କମିଛି ସୁନା ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୭୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୮୬୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ...
ଅନେକ ଲୋକ ମୁହଁ ଧୋଇବା ବେଳେ କିଛି ଭୁଲ କରିଥା’ନ୍ତି, ଯେଉଁଥିପାଇଁ ତ୍ୱଚା ଖରାପ ହୋଇପାରେ। କେବଳ ସେତିକି ନୁହେଁ ସମୟ ପୂର୍ବରୁ ବୟସ୍କ ଦେଖାଯିବାର ଭୟ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା କିଛି ବିଉଟି ଟିପ୍ସ୍ ।
ଆପଣ ଘରେ ବିଭିନ୍ନ ପ୍ରକାରର ପରଟା ପ୍ରସ୍ତୁତ କରି ଖାଇଥିବେ । ଆପଣ ‘ମକାରେ ତିଆରି ପରଟା’ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହି ‘ମକା ପରଟା’ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ କହିବୁ।
ବରଫର ୪୨୧ଟି ନାଁ । ଆଶ୍ଚର୍ଯ୍ୟ ଲାଗିଲା ନା । ତଥାପି କଥାଟି ବିଲକୁଲ ସତ କଥା । କାହାକୁ ବରଫରେ ଖେଳିବାକୁ ଭଲ ଲାଗେ ତ ଆଉ କାହାକୁ ବରଫର ପ୍ରାକୃତିକ ପରିବେଶ ଦେଖିବାକୁ ଭଲ ଲାଗେ । ଏହାରି ଭିତରେ ସାମ୍ନାକୁ ଆସିଛି ବରଫକୁ ନେଇ...
ତାପମାତ୍ରା ବଦଳିବା ଦ୍ୱାରା ଅଧିକାଂଶ ସମୟ ସକାଳୁ ଉଠିଲା ମାତ୍ରକେ ଛିଙ୍କ ହୋଇ ନାକରୁ ପାଣି ବାହାରିବା ସହିତ ଆଖି ମଧ୍ୟ ନାଲି ହୋଇ ଯାଇଥାଏ । ଏମିତିରେ ଛିଙ୍କିବା ଏଲର୍ଜୀରୁ ଦୁରେଇ ରହିବାର ଏକ ସ୍ୱାଭାବିକ ପ୍ରକ୍ରିୟା ଅଟେ ,ଯାହାଦ୍ୱାରା ଶରୀରରେ ରହିଥିବା ଏଲର୍ଜୀ ବାହାରକୁ ସହଜରେ...
ନୋଜ୍ ରିଙ୍ଗ୍ ଫ୍ୟାସନ୍ ନୂଆ ନୁହେଁ। ଏହା ବହୁ ପୁରୁଣା। କାହିଁ କେଉଁ କାଳରୁ ଆମ ସମାଜରେ ରହି ଆସିଛି। ହେଲେ ଆସ୍ତେ ଆସ୍ତେ ଝିଅମାନେ ଏହାକୁ ଆପଣାଉ ନଥିଲେ। କିନ୍ତୁ ଏବେ ପୁଣି ଥରେ ନୋଜ୍ ରିଙ୍ଗ୍ ନାକଫୁଲ ଫ୍ୟାଶନକୁ ଆପଣାଉଛନ୍ତି । ଆସନ୍ତୁ ଜାଣିବା ନାକଫୁଲ...
ଏବେ ଚାଲିଛି ବିବାହର ଋତୁ । ଆପଣ ନିଶ୍ଚୟ ସୁନା କିଣିବାକୁ ଚାହୁଂଥିବେ । ତେବେ ଜାଣି ନିଅନ୍ତୁ ଆଜି କେତେ ରହିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୭୬୦ ଟଙ୍କା ରହିଥିବା ବେଳେ ୨୪...
ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ବ୍ୟାଙ୍କ୍ ଅଫ୍ ବରୋଦା ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । Bank Of Baroda ରେ ଖାଲିପଡିଛି ୧୯୮ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏ ନେଇ ଆବେଦନ କରିପାରିବେ ।
ଆପଣ କେବେ ‘ଚିକେନ ଭୁନା ମସାଲା’ ରେସିପି ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ଚିକେନ ଭୁନା ମସାଲା’ । ତେବେ ଚାଲନ୍ତୁ ଜାଣିବା ‘ଚିକେନ ଭୁନା ମସାଲା’ ଘରେ କିପରି ସହଜରେ ପ୍ରସ୍ତୁତ କରି ପାରିବେ ।
'ରିଓ ତିନ୍ତୋ' ନଦୀର କେବେ ନାଁ ଶୁଣିଛନ୍ତି । ଏହି ନଦୀଟି ରହିଛି ସ୍ପେନରେ । ଯାହା ନିଜର ଲାଲ- ନାରଙ୍ଗୀ ରଙ୍ଗର ପାଣି ପାଇଁ ବେଶ୍ ପରିଚିତ । ତେବେ ଏହି ନଦୀରେ ପାଣିର ରଙ୍ଗ ଏଭଳି ରଙ୍ଗରେ ରଙ୍ଗୀନ କିଭଳି । କଣ ରହିଛି ଏହି...
ଉତ୍ତମ ସ୍ୱାସ୍ଥ୍ୟ ପାଇଁ, କେବଳ ପୁଷ୍ଟିକର ଖାଦ୍ୟ ନୁହେଁ, ଆମକୁ ଏହା ସହିତ ପ୍ରୋଟିନ୍ ମଧ୍ୟ ନେବାକୁ ପଡିବ । ଆମ ଶରୀର ପାଇଁ ପ୍ରୋଟିନ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରର ମାଂସପେଶୀ ସହିତ କୋଷର ବିକାଶ ପାଇଁ ପ୍ରୋଟିନ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହାକୁ...
ପାଣିର ବଡ଼ ପାଇପରେ ନିର୍ମିତ ହେବ 'ମଡର୍ଣ୍ଣ ମାଇକ୍ରୋ ହାଉସ୍ '। ଆଉ ଏହି ଘରେ ରହିବେ ଲୋକମାନେ । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା । କିନ୍ତୁ ଏହା ସତ ଯେ, ଆଗାମୀ ଭବିଷ୍ୟତରେ ପାଣି ପାଇପ ଭିତରେ ଗୃହ ନିର୍ମାଣ ହେବ । ଆଉ ଏଭଳି...
କରୋନା ଭାଇରସ ମହାମାରୀର ଓମିକ୍ରନ ଏକ ତୀବ୍ର ପ୍ରସାରୀ ଭୂତାଣୁ। ଯାହା ଖୁବ୍ ଶୀଘ୍ର ଜଣକଠାରୁ ଅନେକଙ୍କୁ ବ୍ୟାପିଯାଉଛି। ଦେଶରେ ଓମିକ୍ରନର ଏବେ ସାମୂଦାୟୀକ ସଂକ୍ରମଣ ହେଲାଣି। ତେବେ କରୋନା ଭାଇରସ ମହାମାରୀରୁ ବର୍ତ୍ତିବା ଲାଗି ଆମେ ବ୍ୟବହାର କରୁଥିବା ୧ ବା ୨ ଲେୟରର କପଡା ମାସ୍କ...
ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି...
ଆପଣ ଗ୍ରାଜୁଏସନ କରିଛନ୍ତି କି ? ଓଡ଼ିଶା ଲୋକ ସେବା ଆୟୋଗ (OPSC) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । OPSC ପକ୍ଷରୁ ଓଡ଼ିଶାରେ ଖାଲିପଡିଛି ସହାୟକ କୃଷି ଅଧିକାରୀ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।
ଯଦି ଆପଣଙ୍କ ଓଠ କଳା ପଡିଯାଇଛି ତେବେ ଚିନ୍ତା କରିବାର କିଛି ନାହିଁ। ଘରୋଇ ଉପଚାର ମାଧ୍ୟମରେ ଆପଣ ଓଠର ପ୍ରାକୃତିକ ଚମକ ଫେରାଇ ଆଣିପାରିବେ । ଆଜି ଜାଣିବା ଓଠର ପ୍ରାକୃତିକ ରଙ୍ଗ କିପରି ପାଇବା ।
ଆମେ ଘରେ ବିଭିନ୍ନ ପ୍ରକାରର ମିଠାର ରେସିପି ପ୍ରସ୍ତୁତ କରିଥାଉ । ଆଜି ଆମେ ବହୁତ କମ୍ ଖର୍ଚ୍ଚ ଓ କମ୍ ସମୟ ମଧ୍ୟରେ ମିଠାର ଏକ ରେସିପି ପ୍ରସ୍ତୁତ କରିବୁ । ଆଜି ଆମେ ଆପଣଙ୍କ ପାଇଁ ବନେଇବୁ ଓଡ଼ିଆ ଘରର ପାରମ୍ପରିକ ସୁଆଦିଆ ମିଠା ‘ପାରିଜାତ’...
ଇରାନରେ ଖରାଦିନେ ଭୀଷଣ ଗରମ ଅନୁଭୂତ ହୁଏ । କାରଣ ତାହା ମରୁଭୂମି ଅଂଚଳ । ତେଣୁ ସେଠାରେ ଏସିର ଆବଶ୍ୟକତା ତ ନିହାତି ପଡୁଥାଏ । ତେବେ ଇରାନରେ ଘର ଥଣ୍ଡା ରଖିବାର ହଜାର ହଜାର ବର୍ଷ ପୁରୁଣା ଟେକନିକର ବ୍ୟବହାର କରାଯାଏ । ୟଜଦ୍ ସହରର...
ସାଧରଣତଃ ସମସ୍ତେ ଜାଣନ୍ତି ଯେ ବ୍ଲଡ୍ ଗ୍ରୁପ କେବଳ ଚାରିଟି ରହିଛି । କିନ୍ତୁ ଏପରି ଏକ ବ୍ଲଡ ଗ୍ରୁପ ମଧ୍ୟ ଅଛି ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥାନ୍ତି । କାରଣ ଏହି ବ୍ଲଡ୍ ଗ୍ରୁପ ଖୁବ୍ କମ୍ ଲୋକଙ୍କଠାରେ ହିଁ ଦେଖିବାକୁ ମିଳିଥାଏ ।...
ଆପଣ ଜାଣିଛନ୍ତି କି ସଠିକ୍ ଭାବେ କେଶ ରଙ୍ଗ ନ କଲେ ଏହା ଆମ କେଶକୁ ଖରାପ ମଧ୍ୟ କରିପାରେ। ତେବେ ଆପଣ ଯଦି କେଶ ରଙ୍ଗ କରୁଥାନ୍ତି ତାହାଲେ ଏହି ସବୁ ବିଷୟ ଉପରେ ଧ୍ୟାନ ଦିଅନ୍ତୁ। ଏହା ଆପଣଙ୍କୁ ଏକ ଅଲଗା ଲୁକ୍ ଦେବ।