶ୍ୱର ଏମ୍ସର ୩ ଶହରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ଏମ୍ସରୁ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ୍ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ୭୦ରୁ ଅଧିକ ଡାକ୍ତର, ୬୦ ନର୍ସିଂ କର୍ମଚାରୀ, ୨୦ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଖାଲି ଏତିକି...
ମସାଜ୍ ନେବାକୁ କାହାକୁ ବା ଭଲ ଲାଗେନି । କାରଣ ଏହା ବେଶ୍ ଆରାମଦାୟକ । କିନ୍ତୁ କେବେ ଭାବିଛନ୍ତି ମସାଜ୍ ନେବା ସମୟରେ ଭୟର ଅନୁଭୂତି ବି ମିଳିପାରେ ଆପଣଙ୍କୁ । କିଛି ହୋଇଯିବ ବା ଆଘାତ ଲାଗିବାର ଭୟ । ଅଜବ ଲାଗୁଛି ନା ।...
ଏହି ସପ୍ତାହଟି ଆପଣଙ୍କ ପାଇଁ ମଧ୍ୟମ ଧରଣ ରହିବ । ଏହି ସପ୍ତାହରେ, ଆପଣ ଅତୀତରେ ପାଇ ନଥିବା ସୁଯୋଗଗୁଡିକ ଏହି ସପ୍ତାହରେ ପ୍ରାପ୍ତ ହୋଇପାରିବ । ବୃତ୍ତିଗତ ଭାବରେ, ଏହା ଆପଣଙ୍କ ପାଇଁ ଏକ ଅନୁକୂଳ ସପ୍ତାହ ହେବ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ...
ଯଦି ଆପଣଙ୍କୁ ଦିନରେ କାମ କରିବା ସମୟରେ ନିଦ ଆସୁଛି, ତାହେଲେ ଆପଣଙ୍କର ଏହି ଅଭ୍ୟାସ ଭବିଷ୍ୟତରେ ବଡ଼ ରୋଗର ରୂପ ନେଇପାରେ । ଦିନରେ ନିଦ ଆସିବା ଅଲଜାଇମର ରୋଗର ଲକ୍ଷଣ ହୋଇପାରେ ବୋଲି ଏକ ଅଧ୍ୟୟନରୁ ଜଣା ପଡ଼ିଛି
ଆପଣ IOCLରେ ଚାକିରି କରିବାକୁ ଚାହୁଁଛନ୍ତି କି ? IOCL ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ଲିମିଟେଡ(IOCL)ରେ ଷ୍ଟର୍ଣ୍ଣ ରିଜନ ମାର୍କେଟିଂ ଡିଭିଜନ ଅଧିନରେ ୫୦୦ରୁ ଅଧିକ ପଦବୀ ଖାଲି ପଡିଛି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ ।
ଦିଲ୍ଲୀରୁ IED ମିଳିବା ପଛରେ ପାକିସ୍ତାନର ହାତ ଥିବା ସନ୍ଦେହ କରାଯାଉଛି। ଗାଜିପୁର ଅଞ୍ଚଳରେ ଏକ ସନ୍ଦିଗ୍ଧ ବ୍ୟାଗ୍ରୁ ୧.୫ କିଲୋ ଓଜନର ବିସ୍ଫୋରକ ସାମଗ୍ରୀ ମିଳିଥିଲା। ତେବେ ଘଟଣା ପଛରେ ପାକିସ୍ତାନ ଇଣ୍ଟେଲଜେନ୍ସି ଏଜେନ୍ସି ISI(Inter-Services Intelligence)ର ହାତ ଥିବା ଦିଲ୍ଲୀ ପୋଲିସ୍ର ସ୍ପେଶାଲ ସେଲ୍ ସନ୍ଦେହ...
ମୁମ୍ବାଇର ଜଣେ ମହିଳା ପିଜା ଅର୍ଡର କରିବା ପରେ ୧୧ ଲକ୍ଷରୁ ଅଧିକ ଟଙ୍କା ଅନଲାଇନ୍ରେ ଠକେଇର ଶିକାର ହୋଇଛନ୍ତି। ଅନ୍ଧେରୀର ସମ୍ପୃକ୍ତ ମହିଳା ଗତବର୍ଷ ଜୁଲାଇରେ ଅନ୍ଲାଇନ୍ରେ ପିଜା ଅର୍ଡର କରିବା ବେଳେ ଆକାଉଣ୍ଟରୁ ୯ ହଜାର ୯୯୯ ଟଙ୍କା କଟି ଯାଇଥିଲା। ପରେ ଅକ୍ଟୋବର ମାସରେ...
ଭୁବନେଶ୍ୱର ପ୍ରେସ୍ ଛକରେ ଯୁବକଙ୍କୁ ହତ୍ୟା ମାମଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ୍ । ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଜଣଙ୍କୁ ଅଟକ ରଖିଛି ସହିଦ ନଗର ପୋଲିସ । ଏହି ତିନି ଜଣ ହେଉଛନ୍ତି, ମିଲୁ, ସତ୍ୟ ଏବଂ ଜିତେନ୍ଦ୍ର । ଏମାନଙ୍କଠାରୁ...
ଆପଣ ଶୀତଦିନିଆ ପୋଷାକକୁ ନେଇ ଚିନ୍ତିତ କି ? ସ୍ୱେଟର ବା ଜ୍ୟାକେଟ ପିନ୍ଧିଲେ ଆପଣ ମୋଟା କିମ୍ବା ବୟସ୍କ ଲାଗୁଛନ୍ତି କି ? ତାହେଲେ ହୋଇଯାଆନ୍ତୁ ଚିନ୍ତା ମୁକ୍ତ । ଆଜି ଆମେ ଆପଣଙ୍କୁ ଶୀତଦିନିଆ ବସ୍ତ୍ର ପିନ୍ଧିବାର ଏପରି କିଛି ଟିପ୍ସ ଦେବୁ, ଯାହାକୁ ଆପଣାଇଲେ...
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର SBIରୁ ସୁନା ଚୋରି ମାମଲା ପଛର କାହାଣୀ ଏବେ ସମସ୍ତଙ୍କ ହୋସ୍ ଉଡ଼ାଇ ଦେଇଛି। ବ୍ୟାଙ୍କ୍ ଚୋରି ତ ନୁହେଁ ପୁରା ଫିଲ୍ମ। ଚୋରି କରିବାକୁ ଗୋଟିଏ ଦିନ ବ୍ୟାଙ୍କ୍ରେ ରହିଲା ଲୁଟାରା। ଲୁଚିଲେ ଆଉ ଲୁଟିଲେ। ଚୋରି ପଛର ମାଷ୍ଟରମାଇଣ୍ଡ ହେଉଛନ୍ତି ପୂର୍ବତନ...
ଘରେ ଚିକେନର ଭିନ୍ନ ଭିନ୍ନ ରେସିପି ତିଆରି କରାଯାଏ । ଆଜି ଆମେ ଚିକେନର ଏକ ସୁଆଦିଆ ରେସିପି ତିଆରି କରିବୁ । ଏହି ରେସିପିର ନାଁ ହେଉଛି ‘ଖୁଆ ଚିକେନ୍’ । ଏହାକୁ ଅତି ସହଜ ଓ ସରଳ ଉପାୟରେ ବନେଇ ପାରିବେ । ତେବେ ଚାଲନ୍ତୁ...
ଗ୍ରୀନ୍ ମାଉଣ୍ଟେନ୍ ବିଷୟରେ କିଛି ଜାଣିଛନ୍ତି । ଏହା ନିଜ ଭିତରେ ହିଁ ଏକ ନିଆରା ସ୍ଥାନ । ତେବେ ଏହି ମାଉଣ୍ଟେଟନରେ ରହିଛି ଏକ ଗାଁ । ଯାହା ବିଚିତ୍ରର ଅନ୍ୟନାମ କହିଲେ କିଛି ଭୁଲ୍ ହେବନାହିଁ । ତେବେ ଚାଲନ୍ତୁ ଜାଣିବା କଣ ଏହି ଗ୍ରୀନ...
ଆମେ ଛୋଟ ବେଳୁ ଶୁଣି ଆସିଛୁ ଯେ ବାଦମ ଖାଇବା ଦ୍ୱାରା ବହୁତ କିଛି ଉପକାର ହୋଇଥାଏ । କେବଳ ଶୁଣି ନାହୁଁ ବହି ମଧ୍ୟ ପଢିଛୁ । ଏହାକୁ ଖାଇବା ଦ୍ୱାରା ସ୍ମୃତି ଶକ୍ତି ବଢିଥାଏ । କେଶ ସହ ସୌନ୍ଦର୍ଯ୍ୟର ଚମକ ବୃଦ୍ଧି ପାଇଥାଏ ।...