ଦଳ ଚାହିଁଲେ ସେ ପ୍ରାର୍ଥୀ ହେବେ ଓ ସ୍ୱର୍ଗତ ସ୍ୱାମୀଙ୍କ ଅଧୁରା ସ୍ବପ୍ନ ପୂରଣ ପାଇଁ ଚେଷ୍ଟା କରିବେ ବୋଲି ଅଳକା କହିଛନ୍ତି । କିଶୋରଙ୍କ ପରଲୋକ ଯୋଗୁଁ ବ୍ରଜରାଜନଗର ଆସନ ଖାଲି ପଡ଼ିଛି ।
କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି । ଭଦ୍ରକ ଏସ୍ପି ଅଫିସରେ ପହଞ୍ଚିଲେ କ୍ରାଇମବ୍ରାଞ୍ଚର ଏକ ଟିମ୍ । ତଦନ୍ତ ଅଧିକାରୀ DSP କଳ୍ପନା ସାହୁଙ୍କ ନେତୃତ୍ୱରେ ପହଞ୍ଚିଲା ଏହି ଟିମ୍ ।
କାରରେ ଇଭିଏମ୍ ଦେଖି ବିଭିନ୍ନ ଦଳର ଏଜେଣ୍ଟ ଏହାର ପ୍ରତିବାଦ କରିଛନ୍ତି । ଖବର ପାଇ ଡେପୁଟି କମିଶନର ତଥା ସୁପରଭିଜନ ଅଫିସର ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାରୁ ପରେ ପରିସ୍ଥିତି ଶାନ୍ତ ପଡିଥିବାର ଜଣାପଡିଛି ।
ରାଜ୍ୟର ୧୦୬ ମ୍ୟୁନିସିପାଲିଟି, ଏନ୍ଏସି ଓ ୩ ମହାନଗର ନିଗମରେ ୪୦ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମନ ପସନ୍ଦର ପ୍ରତିନିଧି ବାଛୁଛନ୍ତି । ପ୍ରଥମଥର ପାଇଁ ମେୟର ଏବଂ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେଉଛି । ଦିନ ୧୧ଟା ସୁଦ୍ଧା ୨୧ ପ୍ରତିଶତ ଭୋଟିଂ...
ବୟସ ଥିଲା ବେଳେ ମୋ ପିଠିଲେ ତୁ କେତେ ଆଡ଼େ ବୁଲିଛୁ, କେତେ ରୋଜଗାର କରିଛୁ। ତୁ ବସିଛୁ, ତୋ ପିଲା ବି ବସିଛି, ମୋ ପାଇଁ ତୋ ପରିବାର ମଧ୍ୟ ଚଳିଛି। ଦିନରାତିକୁ ଏକ କରି, ଖରା ବର୍ଷାକୁ ଖାତିର ନକରି ତତେ ମୁଁ ମୋ ପିଠିରେ...
The Great Odisha Political Circus | Political Parties Try Their Best To Woo Voters OdishaTV is Odisha\'s no 1 News Channel. OTV being the first private
A stand-up comedy show that uses satire to address political issues. Contestants present their talent by ticking the ribs of the audience by using scenarios
CM Naveen\'s Pakahala Love - OTV News Fuse OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାରେ ଅନ୍ୟତମ ମାଷ୍ଟରମାଇଣ୍ଡ ଥିବା ଶର୍ମିଷ୍ଠା ରାଉତଙ୍କ ସଂପୂର୍ଣ୍ଣ ନ୍ୟୁଜ୍ ଅଫିସ୍କୁ ପୋଲିସ ସିଲ୍ କରିଛି ।
ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ନୟାପଲ୍ଲୀ ୱାର୍ଡ ନଂ ୩୯ ଅନ୍ତର୍ଗତ ଏକ ବୁଥ୍ରେ ମତଦାନ କରିଛନ୍ତି । ସେ ସାଧାରଣ ଜନତାଙ୍କ ମଧ୍ୟରେ ଛିଡା ରହି ମତଦାନ କରିଥିବାର ଦେଖିବାକୁ ମିଳିଛି ।
ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ତ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ହାତରେ ପଦ୍ମ ଫୁଲ ଧରି ଝାରପଡ଼ା ସ୍ଥିତ ଏକ ବୁଥ୍କୁ ଯାଇ ମତଦାନ କରିଛନ୍ତି ।
ଆଜି ପୌର ଭୋଟ । ହେଲେ ଭୁବନେଶ୍ୱରରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଛି । କେବଳ ଏତିକି ନୁହେଁ ବିଭିନ୍ନ ବୁଥ୍ମାନଙ୍କରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ୱ ହୋଇଥିବା ଜଣାପଡିଛି ।
ବାଦ୍ ପଡ଼ିଥିବା ଭୋଟରଙ୍କ ନାଁ ତାଲିକାଭୁକ୍ତ କରିବାକୁ ଦାବି କରି ମତଦାନ ବନ୍ଦ କଲେ ୱାର୍ଡବାସୀ ।
ୟୁକ୍ରେନ୍ ଉପରେ ପରମାଣୁ ଆକ୍ରମଣର ଆଶଙ୍କା । ରୁଷ୍ ଲଗାତାର ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି । ଏହାରି ଭିତରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ହୋଇପାରେ ବୋଲି କୁହାଯାଉଛି, ଯାହାକୁ ନେଇ ଚିନ୍ତା ବଢିଛି ।
ଦେଖୁନାହାନ୍ତି କେମିତି ଛୁଆ ମାଙ୍କଡ଼ିଟି ଏହି ମାଆ ଜଣଙ୍କ ପାଖରେ କେମିତି ଗେଲ ହେଉଛି। କେତେବେଳେ ପାଟିକୁ ଚାଟି ପକାଉଛି ତ ଆଉ କେତେବେଳେ କାନକୁ କାମୁଡ଼ି ପକାଉଛି। କାରଣ ସେ ଜାଣିଛି ଏଇ ସ୍ଥାନରୁ ନିରାପଦ ସ୍ଥାନ ସଂସାରରେ ଆଉ କୋଉଠି ବି ନାହିଁ ।
ଆଜି ୨୦୨୨ ମସିହା, ମାର୍ଚ୍ଚମାସ ୨୪ ତାରିଖ, ଗୁରୁବାର, ମୀନ୧୦ ଦିନ, ଚୈତ୍ରମାସ, କୃଷ୍ଣପକ୍ଷ, ସପ୍ତମୀତିଥି, ଜ୍ୟେଷ୍ଠାନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...
ଯୁଦ୍ଧ ପରଠୁ ସବୁବେଳେ ଚର୍ଚ୍ଚାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ୍। କେତେବେଳେ ଝିଅକୁ ନେଇ ତ କେତେବେଳେ ରଣ କୌଶଳକୁ ନେଇ। ଆଜି ଆମେ କହୁଛୁ ପୁଟିନଙ୍କ ଗୁପ୍ତ ଜାହାଜ ବିଷୟରେ। ଯେଉଁଥିରେ ରହିଛି ହେଲିପ୍ୟାଡ୍-ସ୍ପା-ସେଲୁନ୍ ଭଳି ଅନେକ ସୁବିଧା..
ଆଜି ଘର ଦେବି। କାଲି ଘର ଦେବି। ଏମିତି ଶୁଣି ଶୁଣି ଆମେ ବୁଢାବୁଢି ହୋଇ ଗଲୁଣୁ। କିଛି ଲାଭ ହେଉନି। ଖାଲି ଭଣ୍ଡେଇ ଚାଲିଛନ୍ତି ଏ ବ୍ୟକ୍ତି ଜଣକ...
ଜେଲରେ ତାଲା ପକାଇଛି ପୋଲିସ୍। ତାଲା ଭାଙ୍ଗିନି କି ତାଲା ଫିଟିନି। ଏହା ପରେ ବି ଅତି ସହଜରେ ବାହାରକୁ ଏମିତି ଗଳାବାଟରେ ପଳାଇ ଆସୁଛି ଚୋର... ଦେଖନ୍ତୁ ପୂରା ଭିଡ଼ିଓ...