ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାରେ ସରକାରଙ୍କ ବିରୋଧରେ ଗର୍ଜିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କହିଥିଲେ ଦରକାର ପଡ଼ିଲେ ଏଥିପାଇଁ କଳାକୋର୍ଟ ପିନ୍ଧିବି। ଆଉ ପିନ୍ଧିଥିଲେ ମଧ୍ୟ। କିନ୍ତୁ ଏପଟେ ତାଙ୍କ ପୁଅଙ୍କୁ ରାଜ୍ୟ ସରକାର ମମିତା ମେହେର ଘଟଣାରେ ସ୍ପେଶାଲ୍ ପିପି ଭାବରେ ନିଯୁକ୍ତି ଦେଇଛନ୍ତି। ଏହାକୁ ନେଇ ଏବେ ବଲାଙ୍ଗିର ରାଜନୀତିରେ ଏକ ଚର୍ଚ୍ଚା ଜୋର୍ ଧରିଛି। ତାହା ହେଲା କଳାକୋଟ୍ ଥିଓରୀ।
Published: Pallipuspa Samal
Last updated: 21 April 2022, 11:41 AM IST
ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।