• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କଞ୍ଚା କ୍ଷୀର ପିଇବା ଶରୀରର ଏସିଡ୍ ସ୍ତର କଣ୍ଟ୍ରୋଲ୍ ହୋଇନଥାଏ

କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଏକ ପୁଷ୍ଟିକର ପାନୀୟ । ପ୍ରତିଦିନ ଏକ ଗ୍ଲାସ୍ କ୍ଷୀର ପିଇବା ଦ୍ୱାରା ଆମ ଶରୀରରେ ପ୍ରୋଟିନ୍ ଏବଂ କ୍ୟାଲସିୟମ୍ ପରିମାଣ ପୂରଣ ହୋଇଥାଏ । ଏହା ବ୍ୟତୀତ କ୍ଷୀର ମଧ୍ୟ ହାଡକୁ ମଜବୁତ କରିଥାଏ । କ୍ଷୀରରେ ଅନେକ ପୋଷକ ତତ୍ତ୍ୱ ଏବଂ ଏନଜାଇମ୍ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ FDA ଅନୁଯାୟୀ, ଯେକୌଣସି ପ୍ରାଣୀର କ୍ଷୀରରେ ସଲମୋନେଲା, ଇ କୋଲି, ଲିଷ୍ଟେରିଆ ପରି କ୍ଷତିକାରକ ଜୀବାଣୁ ରହିଥାଏ, ଯାହାକୁ ଫୁଟାଇବା ବିନା ଫିଇଲେ ବିଷାକ୍ତ ହୋଇଥାଏ । ଆସନ୍ତୁ ଜାଣିବା କଞ୍ଚା କ୍ଷୀର ପିଇବାର ସାଇଡ୍ ଇଫେକ୍ଟ ବିଷୟରେ...

  • କଞ୍ଚା କ୍ଷୀରରେ ଅନେକ ପ୍ରକାରର ଜୀବାଣୁ ରହିଥାଏ ଯାହା ଆମ ଶରୀରରେ ପ୍ରବେଶ କରି ସାଇଡ୍ ଇଫେକ୍ଟ କରିଥାଏ ଯେପରିକି ଡାଇରିଆ, ଡିହାଇସଡ୍ରେନ୍, ଗୁଇଲେନ୍-ବାରେ ସିଣ୍ଡ୍ରୋମ ଏବଂ ହେମୋଲାଇଟିକ୍ ୟୁରେମିକ୍ ସିଣ୍ଡ୍ରୋମ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ ।
  • ଯେତେବେଳେ କଞ୍ଚା କ୍ଷୀର ବାହାର କରାଯାଇଥାଏ, ଏହି କ୍ଷୀର ପଶୁ ଉଦର କିମ୍ବା ବେଳେବେଳେ ପଶୁ ମଳ ସଂସ୍ପର୍ଶରେ ଆସିଥାଏ, ଯେଉଁ କାରଣରୁ କ୍ଷୀର ଦୂଷିତ ହୋଇଥାଏ, ତେଣୁ ଏହାକୁ ସିଧାସଳଖ ପିଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।
  • ଇମ୍ୟୁନିଟି କମ୍ ଥିବା ଲୋକ, ଶିଶୁ ଏବଂ ଯୁବକମାନଙ୍କ ପାଇଁ କଞ୍ଚା କ୍ଷୀର ଅଧିକ କ୍ଷତିକାରକ ହୋଇଥାଏ ।
  • ଏହାକୁ ପିଇବା ଦ୍ୱାରା ବାନ୍ତି ଭଳି ସମସ୍ୟା ସୃଷ୍ଟି କରିଥାଏ ।
  • କଞ୍ଚା କ୍ଷୀରରେ ଅନେକ ଜୀବାଣୁ ରହିଥା’ନ୍ତି ଯାହା ଟିବି ସହିତ ଅନେକ ମାରାତ୍ମକ ରୋଗ ମଧ୍ୟ କରିଥାଏ ।
  • କଞ୍ଚା କ୍ଷୀର ପିଇବା ଶରୀରର ଏସିଡ୍ ସ୍ତର କଣ୍ଟ୍ରୋଲ୍ ହୋଇନଥାଏ ଏବଂ ଶରୀରରେ ଅମ୍ଳର ପରିମାଣ

OTV is now on Whatsapp

Join and get latest news update delivered to you via whatsapp

Join Now