• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Doctor Demand Money for Childbirth
'ଆଗେ ୪ ହଜାର ଦିଅ, ତାପରେ ଛୁଆ ଜନ୍ମ ହେବ'

ପ୍ରସବ କରାଇବା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲାଞ୍ଚ ମାଗୁଥିଲେ ଡାକ୍ତର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତର ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ବିରୋଧରେ ଲାଞ୍ଚ ମାଗୁଥିବା ଅଭିଯୋଗ ଆଣିଲେ ରୋଗୀଙ୍କ ସଂପର୍କୀୟ ।

3 including a minor boy critical after drinking water from a water kiosk
ବିଶ୍ୱାସ ନାଁରେ ବିଶ୍ୱାସଘାତକତା ! ଜଳଛତ୍ର ପାଣି ପିଇ ୩ ଗୁରୁତର

ପାଣି ନାଁରେ ବି ବିଷ । ଖରା ତାତିରୁ ରକ୍ଷା ପାଇବା ପାଇଁ ରଖାଯାଉଥିବା ଜଳଛତ୍ରରେ ବିଷ ମିଶାଯାଇଥିବା ଅଭିଯୋଗ ହୋଇଛି ।

Woman Falls
କ୍ଷୀର ଉତୁରିଲେ ଚୁଲିକୁ....ଭଣ୍ଡା ଖାଇବାକୁ ମନ କରି ଖାଇଲେ ନଙ୍ଘା କଚଡ଼ା

ୟାଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ଭଣ୍ଡା ଖାଇବାକୁ ମନ ହେଲା ବୋଲି ଘିଡ଼ିଘିଡ଼ି ହୋଇ ଗଛକୁ ଚଢିଲେ, ଭଣ୍ଡା ତ ଖାଇଲେନି ହେଲେ ଏ ଯେଉଁ କଚଡ଼ା ଖାଇଲେ...ନାରଣରେ ସେ ମୁଣ୍ଡ ଅଛିଟି?

PM Modi, Tedros Ghebreyesus
WHO ମୁଖ୍ୟଙ୍କୁ 'ତୁଳସୀ ଭାଇ' ନାଁ ଦେଲେ ମୋଦି

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ ତଥା ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଧାନୋମ୍‌ଙ୍କୁ ନୂଆ ନାଁରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Jignesh Mevani
ଅଧରାତିରେ କଂଗ୍ରେସ ବିଧାୟକ ଜିଗ୍ନେଶ ମେବାନୀଙ୍କୁ ଗିରଫ କଲା ପୋଲିସ

କଂଗ୍ରେସ ନେତା ତଥା ଗୁଜରାଟର ବିଧାୟକ ଜିଗ୍ନେଶ ମେବାନୀ ଗିରଫ । ଗୁଜରାଟ ପାଲନପୁର ସର୍କିଟ ହାଉସରୁ ତାଙ୍କୁ ଗିରଫ କଲା ଆସାମ ପୋଲିସ ।

ASI Suspended
ମଣିଷଙ୍କୁ ପଶୁ ଇଞ୍ଜେକ୍‌ସନ ଦେବା ଘଟଣାରେ ASI ନିଲମ୍ବିତ

ମଣିଷକୁ ପଶୁ ଇଞ୍ଜେକ୍ସନ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟରେ ଅବହେଳା କରିଥିବା ASIଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସ୍ପି ।

Chitfund Lootera
୩ ଚିଟଫଣ୍ଡ ଠକଙ୍କୁ EOW ର ମୋଷ୍ଟ ୱାଣ୍ଟେଡ୍ ଘୋଷଣା; ଅଭିଯୁକ୍ତଙ୍କ ବାବଦରେ ତଥ୍ୟ ଦେଲେ ମିଳିବ ପୁରସ୍କାର

ଚିଟଫଣ୍ଡ ଲୁଟେରାଙ୍କ ଟେର ପାଉନି ପୋଲିସ । ମୋଷ୍ଟ ଓ୍ୱାଣ୍ଟେଡ ତାଲିକାରେ ତିନି ଜଣଙ୍କ ନା ଜାରି କରିଛି କ୍ରାଇମବ୍ରାଞ୍ଚ ।

Russia releases video of intercontinental ballistic missile launch
ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରି ପୁଣି ଶକ୍ତି ଦେଖାଲା ରୁଷ

ଋଷ୍‌ -ୟୁକ୍ରେନ୍ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧ ଚାଲିଥିବା ସମୟରେ ନିଜର ଶକ୍ତି ପୁଣି ଦେଖାଇଛି ରୁଷ । ସଫଳତା ସହ ସରମାଟ୍ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି ରୁଷ ।

Daily Horoscope 21 April 2022
Daily Horoscope 21 April 2022: ଜାଣନ୍ତୁ ଆଜିର ରାଶିଫଳ...

୨୦୨୨ ମସିହା, ଏପ୍ରିଲ ମାସ, ୨୧ ତାରିଖ, ଗୁରୁବାର, ମେଷ ୮ ଦିନ,ବୈଶାଖମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି, ମୂଳା ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

Covid 19 in India News : Delhi reports over 1,000 new cases in last 24 hours
ଦିଲ୍ଲୀରେ କାୟା ମେଲାଉଛି କରୋନା; ଦିନକରେ ୧ ହଜାର ୯ ପଜିଟିଭ ଚିହ୍ନଟ

ଦିଲ୍ଲୀରେ ପୁଣି ଦ୍ରୁତ ଗତିରେ ମାଡ଼ିଲାଣି କରୋନା । ଦିନକରେ ୧ ହଜାର ୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Odisha Latest Weather Update |
ତାତିରେ ଆଉଟୁପାଉଟୁ ସାରା ରାଜ୍ୟ; ୪୦ ଡିଗ୍ରୀ ପାର୍‌ କଲା ୧୯ ସହରର ତାପମାତ୍ରା

ତାତିରେ ଆଉଟୁପାଉଟୁ ସାରା ରାଜ୍ୟ । ଗତକାଲି ୧୯ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ସେହିପରି ୬ଟି ସ୍ଥାନରେ ଦିନ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି ।

OMFED Milk Gets Costlier From Today
ଓମଫେଡ୍ କ୍ଷୀର ନୂଆ ଦର; ଲିଟର ଫିଛା ୨ଟଙ୍କା ବୃଦ୍ଧି ପାଇଛି

ଆଜିଠୁ ବଢିଲା ଓମଫେଡ୍ କ୍ଷୀର ଦର । ଓମଫେଡ କ୍ଷୀର ଲିଟର ଫିଛା ୨ ଟଙ୍କା ବୃଦ୍ଧି ପାଇଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 21 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

News Fuse 20th April 2022
News Fuse 20th April 2022

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Kieron Pollard
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ବିସ୍ଫୋରକ୍‌ ଅଲରାଉଣ୍ତର କିରଣ ପୋଲାର୍ଡ

ସୋସିଆଲ ମିଡିଆରେ ଏକ ବାର୍ତ୍ତା ମାଧ୍ୟମରେ କିରଣ ପୋଲାର୍ଡ ନିଜର ଅବସର ଘୋଷଣା କରିଛନ୍ତି। ଦୀର୍ଘ ୧୫ ବର୍ଷ ଧରି ୱେଷ୍ଟଇଣ୍ଡିଜ ପାଇଁ ଖେଳିବା ପରେ ଅବସର ଘୋଷଣା କରିଛନ୍ତି ପୋଲାର୍ଡ । ୨୦୧୯ରେ ଦଳ ତାଙ୍କୁ ଅଧିନାୟକ ପଦ ଦେଇଥିବାରୁ ସେ ଦଳକୁ କୃତଜ୍ଞତା ଜଣାଇଛନ୍ତି ।

Naba Das
ଅଡୁଆରେ ମନ୍ତ୍ରୀ ନବ ଦାସ

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବ୍ୟକ୍ତିଗତ କର୍ମଚାରୀ ରହୁଥିବା କ୍ୱାର୍ଟର୍ସରେ ରୋଷେୟାଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ । ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟା ଓ ପରେ ରାତି ଅଧିଆ ବ୍ୟବଚ୍ଛେଦ ପଛର ରହସ୍ୟକୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

Sonali
ଝିଅ ସହ ମାଆ ନାମରେ ବି ମାମଲା ରୁଜୁ

ଭୁବନେଶ୍ୱରର ବହୁଚର୍ଚ୍ଚିତ ମଡେଲ ସୌମ୍ୟରଂଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ବଢିଲା ବାନ୍ଧବୀ ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ଅଡୁଆ । ଆତ୍ମହତ୍ୟାର ଅଢ଼େଇ ମାସ ପରେ ପୋଲିସ ରୁଜୁ କରିଛି ମାମଲା, ତାହା ପୁଣି ହାଇକୋର୍ଟଙ୍କ ଛାଟ ବାଜିବା ପରେ ।

Corona
ଦିନକରେ ଦେଶରେ କରୋନା ସଂକ୍ରମଣ ୬୫% ବୃଦ୍ଧି

ଗତକାଲି ସାମାନ୍ୟ କମିବା ପରେ, ଆଜି ପୁଣି ୨ ହଜାର ଟପିଛି ଦେଶର ଦୈନିକ କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ୬୫ ପ୍ରତିଶତ ବଢ଼ିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ରାଜଧାନୀ ଦିଲ୍ଲୀରେ ସ୍ଥିତି ବିଗୁଡ଼ୁଥିବା ଦେଖି, ମାସ୍କ ବାଧ୍ୟତାମୂଳକ କରାଯାଇଛି ।...

Mahanadi
କାହିଁକି ସରକାରଙ୍କ ନଜରରେ ପଡୁନି ମହାନଦୀର ମହାବିପତ୍ତି ?

ମହାନଦୀ ହେଉଛି ଆମ ମାଆ ଓ ଜୀବନ ଧାରଣର ରାହା । ହେଲେ ଆକାଶମାର୍ଗରୁ ଉତ୍ତୋଳିତ ଚିରସ୍ରୋତା ମାଆର ଏ ବିକଳ ଚିତ୍ରକୁ ଟିକେ ନିରିଖେଇ ଦେଖନ୍ତୁ । ସୋନପୁର ଓ ବୌଦ୍ଦରେ କେମିତି ଧୀରସ୍ଥିର ଓ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ରହିଛି ।

Mahanadi
କେବେ ଫେରିବ ମହାନଦୀର ପୂର୍ବାବସ୍ଥା ?

ଶୁଖିଯାଉଛି ମହାନଦୀ, ସଙ୍କଟରେ ଜୀବନ ଓ ଜୀବୀକା । ଦିନେ ଚିରସ୍ରୋତା ଥିଲା ହେଲେ, ଆଜି ଜରାଜୀର୍ଣ୍ଣ ଅବସ୍ଥା ଯୋଗୁଁ ଗୁରୁତର ହେଲାଣି ପିଇବା ପାଣି ସହ ବିଜୁଳି ସଙ୍କଟ । ଶୁଖିଲା ନଦୀ ପାଇଁ ଅବବାହିକା ଅଞ୍ଚଳ ସବୁ ତାତିରେ ହେଉଛି ଆଉଟୁପାଉଟୁ ।