ଦେହରେ ପୁରୁଣା ମଇଳା କପଡା। ହାତରେ ଧରିଛନ୍ତି ଦାସକାଠିଆ। ମୁହଁରୁ ବାହାରୁଛି ‘ଅବ୍ କି ସାବନ ମେଁ’ ଗୀତ। ଯାହାକି ବେଶ୍ ଭାଇରାଲ୍ ହେଉଛି। ଏବେ ଶୁଣନ୍ତୁ ସେହି ମନମୁଗ୍ଧକର ଗୀତ...
କେତେ ସ୍ୱାର୍ଥପର ଏ ମଣିଷ? ଯେଉଁ ଓଟ ପିଠିରେ ବସି ଜୀବନ ସାରା ରୋଜଗାର କଲା। ପରିବାର ଚଳାଇଲା ଆଜି ବୁଢା ହୋଇଗଲା ବୋଲି ମଝି ରାସ୍ତାରେ ମରଣ ମୁହଁରେ ଏମିତି ଅବସ୍ଥାରେ ତାକୁ ଛାଡ଼ି ଦେଇଗଲା। ଏବେ ଉଠିପାରୁନି କି କୁଆଡ଼େ ଯାଇପାରୁନି। ଖାଲି ମୃତ୍ୟୁକୁ...
ଯେତେ ଯାହା କଲେବି ଡରୁନାହିଁ ରୁଷ୍। ପ୍ରାୟ ମାସେ ହେଲାଣି ୟୁକ୍ରେନ୍ ଉପରେ କରି ଚାଲିଛି ଆକ୍ରମଣ। ଏବେ ମିସାଇଲ୍ ମାଡ଼ କରି ୟୁକ୍ରେନର ଅସ୍ତ୍ରାଗାରକୁ ଉଡାଇ ଦେଇଛି। ଯେଉଁ ଭିଡିଓ କେତେ ଭୟଙ୍କର ଥିଲା ଦେଖନ୍ତୁ...
ମାଙ୍କଡ଼ ଛୁଆର ମଣିଷ ମାଆ। କୋଳରେ ଶୋଉଛି, ପପୁ ବୋତଲରେ କ୍ଷୀର ପିଉଛି। ଖଟରେ ଶୋଇବା ପରେ ଚେଁ ଚେଁ ହୋଇ ମାଆକୁ ଖାଇବାକୁ ବି ମାଗୁଛି...ନଶୁଣିଲେ କେତେବେଳେ ହାତ ମାରି ଉଠାଇ ଦେଉଛି ତ ଆଉ କେତେବେଳେ ନିଜର ଭାଷାରେ ପାଟିକରୁଛି...ଦେଖନ୍ତୁ ସ୍ନେହ, ମମତାର ଏହି ହୃଦୟସ୍ପର୍ଶୀ......
ଓଡ଼ିଆ ହୋଇଥିଲେ ନିଶ୍ଚୟ ପଖାଳ ଖାଇଥିବେ। ପଖାଳ ଖାଇଲେ ତୋରାଣୀରେ ହାତ ବାଜିବ। ହେଲେ ଏଠି ଏମିତି ପଖାଳ ଖିଆ ହେଲା ଯେ, ତୋରାଣୀରେ ଟିକେ ବି ହାତ ବାଜିଲାନି...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ ଓ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ତେବେ ପ୍ରଶ୍ନ, ଯେଉଁ ମେମୋରିଚିପ୍ ପାଇଁ ହତ୍ୟା କଥା କୁହାଯାଉଛି, ସେହି ଚିପ୍ ଭିତରର ସତ ସାମ୍ନାକୁ ଆସିବ...
ମଙ୍ଗଳାବାର ରାତି ପ୍ରାୟ ୧୧ଟାରୁ ୧୨ଟା । ପିତ୍ତଳ ଛକରେ ଘଟିଥିଲା ଏଭଳି ମହାଭାରତ । ପିତ୍ତଳ ଛକରେ ଫାଷ୍ଟଫୁଡ୍ ଦୋକାନ କରିଥିବା ନରେନ୍ଦ୍ରପୁର ଗାଁର ୩ ଭାଇ ପାଣ୍ଡୁରା ସ୍ୱାଇଁ, ଶମ୍ଭୁ ସ୍ୱାଇଁ, ରାଜା ସ୍ୱାଇଁ ଓ ସେମାନଙ୍କ ସମ୍ପର୍କୀୟ ଭାଇ ଚନ୍ଦନ ଦୋକାନ ବନ୍ଦ କରି...
ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଥିବା ସାଧାରଣ ଖାଉଟିଙ୍କୁ କେବେ ମିଳିବ ଆଶ୍ୱସ୍ତି ? ବଜାର ବିଶେଷଜ୍ଞଙ୍କ ମତ, ରୁଷ-ୟୁକ୍ରେନ୍ ଯୁଦ୍ଧର ଅବସାନ ଘଟିଲେ ହିଁ ଖସିବ ଅଶୋଧିତ ତେଲ ଦର ।
ମହଙ୍ଗା ମାଡ଼ରେ ତ୍ରାହି ତ୍ରାହି ଡାକୁଥିବା ସାଧାରଣ ଖାଉଟିଙ୍କୁ କେବେ ମିଳିବ ଆଶ୍ୱସ୍ତି ? ବଜାର ବିଶେଷଜ୍ଞଙ୍କ ମତ, ରୁଷ-ୟୁକ୍ରେନ୍ ଯୁଦ୍ଧର ଅବସାନ ଘଟିଲେ ହିଁ ଖସିବ ଅଶୋଧିତ ତେଲ ଦର ।
ପୌର ଭୋଟ୍ ପୂର୍ବରୁ ସାରା ରାଜ୍ୟରୁ ଆସୁଛି ନୋଟ୍ ଫର୍ ଭୋଟ୍ର ସାଙ୍ଘାତିକ ଅଭିଯୋଗ । ଭୁବନେଶ୍ୱରରୁ କୋରାପୁଟ ପର୍ଯ୍ୟନ୍ତ ଅଧିକାଂଶ ପୌରାଞ୍ଚଳରେ ଶାସକ ଦଳ ପକ୍ଷରୁ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି ।
ଭୁବନେଶ୍ୱର ସୁନାବେଡା ରେମୁଣା, ବାରିପଦା ଚାରି ସ୍ଥାନରୁ ଆସିଛି ଟଙ୍କା ବଣ୍ଟାର ଭାଇରାଲ ଭିଡିଓ । ପୌର ଭୋଟ୍ ପୂର୍ବରୁ ରାଜ୍ୟରେ ବିଭିନ୍ନ ସ୍ଥାନରୁ ଆସୁଛି ଭୋଟରଙ୍କୁ ଟଙ୍କା ବଣ୍ଟାଯିବାର ସାଙ୍ଘାତିକ ଅଭିଯୋଗ । ‘ନୋଟ୍ ନିଅ, ଭୋଟ୍ ଦିଅ’ ନିର୍ବାଚନ ଜିତିବା ଲାଗି ଶାସକ ବିଜେଡି ଏହି...
ଦୀର୍ଘଦିନ ହେଲା ଭାରତୀୟ କ୍ରିକେଟ ପ୍ରେମୀମାନେ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଭାରତୀୟ କ୍ରିକେଟ ପ୍ରେମୀମାନେ ଏବେ ଆଇପିଏଲ ମ୍ୟାଚ୍ ବେଳେ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ।
ଦୁଇ ଜଣ ପରିବାରର ୪ ଜଣ ଶିଶୁ ବିଷାକ୍ତ ଚକୋଲେଟ୍ ଖାଇ ମୃତ୍ୟୁବରଣ କରିଛନ୍ତି। ଉତ୍ତରପ୍ରଦେଶର ଖୁସିନଗରରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ପରିବାର ଳୋକଙ୍କ କହିବା ଅନୁଯାୟୀ, ଘରେ ବାହାରେ ପଡ଼ିଥିବା ଚକୋଲେଟ ଖାଇ ସେମାନଙ୍କର ମୃତ୍ୟୁ ଘଟିଛି।
ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ । କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା, ଜଗନ ଖଟେଇଙ୍କ ଡାକ୍ତରୀମାଇନା ପରେ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା ।
ସେ ୟୁକେଜିରେ ପଢ଼ନ୍ତି। ଯେଉଁ ବୟସରେ ଅକ୍ଷର ଚିହ୍ନିବା କଥା, ସେ ବୟସରେ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ। ନିଜ ପରିବାର ଓ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ଜାଣନ୍ତୁ କିଏ ସେହି ବିସ୍ମୟ ପିଲା.
ଜନ୍ମରୁ ସେ ପୋଲିଓ ରୋଗରେ ଆକ୍ରାନ୍ତ। ଦିବ୍ୟାଙ୍ଗ ହୋଇଥିଲେ ବି ପାଠ ପଢ଼ିବାକୁ ଭାରି ମନ। ଶାରୀରିକ ଅକ୍ଷମତା କାରଣରୁ ସ୍କୁଲ ଯାଇ ପାରୁ ନଥିବାରୁ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି ଗଣେଶ। ଏବେ ସରକାରଙ୍କୁ ଗୁହାରି କରିଛନ୍ତି ମୋତେ ଗୋଟେ ଟ୍ରାଇ ସାଇକେଲଟିଏ ଦିଅ। ମୁଁ ସ୍କୁଲ୍...
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
News Fuse- Sura Routray\'s Holi Celebration #Watch OdishaTV is Odisha\'s no 1 News Channel. OTV being the first private satellite TV channel in Odisha