• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Odisha Municipal Elections ।Tight Security Outside Strong Room In Bhubaneswar
ପୌର ଭୋଟ୍‌ ପରେ ଏବେ ଗଣତି ପାଇଁ ଚାଲିଛି ପ୍ରସ୍ତୁତି

ସରିଛି ପୌର ଭୋଟ, ଆସନ୍ତାକାଲି ଗଣତି । ଷ୍ଟ୍ରଙ୍ଗ ରୁମରେ ସିଲ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ ।

Congress Leader Sura Routray Says on Odisha Assembly Budget Session
‘ଓଡ଼ିଶାରେ ଗଣତନ୍ତ୍ର ନାହିଁ, ଏଠି ନବୀନ ଗଣତନ୍ତ୍ର ଚାଲିଛି’

ଆଜିଠୁ ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଅଧିବେଶନକୁ ନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି।

Half-Charred Dead Body recovered from forest in Mayurbhanj’s Karanjia
ଜଙ୍ଗଲରୁ ଦରପୋଡ଼ା ହାଡ଼ ମାଂସ ଉଦ୍ଧାର

ଜଙ୍ଗଲରୁ ଉଦ୍ଧାର ହେଲା ଦରପୋଡ଼ା ହାଡ଼ ମାଂସ । ମୟୁରଭଞ୍ଜ କରଞ୍ଜିଆ ଯଶୀପୁର ଥାନା ବଡ଼ ଶିଆଳିନଈ ଗାଁ ନିକଟସ୍ଥ ଜଙ୍ଗଲରେ ଦେଖିବାକୁ ମିଳିଛି ଏହି ଘଟଣା ।

Councillor Candidate Accused Of Casting Vote In Panchayat & Urban Polls In Keonjhar
ପ୍ରଥମେ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେଇଥିଲେ, ଆଉ ଏବେ ପୌର ନିର୍ବାଚନରେ ଭୋଟ ଦେଲେ !

କେନ୍ଦୁଝର ପୌରପାଳିକା ୧୨ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ କରୁଣାକର ମାର୍ଣ୍ଣିଙ୍କ ପତ୍ନୀ ପାନମଣି ମାର୍ଣ୍ଣି କେନ୍ଦୁଝର ସାହରପଡା ବ୍ଲକ୍ ଦିଗପଶି ପଂଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ ।

Weather Update । 3 Places In Odisha Record Temperature Over 40 Degree Celsius
ଅସହ୍ୟ ହେଉଛି ଗ୍ରୀଷ୍ଣ ପ୍ରଭାବ; ୪୦ ଡିଗ୍ରୀ ପାର୍‌ କଲା ପାରଦ

ଓଡ଼ିଶାରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ଣ ପ୍ରବାହ । ରାଜ୍ୟର ୩ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି ୪୧.୪ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ବଲାଙ୍ଗିରରେ ମଧ୍ୟ ୪୧. ୩ ଡିଗ୍ରୀ ତାପମାତ୍ରା ରହିଛି ।

Special Report - Is Russia Using WMD Against Ukraine
ଏହି କ୍ଷେପଣାସ୍ତ୍ର ହେଉଛି ଋଷର ବ୍ରହ୍ମାସ୍ତ୍ର

ଋଷ୍ ତୁଳନାରେ ୟୁକ୍ରେନ୍ ଅତ୍ୟଧିକ ଦୁର୍ବଳ ଦେଶ। ଏହାପରେ ମଧ୍ୟ ଏ ଦେଶ ଋଷ୍ ପାଖରେ ହାର୍ ମାନୁନି। ଏହା ହିଁ ଋଷକୁ ଚିନ୍ତାରେ ପକାଇଛି। ତେବେ କିଛିଦିନ ହେଲା ଋଷ୍ ତାର ବ୍ରହ୍ମାସ୍ତ୍ର କୁହାଯାଉଥିବା ଏହି କ୍ଷେପଣାସ୍ତ୍ରର ପ୍ରୟୋଗ ଆରମ୍ଭ କରିଛି।

Watch How Cyber Fraudsters Duped Businessman In Puri
ଏହି ଲିଙ୍କରେ କ୍ଲିକ୍ କଲେ ଆକାଉଣ୍ଟରୁ ଗାଏବ୍‌ ହୋଇଯାଉଛି ଟଙ୍କା

ପୁରୀର ବ୍ୟବସାୟୀ ନରେନ୍ଦ୍ର ମହାପାତ୍ରଙ୍କ ପାଖକୁ ଏକ ଲିଙ୍କ୍ ଆସିଥିଲା। ଯେଉଁଥିରେ ଅବଗତ କରାଯାଇଥିଲା ଯେ, KYC ଅପଡେଟ୍ କରିବା ପାଇଁ ପଠାଯାଇଥିବା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ। ଏହି ଲିଙ୍କ୍‌ରେ କ୍ଲିକ୍ କରିବା ପରେ ଆକାଉଣ୍ଟ ଉଡ଼ି ଗଲା ଟଙ୍କା।

OTV Special Report - Russia Continues Attack On Ukraine
ଋଷ୍ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ମାରିଓପୋଲ୍? ଏଠି କଣ ଅଛି କି?

ୟୁକ୍ରେନର ଦକ୍ଷିଣପୂର୍ବରେ ଥିବା ସମୁଦ୍ରକୂଳିଆ ସହର ମାରିଓପୋଲ୍ କାହିଁକି ଋଷ୍ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ। କାହିଁକି ଏହି ସୁନ୍ଦର ସହରକୁ ନିଜ କବଜାକୁ ନେଇବାକୁ ଚେଷ୍ଟା ଚଳାଇଛି ଋଷ୍। ଋଷ୍ ପାଇଁ ଏହା ବିପଦ ସୃଷ୍ଟି କରିପାରେ କି? ଦେଖନ୍ତୁ ଏହି ଭିଡିଓ ଷ୍ଟୋରୀ।

OTV Special Report On Russian Attack On Ukraine
ମାସେ ହେଲାଣି ଘମାଘୋଟ ଯୁଦ୍ଧ, ୨ୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ଲମ୍ବା ଯୁଦ୍ଧ

ଋଷ୍-ୟୁକ୍ରେନ୍ ଯୁଦ୍ଧ ଶେଷ ହେଉନି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୋଧହୁଏ ଏହା ସବୁଠାରୁ ଲମ୍ବା ଲଢ଼େଇ। ରକ୍ତମୁଖା ଋଷକୁ କେହି ଅଟକେଇ ପାରୁନାହାଁନ୍ତି। ଆଜିର ବିଶ୍ୱ ଏତେ ଅସହାୟ କାହିଁକି? ଏହି ଯୁଦ୍ଧ ପୃଥିବୀକୁ ଧ୍ୱଂସ ଆଡ଼କୁ ନେଇଯାଉନି ତ?

Meena Pradhan In Bhubaneswar Awaits Help To Treat Her Elder Son - Apana Eka Nuhanti
କେବେ ଭଲ ହେବ ମୋ ପୁଅ?

ରୋଜଗାରିଆ ପୁଅ ଦୁର୍ଘଟଣା ପରେ ଏବେ ପରିବାର ବେସାହାରା। ପୁଅ ନା ଚାଲି ପାରୁଛି ନା ବସି ପାରୁଛି। ଅନ୍ୟପଟେ ପୁଅର ଚିକିତ୍ସା ପାଇଁ ସବୁ ବିକି ଏବେ ଦୟନୀୟ ସ୍ଥିତି ଦେଇ ଗତି କରୁଛି ପରିବାର। ଏ କାହାଣୀ ପାତ୍ରପଡ଼ା ବସ୍ତି ଚନ୍ଦନ ପାତ୍ରଙ୍କର। ଝାଲ୍ ମୁଢି...

Special Report - Ukraine Burning In Russian Attack
ଧୀରେ ଧୀରେ ମଶାଣି ପାଲଟୁଛି ୟୁକ୍ରେନ୍, ସାରା ଦେଶରେ ହାହାକାର

ମାସେ ହେଲା ଦୁର୍ବଳ ୟୁକ୍ରେନ୍ ଉପରେ ଆକ୍ରମଣ କରିଚାଲିଛି ଶକ୍ତିଶାଳୀ ଋଷ୍। ମିଜାଇଲ୍ ମାଡ଼ରେ ୟୁକ୍ରେନରେ ଗୋଟିଏ ପରେ ଗୋଟିଏ ସହର ମଶାଣି ପାଲଟିବାରେ ଲାଗିଛି। ଦୈନିକ ହଜାର ହଜାର ଲୋକ ମରୁଛନ୍ତି। ଯିଏ ବଞ୍ଚିଲେ ସେମାନେ ମଲା ପରି ହିଁ ଆତଙ୍କ ଭିତରେ ରହୁଛନ୍ତି।

Unique Tale Of Love- Govt Official In Odisha Falls in Love With Fowls
ବିଡିଓଙ୍କ ପ୍ରେମ କାହାଣୀ, କେବଳ ପାଳନ୍ତି ମାରନ୍ତି ନାହିଁ

ଇଏ ଏମିତି ଜଣେ ଓଏଏସ୍ ଅଫିସର ଯିଏ କୁକୁଡାଙ୍କୁ ଭଲ ପାଆନ୍ତି । ସରକାରୀ କ୍ୱାଟର୍ସରେ ପାଳିଛନ୍ତି କୁକୁଡା । ନିଜେ ବାପ ଭଳି ସେମାନଙ୍କ କଥା ବୁଝନ୍ତି । କୁକୁଡା ମାରନ୍ତିନି କି ବିକନ୍ତିନି । ଖାଲି ସଚ୍ଚା ପ୍ରେମ ଆଉ ପ୍ରେମ ।

Watch Viral Video Of Manoj Tiwari Praising MP Anubhav Mohanty
ଅନୁଭବଙ୍କ କାନ୍ଧରେ ବନ୍ଧୁକ ରଖି କେଜ୍ରିଓ୍ୱାଲଙ୍କୁ ଗୁଳି ମାଡ଼ କଲେ ମନୋଜ ତିଓ୍ୱାରୀ

କିଏ କହୁଛନ୍ତି ସତ? ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନା’ ବିଜେଡି ସାଂସଦ ଅନୁଭବ ମହାନ୍ତି? ସେ ଯାହା ବି ହେଉ ଅନୁଭବଙ୍କ କାନ୍ଧରେ ବନ୍ଧୁକ ରଖି କେଜ୍ରିଓ୍ୱାଲଙ୍କୁ ଗୁଳି ମାଡ଼ କଲେ ବିଜେପି ସାଂସଦ ମନୋଜ ତିଓ୍ୱାରୀ। ଏବେ କିଏ ସର୍ବକନିଷ୍ଠ ରାଜ୍ୟସଭା ସଦସ୍ୟ ତାକୁ ନେଇ...

Watch Dance In Drain - OTV News Fuse
ରଙ୍ଗ ରଙ୍ଗୋଲି ହୋଲି, ନାଲି ପାଣି ଟାଙ୍କେ ମାରି, ନାଳ ନର୍ଦ୍ଦମାରେ ଯାଉଛି ଗଡ଼ି

ହୋଲି ଖେଳ ହେଉଛି ମାନେ ଟିକେ ସୁରାପାନ ନହେଲେ କଣ ହେବ। ଆଉ ସୁରାପାନ ପରେ କିଏ ଚାଲୁଚାଲୁ ଗଳି ପଡ଼ୁଛି ତ କିଏ ତଳେ ମାରୁଛି ଦିଗଡା। ନିଶାରେ ପୁରା ଚୁର୍ ହୋଇ ନାଳରେ ପଡ଼ି ନଙ୍ଘା ଗଡୁଛି।

PM Modi to interact with students in 'Pariksha Pe Charcha' on April 1
ପରୀକ୍ଷାର୍ଥୀଙ୍କୁ ମିଳିବ ଗୁରୁମନ୍ତ୍ର; ଏପ୍ରିଲ ୧ ରେ ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’

ଏପ୍ରିଲ ପହିଲାରେ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଦେଶର ବିଭିନ୍ନ ପ୍ରାନ୍ତର ଛାତ୍ରଛାତ୍ରୀମାନଙ୍କ ସହ ଏହି ଦିନ ପରୀକ୍ଷା ସମ୍ପର୍କରେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Petrol, diesel prices hiked for 3rd time in 4 days; hike totals Rs 2.4 per litre. Check latest rates
ପୁଣି ବଢିଲା ତେଲଦର, ଜାଣନ୍ତୁ ଆପଣଙ୍କର ସହରରେ କେତେ ରେଟ୍‌...

ପୁଣି ବଢିଲା ତେଲଦର । ପେଟ୍ରୋଲ ଲିଟର ପିଛା ୮୬ ପଇସା ଏବଂ ଡିଜେଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି ।

Farmers face water problem to irrigate land
୬ ମାସ ତଳେ ପୋଡ଼ିଥିଲା ଟ୍ରାନ୍ସଫର୍ମର; ଆଜି ଯାଏଁ ହୋଇପାରୁନି ମରାମତି

ଜଳସେଚନ ସୁବିଧା ନଥିବାରୁ ଏକର ଏକର ଜମିରେ ପନିପରିବା ଫସଲ ନଷ୍ଟ ହେବାକୁ ବସିଲାଣି । କଟକ ଜିଲ୍ଲା ନିଆଳି ବ୍ଲକ୍ ଏକବେରୁଆଁ ପଞ୍ଚାୟତର ଜଳସେଚନ ସୁବିଧା ନଥିବାରୁ ଚାଷ ଜମିର ସ୍ଥିତି ଏଭଳି ରହିଛି ।

Daily Horoscope 25 March 2022
Daily Horoscope 25 March 2022: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୨ ମସିହା, ମାର୍ଚ୍ଚ ମାସ ୨୫ ତାରିଖ, ଶୁକ୍ରବାର, ମୀନ ୧୧ ଦିନ, ଚୈତ୍ରମାସ ୪ ଦିନ, କୃଷ୍ଣ୍ନପକ୍ଷ, ଅଷ୍ଟମୀତିଥି, ମୂଳା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ରମା ଅବସ୍ଥାନ କରିଛନ୍ତି, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...

Voting will take place again today due to an error in the EVM
EVMରେ ସାଂଘାତିକ ତ୍ରୁଟି ଥିବାରୁ ଆଜି ପୁଣି ହେବ ଭୋଟ !

ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌର ପରିଷଦ ୮ ନମ୍ବର ଓ୍ୱାର୍ଡର ୧୪ ନମ୍ବର ବୁଥ୍‌ରେ ଆଜି ପୁଣିଥରେ ଭୋଟ୍ ହେବ । ଏହି ବୁଥ୍‌ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଇଭିଏମ୍‌ରେ ତ୍ରୁଟି ଯୋଗୁଁ ଗତକାଲି ମତଦାନ ବନ୍ଦ ରଖାଯାଇଥିଲା

breaking news
ସଂକ୍ଷେପରେ ଆଜିର ତାଜା ଖବର - Friday, 25 March 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।