• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

gold rate today
କମିଛି ସୁନାର ଦର, ଜାଣନ୍ତୁ କେତେ ରହିଛି ସୁନାର ଦାମ୍

ଏବେ ଚାଲିଛି ବିବାହର ଋତୁ । ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩ ,୫୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୮୦ ଟଙ୍କା...

How fresh is buying vegetables from the market?
ଆପଣ କିଣୁଥିବା ପରିବାରେ ଦିଆଯାଉଛି ମେଲାକାଇଟ୍ ରଙ୍ଗ ,କଣ ଆପଣ ଜାଣନ୍ତି ?

ଆମର ଖାଦ୍ୟ ପଦାର୍ଥରେ ଭେଜାଲ୍ ଏକ ସାଧାରଣ କଥା ହୋଇଗଲାଣି । ନିଜକୁ ସୁସ୍ଥ ରଖିବା ପାଇଁ ସତେଜ, ସବୁଜ ପନିପରିବା ଜରୁରୀ । ବଜାରରୁ କିଣାଯାଇଥିବା ପନିପରିବାରେ ଭେଜାଲ ହୋଇଛି କି ନାହିଁ ତାହା ଚିହ୍ନଟ କରିବା କଷ୍ଟକର । କିନ୍ତୁ ପନିପରିବା ସତେଜ, ସବୁଜ କି...

weekly horoscope
କଣ କହୁଛି ଆପଣଙ୍କ ସାପ୍ତାହିକ ଭାଗ୍ୟ; ୧୦ ଜାନୁଆରୀରୁ ୧୬ ଜାନୁଆରୀ ୨୦୨୨

ଏହି ସପ୍ତାହଟି ଆପଣଙ୍କ ପାଇଁ ବହୁତ ଭଲ ରହିବ । ଏହି ସପ୍ତାହରେ, ଆପଣ ଅବାଞ୍ଛିତ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଆର୍ଥିକ ସ୍ଥିତି ଓ ବୃତ୍ତିଗତ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଭଲ ଫଳାଫଳ ମିଳିବ । ତେବେ ଚାଲନ୍ତୁ ବିସ୍ତୃତ ଭାବେ ଜାଣିବା...

Look smart in the office
ଅଫିସ୍‌ରେ ସ୍ମାର୍ଟ ଦିଶିବା ପାଇଁ ଚାହୁଁଛନ୍ତି କି ? ତାହେଲେ ଆପଣାନ୍ତୁ ଏହି ମେକ୍‌ଅପ୍ ଟିପ୍ସ୍‌

ପ୍ରାୟତଃ ସମସ୍ତେ ନିଜର ଲୁକ୍ ଓ ସୈନ୍ଦର୍ଯ୍ୟ ପାଇଁ ବହୁତ ଚିନ୍ତିତ ଥାନ୍ତି । ବିଶେଷ କରି କର୍ମଜୀବୀ ମହିଳାମାନେ ବ୍ୟସ୍ତବହୁଳ ଜୀବନରେ ମେକଅପ୍‌ ଓ ନିଜର ଲୁକ୍ ପ୍ରତି ଧ୍ୟାନ ଦେଇଥାନ୍ତି । ତେବେ ସମସ୍ତେ ଅଫିସ୍‌ରେ ସ୍ମାର୍ଟ ଦିଶିବା ପାଇଁ ଚେଷ୍ଟା କରନ୍ତି । ଅନେକ...

‘Macha Munda Anda Kasa’
ଆସ ଖାଇବା 'ମାଛମୁଣ୍ଡ ଅଣ୍ଡା କଷା'

ଆମ ଓଡ଼ିଆ ଘରର ଖାଇବାର ସ୍ୱାଦ ପୁରା ନିଆରା । ତେବେ ଆପଣ କେବେ ଓଡିଆ ଘରର ଦେଶୀ ରେସିପି 'ମାଛମୁଣ୍ଡ ଅଣ୍ଡା କଷା' ଖାଇଛନ୍ତି କି ? ତାହେଲେ ଆଜି ହିଁ ଘରେ ବନାନ୍ତୁ 'ମାଛମୁଣ୍ଡ ଅଣ୍ଡା କଷା' । ତେବେ ଚାଲନ୍ତୁ ଜାଣିବା ଏହାକୁ...

benefits palak
ଖାଆନ୍ତୁ ପାଳଙ୍ଗ ଶାଗ, ରୁହନ୍ତୁ ସୁସ୍ଥ

ଏବେ ଶୀତଋତୁ ଚାଲିଛି। ଶୀତଦିନେ ସବୁଠାରୁ ଭଲ ଶାଗ ହେଉଛି ପାଳଙ୍ଗ। ଏହି ଋତୁରେ ହିଁ ପାଳଙ୍ଗ ଶାଗ ଅଧିକ ମିଳିଥାଏ। ଆଉ ଏହି ଋତୁରେ ସମସ୍ତେ ପାଳଙ୍ଗ ଶାଗ ନିହାତି ଖାଇବା ଉଚିତ୍। କାରଣ ଏଥିରେ ଅନେକ ଭିଟାମିନ୍ ରହିଛି। ତା’ ସହିତ ଏହାର ଅନେକ ଔଷଧୀୟ...

Fashion tips for men
ବିବାହ ଋତୁରେ ପୁରୁଷଙ୍କ ପାଇଁ ଫ୍ୟାଶନ୍ ଟିପ୍ସ

ବାହାଘର ପାଖେଇ ଆସିଲେ ସମସ୍ତେ ନିଜର ଲୁକ୍ ଓ ଡ୍ରେସକୁ ନେଇ ଚିନ୍ତାରେ ପଡି ଯାଆନ୍ତି । କଣ ପିନ୍ଧିବେ,କିଭଳି ନିଜକୁ ସଜେଇବେ ଏହାକୁ ନେଇ ଚିନ୍ତାରେ ପଡି ଯାଆନ୍ତି । ବିବାହ ଋତୁରେ ଝିଅମାନଙ୍କ ଭଳି ପୁଅମାନେ ମଧ୍ୟ ଟ୍ରେଣ୍ଡି ଓ ଫ୍ୟାଶନେବୁଲ୍ ଲୁକ୍ ଚାହାନ୍ତି...

bhel recruitment 2022
BHEL ରେ ଖାଲି ପଡ଼ିଛି ଇଞ୍ଜିନିୟରିଂ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆପଣ ଇଞ୍ଜିନିୟରିଂ କରିଛନ୍ତି କି ? ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ୍‌ (BHEL) ପକ୍ଷରୁ ଇଞ୍ଜିନିୟର ପଦବୀ ଖାଲି ପଡିଛି । ତେବେ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏ ନେଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୧ ଜାନୁଆରୀ ୨୦୨୨ ରଖାଯାଇଛି ।

gold rate today
ସାମାନ୍ୟ କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍

ଅଳ୍ପ କମିଛି ସୁନା ଦର । ଆଜି ଭାରତୀୟ ବଜାରରେ ହ୍ରାସ ପାଇଛି ସୁନା ଦାମ୍‌। ଗ୍ରାମ୍‌ ପ୍ରତି ଦାମ୍‌ ୨୫୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩ ,୫୯୦ ଟଙ୍କା ରହିଥିବା ବେଳେ...

'spring roll'
ଘରେ ତିଆରି କରନ୍ତୁ ବଜାର ପରି ମିଳୁଥିବା ‘ସ୍ପ୍ରିଙ୍ଗ୍ ରୋଲ୍’

ପ୍ରାୟତଃ ରୋଲ୍‌ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଆମେ ମଧ୍ୟ ବଜାରରୁ ସ୍ପ୍ରିଙ୍ଗ୍‌ ରୋଲ୍‌ ସମେତ ବିଭିନ୍ନ ରୋଲ୍‌ କିଣିକି ଖାଇଥାଉ। କିନ୍ତୁ ଆପଣ ଘରେ ସ୍ପ୍ରିଙ୍ଗ୍ ରୋଲ୍ ବନେଇ ଖାଇପାରିବେ । ଏଥିପାଇଁ ଆମେ ଆପଣଙ୍କ ପାଇଁ ଆଜି ବନେଇବୁ ‘ସ୍ପ୍ରିଙ୍ଗ୍ ରୋଲ୍’ ।

Yester castle, Scotland
ଭୟଙ୍କର ମହଲ,ଏହାକୁ ତିଆରି କରିଛନ୍ତି ଭୂତ

ସ୍କଟଲ୍ୟାଣ୍ଡରେ ରହିଛି ଏକ ଭୟଙ୍କର ସ୍ଥାନ । ଏହି ସ୍ଥାନକୁ ଦୂରରୁ ଦେଖିଲେ ହି ମନରେ ଭୟ ସୃଷ୍ଚି ହୁଏ । ଏହା ହେଉଛି ଏକ କ୍ୟାସଲ୍‌ ବା ମହଲ । ତେବେ କୁହାଯାଏ ଭୂତ ମାନଙ୍କ ଦ୍ୱାରା ଏହି ମହଲର ନିର୍ମାଣ କରାଯାଇଥିଲା ୧୨୬୬ରେ । ତେବେ...

eating more chicken
ଅତ୍ୟଧିକ ଚିକେନ୍ ଖାଇବା ସ୍ୱାସ୍ଥ୍ୟପ୍ରତି ହୋଇପାରେ ଘାତକ, ହୋଇଯାଆନ୍ତୁ ସାବଧାନ

ସ୍ୱାଦ ତଥା ପୌଷ୍ଟିକତା କାରଣରୁ ଅନେକ ଲୋକ ନିୟମିତ ଭାବେ ଚିକେନ ଖାଇବାକୁ ପସନ୍ଦ କରିଥାନ୍ତି । ହେଲେ ସେମାନେ ଜାଣିନଥାନ୍ତି ଯେ ଅତ୍ୟଧିକ ଚିକେନ୍ ଖାଇବା ଦ୍ୱାରା ସ୍ୱାସ୍ଥ୍ୟପ୍ରତି କ୍ଷତି ପହଞ୍ଚିଥାଏ । ତେବେ ଅଧିକ ଚିକେନ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କଣ ରହିଛି ବିପଦ...

shoes and vastu
ଶନିବାର ଦିନ କରନ୍ତୁ ଜୋତା ଚପଲ ଦାନ, ମିଳିବ ଶୁଭଫଳ

ବାସ୍ତୁଶାସ୍ତ୍ର ଅନୁସାରେ ଜୋତା ଚପଲ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ନିୟମିତ ବ୍ୟବହାର ହେଉଥିବା ଜୋତା ଚପଲକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ଜୋତା ଚପଲ ନଷ୍ଟ ହୋଇଗଲେ ଆମେ ନୂଆ କିଣିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଜୋତା ଚପଲ ମଧ୍ୟ ଦିନ ଦେଖି...

Do makeup for a party like this
ନିଜ ଲୁକ୍‌କୁ କରନ୍ତୁ ଖାସ୍‌, ଆପଣାନ୍ତୁ ଏହି ମେକ୍‌ଅପ୍‌ ଟିପ୍ସ୍

ବାହାଘର ପାର୍ଟି ଓ ଫଙ୍କସନ୍‌ରେ ଆପଣ ସବୁଠୁ ଅଲଗା ଓ ସୁନ୍ଦର ଦେଖାଯିବା ପାଇଁ ଚାହୁଁଛନ୍ତି କି ? ନିଜ ଲୁକ୍‌କୁ ଖାସ୍‌ କରିବା ପାଇଁ ଚାହୁଁଛନ୍ତି କି ? ତେବେ ପାର୍ଲର ନ ଯାଇ ଘରେ ମଧ୍ୟ ନିଜେ ମେକ୍‌ଅପ୍‌ କରିପାରିବେ।

gold rate today
କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସାମାନ୍ୟ କମିଲା ସୁନା ଦର । ଭାରତୀୟ ବଜାରରେ ଆଜି ସୁନାର ଦାମ୍ ହ୍ରାସ ପାଇଲା । ଦେଶର ପ୍ରମୁଖ ସହରରେ ସୁନାର ଦାମ୍ ଭିନ୍ନ ଭିନ୍ନ ରହିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭, ୧୦୦...

THE WORLD ISLAND, DUBAI
ଦାମୀ ମନୁଷ୍ୟକୃତ ଦ୍ୱୀପ,ହେଲେ ଜନଶୂନ୍ୟ କାହିଁକି ?

ଦୁବାଇ କୃତ୍ରିମ ଦ୍ୱୀପ ନିର୍ମାଣରେ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଆଉ ସେହିକ୍ରମରେ ଏଠାରେ ରହିଛି 'ଦ ୱାର୍ଲଡ୍‌ ଆଇଲ୍ୟାଣ୍ଡ' । ଏତେ ବଡ ଆଉ ଏତେ ଦାମୀ ଦ୍ୱୀପ ହୋଇ ମଧ୍ୟ ଏହା ଜନଶୂନ୍ୟ । ହେଲେ କାହିଁକି, ଚାଲନ୍ତୁ ଜାଣିବା ।

'Green Chiken Curry' Recipe
କମ୍ ତେଲ ଓ ମସଲାରେ ବନାନ୍ତୁ ଚିକେନର ଏହି ସୁଆଦିଆ ରେସିପି

ଆଗରୁ ଆମେ ଆପଣଙ୍କ ପାଇଁ ଚିକେନର ଅନେକ ରେସିପି ବନେଇଛୁ । ଆଜି ଆମେ ଆପଣଙ୍କ ପାଇଁ ଚିକେନର ଏକ ନୂଆ ଓ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ଗ୍ରୀନ୍‌ ଚିକେନ୍‌ କରି’ ।

Clay utensils
ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନ ଠାରୁ କମ୍ ନୁହେଁ ମାଟି ବାସନ

ଆଜିକାଲି, ମାଟି ବାସନର ବହୁତ ଚାହିଦା ଦେଖିବାକୁ ମିଳୁଛି । ପ୍ରାୟ ୪ ଦଶନ୍ଧି ପୂର୍ବରୁ ହାଣ୍ଡି ମାଠିଆ, ସୁରେଇ, ମାଟି ଚୁଲି ଏବଂ ଅନ୍ୟାନ୍ୟ ବାସନକୁସନ ବହୁଳ ଭାବରେ ବ୍ୟବହୃତ ହେଉଥିଲା, କିନ୍ତୁ ସମୟ ବଦଳିବା ସହିତ ୱାଟର କୁଲର, ଫ୍ରିଜ୍, ଗ୍ୟାସ୍ ଚୁଲା, ପ୍ଲାଷ୍ଟିକ୍ ଆଦି...

IHU variant in France
ଫ୍ରାନ୍ସରେ କରୋନାର IHU ଭ୍ୟାରିଆଣ୍ଟକୁ ନେଇ ଆତଙ୍କ

ଫ୍ରାନ୍ସର ବୈଜ୍ଞାନିକମାନେ କରୋନାର ଆଉ ଏକ ନୂତନ ପ୍ରକାର ଭ୍ୟାରିଆଣ୍ଟର ଆବିଷ୍କାର କରିଛନ୍ତି | ଅନୁସନ୍ଧାନକାରୀଙ୍କ ଅନୁଯାୟୀ, IHU ନୂତନ ପ୍ରକାର ଭ୍ୟାରିଆଣ୍ଟ ଯାହାକି ୪୬ ଥର ରୂପ ବଦଳାଇଲାଣି ।

statue of ramses 2
ଇତିହାସ ପୃଷ୍ଠାର ସବୁଠୁ ପୁରାତନ ସଭ୍ୟତା, ହେଲେ ଆଜି ବି ରହସ୍ୟମୟ

ଆପଣମାନେ ସମସ୍ତେ ପ୍ରାଚୀନ ମିଶର ଓ ଏହାର ସଭ୍ୟତା ସମ୍ପର୍କରେ ନିଶ୍ଚୟ ଶୁଣିଥିବେ । ମିଶର ଓ ଏହାର ସଭ୍ୟତା ‌ଆଜି ବି ରହସ୍ୟମୟ । ଏଠାରେ ଦୁନିଆର ସବୁଠାରୁ ଭବ୍ୟ ସଂରଚନା ଓ କାରିଗରୀ ଦେଖିବାକୁ ମିଳେ । କିଛି ସଂରଚନା ଆଜି ବି ନିଜର ଅସ୍ତିତ୍ୱ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।