ଶ୍ରୀଲଙ୍କା ସ୍ଥିତି ସଙ୍ଗୀନ। ସେଓ କିଲୋପ ଦାମ୍ ଦେଢ ହଜାର, ନାସପାତି କିଲୋ ୧୫ ଶହ ଟଙ୍କା। ଗହମ ଆଉ ଚିନିର ଦର ୨୪୦ ଉପରେ...ଗ୍ରାହକଙ୍କୁ ଅପେକ୍ଷା କରି କରି ଦିନ କାଟୁଛନ୍ତି ଦୋକାନୀ
ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଅଳ୍ପ ପରିଶ୍ରମରେ ୧ ମହଲା କୋଠାକୁ ଉଠାଇ ଦେଉଛନ୍ତି ବାଲି, ଚିପ୍ସ ଆଉ ଇଟା। ଲିଫ୍ଟ କି ଲେବର କିଛି ଦରକାର ନାହିଁ...ବାସ୍ ଟିକିଏ ବୁଦ୍ଧି ଖଟାଇ ତିଆରି କରିଛନ୍ତି ଏହି ଘରୋଇ ମେସିନ୍...ଦେଖନ୍ତୁ ପୂରା ଭିଡ଼ିଓ
ଭାରତରେ ଭୟଙ୍କର ବଢୁଛି ତୈଳଦର। ଆମର ଏଇଠି ୧୧୫ ପହଞ୍ଚିଲାଣି ହେଲେ ପାକିସ୍ତାନରେ ଏବେବି ୬୩ ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ। କେନ୍ଦ୍ରମନ୍ତ୍ରୀ କହୁଛନ୍ତି, ଏଇଥି ପାଇଁ ଆମେ ନୁହେଁ ଅନ୍ତର୍ଜାତୀୟ ବଜାର ଦାୟୀ
ବସ୍ ଭିତରେ ପସିଲେ ଛେଳି । ସିଟ୍ ଉପରେ ଚଢି ବସ୍ ଭିତରୁ ବାହାରିଲେ ଯାତ୍ରୀ...କଣ୍ଡକ୍ଟର ଭାଇ...ତୁମ ଚାରି ଖୁରାକୁ ଜୁହାର...
ଦୀର୍ଘଦିନ ପରେ ଘରେ ଜନ୍ମ ହେଲା ଝିଅ। ଖୁସିରେ ବିଭୋର ହେଲା ପରିବାର...୧ ଲକ୍ଷ ଦେଇ ହେଲିକପ୍ଟର ବୁକ୍ ହେଲା...ବଡ଼ ଧୁମଧାମ୍ରେ ଗୃହ ପ୍ରବେଶ ହେଲା। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ବୋଉଲୋ ତୁ ଟିଭି ଖୋଲ୍। ମୁଁ ଆଉ ତୋ ଜ୍ୱାଇଁ ଟିଭିରେ ବସିଛୁ...ଛୁଆ ମାଆ, କାଳିଆ ସମସ୍ତଙ୍କୁ କହିବୁ ଆମକୁ ଦେଖିବେ। ହେ ତୁ କାହିଁକି ପାଟିକରୁଛୁ? ତମରି ଘର ଯାଇ ଯାଇ ମୋର EL ସରିଲାଣି। ଚାକିରି ଥିବ ଯେ
ଆପଣମାନେ ଅନେକ ଆଇଏଏସ ଅଫିସରଙ୍କୁ ଦେଖିଥିବେ। ଯେଉଁମାନଙ୍କ ପାଖକୁ ଯିବାକୁ ଡରିଥାନ୍ତି ସାଧାରଣ ଲୋକ। ଯେଉଁଠି ଲୋକଙ୍କ ପାଖରେ ପହଂଚିଯାଆନ୍ତି ଖୋଦ୍ ଆଇଏଏସ ଅଫିସର। ଆଉ ଧୂମ୍ ନାଚନ୍ତି...
ଝିଅ ପିଲା ଯାହା ବାସନ ତାହା...ବାସନ ଏକାଠି ରହିଲେ ଯେମିତି ବାଜେ, ଝିଅ ପିଲା ଏକାଠି ରହିଲେ ଝଗଡ଼ ହୁଏ...କିନ୍ତୁ ଆମେ ଏଇଠି ପୂରା ସାଙ୍ଗ ହୋଇ ରହିଛୁ। ବିନା ଗ୍ରୁପିଜିମ୍ରେ ଦେଖନ୍ତୁ କେମିତି ଚାଲିଛି ତରଙ୍ଗର ସୁଟିଂ
ଜମାରୁ ଲୋନ୍ ନେଇ ନାହାନ୍ତି କିନ୍ତୁ ଲୋନ୍ ଟଙ୍କା ସୁଝିବା ପାଇଁ ଆସୁଥିଲା ଫୋନ୍ କଲା। ଟିକିଏ ବୁଦ୍ଧି ପାଇଁ ବର୍ତ୍ତିଗଲେ ନହେଲେ ଦାଣ୍ଡର ଭିକାରି ହୋଇଥାଆନ୍ତେ...ଦେଖନ୍ତୁ କେମିତି ବର୍ତ୍ତିଗଲେ ଏହି ଯୁବକ
ଅନ୍ଧାର କୋଠରୀ ଭିତରେ ମାନିସିକ ରୋଗାଗ୍ରସ୍ତ ପୁଅ। ସରକାର ଶୁଣୁନାହାନ୍ତି କି ପ୍ରଶାସନ ବୁଝୁନି। ସ୍କୁଲ ପାଠ ପଢିବା ବୟସରୁ ଧୀରେ ଧୀରେ ମାନସିକ ରୋଗ ହେଲା ପୁଅକୁ....ପ୍ରଥମେ ଚେରମୂଳି ଚିକିତ୍ସା ହେଲା କିନ୍ତୁ ଲାଭ ହେଲାନି। ରାଞ୍ଚିରେ ବି କିଛି ଲାଭ ହେଲାନି...ସରକାରୀ ସାହାଯ୍ୟ ଅପେକ୍ଷାରେ ଗୁରିଆ...
ନଲେଜ୍ ବଢାଇବା ଲାଗି ଆମେ କଲେଜ୍ ଯାଉଛୁ। ହେଲେ ସେ କଲେଜ୍ ଯିବୁକି ନାହିଁ ତାହା ମୁଖିଆ କହିବେ...ପ୍ରିନ୍ସପାଲ୍ ସାଙ୍ଗରେ ମୋର ଯୋଉ ସମ୍ପର୍କ ଅଛି ନା...
‘କହୋ ନା ପ୍ୟାର୍ ହୈ’ ଫିଲ୍ମ ଏକ ପଲ୍ କା ଜିନା ଗୀତ ବାଜୁଥିଲା। ବ୍ରେକ୍ ଡ୍ୟାନ୍ସ କରୁଥିଲେ ଆଣ୍ଟିଜୀ। ସୋସିଆଲ୍ ମିଡିଆରେ ଏହାକୁ ଦେଖି ହତବାକ ହୋଇଯାଇଛନ୍ତି ୟୁଜର୍ସ। ଦେଖନ୍ତୁ ସେହି ଦମଦାର ଭିଡିଓ...
୭୨ ବର୍ଷରେ ପୂରା ଫିଟ୍ ଦଣ୍ଡପାଣି। ନିଇତି ମାରୁଛନ୍ତି ଦଣ୍ଡବୈଠକ ସହ ବ୍ରେଞ୍ଚ୍ ପ୍ରେସ୍। ସକାଳ ହେଲେ ଜିମ୍ରେ ଏମିତି ବ୍ୟାୟାମ କରୁଛନ୍ତି ଯେ ଆଜିକାଲିର ଯୁବପୀଢି ଚାତକ ପରି ଚାହିଁ ରହୁଛନ୍ତି। ବୁଟ, କ୍ଷୀର, ମାଛ ଖାଇ ନିଜକୁ ରଖିଛନ୍ତି ଫିଟ୍। ଦେଖନ୍ତୁ କେମିତି ଚାଲିଛି ଏକ୍ସରସାଇଜ୍
WorldCup ନେଇପାରିଥିଲେ ହେଲେ ଚୌକି ସମ୍ଭାଳିପାରିଲେନି। ଜାଣନ୍ତୁ କେମିତି ଥିଲା ଇମ୍ରାନଙ୍କ ରାଜନୈତିକ କ୍ୟାରିଅର୍
ପାକିସ୍ତାନକୁ ନେଇ ଏବେ ପୁଣି ବଢିଲାଣି ଚର୍ଚ୍ଚା। ଇଏ ଏମିତି ଏକ ଦେଶ ଯେଉଁଠାରେ କୌଣସି ଜଣେ ପ୍ରଧାନମନ୍ତ୍ରୀ ପୂରଣ କରିପାରିନାହାନ୍ତି ନିଜର କାର୍ଯ୍ୟକାଳ....
ପ୍ରତିଶ୍ରୁତି ହେଲା ପାଣିର ଗାର। ନୂଆ ପାକିସ୍ତାନ ଗଠନ କରିବାର ସ୍ୱପ୍ନ ଦେଖାଇଥିଲେ ହେଲେ ଆର୍ଥିକ ସଙ୍କଟରେ ଛନ୍ଦି ହୋଇଗଲା ପାକ୍....ଏବେ ନିଜ ଚୌକିକୁ ବି ରକ୍ଷା କରିପାରିଲେନି ଇମ୍ରାନ୍
ହଡ଼ପ ହୋଇଗଲାଣି ଓଡ଼ିଶାର ପ୍ରାଚୀନ ଐତିହ୍ୟ ପୁରାତନ ରାଜଧାନୀ ଶିଶୁପାଳଗଡ଼। ପ୍ରାୟ ୫୬୩ ଏକର ପରିବ୍ୟାପ୍ତ ଏହି ପ୍ରାଚୀନ ଐତିହ୍ୟ ଏବେ ଏକ ଏକର ଜମିରେ ସଙ୍କୁଚିତ। ବାକି ଜମି ସବୁକୁ ଜବରଦଖଲ କରିଗଲେଣି ଜମି ମାଫିଆ ଓ ପ୍ରଭାବଶାଳୀ ଲୋକେ। ଏହା ବିରୋଧରେ ଏଏସଆଇ ଦାୟର କରିଥିବା...
ୟୁକ୍ରେନ୍ରେ ନରସଂହାର କରୁଛି ଋଷ୍। ଖାଇବାକୁ ଆଣିବାକୁ ଗଲେ ହାଣି ପକାଉଛି, ପାଣି ପିଇବାକୁ ଗଲା ବେଳେ ହାତବାନ୍ଧି ଗୁଳିମାରୁଛି। ଡରି ଡରି ବଞ୍ଚୁଛନ୍ତି ୟୁକ୍ରେନବାସୀ....
ଭୟଙ୍କର ଭାବରେ ଜଳୁଥିଲା ନିଆଁ। ଭିତରେ ଫସିଥିଲେ ଜଣେ ଶିଶୁ ସମେତ ୨ ଜଣ। ଫିଲ୍ମ ଷ୍ଟାଇଲ୍ରେ ନିଆଁର ଆଁ ଭିତରକୁ ଜମ୍ପ ମାରିଲେ, ୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କଲେ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ବାହାଦୁର କନେଷ୍ଟବଳଙ୍କ ଏହି ଭିଡ଼ିଓ। ପ୍ରମୋସନ୍ କରିବାକୁ ନିର୍ଦ୍ଦେଶ ଦେଲେ...
ବୟସର ଅପରାହ୍ନରେ ଟିକିଏ ବି କମିନି ପ୍ରେମ। ବାହାଘରକୁ ୭୦ ବର୍ଷ ହେଲାଣି ହେଲେ ଏବେବି ସ୍ତ୍ରୀକୁ ସଜ କରି ହାତଧରାଧରି ହୋଇ ଯାତରା ଯାଉଛନ୍ତି ନବେଇ ମଉସା ଆଉ ଚଚଂଳା ମାଉସୀ। ମୁଣ୍ଡ କୁଣ୍ଡାଇବା ଠାରୁ ସିନ୍ଦୂର ପିନ୍ଧାଇବା...ପୁଣି ନେଲପଲିସି ଲଗାଇବା ସବୁ କାମରେ ପାରଙ୍ଗମ ନବେଇ...