ଆଜି ୨୦୨୨ ମସିହା ଅପ୍ରେଲ, ୧୨ ତାରିଖ, ମଙ୍ଗଳବାର, ମୀନ ୨୯ ଦିନ, ଚୈତ୍ର ମାସ ଶୁକ୍ଳପକ୍ଷ, ଏକାଦଶୀ ତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।
ଆଜିଠୁ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ ଅଥବା ଛଉ ନୃତ୍ୟ ପ୍ରତିଯୋଗିତା । ଏଥିଲାଗି ଏବେ ଜିଲ୍ଲାର ସମସ୍ତ ଛଉ ଆଖଡ଼ା ଚଳଚଞ୍ଚଳ । ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରତିଯୋଗୀମାନେ ଅଭ୍ୟାସ ଜାରି ରଖିଥିବା ବେଳେ ଦିନରାତି ଏକ କରି ଦେଇଛନ୍ତି । ଆଜିଠୁ ତିନି...
ଇଡି କବ୍ଜାରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ। ନ୍ୟାସନାଲ ହେରାଲ୍ଡ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଲ୍ଲିକାର୍ଜୁନଙ୍କୁ ପଚରାଉଚରା କରୁଛି ଇଡି । ପୂର୍ବରୁ ଇଡି ତାଙ୍କୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ସମନ ପଠାଇ ଆଜି ହାଜର ହେବାକୁ ଡକାଇଥିଲା। ଏହି ମାମଲାରେ ଅଧିକ...
କୋଭିଡର ନୂଆ ଭାରିଆଣ୍ଟ ମାରାତ୍ମକ ନୁହେଁ । କୋଭିଡ୍ XE ଭ୍ୟାରିଆଣ୍ଟକୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି NTAGI ମୁଖ୍ୟ ଏନ୍. କେ. ଅରୋରା ।
ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? IFFCO ଆଣିଦେଇଛି ସୁବର୍ଣ୍ଣ ସୁଯୋଗ । ଇଫକୋରେ ଖାଲିପଡିଛି ଆକାଉଣ୍ଟସ ଟ୍ରେନି ଏବଂ ଏଗ୍ରିକଲଚର ଗ୍ରାଜୁଏଟସ ଟ୍ରେନି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।
ପୁଣି ବଢିଲା ସୁନାର ଦର । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ ସୁନା ଦାମ୍ ୪୭,୪୮୯ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୫୧,୮୪୦ ଟଙ୍କା ରହିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୭୧,୫୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଭୁବେନେଶ୍ୱରରେ ଅନୁଷ୍ଠିତ NPC ଓପନ ବଡି ବିଲ୍ଡିଂ ଚାମ୍ପିୟନସିପରେ ଓଡ଼ିଆ ବଡି ବିଲ୍ଡିରଙ୍କୁ ମିଳିଛି ସଫଳତା । NPC ବଡି ବିଲ୍ଡିଂ ଚାମ୍ପିୟନସିପରେ ମିଷ୍ଟର ଓଡିଶା ହୋଇଛନ୍ତି ଜଗନ୍ନାଥ ଖୁଣ୍ଟିଆ। ସେପଟେ ମହିଳା ବର୍ଗରେ କମାଲ କରିଛନ୍ତି ଓଡ଼ିଆ ଝିଅ ଜ୍ୟୋସ୍ନାରାଣୀ ।
ପାକ୍କୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀନବାବ ସରିଫଙ୍କ ଭାଇ ଶାହବାଜ ସରିଫ ହୋଇପାରନ୍ତି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ । ଆଜି ଆପରାହ୍ନରେ ନ୍ୟାସନାଲ ଆସେମ୍ଲିରେ ଭୋଟ୍ । ଭୋଟିଂ ପରେ ଚିତ୍ର ସ୍ପଷ୍ଟ ହେବ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ।
କଟକ ମହାନଦୀରେ ଅଘଟଣ । ଯୋବ୍ରା ନିକଟରେ ଗାଧୋଉଥିବା ବେଳେ ବୁଡିଗଲେ ତିନି ଜଣ । ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ମେଡିକାଲରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨ଜଣ ଏବେ ବି ନିଖୋଜ ଅଛନ୍ତି । ଅନ୍ୟ ଦୁଇ ଜଣଙ୍କୁ ଠାବ ପାଇଁ ଓଡ୍ରାଫ୍ ଟିମ ଓ...
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ଭର୍ଚୁଆଲ ବୈଠକ ହେବ । ଏହି ବୈଠକରେ ଦୁଇ ଦେଶର ବିଭିନ୍ନ ପ୍ରସଙ୍ଗରେ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରିବେ।
ଆଜି ୨୦୨୨ ମସିହା ଅପ୍ରେଲ, ୧୧ ତାରିଖ, ସୋମବାର, ମୀନ, ୨୮ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ଦଶମୀ ତିଥି, ପୂଷ୍ୟା ନକ୍ଷତ୍ର, କର୍କଟ ଚନ୍ଦ୍ର । ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ।
ନବୀନ ବାବୁଙ୍କୁ କେବଳ ବସ୍ତି ଲୋକ ଭୋଟ୍ ଦେଇଛନ୍ତି। କୌଣସି ପାଠୁଆ ଲୋକ ଏ ସରକାରଙ୍କୁ ଭୋଟ୍ ଦେଇନି? ଓଡ଼ିଶାରେ ଆଗକୁ ଗରିବ ବଢିବ ହିଁ ବଢିବ...
ଗାଈ, ଛେଳି କି ମେଣ୍ଢା ସିନା ବିକ୍ରି ହୁଅନ୍ତି...ମୁଁ ଶଣ୍ଢ, ବିକ୍ରି ହେବି କେମିତି? ବିଜେଡ଼ି ମତେ ଅଫର ଦେଇଥିଲା ଦଳକୁ ଯିବା ପାଇଁ କିନ୍ତୁ ମୁଁ ମନା କରିଦେଲି। ଦେଖନ୍ତୁ ଖୋଲା କଥାରେ ଆଉ କଣ ଖୋଲିକି କହୁଛନ୍ତି କଂଗ୍ରେସ ବିଧାୟକ ତାରାବାହିନୀ ପତି
ଆଜିସିନା ଚୁଲି ଭାଙ୍ଗିଦେଲା, ଯଦି ଜଣେ ଆତଙ୍କବାଦୀ ପଶି ମନ୍ଦିରରେ କିଛି କ୍ଷତି ଘଟାଇ ଥାଆନ୍ତା? ତେବେ ଏଥି ପାଇଁ ପ୍ରଶାସନ ନା ଆଉ କିଏ ଦାୟୀ ହୋଇଥାଆନ୍ତା? ଓଡ଼ିଆର ପ୍ରାଣକର୍ତ୍ତାକୁ ଏତେ ହତାଦାର କାହିଁକି?
ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ କାହିଁକି ରାତିରେ ବାସନ ମାଜନ୍ତି ଜେଫ୍ ବେଜୋସ୍, ବିଲ ଗେଟ୍ସ? ଗଣମାଧ୍ୟମକୁ ସାକ୍ଷାତକାର ଦେଇ କଲେ ମହାଖୁଲାସା...ଜାଣନ୍ତୁ କଣ ଥିଲା ପୂରା ଘଟଣା
ମାଆଟିଏ ସବୁବେଳେ ତା ଛୁଆଙ୍କ ପାଇଁ ବିକଳ। ଯେମିତି ଏଇ ଗୁଣ୍ଡୁଚି ମାଆଟି। ଗୁଆ ଗଛରେ ଥିବା ତା ବସାଟି କେମିତି କେଜାଣି ଭାଙ୍ଗି ତଳେ ପଡ଼ିଗଲା। ଯେଉଁଥିରେ ଥିଲେ ଦୁଇଟି କୁନି କୁନି ଗୁଣ୍ଡୁଚି ଛୁଆ। ତା ପରେ କଣ ସବୁ ଘଟିଲା, ଦେଖନ୍ତୁ ଏଇ ଭିଡିଓ।
ସ୍ମାଇଲ ଯେମିତି ଚାଲି ସେମିତି...ନଖରା ବି ସେମିତି...ଡ୍ୟାନ୍ସରେ ମତୁଆଲା ଦର୍ଶକ। ନଟି ନଟି ଚାହାଣୀ ଦେଖି ଦିଲ ମୋ ହେଲା ପାନି ପାନି। ସୁନ୍ଦୂରର ଅଧିକାର ଖଳନାୟିକା ଉର୍ବିଙ୍କୁ ନେଇ ଏବେ ଭାରି ଚର୍ଚ୍ଚା
ମୂଳରୁ ଲୋନ୍ ଆଣିନାହାନ୍ତି, ହେଲେ ଫୋନ୍ କଲ ଆସୁଛି। ଧମକ ବି ମିଳୁଛି...ସିଧା କହୁଛନ୍ତି ତୁମେ ଟଙ୍କା ଦେବ ନା ତୁମ ସାଙ୍ଗ ଆଉ ବନ୍ଧୁବାନ୍ଧବଙ୍କୁ ଫୋନ୍ କରି ତୁମେ ଟଙ୍କା ନେଇ ଫାଙ୍କୁଚ ବୋଲି ସମସ୍ତଙ୍କୁ କହିଦେବୁ...ଦେଖନ୍ତୁ ଏହା ପରେ ହେଲା କଣ?
ପରିବାର ଉପରେ ବୋଝ ପାଲଟିଲା ଭେଣ୍ଡିଆ ପୁଅ। ୧୬ ବର୍ଷ ହେଲାଣି ପାଦରେ ପଡ଼ିଛି ଶିଙ୍କୁଳି। ବାହାରକୁ ଛାଡିପାରୁଛନ୍ତି ନା ଘରେ ରଖିପାରୁଛନ୍ତି...ଚିନ୍ତାରେ ପୂରା ପରିବାର।
ପନ୍ଦର ଜଣ ମହିଳା ଏକାଠି ହୋଇ ପାଇଗଲେ ପଇସା କମେଇବାର ବାଟ । ଫ୍ରି ସମୟରେ କରୁଛନ୍ତି କାମ । ନିଜକୁ କରିଛନ୍ତି ସ୍ୱାବଲମ୍ୱୀ । ବଢାଇଛନ୍ତି କେନ୍ଦ୍ରାପଡାର ମାନ