• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

2024 General Election
ଏଥର ଅସନ୍ତୁଷ୍ଟଙ୍କୁ ମ୍ୟାନେଜ୍‌ କରିପାରିବ ତ ବିଜେଡି ? ଦଳରେ ବାହାରିଆ ନେତାଙ୍କ ଦବଦବା

ଖୁବ୍‌ଶୀଘ୍ର ହୋଇପାରେ ବିଜେଡିରେ ନବକଳେବର । ମନ୍ତ୍ରିମଣ୍ଡଳ ସହ ବଦଳିବ ବିଜେଡିର ସାଙ୍ଗଠନିକ ଢାଞ୍ଚା । ଟାର୍ଗେଟରେ ୨୦୨୪ ସାଧାରଣ ନିର୍ବାଚନ । ଏହାକୁ ନେଇ ଚାଲିଛି ଅଙ୍କକଷା ।

2024 General Election
ଏବେଠୁ ବିଜେଡିର ପ୍ରାକ୍ ପ୍ରସ୍ତୁତି

କେବଳ ମନ୍ତ୍ରିମଣ୍ଡଳ ନୁହେଁ, ବିଜେଡିର ସାଙ୍ଗଠନିକ ସ୍ତରରେ ହେବ ବଡ଼ ପରିବର୍ତ୍ତନ । ମନ୍ତ୍ରିମଣ୍ଡଳ ଅପେକ୍ଷା ସଙ୍ଗଠନ ଉପରେ ଦଳର ଅଧିକ ଗୁରୁତ୍ୱ । ୨୪ ନିର୍ବାଚନ ପାଇଁ ଦଳକୁ ଅଧିକ ଦକ୍ଷ, ସଙ୍ଗଠିତ ଓ ଶକ୍ତିଶାଳୀ କରିବାକୁ ବଦଳିବ ବିଜେଡିର ସାଙ୍ଗାଠନିକ ଢାଞ୍ଚା ।

Kumar Vishwas
କେଜ୍ରିୱାଲ୍‌ଙ୍କୁ କୁମାର ବିଶ୍ୱାସଙ୍କ ତେରଛା ବାଣ; ମାନ୍‌ଙ୍କୁ ଚେତାଇଲେ, 'ଧୋକା ଖାଇବ'

ଆଜିର ଟୁଇଟ୍‌ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କୁ ଚେତାଇ ଦେଇଛନ୍ତି କୁମାର ବିଶ୍ୱାସ । ଟୁଇଟ୍‌ରେ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନାଁ ଉଲ୍ଲେଖ ନକରି ମାରିଛନ୍ତି ତେରଛା ବାଣ ।

Santosh Singh Saluja
'ଆମେ ଯାହାକୁ ଚାହିଁବୁ ପିସିସି ସଭାପତି ସିଏ ହେବ'

ସଭିଏଁ ଏକାଠି ହୋଇ ଲଢ଼ିଲେ ଦଳ ୨୦୨୪ରେ ନିଶ୍ଚିତ ଭାବେ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ସନ୍ତୋଷ ସିଂହ ସାଲୁଜା । କଂଗ୍ରେସ ପାଇଁ ଖୁସିର କଥା ପ୍ରଶାନ୍ତ କିଶୋର ଓଡ଼ିଶାକୁ ଗୁରୁତ୍ୱ ଦେଇଛନ୍ତି ।

Muslim Teacher
ଖାଲି କୋରାନ୍‌ ନୁହେଁ, ମୁସଲିମ୍‌ ହୋଇ ବି ପଢ଼ାଉଛନ୍ତି ଗୀତା ଭାଗବତ

କିଏ ଗୀତାରୁ ଜ୍ଞାନ ଆହରଣ କରୁଛି ତ ଆଉ କିଏ କୋରାନକୁ କଣ୍ଠସ୍ଥ କରୁଛି । ଛୋଟ ଛୋଟ ପିଲାଙ୍କ ମୁହଁରୁ ନିସୃତ ଗୀତା ଓ କୋରାନର ବାଣୀରେ ଗୁଞ୍ଜରିତ ହେଉଛି ଶ୍ରେଣୀଗୃହ ।

Odisha Abhibhabak Mahasangha
ଘରୋଇ ସ୍କୁଲ୍‌ରେ ପଢ଼ାଯାଉନି NCERT ବହି !

ପ୍ରାଇଭେଟ ସ୍କୁଲ୍‌ ଆଉ ନିଜ ପବ୍ଳିକେସନ୍‌ ବହି ପଢାଉଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ଏନେଇ ବାରମ୍ବାର ଅଭିଯୋଗ ପରେ ବି ବ୍ଲକ ଶିକ୍ଷାଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି ।

 E-Bicycle Designed By Assamese Student
ଏମିତିକା ଇ-ବାଇସାଇକେଲ, ଯାହାକୁ କେହି ଚୋରି କରିପାରିବେନି, ଜାଣନ୍ତୁ..

ଇଏ ଏମିତି ଏକ ଇ-ବାଇସାଇକେଲ୍‌ ଯାହାକୁ କେହି ଚୋରି କରିପାରିବେନି। ଯଦି ବି କେହି ଚୋରି କରନ୍ତି ତେବେ ସାଙ୍ଗେ ସାଙ୍ଗେ ଗୁଗୁଲ ଦେଇ ଦେବ ଲୋକେସନ୍‌। ଚୁଟ୍‌କିରେ ଆପଣ ପାଇଯିବେ ଆପଣଙ୍କ ଚୋରି ହୋଇଥିବା ଇ-ବାଇସାଇକେଲ୍‌। ଜାଣନ୍ତୁ ଏହାର ଦାମ୍‌ କେତେ?

IPS Arun Bothra In Headlines Again
ଲମ୍ବା ବ୍ରେକ୍‌ ପରେ ପୁଣି ଥରେ ଚର୍ଚ୍ଚାରେ IPS ଅରୁଣ ବୋଥ୍ରା

ମହାଯୁଦ୍ଧକୁ ନେଇ ରିପୋର୍ଟିଂ କରୁଥିଲେ ମହିଳା ସାମ୍ବାଦିକ। ଭିଡ଼ିଓରେ ଉପସ୍ଥାପନା ଶୈଳୀ ଦେଖି ଫିଦା ହୋଇଗଲେ IPS ଅରୁଣ ବୋଥ୍ରା। ଟ୍ୱିଟ୍‌ର ପେଜ୍‌ରେ ସେୟାର କଲେ ଭିଡ଼ିଓ। କହିଲେ, ଅନେକ ବର୍ଷ ହେଲା ଟିଭି ଦେଖିବା ଛାଡି ଦେଇଥିଲି..ପୁଣି ଥରେ ଏଇ ଭିଡ଼ିଓ ପାଇଁ ଟିଭି ଦେଖିବା ଆରମ୍ଭ...

 Masks mandatory in Delhi again, Rs 500 fine for violators
ଏଣିକି ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଫାଇନ୍‌ !

ମାସ୍କ ନ ପିନ୍ଧିଲେ ତଣ୍ଡ ଗଣିବାକୁ ପଡିବ ୫୦୦ ଟଙ୍କା । ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଫଳରେ ଏବେ ଦିଲ୍ଲୀରେ ମାସ୍କ ଚେକିଂକୁ କଡ଼ାକଡି କରାଯିବ ।

Coronavirus Wrap: India’s Covid-19 cases record 66% spike in 24 hours
କରୋନାର ଲମ୍ୱ ଡିଆଁ; ଦେଶରେ ଦିନକରେ ୨ ହଜାର ୬୭ ଆକ୍ରାନ୍ତ ଚିହ୍ନଟ

ପୁଣି ବଢ଼ୁଛି କରୋନା କେସ୍ । ଗତକାଲିଠୁ ଆଜି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ପ୍ରତିଶତରୁ ଅଧିକ ବଢ଼ିଛି । ଗତକାଲି ୧, ୨୪୭ ଜଣ ଚିହ୍ନଟ ହୋଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ହଜାର ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି...

State Bank Of India Hikes Lending Rate By 0.1%; Monthly EMIs To Go Up
SBI ଗ୍ରାହକଙ୍କୁ ବଡ ଝଟକା; ମହଙ୍ଗା ହେବ ଲୋନ୍

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମାର୍ଜିନାଲ୍‌ କଷ୍ଟ ଅଫ୍‌ ଲେଣ୍ଡିଂ ରେଟ୍ (MCLR)ରେ ୧୦ ପ୍ରତିଶତ ବେବିସ ପଏଣ୍ଟକୁ ବୃଦ୍ଧି କରିବାର ଘୋଷଣା କରିଛି ।

Food Distribution By BJP - OTV News Fuse
Food Distribution By BJP - OTV News Fuse

Food Distribution By BJP - OTV News Fuse OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the

Seven members of migrant bihari family burnt to death due to fire in slum in Ludhiana punjab
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲେ ଗୋଟିଏ ପରିବାରର ୭ ସଦସ୍ୟ

ନିଆଁରେ ଜୀଅନ୍ତା ଜଳିଗଲେ ଗୋଟିଏ ପରିବାରର ୭ ସଦସ୍ୟ । ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଛି ।

Sambalpur Police recovers Rs 32 lakh in cash buried underground
ମାଟି ତଳେ ବିଡ଼ା ବିଡ଼ା ଟଙ୍କା !

ମାଟି ତଳୁ ଜବତ ହେଲା ବିଡ଼ାବିଡ଼ା ଟଙ୍କା । ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୩୨ ଲକ୍ଷ ଟଙ୍କାକୁ ଜବତ କଲା ପୋଲିସ୍ । ଦେବଗଡ଼ରୁ ମିଳିଛି ୩୨ ଲକ୍ଷ ଟଙ୍କା ।

Rampant PC Culture in Odisha's Ganjam
ସୂଚନା ଫଳକରେ ଲେଖାଗଲା ପିସି ବାବଦକୁ ଖର୍ଚ୍ଚ କେତେ !

ସୂଚନାଫଳକରେ ପିସି କାରବାର ଲେଖାଯିବା ହୁଏତ ଆପଣ ଦେଖିନଥିବେ । ହେଲେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଖୁଲମଖୁଲା ଚାଲିଛି ପିସି କାରବାର ।

Sundargarh
କବାଡ଼ିବାଲାଙ୍କୁ ବିକ୍ରି ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ବହି !

ଛାତ୍ରଛାତ୍ରୀଙ୍କୁ ବାଣ୍ଟିବା ପାଇଁ ଆସିଥିବା ବହି କବାଡ଼ିବାଲାଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

corona Update
କରୋନା କବଳରେ ଦେଶର ରାଜଧାନୀ; ଦିନକରେ ଚିହ୍ନଟ ହେଲେ ୬ ଶହରୁ ଅଧିକ ନୂଆ ପଜିଟିଭ୍

ଚିନ୍ତା ବଢ଼ାଉଛି ଦିଲ୍ଲୀ । ଦିଲ୍ଲୀରେ କରୋନାର ମାମଲା ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଦିଲ୍ଲୀରେ ୬ ଶହରୁ ଅଧିକ ନୂଆ କେସ୍ ସାମ୍ନାକୁ ଆସିଛି ।

Countries putting emphasis on traditional herbal systems to fight COVID-19 pandemic: PM Modi
ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନ ଶିଳାନ୍ୟାସ: ଅନ୍ୟ ଦେଶମାନେ ମଧ୍ୟ ପାଇବେ ସୁଫଳ

ଗୁଜରାଟ ଜାମନଗରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଗ୍ଲୋବାଲ୍ ସେଣ୍ଟର ଫର୍ ଟ୍ରାଡିସନାଲ ମେଡିସିନର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Daily Horoscope 5 April 2022
Daily Horoscope 20 April 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ଏପ୍ରିଲ ମାସ ୨୦ ତାରିଖ, ବୁଧବାର, ମେଷ ୭ ଦିନ,ବୈଶାଖମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି, ଜ୍ୟେଷ୍ଠାନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର, କର୍କଟ ରାଶିର ଘାତବାର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Delhi Police uses drones for security surveillance near Jama Masjid to ensure law and order in the a
ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା ମାମଲା: ଡ୍ରୋନ୍ ଯୋଗେ କଡ଼ା ନଜର ରଖିଛି ପୋଲିସ

ଦିଲ୍ଲୀ ପୋଲିସ ପକ୍ଷରୁ ଡ୍ରୋନ୍ ସହାୟତାରେ ତୀକ୍ଷ୍ଣ ନଜର ରଖାଯାଇଛି । ଜାମା ମସ୍‌ଜିଦ ଅଞ୍ଚଳରେ ପୋଲିସ ଡ୍ରୋନ୍ ଉଡ଼ାଇ ସ୍ଥିତି ଉପରେ ନଜର ରଖିଛି ।