• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

lion statue
ପୁରୀରୁ ଉଦ୍ଧାର ହୋଇଥିବା ସିଂହ ମୂର୍ତ୍ତିର ଅନୁଧ୍ୟାନ କଲେ ଏଏସ୍ଆଇ ଅଧୀକ୍ଷକ

ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ଘଟଣା । ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କଲେ ASI ଅଧୀକ୍ଷକ, ପୁରୀ ଉପଜିଲ୍ଲାପାଳ । OBCC କର୍ତ୍ତୃପକ୍ଷ, ଟାଟା ପ୍ରୋଜେକ୍ଟର ଅଧିକାରୀ ବି ଅନୁଧ୍ୟାନ କଲେ ।

Former MLA Saroj Padhi rescued
ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର

ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉଦ୍ଧାର। ରାମେଶ୍ୱରମରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ଉଦ୍ଧାର କଲା କମିଶନରେଟ ପୋଲିସ । ବାପା ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ ପୁଅ ।

minor girl kidnaped
ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣା,ଅଭିଯୁକ୍ତ ବଡ଼ବାପାକୁ ଗିରଫ କଲା ସଦର ଥାନା ପୋଲିସ

ଦକ୍ଷିଣ ଉଷୁମାରେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣା । ଅଭିଯୁକ୍ତ ସମ୍ପର୍କୀୟ ବଡବାପାଙ୍କୁ ଗିରଫ କଲା ସଦର ଥାନା ପୋଲିସ । ଏହି ଘଚଟଣାରେ ପୀଡ଼ିତାଙ୍କ ୧୬୪ ବୟାନ ରେକର୍ଡ କଲା ପୋଲିସ ।

Brajrajnagar by-election
ଜମୁଛି ବ୍ରଜରାଜନଗର ଫାଇଟ୍, ମୈଦାନରେ ତିନି ପ୍ରମୁଖ ଦଳର ହାଇଭୋଲଟେଜ୍ କ୍ୟାମ୍ପେନ୍

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର, ଘରକୁ ଘର ଯାଇ ପ୍ରଚାର କରୁଛନ୍ତି ତିନି ପ୍ରମୁଖ ଦଳର ନେତା । ବିଜେପି-କଂଗ୍ରେସ-ବିଜେଡି ମଧ୍ୟରେ ହେବ କଡ଼ା ମୁକାବିଲା । ତେବେ ଆଜି ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା ।

CBI raids Congress MP Karti Chidambaram's houses
କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍‌ଙ୍କ ଅଫିସ ଓ ଘରେ CBI ରେଡ୍

କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ୍‌ଙ୍କ ଅଫିସ ଓ ଘରେ CBI ରେଡ୍ । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇରେ ଥିବା ଅଫିସ୍ ଓ ଘରେ ରେଡ୍ । ଓଡ଼ିଶାର ଝାରସୁଗୁଡ଼ାରେ ମଧ୍ୟ ଗୋଟିଏ ସ୍ଥାନରେ ଚଢ଼ଉ ହେଉଥିବା ଜଣାପଡ଼ିଛି ।

malai masroom recipe
ଘରେ ପ୍ରସ୍ତୁତ କରନ୍ତୁ ଢାବା ଷ୍ଟାଇଲ୍ ‘ମଲାଇ ମସରୁମ୍’

ଆପଣ ଛତୁ ବା ମସରୁମ୍‌ର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କୁ ଛତୁର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟିର ନାଁ ହେଉଛି ‘ମଲାଇ ମସରୁମ୍’ । ଏହି ରେସିପିକୁ ବନେଇବା ଅତି ସହଜ ଓ ସରଳ ଅଟେ ।...

Hanging sucide
ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା! ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଛୁଟି ନ ମିଳିବାରୁ ଅଗ୍ନିଶମ କର୍ମଚାରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଗଂଜାମ ଆସ୍କା ଅଗ୍ନିଶମ କେନ୍ଦ୍ରରେ କାର୍ଯ୍ୟରତ ଦୟାନିଧି ମହନ୍ତଙ୍କର ଝୁଲନ୍ତା ମୃତଦେହ ବୁଢ଼ାକେନ୍ଦୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି ।

Prerana
ସ୍ୱାମୀଙ୍କ ଉତ୍ସାହ, ବାପାଙ୍କ ପ୍ରେରଣା ପାଇଁ ରୀତା ଆଜି ସମସ୍ତଙ୍କ ପାଇଁ ପ୍ରେରଣା...

ପିଲାବେଳୁ ବ୍ୟାଡ୍‌ମିଣ୍ଟନ ଖେଳପ୍ରତି ଦୁର୍ବଳତା ଥିଲା। ବାପାଙ୍କ ସର୍ପୋଟ୍‌ ମିଳିବା ପରେ ଆଜି ଦେଶର ପ୍ରତି ଖେଳପ୍ରେମୀଙ୍କ ପ୍ରିୟ ହୋଇପାରିଛନ୍ତି ରୀତା ସାହୁ। ପିଲାଙ୍କୁ ଦେଉଛନ୍ତି ଟ୍ରେନିଂ...ଆଜି ସମାଜ ପାଇଁ ସାଜିଛନ୍ତି ପ୍ରେରଣା

Illegal mining on the rise in Jajpur
ମାଫିଆଙ୍କ ଉତ୍ପାତ...କଳାପଥର, ବାଲି ଓ ମାଟି ସବୁ ଲୁଟ୍‌ କରି କରିଦେଲେଣି ଖୋଳ

ମାତିଛନ୍ତି ମାଫିଆ। କଳାପଥର, ବାଲି ଓ ମାଟି ସବୁକୁ ଲୁଟ୍‌ କରି ମାଲେ ମାଲ ହେଉଛନ୍ତି...କୋଟି କୋଟି ଟଙ୍କା ନିଜେ ରୋଜଗାର କରୁଛନ୍ତି...ଜିଲ୍ଲାର ରାଜସ୍ୱ କିନ୍ତୁ ଖାଲି। ଯିଏ ସାମ୍ନାକୁ ଆସୁଛି, ତାକୁ ଟଙ୍କା ଦେଉଛନ୍ତି ନହେଲେ ରାସ୍ତାରୁ ହଟାଇ ଦେଉଛନ୍ତି। ସବୁ ଜାଣିଶୁଣି ନିଦାବିଷ୍ଣୁ ସାଜିଛି ପ୍ରଶାସନ

Great Odisha Political Circus
ହଇରେ..ନବରଙ୍ଗପୁରରେ ତ ଜଙ୍ଗଲ ନାହିଁ। ସେଇଟି ବାଘ ଆଇଲା କେଉଁଠୁ?

ଭାଇ ମୋ ବେଳ ଖରାପ। ନବରଙ୍ଗପୁରରେ ମୁଁ ନିଶ ଫୁଲେଇ ଚାଲୁଥିଲି...ହେଲେ ଏଇଠି ଗୋଟିଏ ନୂଆ ବାଘ ଆଇଚି। ଭାଲୁ ଭାଇ ମତେ ଡର ଲାଗୁଛି। ଆରେ...ଆରେ... ନବରଙ୍ଗପୁରରେ ତ ଜମାରୁ ଜଙ୍ଗଲ ନାହିଁ। ସେଇଠି ବାଘ ଆଇଲା କେଉଁଠୁ?

another low pressure
ଅସାନି ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲାଣି ଲଘୁଚାପ, ୧୯ରେ ସବୁ ହେବ ସ୍ପଷ୍ଟ...

ଅସାନି ଯାଉ ଯାଉ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲାଣି ଲଘୁଚାପ କ୍ଷେତ୍ର !! ୧୯ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର। କେତେ ପ୍ରଭାବ ରହିବ, କେମିତି ରୂପରେଖ ହେବ ସେନେଇ IMD ଦେବ ସୂଚନା

Body of Odia Jawan
ପୂରଣ ହେଲାଣି ନୂଆ ଘରର ସ୍ୱପ୍ନ...ବାହାଘର ସାରିଯାଇଥିଲେ, ଶବ ହୋଇ ଫେରିଲେ

ଭଉଣୀ ବାହାଘର ସାରି ଫେରିଥିଲେ। ଘରକୁ ଶବ ହୋଇ ଫେରିଲେ। ମାଆକୁ କଥା ଦେଇଥିଲେ ଏଥର ଆସିଲେ ନୂଆ ଘର କରିବା...ସବୁ ସ୍ୱପ୍ନ ଚୁରମାର ହୋଇଗଲା। ବାପାର ଶବକୁ ଶେଷ ଶ୍ରଦ୍ଧାଞ୍ଜଳି ଦେଉଛି କୁନି ଝିଅ। ସ୍ୱାମୀକୁ ହରାଇ ମୁଣ୍ଡ ବାଡ଼େଇ କାନ୍ଦୁଛି ୮ ମାସର ଗର୍ଭବତୀ ସ୍ତ୍ରୀ...ସେପଟେ...

Drinking water project fails
ଖରାଦିନେ କାମରେ ଆସୁନି ୮୫ ଲକ୍ଷ ଟଙ୍କାର ପାନୀୟ ଜଳ ପ୍ରକଳ୍ପ

ଗାଁ ଗହଳି ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ସରକାରଙ୍କ ବସୁଧା ଯୋଜନା। ହେଲେ ଯଦି ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାମରେ ନ ଆସେ, ତେବେ କାହିଁକି ଏ ପ୍ରକଳ୍ପ। ଶୋଷ ମେଣ୍ଟାଇବା ବଦଳରେ ଶୁଷ୍କ ହୋଇ ପଡି ରହିଛି ଭଦ୍ରକ ଜିଲ୍ଲା ବାସୁଦେବପୁରର...

Taste of Odisha
ଭାରି ସୁଆଦିଆ ପୋଟଳ କବାବ୍‌...ବାସ୍‌ ଚୁଟକିରେ ରାନ୍ଧନ୍ତୁ ଏହି ରାନ୍ଧଣା...

ଭାରି ସୁଆଦିଆ ପୋଟଳ କବାବ୍‌। ପୋଟଳ ଭିତରେ ରସୁଣ ବଟା, ଅଦାବଟା,ଲଙ୍କା ଗୁଣ୍ଡ ଦେଇ ଘରେ ପ୍ରସ୍ତୁତ କରନ୍ତୁ ପୋଟଳ କବାବ୍‌। ନିଜେ ଖାଆନ୍ତୁ...ଅନ୍ୟକୁ ବି ଖୁଆନ୍ତୁ

 Ashara Alok
ଝିଅ ମାମୁଁ ଘରକୁ ଗଲେ ବାପାଙ୍କର ରାଗିବା କେତେ ଠିକ୍‌? ଏହାପାଇଁ ବଢେ କି ଝଗଡ଼ା?

ବାହାଘର ୨୫ ବର୍ଷ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି। ସ୍ୱାମୀଙ୍କ ରାଗ...ଆମ ଝଗଡ଼ା ହେଲେ ଝିଅକୁ ସ୍ତ୍ରୀ ମାମୁଁଘରକୁ ନେଇଯାଉଛି। ଏଥିରେ ଝିଅ ଶିଖିବ କଣ? ଜାଣିଶୁଣି ଝିଅକୁ ମୋ ବିରୋଧରେ ଉସୁକାଉଥିବା କହୁଛନ୍ତି ସ୍ୱାମୀ। ତେବେ ପ୍ରକୃତରେ ଘଟଣା କ’ଣ?

Doctor Doctor
କାହିଁକି ହେଉଛି ବଦହଜମି? କେମିତି ରକ୍ଷା ପାଇବେ ଏହି ରୋଗରୁ?

ବଦହଜମି। ଆଜିକାଲି ପ୍ରାୟ ସମସ୍ତଙ୍କର ହେଉଛି। ତେବେ ଏହି ସାଙ୍ଘାତିକ ରୋଗରୁ କେମିତି ପାଇବେ ରକ୍ଷା? କଣ କଲେ ହେବନି ବଦହଜମି?

Khola Katha
ସ୍କୁଲରେ କରୋନା ବାଣ୍ଟୁଛି କିଏ? ପିଲା ନାଁ ଶିକ୍ଷକ?

ସ୍କୁଲରେ ବଢୁଛି କରୋନା। ଏଥିପାଇଁ ଦାୟୀ କିଏ? ପ୍ରକୃତରେ ସ୍କୁଲ ପିଲା ନାଁ ଶିକ୍ଷକ...କିଏ ବାଣ୍ଟୁଛି କରୋନା? ଶୁଣନ୍ତୁ ଏନେଇ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ

Gold mines in Sunakhani forest!
ସୁନାଖଣି ଜଙ୍ଗଲରେ ସୁନାର ମିଳିଛି କି ସନ୍ଧାନ ! ଆରମ୍ଭ ହୋଇଗଲା ଖୋଳାତଡ଼ା...

ସୁନାଖଣି ଜଙ୍ଗଲରେ ସୁନାର ମିଳିଛି କି ସନ୍ଧାନ? ୬ ମାସ ହେଲାଣି ଜଙ୍ଗଲ ମଧ୍ୟରେ ଚାଲିଛି ଖୋଳାତଡ଼ା...ସୁନା ଖଣି ନାଁ ଶୁଣି ଗାଁ ଲୋକଙ୍କ ମନରେ ବଢୁଛି ପ୍ରବଳ ଉତ୍କଣ୍ଠା...

Cyber Crime
ଆକାଉଣ୍ଟରୁ ଟଙ୍କା କଟିଗଲା, ବ୍ୟାଙ୍କ ବାଲା ଜାଣିପାରିଲେନି...

ନିଜ ପର୍ସନାଲ ଆକାଉଣ୍ଟରୁ କଟିଗଲା ଟଙ୍କା। ଓଟିପି ଆସିନି, ହେଲେ ଲୁଟେରା ପାଇଗଲେ ପଇସା। ବ୍ୟାଙ୍କବାଲାଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ ସେମାନଙ୍କ ପାଖରେ କିଛି ଉତ୍ତର ନାହିଁ

Viral Video
ସଭାରେ ‘ଲେ… ଲେ… ଲେ ଲେ ମଜ୍ଜା’ ଗୀତରେ ଜବରଦସ୍ତ ନାଚ..

ଶ୍ରଦ୍ଧାଞ୍ଜଳି ସଭାରେ ‘ଲେ… ଲେ… ଲେ ଲେ ମଜ୍ଜା’ ଗୀତରେ ଜବରଦସ୍ତ ନାଚ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ, ଦେଖନ୍ତୁ ଏହି ଦୃଶ୍ୟ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।