OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିର ବୃହତ୍ ବିଜୟ ପରେ ଆଇଏଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଆଇପିଏସ୍ ଅଫିସରମାନେ ବି ମୁଖ୍ୟମନ୍ତ୍ରୀ ଭେଟି ଜଣାଇଲେ ଅଭିନନ୍ଦନ।
ସଂଖ୍ୟା ଗରିଷ୍ଠତା ନାହିଁ। କିନ୍ତୁ ଚେୟାରମ୍ୟାନ୍ ହୋଇଛନ୍ତ। କେଉଁଠି କଂଗ୍ରେସ, କେଉଁଠି ବିଜେପି ତ ଆଉ କେଉଁଠି ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି ଚେୟାରମ୍ୟାନ୍। ହେଲେ ଦଳୀୟ କାଉନସିଲର କହୁଛନ୍ତି ଆମେ ଚେୟାରମ୍ୟାନ୍ କଥାରେ ନୁହେଁ, ଦଳର କଥାରେ କାମ କରିବୁ।
ଶର୍ମିଷ୍ଠା ରାଉତଙ୍କ ଖେଳ ଖତମ୍ । ସମ୍ପୂର୍ଣ୍ଣ ନ୍ୟୁଜ୍ ୱେବ୍ ଚାନେଲ୍ର ମାଲିକାଣି ଶର୍ମିଷ୍ଠା ରାଉତ କ୍ରାଇମବ୍ରାଞ୍ଚ କବ୍ଜାରେ । ପ୍ରାୟ ଦେଢ଼ମାସର ଛାନ୍ଭିନ୍ ଭିତରେ ସହଯୋଗୀ ଝୁନା ଭୋଇ ଏବଂ ଲେଡି ଜର୍ଣ୍ଣାଲିଷ୍ଟ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି ।
ଦିନେ ଚେହେରା ଦେଖାଇ ଚର୍ଚ୍ଚାକୁ ଆସିଥିଲେ ମାଡ଼ାମ ଶର୍ମିଷ୍ଠା । ଆଉ ଏବେ ଲାଜ ସରମରେ ଜଡ଼ସଡ଼ । କ୍ୟାମେରା ଆଗରେ ମୁହଁ ଦେଖାଉବାକୁ ଆଉ ସାହସ ନାହିଁ ।
ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନର ୨୦ ପ୍ରତିଶତ ବକେୟା ପ୍ରାପ୍ୟ । ଚଳିତ ମାର୍ଚ୍ଚ ମାସ ଦରମାରେ ଏହି ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଛନ୍ତି । ସେହିଭଳି ଅଲିମ୍ପିକ୍ସରେ ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ପାରା ଅଲିମ୍ପିଆନ୍ ପ୍ରମୋଦ ଭଗତଙ୍କୁ ମଧ୍ୟ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଛି ।
ନାଟୋରେ ଯୋଗ ନଦେଇ ୟୁକ୍ରେନ ନିରପେକ୍ଷ ରହିବା ଓ ସ୍ୱାଧୀନତା ଘୋଷଣା କରିଥିବା ଡୋନବାସ ଅଞ୍ଚଳ ପ୍ରସଙ୍ଗରେ ବି ବୁଝାମଣା ଲାଗି ପ୍ରସ୍ତୁତ ଥିବା ନେଇ ବି ଜେଲେନ୍ସ୍କି ଇଙ୍ଗିତ କରିଛନ୍ତି । ତେବେ ୟୁକ୍ରେନର ସର୍ବଭୈାମତ ଓ ଅଖଣ୍ଡତାରେ ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି...
ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ମୃତ କ୍ୟାମେରାମ୍ୟାନ ମାନସଙ୍କ ମାଆ ଜୟନ୍ତୀ ସ୍ୱାଇଁ ଏବଂ ଭାଇ ରାକେଶ କୁମାର ସ୍ୱାଇଁ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବିଧାନସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ଉଦ୍ଦେଶ୍ୟରେ ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ଦଳ ।
ଅଭିନେତ୍ରୀ କରାଇଦେବା ବାହାନାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ସରୋଜ ବିଶ୍ୱାଳକୁ ଗିରଫ କରିଛି । ବହୁଦିନର ଲୁଚକାଳି ଖେଳ ପରେ ଶେଷରେ ଖୋର୍ଦ୍ଧାରୁ ସରୋଜ ଧରାପଡିଛି ।
ଭିଜିଲାନ୍ସ ଜାଲରେ ପଡିଥିବା ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ଘରୁ ବାହାରୁଛି ପୁଳାପୁଳା ଟଙ୍କା । ଭିଜିଲାନ୍ସ ପକ୍ଷରୁ ଚଢଉ ବେଳେ ତାଙ୍କ ଘରୁ ୧କୋଟି ୩୬ ଲକ୍ଷ ଟଙ୍କା ଜବତ ହୋଇଛି ।
Taste Of Odisha- Know Special Recipe Of Making Curd Curry OdishaTV is Odisha\'s no 1 News Channel. OTV being the first private satellite TV channel in
News Fuse- Odisha ULB Polls- Man Distributes Money To Vote For BJD Candidates OdishaTV is Odisha\'s no 1 News Channel. OTV being the first private satellite
ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିଚାଲିଥିବା ବେଳେ ୪୦ ଡେଇଁଲାଣି ପାରଦ । ଗତକାଲି ୭ଟି ସହରରେ ୪୦ ଡିଗ୍ରୀ ଟପିଛି ପାରଦ ୪୦ ଦଶମିକ ୮ ଡିଗ୍ରୀ ସହ ସମ୍ବଲପୁର ପାଲଟିଛି ସବୁଠୁ ଉତ୍ତପ୍ତ ସହର।
କଟକ ଜିଲ୍ଲା ନିଆଳୀ ବ୍ଲକର କସର୍ଦାରେ ନିଆରା ଢ଼ଙ୍ଗରେ ପାଳିତ ହେଉଛି ଦୋଳ ମେଳନ । ପ୍ରାୟ ୧୨୬ ବର୍ଷ ହେବ ଏଠାରେ ଦିପୋଟି ମେଳନ ପାଳନ ହୋଇ ଆସୁଛି ।
ଜାମୁଝାଡି-ବାସୁଦେବପୁର ରାସ୍ତାରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣା ଘଟିଛି । ପଟାପୋଲ ନିକଟରେ ନିର୍ମାଣଧୀନ ପୋଲ ନିକଟରେ ବାଇକ୍ ଖସିପଡିବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।
ଦ୍ୱିତୀୟ ଥର ପାଇଁ ଆଜି ଗୋଆର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପ୍ରମୋଦ ସାଓ୍ୱନ୍ତ । ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରମୋଦ ସାଓ୍ୱନ୍ତଙ୍କୁ ପୁଣି ଥରେ ଦଳ ମୁଖ୍ୟମନ୍ତ୍ରୀ ଭାବେ ଗୁରୁ ଦାୟିତ୍ୱ ପାଇଁ ଚୟନ କରିଛି ।
ଭାରତ ବନ୍ଦକୁ ଦୃଷ୍ଟିରେ ରଖି ବିଭିନ୍ନ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଦୁଇ ଦିନ ପାଇଁ ପରୀକ୍ଷାକୁ ଘୁଞ୍ଚାଇ ଦେଇଛନ୍ତି ।