ବିଜେଡି ସାଂସଦ ପିନାକୀ ମିଶ୍ର ମନ୍ତବ୍ୟ ରଖି ମାତ୍ର ୪ଟି ଟୟଲେଟ୍ ନିର୍ମାଣ ଚାଲିଥିବା କହିବା ପରେ ପିନାକୀଙ୍କୁ ହୋଇଛି ଜୋରଦାର ବିରୋଧ । ଶ୍ରୀକ୍ଷେତ୍ର ସୁରକ୍ଷା ମିଳିତ ମଞ୍ଚ ପକ୍ଷରୁ ପିନାକୀଙ୍କ ବିରୋଧରେ ନାରାବାଜି ସହ ତାଙ୍କ ଫଟୋ ଥିବା ଫ୍ଲେକ୍ସ ପୋଡ଼ା ଯାଇଛି।
ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବ ସାଙ୍ଗକୁ ଲକ୍ଷ ଲକ୍ଷର ହରିଲୁଟ୍ । ସିଏଜି ଧରିବା ପରେ, ଚାଷୀଙ୍କ ପ୍ରତି ସରକାରଙ୍କ ଆନ୍ତରିକତା ଓ ପାରିବା ପଣିଆ ଉପରେ ଉଠିଛି ପ୍ରଶ୍ନ ।
ଓଡ଼ିଶା ବାହାରେ ଓଡ଼ିଆଭାଷୀ ଅଞ୍ଚଳରେ କେମିତି ଅଛନ୍ତି ଓଡ଼ିଆ, କେମିତି ପଢୁଛନ୍ତି, ଆଉ ବଢୁଛନ୍ତି ଆମ ଓଡ଼ିଆ ପିଲା । ଆଜି ଉତ୍କଳ ଦିବସ ଅବସରରେ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶର ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ସ୍କୁଲର ସ୍ଥିତିକୁ ନେଇ ଆସନ୍ତୁ ଦେଖିବା ଓଟିଭିର ଗ୍ରାଉଣ୍ଡ ରିପୋର୍ଟ ।
ଦେଶରେ ବୋର୍ଡ ପରୀକ୍ଷା ପ୍ରସ୍ତୁତି କରୁଥିବା ପିଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ । ପରୀକ୍ଷା ପୂର୍ବରୁ ଚାପମୁକ୍ତ ରହି ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ । ଆଜି ଦେଶବ୍ୟାପୀ ପଞ୍ଚମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ୧୨ ଲକ୍ଷରୁ ଅଧିକ...
ମାନସ ମର୍ଡର ମିଷ୍ଟ୍ରିର ମହାଖୁଲାସା କଲେ ମାଡ଼ାମ୍ ଶର୍ମିଷ୍ଠା । ଅପହରଣ, ହତ୍ୟା ଆଉ ଶବ ପୋତିବା ଯାଏଁ ସମସ୍ତ ଘଟଣାରେ ଦୋଷ ସ୍ୱୀକାର କରି ଗୋଟି ଗୋଟି କରି ଡେମୋ ଦେଖାଇଲେ । ୫ ଦିନିଆ ରିମାଣ୍ଡର ଚତୁର୍ଥ ଦିନରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରି...
ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୭ ଦିନରେ ପହଞ୍ଚି ଥିବାବେଳେ ସମାଧାନର କୌଣସି ବାଟ ବାହାରି ପାରି ନାହିଁ। ତେବେ ସମାଧାନ ଲାଗି ରୁଷିଆ ଭାରତର ମଧ୍ୟସ୍ଥତା ଚାହିଁଛି। ଋଷ୍ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତର ସ୍ୱତନ୍ତ୍ର ବୈଦେଶିକ ନୀତିର ପ୍ରଶଂସା କରିଛନ୍ତି।
ଦିନେ ଓଡ଼ିଶାର ଅବିଚ୍ଛିନ୍ନ ଅଙ୍ଗ ଥିବା ଝାଡ଼ଖଣ୍ଡ ଷଢ଼େଇକଳାରେ କେମିତି ବଞ୍ଚିଛି ଆମ ଭାଷା? ଏଇ ସୂଚନା ଫଳକ ହୁଏତ ସେ ପ୍ରଶ୍ନର ଉତ୍ତର ଦେଇପାରେ । ହେଲେ ବିଚ୍ଛିନ୍ନାଞ୍ଚଳରେ ଭାଷାକୁ ବଞ୍ଚାଇବାର ଏ ସଂଘର୍ଷ ଭିତରେ ମଧ୍ୟ ଏବେ ବି ମୁଣ୍ଡ ଟେକି ରହି ପାରିଥିବା କିଛି...
ବିଜେପି ଛାଡିଲେ ବରିଷ୍ଠ ଆଦିବାସୀ ନେତା ଜୟରାମ ପାଙ୍ଗି । ଉତ୍କଳ ଦିବସ ଅବସରରେରେ କୋଟିୟା ଠାରେ ଆମ କୋଟିୟା ଓ ସିଭିଲ ସୋସାଇଟି ତରଫରୁ ଆୟୋଜିତ ସଭାରେ ମା ମାଟି ପାଇଁ ବିଜେପିରୁ ଇସ୍ତଫା ଦେଲି ବୋଲି ପାଙ୍ଗି କହିଛନ୍ତି ।
ଗୁଇନ୍ଦା ରିପୋର୍ଟ ଅନୁସାରେ, ପ୍ରଥମେ ସୀମାରେ କାର୍ଯ୍ୟରତ ଯବାନଙ୍କୁ ଟାର୍ଗେଟ୍ କରି ଭାରତରେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ଆତଙ୍କୀ। ଏଠାରେ କହିରଖୁଛୁ କି ବର୍ତ୍ତମାନ ଜାମ୍ମୁରେ ପାଣିପାଗ ଭଲ ଥିବାରୁ ମୌକା ଅପେକ୍ଷାରେ ରହିଛନ୍ତି ଆତଙ୍କୀ।
ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି । ପାର୍ଲାମେଣ୍ଟରେ ବକ୍ତବ୍ୟ ରଖୁଥିଲେ ପିନାକୀ । Yes Yes କହି ଚିଲାଇଲେ, ଟେବୁଲକୁ ବାଡ଼େଇଲେ ସାଂସଦ ଅନୁଭବ ମହାନ୍ତି ।
ଆଉ ଏହାରି ମଧ୍ୟରେ ଓଡିଶା ରାଜ୍ୟ ସଡକ ଓ ପରିବହନ ବିଭାଗ ମଧ୍ୟ RRR ପ୍ରେମରେ ପଡିଯାଇଛି। ଫିଲ୍ମର ଏକ ପୋଷ୍ଟର Memes ସେୟାର କରି ସଡକ ସୁରକ୍ଷା ନେଇ ପରିବହନ ବିଭାଗ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛି । ଆପଣବି ପଢିନିଅନ୍ତୁ କଣ ଲେଖିଛି ଏସ୍ଟିଏ...
୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠନ ସହ ଓଡ଼ିଶା ପୋଲିସର ପ୍ରତିଷ୍ଠା ହୋଇଥିଲା । ବିହାର ରାଜ୍ୟ ପୋଲିସରୁ ଅଲଗା ହୋଇ ଓଡିଶା ରାଜ୍ୟ ପୋଲିସ ଗଠନ ହୋଇଥିଲା । ଭୁବନେଶ୍ୱର ସପ୍ତମ ବାଟାଲିୟନ ପଡିଆରେ ମଧ୍ୟ କମିଶନରେଟ୍ ପୋଲିସ୍ ୮୭ତମ ଓଡ଼ିଶା...
Making News- Special Show On Substandard Road Construction & Delayed Works OdishaTV is Odisha\'s no 1 News Channel. OTV being the first private satellite
News Fuse- Berhampur\'s Newly Elected Mayor Sanghamitra Dalei Shakes A Leg At Private Party OdishaTV is Odisha\'s no 1 News Channel. OTV being the first
ଆଜିଠୁ ଆରମ୍ଭ ହୋଇଛି ନୂତନ ଆର୍ଥିକ ବର୍ଷ । ତେବେ ନୂଆ ଆର୍ଥିକ ବର୍ଷରେ ଇପିଏଫ୍ ଆରମ୍ଭ କରି କ୍ରିପ୍ଟୋ କରେନ୍ସି, ମେଡିସିନ୍ ଏବଂ ହୋମ୍ଲୋନ୍ ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି ଯାହା ଆଜିଠାରୁ ଲାଗୁ ହେବ । ଜାଣନ୍ତୁ କଣ ସବୁ ପରିବର୍ତ୍ତନ...
କଳାହାଣ୍ଡି କଲମପୁର ବ୍ଲକ ଦୁଲକିବନ୍ଧ କନ୍ୟାଶ୍ରମରେ ଅସୁସ୍ଥ ହୋଇପଡ଼ିଛନ୍ତି ବହୁ ଛାତ୍ରୀ । ଗତକାଲି ୬ଜଣ ଛାତ୍ରୀ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିବା ବେଳେ ଆଜି ୨୫ ଜଣ ଛାତ୍ରୀ ଭର୍ତ୍ତି ହୋଇଛନ୍ତି l
ଆଜି ୨୦୨୨ ମସିହା, ଏପ୍ରିଲ ମାସ ୧ ତାରିଖ,ଶୁକ୍ରବାର, ମୀନ ୧୮ ଦିନ, ଚୈତ୍ୟ ମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ଉତ୍ତର ଭାଦ୍ର ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...
ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଉତ୍କଳ ଦିବସ ପାଳନ ହେଉଛି । ଓଡ଼ିଶା ଗଠନର ବରପୁତ୍ରଙ୍କୁ ସମସ୍ତେ ମନେ ପକାଉଛନ୍ତି । ବ୍ରିଟିଶ ଓ ପଡ଼ୋଶୀ ରାଜ୍ୟ ସମ୍ମୁଖରେ ବଳିଷ୍ଠ ପ୍ରମାଣ ଦେଇ ଗଠନ ହୋଇଥିଲା ଓଡ଼ିଶା ପ୍ରଦେଶ ।
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଚତୃର୍ଥ ଦିନ । ତିନି ଦିନର ତଦନ୍ତ ପରେ ବି କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡ କାହିଁକି ହେଲା ସେ ସମ୍ପର୍କରେ ଜାଣିପାରିନି । ତେଣୁ ଏସମ୍ପର୍କରେ ଅଧିକ ପ୍ରମାଣ ପାଇଁ ଆଜି ଅଭିଯୁକ୍ତମାନଙ୍କୁ ଧରି କ୍ରାଇମ୍ ସିନ୍...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।