ବିଦେଶୀ ଶିକ୍ଷାନୁଷ୍ଠାନ ଗୁଡିକରେ ଉଚ୍ଚଶିକ୍ଷା ତଥା ପାଠପଢ଼ିବା ଆଗ୍ରହୀ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ UGC ପକ୍ଷରୁ ନୋଟିସ୍ ଜାରି କରାଯାଇଛି ।
Apana Eka Nuhanti – Man Seeks Financial Help To Cure Daughter In Nuapada OdishaTV is Odisha\'s no 1 News Channel. OTV being the first private satellite
News Fuse – Special Holi Drinks Boost Elderly Men OdishaTV is Odisha\'s no 1 News Channel. OTV being the first private satellite TV channel in Odisha
ଓଡ଼ିଶାରେ ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଛି । ପୁରୀ ଜିଲ୍ଲା ଗୋପ ବ୍ଲକର ଦୁଇଟି ସ୍ଥାନରୁ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିଥିବା ନେଇ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
ସକାଳ ୮ଟାରେ ସାରା ରାଜ୍ୟରେ ଗଣତି ଆରମ୍ଭ ହୋଇଥିବା ବେଳେ ଭୁବନେଶ୍ୱର ବିଜେବି କଲେଜରେ ୧୦ଟାରେ ଆରମ୍ଭ ହୋଇଛି ଗଣତି ।
ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ତୈଳ ଦର । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଚ୍ଛା ୮୫ ପଇସା ଓ ଡିଜେଲ ୮୪ ପଇସା ମହଙ୍ଗା ହୋଇଛି ।
ଯେଉଁ ସରକାରୀ ସଂସ୍ଥାରେ ୫୦ କିମ୍ବା ତା ଠୁ ଅଧିକ ମହିଳା କର୍ମଚାରୀ ଥିବେ, ସେଠାରେ କ୍ରେଚ୍ ବ୍ୟବସ୍ଥା କରାଯିବ । ମହିଳା କର୍ମଚାରୀମାନେ ନିଜ ଶିଶୁଙ୍କ ଯତ୍ନ ନେବା ଲାଗି ଏହି କ୍ରେଚ ବ୍ୟବସ୍ଥା କରିବାକୁ ରାଜ୍ୟ ମାନବାଧିକାର କମିଶନ, ରାଜ୍ୟ ସରକାରଙ୍କୁ ସୁପାରିଶ କରିଛନ୍ତି ।...
ଆଜି ହାଇକୋର୍ଟ ବାର ସମେତ ରାଜ୍ୟର ସମସ୍ତ ବାର ଆସୋସିଏସନର ନିର୍ବାଚନ ହେବ । ୱାନ ବାର୍ ୱାନ ଭୋଟ ପଦ୍ଧତିରେ ରାଜ୍ୟର ୧୫୧ଟି ବାର ଆସୋସିଏସନ ରେ ଭୋଟ ଗ୍ରହଣ କରାଯିବ ।
ଆସନ୍ତାବର୍ଷ ଅର୍ଥାତ ୨୦୨୩ରୁ ୬ଟି ଟିମ୍କୁ ନେଇ ମହିଳା ଆଇପିଏଲ ଆୟୋଜନ କରାଯିବ। ବିସିସିଆଇ ଏନେଇ ଯୋଜନା ପ୍ରସ୍ତୁତ କରୁଥିବାର ଜଣାପଡ଼ିଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
କ୍ୟାମେରାମ୍ୟାନ୍ ମାନସ ଜାଣିଥିଲେ, ଲେଡ଼ି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତ ଆଣ୍ଡ କୋ’ଙ୍କ କବଳରୁ ଆଉ ବର୍ତ୍ତିବେନି । ଏକଥା ବି ଆଶଙ୍କା କରୁଥିଲେ, ମୃତ୍ୟୁର ଶିକାର ହେବା ସୁନିଶ୍ଚିତ । ତେଣୁ ଆସନ୍ନ ମୃତ୍ୟୁର ଆଭାସ ପାଇବା ପରେ ଦୟାଲ୍ ଆଶ୍ରମରେ ମାନସ ଛାଡ଼ି ଦେଇଗଲେ ଭାବବିହ୍ୱଳ ଚିଠି...
ଘଟଣା ଚକିତ କଲା ଭଳି । ଘଟଣା ବିଶ୍ୱାସ ନହେଲା ଭଳି । ଥାନା ପରିସରରେ ଗୁଳି ଫୁଟି IICଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା ଗାଙ୍ଗପୁରରେ ଚାଞ୍ଚଲ୍ୟ । ନିଜ ପିସ୍ତଲରୁ ଗୁଳି ଫୁଟି ପ୍ରାଣ ହରାଇଛନ୍ତି ସ୍ଥାନୀୟ ଥାନା IIC ଦେବ କୁମାର ଗମାଙ୍ଗ ।
ପରୀକ୍ଷା ପରେ କାଲି ଆସୁଛି ପୌର ରାୟ । ୩ ମହାନଗର ନିଗମ, ୧୦୫ ପୌର ପରିଷଦ ଓ ଏନ୍ଏସି ପାଇଁ ସଂପୃକ୍ତ ପୌରାଞ୍ଚଳରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି ।
ଉତ୍ତରପ୍ରଦେଶର ରାଜ୍ୟ ରାଜନୀତିରେ ବିଗତ ୩୭ ବର୍ଷ ପରେ ପୁଣି ଇତିହାସର ପୁନରାବୃତ୍ତି । ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ ସହ ସରକାର ଗଠନ ୟୁପି ରାଜଧାନୀ ଲକ୍ଷ୍ନୌସ୍ଥିତ ଅଟଳ ବିହାରୀ ବାଜପେୟୀ ଇକାନା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏଇ ଭବ୍ୟ ଶପଥ ଗ୍ରହଣ...
ଆଜିଠୁ ଆରମ୍ଭ ହେଲା ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ ଇନିଂସ । ଦୀର୍ଘ ୩୭ ବର୍ଷର ପୁରୁଣା ଇତିହାସକୁ ବଦଳାଇ ୟୁପିକୁ ଲଗାତର ଦ୍ୱିତୀୟ ଥର ପାଇଁ ଶାସନ କରିବାରେ ବିଜେପି ସଫଳ ହୋଇଥିବା ବେଳେ ନିଜର ୨.୦ ଶାସନ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ଯୋଗୀ ଆଦିତ୍ୟନାଥ...
ନିକଟରେ ସରିଥିବା ପୌର ନିର୍ବାଚନରେ ରାଜଧାନୀ ଭୁବନେଶ୍ୱରରେ ମାତ୍ର ୫୦ ଓ ବ୍ରହ୍ମପୁରରେ ୪୭ ପ୍ରତିଶତ ଭୋଟିଂକୁ ନେଇ ବିତର୍କ ଆରମ୍ଭ ହୋଇଥିବା ବେଳେ ପରସ୍ପର ଉପରେ ଦୋଷ ଲଦିଛନ୍ତି ଶାସକ ଓ ବିରୋଧୀ ।
ସହରୀ ଶିକ୍ଷିତ ଦେଉ ନାହାନ୍ତି ଭୋଟ୍ । ଗଣତନ୍ତ୍ରର ମହାପର୍ବରେ ହେଉ ନାହାନ୍ତି ସାମିଲ୍ । ତେବେ କଣ ଏମାନେ ପାଇଁ ଭୋଟ ଦେବାକୁ ବିମୁଖ। ପ୍ରଶାସନକୁ ନେଇ ଅନାସ୍ଥା ଭାବ ନା ରହିଛି ଆଉ କିଛି କାରଣ ।
ଦୂତୀଙ୍କ ଫେସବୁକ୍ ପୋଷ୍ଟର କଡ଼ା ଜବାବ ରଖିଲେ ହକି ତାରକା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀ । ହକି ଖେଳକୁ ନେଇ ଦୂତୀ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଘୋର ନିନ୍ଦା କରିଛନ୍ତି ଦିଲ୍ଲୀପ ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ଧିରେ ଧିରେ ଫିଟୁଛି ଗୁମର । ଘଟଣାକୁ ନେଇ ଆଜି ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଥିବାବେଳେ ଶର୍ମିଷ୍ଠାଙ୍କ ମାଆ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ।