The EOW has arrested two superintendents
ସରକାରୀ ଅର୍ଥ ହଡ଼ପ ଅଭିଯୋଗରୁ ଦୁଇ ମହାଠକଙ୍କୁ ଗିରଫ କଲା ଇଓଡବ୍ଲୁ । ଗିରଫ ନାଁ ହେଲା ସୁବାସ ଘିସିଂ ଗିରି । ପଶ୍ଚିମବଙ୍ଗରୁ ଗିରଫ କରାଯିବା ପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ତାକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ବଡ଼ବିଲ କୋର୍ଟରେ ହାଜର କରାଯାଇଛି ।
Advertisment
ଦ୍ୱିତୀୟ ଅଭିକ୍ତ ସୟଦ ସହବଜା ନକଭିକୁ ଛତିଶଗଡ଼ରୁ ଗିରଫ କରାଯାଇଛି ସେଠାରୁ ଆଣି ସୟଦକୁ ମଧ୍ୟ ବଡ଼ବିଲ କୋର୍ଟରେ ହାଜର କରାଯାଇଛି । ବଡ଼ବିଲ ମୁ୍ନ୍ସିପାଲିଟର କାର୍ଯ୍ୟ ନିର୍ବାହୀଙ୍କ ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରିଛି ଇଓଡବ୍ଲୁ । ନକଲି ଚେକ୍ ଓ ଜାଲ୍ ଦସ୍ତଖତ ଜରିଆରେ ଏମାନେ ୨ କୋଟି ୪୪ ଲକ୍ଷ ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)