• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Singer Kailash Kher's reaction to Lataji's death
'ସ୍ୱପ୍ନରେ,ବାସ୍ତବତାରେ ଓ କର୍ମରେ ଅମର ରହିବେ ଲତାଜୀ'

ପରଲୋକରେ ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର । ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ଲତାଜୀଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି ଗାୟକ କୈଲାସ ଖେର୍ । ସ୍ୱପ୍ନରେ ବାସ୍ତବତାରେ କର୍ମରେ ଅମର ରହିବେ ଲତାଜୀ ବୋଲି ଗାୟକ କୈଲାସ ଖେର୍ କହିଛନ୍ତି ।

 Pranab Patnaik's experience with Lataji
ଲତାଙ୍କ ସହ ପ୍ରଣବଙ୍କ ଅନୁଭୂତି

ବରିଷ୍ଠ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ନିଜେ ମୁମ୍ବାଇ ଯାଇ ଲତାଜୀଙ୍କୁ ଓଡ଼ିଆ ଗୀତ ଓଡ଼ିଆ ଗୀତ ଚୁନା ଚୁନା ତାରା ଫୁଲେ ଗାଇବାକୁ ପ୍ରସ୍ତାବ ଦେଇଥିଲେ । ଶୁଣନ୍ତୁ ଲତାଜୀଙ୍କ ସହ ତାଙ୍କର ଅନୁଭୂତି ।

 Pranab Patnaik's experience with Lataji
ଲତାଙ୍କ ସହ ପ୍ରଣବଙ୍କ ଅନୁଭୂତି

ବରିଷ୍ଠ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକ ନିଜେ ମୁମ୍ବାଇ ଯାଇ ଲତାଜୀଙ୍କୁ ଓଡ଼ିଆ ଗୀତ ଓଡ଼ିଆ ଗୀତ ଚୁନା ଚୁନା ତାରା ଫୁଲେ ଆଜି ଗାଇବାକୁ ପ୍ରସ୍ତାବ ଦେଇଥିଲେ । ଶୁଣନ୍ତୁ ଲତାଜୀଙ୍କ ସହ ତାଙ୍କର ଅନୁଭୂତି ।

 Lata Mangeshkar remains immortal
ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ

ସୁରସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଲତା ମଙ୍ଗେସକରଙ୍କ ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି।...

Lata Mangeshkar Passes Away
ପରଲୋକରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

ସୁର ସାମ୍ରାଜ୍ଞୀ ଭାରତରତ୍ନ ଲତା ମଙ୍ଗେସକରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୮ଟାରେ ମୁମ୍ବାଇରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗତ ୨୯ ଦିନ ହେବ ସେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସାଧୀନ...

Boat stopped in central Chilika
ମଝି ଚିଲିକାରେ ଅଟକିଲା ଭସାପୋଲ

ପୁଣି ମଝି ଚିଲିକାରେ ଅଟକିଲା ଭସାପୋଲ। ଭସାପୋଲଟି ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ଆଜି ସକାଳେ ମହିଁଷା ଗାଁ ନିକଟରେ ମଝି ଚିଲିକାରେ ଫସି ଯାଇଥିବା ସୂଚନା ମିଳିଛି। ଭସାପୋଲରେ ୨ଟି ବସ୍‌, ଗୋଟିଏ ବୋଲେରୋ, ୧୦ରୁ ଅଧିକ ବାଇକ୍‌ ଓ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି।

khola katha
ପ୍ରସାଦଙ୍କୁ ଭଲ ବହୁତ ଭଲପାଆନ୍ତି ମୁଖ୍ୟମନ୍ତ୍ରୀ: ବିଜେଡ଼ିରେ ସାମିଲ ହେବେ କି ପ୍ରସାଦ?

ପ୍ରସାଦଙ୍କୁ କେତେ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ? ଯିଏ ପଛରେ କହେ, ତା’ର ସାମ୍ନାରେ କହିବାକୁ ସାହସ ନଥାଏ...

bright skin
ଉଜ୍ଜ୍ୱଳ ତ୍ୱଚା ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହି ବିଉଟି ଟିପ୍ସ୍‌

ଦୈନନ୍ଦିନ ଜୀବନର କିଛି ଅଭ୍ୟାସକୁ ଆପଣାଇଲେ ଆପଣ ମୁହଁର ତ୍ୱଚାକୁ ଅତି ସହଜରେ ସୁସ୍ଥ ଓ ଉଜ୍ଜ୍ୱଳ ରଖିପାରିବେ। ଆସନ୍ତୁ ଜାଣିବା ଏପରି ୫ଟି ଅଭ୍ୟାସ ବିଷୟରେ, ଯାହା ଆପଣଙ୍କ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।

gold rate today
ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍

ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୧୩୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୧୮୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

indian coast guard recruitment
କୋଷ୍ଟ ଗାର୍ଡରେ ଖାଲିପଡିଛି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ, ତୁରନ୍ତ କରନ୍ତୁ ଆବେଦନ

କୋଷ୍ଟ ଗାର୍ଡ(ଭାରତୀୟ ତଟରକ୍ଷା ବାହିନୀ) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଭାରତୀୟ ତଟରକ୍ଷା ବାହିନୀରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

Union Minister in the High Court
ହାଇକୋର୍ଟରେ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ହାଇକୋର୍ଟରେ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ । ହାଇକୋର୍ଟରେ ଜାମିନ୍ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ମୟୂରଭଞ୍ଜ ଜିଲ୍ଲାର ଦୁଇ ଜଣ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯାଳୟରେ ମାଡ଼ ଅଭିଯୋଗ ମାମଲାରେ ହାଇକୋର୍ଟରେ ଦ୍ୱାରସ୍ତ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଟୁଡ଼ୁ ।

Worship for elections
ମନ୍ଦିରରେ ଅଧିଆ ପଡିଛନ୍ତି ମୁଖ୍ୟମନ୍ତ୍ରୀ

ବିଧାନସଭା ନିର୍ବାଚନ ପୂର୍ବରୁ ଭଗବାନଙ୍କ ପାଖରେ ଅଧିଆ ପଡ଼ିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ।

afghani chicken recipe
କମ୍ ତେଲ ଓ ମସଲାରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆପଣ କେବେ ‘ଆଫଗାନୀ ଚିକେନ’ ରେସିପି ଖାଇଛନ୍ତି । ଯଦି ଖାଇ ନାହାଁନ୍ତି ତାହେଲେ ଆଜି ହିଁ ଘରେ ବନାନ୍ତୁ ‘ଚିକେନ ଆଫଗାନୀ’ । ତେବେ ଆସନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Seasonal Upcoming Disorder
ନିଜକୁ ଫିଟ୍ ରଖିବାକୁ ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ

ଋତୁ ପରିବର୍ତ୍ତନ ସହିତ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ବର୍ତ୍ତମାନ ସମୟରେ ରୋଗ ପ୍ରତିରୋଧକ ଶକ୍ତିକୁ ନିଜ ଶରୀରରେ ବଜାୟ ରଖିବା ନିହାତି ଆବଶ୍ୟକ । କିନ୍ତୁ କରୋନା ସମୟର ଲୋକ ନିଜ ରୋଗ ପ୍ରତିରୋଧକ ଶକ୍ତି ପାଇଁ ସଚେତନ ରହିବା ସହ ସଚେତନ...

Covid was positive, surgery can be done
କୋଭିଡ଼ ପଜିଟିଭ ଥିଲେ ବି ଜରୁରୀ ଅପରେସନ କରାଯାଇପାରିବ

କୋଭିଡ଼ ପଜିଟିଭ ଥିଲେ ବି ଜରୁରୀ ଅପରେସନ କରାଯାଇପାରିବ ଆଜି ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ଏମ୍ସ ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ଅନୁସାରେ ଅପରେସନ ହୋଇପାରିବ ବୋଲି ସୂଚନା ମିଳିଛି । ପୂର୍ବରୁ ଏନେଇ ବାରଣ ଥିଲା,...

vastu tips
ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ବାସ୍ତୁଶାସ୍ତ୍ରରେ ଏମିତି କିଛି ଟିପ୍ସ ରହିଛି ଯାହାକୁ ଜୀବନରେ ଗ୍ରହଣ କଲେ ଆର୍ଥିକ ସଙ୍କଟ ଦୂର କରାଯାଇପାରିବ ଏବଂ ନକାରାତ୍ମକତା ଦୂର ହୋଇପାରିବ। ନକାରାତ୍ମକ ଶକ୍ତି ଦୂର ହେବା ମାତ୍ରେ ଅର୍ଥ ସମସ୍ୟାର ସମାଧାନ ହୁଏ ଏବଂ ଘରେ ସୁଖ ଏବଂ ଶାନ୍ତି ବିସ୍ତାର ହୁଏ।

UPSC recruitment
UPSCରେ ନିଯୁକ୍ତି, ଖାଲିପଡିଛି ୮୬୧ ପଦବୀ,ତୁରନ୍ତ କରନ୍ତୁ ଆବେଦନ

ସଂଘ ଲୋକ ସେବା ଆୟୋଗ(UPSC) ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ସଂଘ ଲୋକ ସେବା ଆୟୋଗ(UPSC) ସିଭିଲ ସର୍ଭିସ ସେବା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏ ନେଇ ଆବେଦନ କରିପାରିବେ ।

gold rate today
ଆପଣଙ୍କ ସହରରେ କେତେ ରହିଛି ସୁନା ଦାମ୍, ଜାଣନ୍ତୁ

ସାମାନ୍ୟ କମିଛି ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୦୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୦୮୦ ଟଙ୍କା ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୦୦୦...

dandruf problems
ରୁପି ସମସ୍ୟା ଦେଖାଦେଉଛି କି ? ଏହିଭଳି କରନ୍ତୁ ଉପଚାର

ରୁପି ଏକ ସାଧାରଣ ସମସ୍ୟା। ଚର୍ମରେ ଯେଉଁଠାରେ ସିବାସିସ୍‌ ଗ୍ଲାଣ୍ଡ ଥାଏ, ସେଠାରେ ରୁପି ଦେଖାଦେଇଥାଏ। ଋତୁଚକ୍ର ପରି ରୁପି ବି ଚର୍ମର ଏକ ସାମାନ୍ୟ ପ୍ରକ୍ରିୟା। କିନ୍ତୁ ଠିକ୍‌ ସମୟରେ ରୁପିର ଉପଚାର ନକଲେ, ଏହା କାନ, କପାଳ, ନାକ, ଭ୍ରୁଲତା ଓ ଗାଲ ଆଡ଼କୁ ମଧ୍ୟ...

tangy achari paneer recipe
ବନାନ୍ତୁ ରେଷ୍ଟୁରାଣ୍ଟ ଭଳି ସୁଆଦିଆ ‘ଟ୍ୟାଙ୍ଗି ଆଚାରୀ ପନିର’

ଆମେ ଘରେ ପନିରର ବିଭିନ୍ନ ପ୍ରକାରର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ଆପଣଙ୍କ ପାଇଁ ପନିରର ଏକ ନିଆରା ଓ ଚଟପଟା ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଟ୍ୟାଙ୍ଗି ଆଚାରୀ ପନିର’ ।

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।