ଆଜି ୨୦୨୨ ମସିହା ଅପ୍ରେଲ ୬ ତାରିଖ, ବୁଧବାର, ମୀନ, ୨୩ ଦିନ, ଚୈତ୍ର ମାସ, ଶୁକ୍ଳପକ୍ଷ, ପଞ୍ଚମୀ ତିଥି, ରୋହିଣୀ ନକ୍ଷତ୍ର ବୃଷ ଚନ୍ଦ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ସ୍ୱାମୀଙ୍କ ପ୍ରଭାବ ହ୍ରାସ ପାଉଛି। ସ୍ତ୍ରୀଙ୍କ ପ୍ରଭାବ ବଢୁଛି। ବିଜେଡିରେ ସାଂସଦ ଅନୁଭବ ମହାନ୍ତିଙ୍କ ପତିଆରା କମୁଥିବା ବେଳେ, ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ପ୍ରଭାବ ବଢୁଛି। କିଛି କିଛି ପଦକ୍ଷେପରୁ ଜଣାପଡୁଛି, ବର୍ଷାଙ୍କର ବୋଧେ ଭୁବନେଶ୍ୱର ଉପରେ ଆଖି ଅଛି !
ମାନବିକତା ଦେଖାଇଲା କୁକୁର। ପଡ଼ିଆରେ ମରିପଡ଼ିଥିଲା ମାଲିକ, କୁଆଡ଼େ ନଯାଇ ପାଖରେ ଜଗି ରହିଥିଲା...ଶେଷରେ ଖବର ପାଇ ମାଲିକର ଶବସଂସ୍କାର କଲେ ପୋଲିସ୍ ବାବୁ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ
ସବୁ ଯୋଜନା ଆମର, ୩୦ ଜିଲ୍ଲା ପରିଷଦ ଆମର...ଅଧିକ ପୌର ଦଖଲ କଲୁ ଆମେ। ରାସ୍ତାଘାଟ ଯେଉଁଠି ଇଚ୍ଛା ହେବ ଆମେ ଶଙ୍ଖ ଫୁଙ୍କିବୁ। ତୁମର କ’ଣ ଗଲା ସେଇଠୁ?
ନିଜ ପାଇଁ ଜଳଖିଆ ଦୋକାନଟିଏ କରିଛନ୍ତି। ଯାହା କିଛି ରୋଜଗାର ହୁଏ ପରିବାର ଚଳେ। ଏସବୁ ଭିତରେ ଅସହାୟ-ଦିବ୍ୟାଙ୍ଗମାନଙ୍କୁ ମାଗଣା ଜଳଖିଆ ଦିଅନ୍ତି ମୋହିତ। ପେଟ ଫୁଲ ହେବା ପର୍ଯ୍ୟନ୍ତ ଖାଇବାକୁ ଦେଇ ଆନନ୍ଦ ପାଆନ୍ତି
କୁକୁରକୁ ବଂଚାଇବା ଲାଗି ହଠାତ୍ ରାସ୍ତା ଉପରକୁ ଚାଲିଆସନ୍ତି ନାୟିକା। ଆଉ ଏତିକି ବେଳେ ନାୟିକାଙ୍କ ସାମ୍ନାସାମ୍ନି ହୁଅନ୍ତି ନାୟକ। ବାସ୍ ଏହାପରେ ହେଉଛି କଣ ଦେଖନ୍ତୁ...
ଦିନେ ଯେଉଁ ପୁଅକୁ ଜନ୍ମ କରିବାକୁ ମାଆଟି ଠାକୁରଙ୍କ ପାଖରେ ପୂଜା କରିଥିଲା, ଆଜି ସେଇ ପୁଅ ଜୀବିତ ଥିବା ମାଆ ଉପରେ ଇଟା ଲଦିଛି, ତାହା ପୁଣି ସମ୍ପତ୍ତି ଲୋଭରେ। ଭାଇ ଭାଗବଣ୍ଟାରେ ଅସନ୍ତୁଷ୍ଟ ହୋଇ ପୁଅ ଓ ବୋହୂ ମିଶି ମାଆ ଉପରେ ଇଟା ଥୋଇଛନ୍ତି।...
ବୟସ ମାତ୍ର ୫ ବର୍ଷ। ଏଇ ବୟସରେ ସେ ସ୍ୱପ୍ନ ଦେଖିଛନ୍ତି, ଦିନେ ଟିମ୍ ଇଣ୍ଡିଆରେ ଖେଳିବେ। ସେ ହେବେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍। ଏଥିପାଇଁ ସେ ପ୍ରୟାସ ମଧ୍ୟ ଆରମ୍ଭ କରିଛନ୍ତି। ଏହି କୁନି କ୍ରିକେଟରଙ୍କ ବ୍ୟାଟିଂ ଦେଖିଲେ ଆପଣଙ୍କ ମନ ଭରିଯିବ। କି ଷ୍ଟାଇଲ୍ ! ଆସନ୍ତୁ...
ଦିଲ୍ଲୀରୁ ରିର୍ଟନ ପରେ ଏବେ ସାର୍ଙ୍କୁ ଭାରି ଭୋକ। ଦେଖୁନାହାନ୍ତି କେମିତି ୫ ଟଙ୍କା ଦେଇ ଆହାର କେନ୍ଦ୍ରରେ ସାଙ୍ଗେ ସାଙ୍ଗେ ଖାଇଗଲେ ଭାତ ଆଉ ଡାଲମା। ଦେଖୁନାହାନ୍ତୁ କେଡ଼େ କେଡ଼େ ଗୁଣ୍ଡା ଗୁଡ଼ାକ ଖାଉଛନ୍ତି...
ଉତ୍କଳ ଦିବସରେ ଆମେ ପହଂଚିଲୁ ନେତାଙ୍କ ପାଖରେ। ସେମାନେ ଓଡ଼ିଶା ବା ଉତ୍କଳ ବିଷୟରେ କଣ ଜାଣିଛନ୍ତି କହିଲେ। ଶୁଣନ୍ତୁ ଆମ ନେତାଙ୍କ ଜ୍ଞାନ ଭଣ୍ଡାର...
ଏହି ବିରାଟ ସାପକୁ ଦେଖିଲେ ଦେହ ମନ ଥରେ। ଏହାର ଉଚ୍ଚତା ମଣିଷର ଉଚ୍ଚତା ସହ ପ୍ରାୟ ସମାନ। ଯଦି ଏହି ଅହିରାଜ ଆପଣଙ୍କ ଗାଧୁଆ ଘରେ ପଶିଯାଏ, ତେବେ କଣ ହେବ? ଦେଖନ୍ତୁ ଏହି ଭିଡିଓ...
ମନରେ ଗୋଟିଏ ସ୍ୱପ୍ନ, ସେ କେମିତି ସୁନୟନାଙ୍କୁ ସାହାର୍ଯ୍ୟ କରିବେ। ସେଇଥି ପାଇଁ ତ ସେ ନିଜେ ବାହାରି ପଡିଲେ ଏମିତି କାମ କରିବାକୁ। ଆପଣ ଏବେ ସେ କାମକୁ ଦେଖନ୍ତୁ...
କିଏ ଜାଣିଥିଲା ଏମିତି ହେବ ବୋଲି। ହଠାତ୍ କୋଉଠି ଥିଲା ଏହି ମାରଣା ଷଣ୍ଢ। ରାସ୍ତା ମଝିରେ ଡ୍ୟୁଟି କରୁଥିବା ପୋଲିସ ବାବୁଙ୍କ ପାଖକୁ ଆସିଲା। ଶିଙ୍ଗରେ ଟେକି କଚାଡ଼ି ଦେଲା। ଆଉ ତା’ପରେ କ’ଣ ହେଲା ଦେଖନ୍ତୁ...
ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ଦହି ଇଲିଶି’କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ପୁଅ-ବୋହୂଙ୍କ ଅତ୍ୟାଚାରରେ ଅତିଷ୍ଠ ହେଲେଣି ବୁଢା ବାପା-ମାଆ। ଶାଶୂଙ୍କୁ ଚାକରାଣୀ ବୋଲି ଖଟାଉଥିଲା ବୋହୂ। କଥା ମାନିଲାନି ବୋଲି ବୁଢୀ କାଳରେ ଦାଆ ଧରି ହାତ କାଟିଲା, ଘୋଷାରି ଘୋଷାରି ଘରୁ ବାହାର କରିଦେଲା...ସେପଟେ ବାପାର ଡ୍ରେସ୍ ଚିରି ଘରୁ ବାହାର କରିଦେଲା କଳିଯୁଗର କୁଳାଙ୍ଗାର ପୁଅ ।
ରାଉରକେଲାରେ ଜିଏସ୍ଟି ଠକେଇ ଅଭିଯୋଗରେ କେନ୍ଦ୍ରୀୟ GST ଟିମ୍ର ରେଡ୍ । ୧୦ କୋଟିରୁ ଊର୍ଦ୍ଧ୍ୱ GST ଠକେଇ ହୋଇଥିବା ସୂଚନା । ଘରୋଇ ସଂସ୍ଥା ଟପ୍ ଟେକ୍ର କାର୍ଯ୍ୟାଳୟ ସମେତ ୩ଟି ସ୍ଥାନରେ ରେଡ୍ କରାଯାଇଛି ।
ଗ୍ରୀଷ୍ମ ଦିନେ ତ୍ୱଚାର ରଙ୍ଗ ସାମାନ୍ୟରୁ ଅଧିକ କଳା ପଡ଼ିଯାଇଥାଏ। ଟାଣ ଖରାରୁ ତ୍ୱଚାକୁ ଦୂରେଇ ରଖିବା ପାଇଁ ସନ୍ସ୍କ୍ରିନ୍ ଲୋଶନ ବହୁତ ପ୍ରଭାବୀ ହୋଇଥାଏ । ପ୍ରବଳ ଗରମ ଏବଂ ପ୍ରଦୂଷଣ ଯୋଗୁ ସାଧାରଣତଃ ଏହି ଦିନେ ତ୍ୱଚା କଳା ପଡ଼ିଯିବା ସହ ମୁହଁରେ କଳା ଦାଗ,...
ଆଜିଠାରୁ ଆରମ୍ଭ ହେଉଛି ରମଜାନ ମାସ। ଇସଲାମରେ ରମଜାନ ମାସ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ମାସ। ଏହି ପୂରା ମାସଟି ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଦ୍ୱାରା ଉପବାସ କରାଯାଏ। ହିଜ୍ରି କ୍ୟାଲେଣ୍ଡର ଅନୁଯାୟୀ ନବମ ମାସ ହେଉଛି ରମଜାନ। ଇସଲାମିକ ସମ୍ପ୍ରାଦାୟର ବିଶ୍ଵାସ ଅନୁଯାୟୀ, ଏହି ମାସରେ ଉପବାସ କରୁଥିବା...
ସାମାନ୍ୟ ଆକାରର ଲବଙ୍ଗ ଟିଏ ସ୍ୱାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ସତ୍ୟ ଅଟେ । ବାସ୍ତୁ ବିତ୍ ମାନେ ଲବଙ୍ଗ ଦ୍ଵାରା ଭାଗ୍ୟ ବଦଳାଇ ବାର ବିଭିନ୍ନ ପ୍ରକାର ଉପାୟ କହି ଥାଆନ୍ତି ।
ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏକ କାର ଦୁର୍ଘଟଣାରେ ଆହତ ହୋଇଛନ୍ତି। ଶନିବାର ସେ କାର୍ରେ ଯାଉଥିବା ବେଳେ ମୁମ୍ବାଇ ନିକଟସ୍ଥ ପନଭେଲ ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।