• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

News Fuse
ଏ ବିଡ଼ିଓ ତୁମେ ଓଭର ସ୍ମାର୍ଟ ହେଉଛ, ଠିକ୍‌ରେ କାମ କର...ନହେଲେ

ଆଲୋ ଆଲୋ...ଇଏ ବିଡ଼ିଓଙ୍କ ଉପରେ ଏମାନେ ଏମିତି କାହିଁକି ଚଢୁଛନ୍ତି କିରେ? ହଇରେ ଓଭରସ୍ମାର୍ଟ କିଏ ହେଲା? ନାରଣ କିଛି ବୁଝାପଡ଼ୁନି। ଆମ ରାଇଜରେ ଅଫିସର ବେଶି ସ୍ମାର୍ଟ, ହେଲେ ଇଏ ଶାସକ ଦଳ ନେତା କଣ ସ୍ମାର୍ଟ ହେବାରେ ପ୍ରତିବନ୍ଧକ ଲଗାଉଛନ୍ତି କିରେ?

Poverty takes a toll on this meritorious girl
ପାଠ ପଢିବାକୁ ବହୁତ୍ ଇଚ୍ଛା, ପାଖରେ ଟଙ୍କା ନାହିଁ...ସାଙ୍ଗ କଲେଜ ଗଲେ କଷ୍ଟ ଲାଗୁଛି...କାନ୍ଦ ଲାଗୁଛି...

ଦାରିଦ୍ର୍ୟ ଦେଉଛି ବାଧା। ମାଟ୍ରିକ୍‌ରେ ଫାଷ୍ଟ କ୍ଲାସ୍‌ ପାଇବା ପରେ ବି କଲେଜ୍‌ ଯାଇପାରୁନି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି, କାନ୍ଦୁଛି ଲକ୍ଷ୍ମୀ। ପର ଘରେ ମାଆ ମୂଲ ଲାଗିଲେ ଘରେ ଚୁଲି ଜଳିବ, ସେଠି ଝିଅର ପାଠପଢା ଚିନ୍ତା କରିବ ବା କେମିତି? ଆପଣମାନେ...

Dead man receives govt aid
ଅସମ୍ଭବ ଲାଗିଲେ ବି ସତ… ମରିବାର ୧୪ ବର୍ଷ ପରେ ଅଫିସ୍‌ରୁ ଆସି ନେଲେ ଟଙ୍କା?

ଆଶ୍ଚର୍ଯ୍ୟ !! ମରିବାର ୧୪ ବର୍ଷ ପରେ ସରକାରୀ ଅଫିସ୍‌ ଆସି ନେଇ ଗଲେ ସହାୟତା। ପରିବାର ଜାଣିବା ପରେ ପାଦ ତଳୁ ଖସିଗଲା ମାଟି। ଭାଇ କହିଲେ, ଭାଇ ତ ନାହିଁ...ସେ ଟଙ୍କା ଆଉ କିଏ ନେଇଯାଇଛି। ଆମ ପରିବାର ନାଁରେ ମିଛରେ କାଗଜପତ୍ର ହୋଇଛି।

Apana eka nuhanti
ତଣ୍ଟିର ବଥ ପାଠ ପଢାରେ ବାନ୍ଧିଲା ଡୋରି...

ପାଠ ପଢାରେ ବାଧକ ସାଜିଲା ତଣ୍ଟିର ବଥ। ବାପା ଚାଲିଯିବା ପରେ ପରିବାରର ପୂରା ଦାୟିତ୍ୱ ମାଆ ଉପରେ। ଯେଉଁଠି ଖାଇବା କଷ୍ଟକର, ସେଇଠି ପୁଅର ଚିକିତ୍ସା କେମିତି କରାଇବ ମାଆ? ଡାକ୍ତରଖାନାରେ ଦେଖାଇ ନୟାନ୍ତ ହେଲେଣି ବିମଳା, ହେଲେ ଘା ଶୁଖୁନି କି ପୁଅ ଭଲ ହେଉନି।...

Ashara alok
ବିବାହର ୨୫ ବର୍ଷ ପରେ କାହିଁକି ସମ୍ପର୍କରେ ହେଲା ଫାଟ? ମଦ ନିଶା ନାଁ ଆଉ କିଛି?

ଯେଉଁ ବୟସରେ ବିବାହର ୨୫ ବର୍ଷର ପୂର୍ତ୍ତି ଉତ୍ସବ ପାଳନ କରିବା କଥା...ସେହି ବୟସରେ ସମ୍ପର୍କରେ ଦେଖା ଦେଲା ଫାଟ। ମଦ ପିଇ ସ୍ୱାମୀ କୁଆଡ଼େ ସ୍ତ୍ରୀଙ୍କୁ ପ୍ରବଳ ମାରୁଛନ୍ତି। ଦୁର୍ଘଟଣାରେ ପୁଅ ଚାଲିଯିବା ପରେ ଉଭୟଙ୍କ ମଧ୍ୟରେ ବଢିଲା ବିଶୃଙ୍ଖଳା। ୩ ବର୍ଷ ଭିତରେ ଏମିତି କଣ...

The medical center has become a hotbed of drug traffickers
ମେଡ଼ିକାଲ ପାଲଟିଛି ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ...ମାତାଲ ହେଉଛନ୍ତି, ବେପାର ଜମାଉଛନ୍ତି

ସରକାର ମେଡ଼ିକାଲ ତିଆରି କରିଦେଲେ, ନିଶା ବେପାରୀ ୟାକୁ ଲିଜ୍‌ରେ ନେବା ପରି ନିଜ ବେପାର ଆରମ୍ଭ କରିଦେଲେ। ଦିନରାତି ୨୪ ଘଣ୍ଟା ଏଠାରେ ପିଉଛନ୍ତି...ବୋତଲ ଫୋପାଡ଼ୁଛନ୍ତି, ନିଶା ବେପାର କରୁଛନ୍ତି। ଚିକିତ୍ସା ପାଉନାହାନ୍ତି ଲୋକେ

Making News
ସବୁବେଳେ କଣ କହୁଛୁ ଖାଲି ଚଢିବୁ? ଚୁପ୍‌ ହୋଇ ବସ୍‌....

ମୋର ଲେଟ୍‌ ହୋଇଗଲାଣି। କାଳିଆ ଚଢିଛି, ଗଲେ ପୁଣି ମୁଁ ଚଢିବି। ଏ କେମିତିକା କଥା? ଝିଅ ପାଇଁ ଯେତେବେଳେ ଯାହା ପଠାଇଲି ଇଏ ସବୁ ଗାଏବ କରିଦେଉଛି। କିଛି ପହଞ୍ଚୁନି...ମୁଁ କଣ କରିବି?

Cyber Crime
ଓଟିପି ଆସିଲାନି କି ନିଜେ ଟଙ୍କା ଉଠାଇ ନାହାନ୍ତି....ହେଲେ ଆକାଉଣ୍ଟରୁ କଟିଚାଲିଲା ଟଙ୍କା

ଆକାଉଣ୍ଟରୁ ଟଙ୍କା କଟିବା ପରେ ବ୍ୟାଙ୍କ ଦୌଡ଼ି ଦୌଡ଼ି ହତାଶ। କେମିତି ଓ କାହିଁକି ଆକାଉଣ୍ଟରୁ ଏତେ ଟଙ୍କା କଟିଲା ସେନେଇ କୌଣସି ପତ୍ତା ନାହିଁ। ବ୍ୟାଙ୍କକୁ ପଚାରିଲେ ସେମାନେ କହୁଛନ୍ତି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠିଛି, ଆମେ କଣ କରିବୁ?

NASA warns
ପୃଥିବୀ ଆଡେ ମୁହାଁଇଛି ବିଶାଳ ଆଷ୍ଟ୍ରଏଡ୍, ମେ ୧୬ ତାରିଖ ଦିନ ହେବ ପାଖାପାଖି

ପୃଥିବୀ ଆଡେ ମୁହାଁଇଛି ବିଶାଳକାୟ ଆଷ୍ଟ୍ରଏଡ। ଆସନ୍ତାକାଲି ଏହା ପୃଥିବୀ ପାଖାପାଖି ହେବ। ଯଦି ଏହା ପୃଥିବୀ ସହ ଧକ୍କା ହୁଏ, ତେବେ

Taste of Odisha
ପିଆଜ, ରସୁଣ ଆଉ ଅଦା ବଟା ଦେଇ ତିଆରି କରନ୍ତୁ ମାଛ ଆମ୍ବିଳ

ଭାରି ସୁଆଦିଆ ମାଛ ଆମ୍ବିଳ। ଟିକିଏ କଟା ପିଆଜ, ବଟା ଅଦା ଓ ରସୁଣ ପେଷ୍ଟ ଦେଇ ତେନ୍ତୁଳି ଛୁଙ୍କ ମାରନ୍ତୁ। ଚାହୁଁ ଚାହୁଁ ତିଆରି ହୋଇଯିବ ଏହି ସୁଆଦିଆ ଖାଇବା...

Google Search
ଗୁଗୁଲରେ ଆପଣ ଏଇ ସବୁ ଜିନିଷ ଦେଖୁଛନ୍ତି କି? ସାବଧାନ୍‌...ନଚେତ୍‌

ଗୁଗୁଲରେ ଆପଣ ଏହି ସବୁ ଜିନିଷ ଦେଖୁଛନ୍ତି କି ସର୍ଚ୍ଚ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ। ନଚେତ୍‌ ଆପଣଙ୍କୁ ବି ହୋଇପାରେ ଜେଲ୍‌, ଗଣିପାରନ୍ତି ମୋଟା ଅଙ୍କର ଜରିମାନା

Kholakatha
କରୋନା କବଳରୁ ବର୍ତ୍ତିପାରିବେନି ନବଜାତକ !!

କରୋନା ସମସ୍ତଙ୍କୁ ହେବ। ପିଲା ଜନ୍ମ ହେଉ ହେଉ ବି ତାଙ୍କୁ ହୋଇପାରେ କରୋନା। ୫ ବର୍ଷ ତଳର ପିଲାଙ୍କୁ ଦିଆଯିବ କି କରୋନା ଟିକା? ଶୁଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

News Fuse
ନାଗିନ୍‌ ଡ୍ୟାନ୍ସ କଲେ, ଗୋଇଠା ମାରି ଲୋକଙ୍କୁ ପକାଇ ଦେଲେ

ଆଲୋ ଭାଇ ଇଏ କି ନାଚ? ଦେଖୁନ...କେମିତି ନାଗିନ ଗୀତରେ ଗଡ଼ି ଗଡ଼ି ନାଚୁଛନ୍ତି...ନାଚ ନିଶାରେ ଏମିତି ମଜିଛନ୍ତି ଯେ, ସେ ଭାଇଙ୍କୁ ଦୁଇ ଗୋଇଠା ଦେଲେ। ସିଏ ବି ଚିତ୍‌ପଟାଙ୍ଗ ମାରିଲେ ।

Preparations for Rathayatra
ରଥଯାତ୍ରା ପାଇଁ ପ୍ରସ୍ତୁତି, ଆଗେଇ ଚାଲିଛି ରଥ ନିର୍ମାଣ କାମ

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ପବିତ୍ର ନୃସିଂହ ଚତୁର୍ଦ୍ଦଶୀରେ ରଥ ଗୁଜ ଅନୁକୂଳ କରାଯିବା ସହ ଭୋଇ ସେବକଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ସିଙ୍ଗଡ଼ା ବାଡିଆ ପାଇଁ ଜନ୍ତାଗାଡ ଖୋଲାଯାଇଛି ।

chemistry teacher tied up
ବନ୍ଧା ହେଲେ ରସିକିଆ କେମିଷ୍ଟ୍ରି ଶିକ୍ଷକ

ବନ୍ଧା ହେଲେ ରସିକିଆ ଶିକ୍ଷକ, ନବରଙ୍ଗପୁର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଭିଯୁକ୍ତ କେମିଷ୍ଟ୍ରି ଶିକ୍ଷକ ଅମର କୁମାର ନାଥଙ୍କୁ ଗିରଫ କରିଛି ପୋଲିସ । ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା ।

Former governor's advice to state government
ଜଳ ସଂପଦର ଉପଯୁକ୍ତ ବିନିଯୋଗ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ପୂର୍ବତନ ରାଜ୍ୟପାଳ

ରାଜ୍ୟ ସରକାରଙ୍କୁ ପୂର୍ବତନ ରାଜ୍ୟପାଳଙ୍କ ପରାମର୍ଶ । ଜଳ ସଂପଦର ଉପଯୁକ୍ତ ବିନିଯୋଗ ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ରାଜ୍ୟପାଳ ଏମ୍ ଏମ୍ ରାଜେନ୍ଦ୍ରନ । ମହାନଦୀର ଉପନଦୀରେ ଅଧିକରୁ ଅଧିକ ଚେକଡ୍ୟାମ ପାଇଁ ପରାମର୍ଶ ଦେଇଛନ୍ତି ।

vastu and clove
ଭାଗ୍ୟ ବଦଳାଇବ ଲବଙ୍ଗ,ବାସ୍ତୁ ଅନୁଯାୟୀ କରନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ର ଅନୁସାରେ ଲବଙ୍ଗ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ଘରେ ନିୟମିତ ବ୍ୟବହାର ହେଉଥିବା ଲବଙ୍ଗକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ସାମାନ୍ୟ ଆକାରର ଲବଙ୍ଗଟିଏ ସ୍ୱାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ବାସ୍ତୁବିତ୍ ମାନେ ଲବଙ୍ଗ ଦ୍ଵାରା ଭାଗ୍ୟ...

Garlic Mutton
କେବେ ଖାଇନଥିବେ ମଟନ୍‌ର ଏହି ସ୍ୱାଦିଷ୍ଟ ରେସିପି

ଆପଣ ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରସୁଣ ଖାସି ମାଂସ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ...

Cobra Javanese made the angel
ଦେବଦୂତ ସାଜିଲେ କୋବ୍ରା ଯବାନ, ସାଥୀ ଯବାନଙ୍କ ଝିଅର ବାହାଘର କରାଇଲେ

ଦେବଦୂତ ସାଜିଲେ କୋବ୍ରା ଯବାନ । ସାଥୀ କମାଣ୍ଡୋଙ୍କ ଝିଅ ବାହାଘର କରାଇ ନିଜର ମହାନତା ଦେଖାଇଛନ୍ତି କୋବ୍ରା ଯବାନ। ବାହାଘର ପାଇଁ ଆର୍ଥିକ ସହାୟତା ଯୋଗାଇବା ସହ ଜିନିଷପତ୍ର କିଣାକିଣି ଲାଗି ଯୋଗାଇଦେଲେ ଗାଡ଼ି ।

State BJP core committee meeting
ରାଜ୍ୟ ବିଜେପିର କୋର୍ କମିଟି ବୈଠକ, ନିର୍ବାଚନ ରୋଡ଼ମ୍ୟାପ ନେଇ ହେବ ଆଲୋଚନା

ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ଆରମ୍ଭ । ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଉପସ୍ଥିତ ଅଛନ୍ତି । ବୈଠକରେ ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ରୋଡ଼ମ୍ୟାପ ନେଇ ଆଲୋଚନା ହେବ । ତେବେ ବ୍ରଜରାଜନଗର ଉପନିର୍ବାଚନ ପରେ ବସିବ ଦଳର...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।