• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

News Fuse - BJD\'s Pramila Mallick Enjoys Swing
News Fuse - BJD\'s Pramila Mallick Enjoys Swing

News Fuse - BJD\'s Pramila Mallick Enjoys Swing OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries

Joe Biden Has 'no Plans' To Visit Ukraine, Confirms White House Amid Russia-Ukraine War
ୟୁକ୍ରେନ ଗସ୍ତରେ ଯିବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ୟୁକ୍ରେନ ଗସ୍ତରେ ଯିବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବାଇଡେନଙ୍କ ୟୁକ୍ରେନ୍ ଗସ୍ତ ନଥିବା ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି ।

On Delhi Violence, Amit Shah Asks Police To Take Strict Action
ଦିଲ୍ଲୀ ହିଂସା ଘଟଣା: କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଲେ ଅମିତ ଶାହା

ଦିଲ୍ଲୀ ଜାହାଙ୍ଗୀରପୁରୀ ଅଞ୍ଚଳର ସାମ୍ପ୍ରଦାୟିକ ହିଂସା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Woman gives birth under mobile phone light in Ganjam
ମେଡିକାଲ୍‌ର ଅବ୍ୟବସ୍ଥାର ଚିତ୍ର; ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ପ୍ରସବ

ମେଡିକାଲ୍‌ରେ ଅବ୍ୟବସ୍ଥାର ଚିତ୍ର । ଜନନୀ ଯନ୍ତ୍ରଣା ସମୟରେ ବତି ଗୁଲ୍‌ । ଶେଷରେ ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ହେଲା ପ୍ରସବ ।

Coins worth Rs 11 cr missing from SBI vaults; CBI takes over investigation
SBIରୁ ଗାୟବ ହେଲା ୧୧ କୋଟି ଟଙ୍କାର କଏନ୍‌ ? ସିବିଆଇ ହାତକୁ ଗଲା ତଦନ୍ତ ଭାର

ଏସ୍‌ବିଆଇରୁ ଗାୟବ ହେଲା ୧୧ କୋଟି ଟଙ୍କାର କଏନ୍‌ । ରାଜସ୍ଥାନର ମେହେନ୍ଦୀପୁର ବାଲାଜୀରେ ଥିବା ଏକ ଷ୍ଟେଟ ବ୍ୟାଙ୍କରୁ ୧୧ କୋଟି ଟଙ୍କା ଗାୟବ ହୋଇଛି ।

Yogi adityanath order to officers shadi anudan amount increase to one lakh rupees
ଯୋଗୀ ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ଝିଅ ବିବାହ ପାଇଁ ମିଳିବ ୧ ଲକ୍ଷ ଟଙ୍କା

ବାହାଘର ପାଇଁ ଗରୀବ ଝିଅଙ୍କୁ ମିଳିବ ୧ ଲକ୍ଷ ଟଙ୍କା । ଗରିବ ଝିଅଙ୍କ ବିବାହ ପାଇଁ ସହାୟତା ରାଶିକୁ ୫୧ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ସିଏମ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି ।

Daily Horoscope
Daily Horoscope 19 April 2022: ଜାଣନ୍ତୁ ଆଜିର ରାଶିଫଳ...

ଆଜି ୨୦୨୨ ମସିହା, ଏପ୍ରିଲ ମାସ, ୧୯ ତାରିଖ, ମଙ୍ଗଳବାର, ମେଷ ୬ ଦିନ,ବୈଶାଖମାସ, କୃଷ୍ଣପକ୍ଷ, ତୃତୀୟାତିଥି, ଅନୁରାଧା ନକ୍ଷତ୍ର,ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କର ଦିନ...

OMFED Hikes Milk Price By Rs 2 In Odisha
ଏଣିକି ବଢ଼ିବ ଓମଫେଡ୍ କ୍ଷୀର ମୂଲ୍ୟ; ଏପ୍ରିଲ ୨୧ରୁ ଲାଗୁ ହେବ ନୂଆ ଦର

ବଢିବ ଓମଫେଡ୍ କ୍ଷୀର ଦର । ଏପ୍ରିଲ ୨୧ ରୁ ଓମଫେଡ କ୍ଷୀର ଲିଟର ଫିଛା ୨ ଟଙ୍କା ବୃଦ୍ଧି ପାଇବ ।

Matric Examination 2022 Admit Cards Available Online
ଆଜିଠୁ ମିଳିବ ମାଟ୍ରିକ ଆଡମିଟ୍ କାର୍ଡ; ୧୦ଟାରୁ ଅନଲାଇନରେ ଉପଲବ୍ଧ

ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ । ଦଶମ ଶ୍ରେଣୀ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପାଇଁ ଅନଲାଇନରେ ମିଳିବ ଆଡମିଟ୍ କାର୍ଡ ।

Stf sends accused on 4 day remand
ରାଜଧାନୀରେ ମହଙ୍ଗା ନିଶା ବିକ୍ରି ମାମଲା; ୪ ଦିନ ପାଇଁ ରିମାଣ୍ଡରେ ଗଲେ ୨ ମୁଖ୍ୟ ଅଭିଯୁକ୍ତ

ମେଗା ଇଭେଣ୍ଟକୁ ଟାର୍ଗେଟ କରି ରାଜଧାନୀରେ ମହଙ୍ଗା ନିଶା । କୋକେନ୍ ବିକ୍ରି ଯୋଜନା କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରବି କୁମାର-ଶନି କୁମାରକୁ ରିମାଣ୍ଡରେ ନେଲା ଏସଟିଏଫ୍ ।

Tempreture
ରାଜ୍ୟରେ ଜାରି ରହିଛି ଅଗ୍ନିବର୍ଷା; ୨୧ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ପାର୍‌

ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଉପାନ୍ତରୁ ଉପକୂଳ, ଆଭ୍ୟନ୍ତରୀଣରୁ ଓ ପଶ୍ଚିମ ସବୁଠି ଅଗ୍ନିବର୍ଷା । ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ରୁ ଖସୁନଥିବା ବେଳେ, ପ୍ରଥମ ଥର ପାଇଁ ଟ୍ୱିନ୍ ସିଟରେ ତାପମାତ୍ରା ୪୦ ପାର କରିଛି ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 19 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

News Fuse 18th April 2022
News Fuse 18th April 2022

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Trinath Mishra
ଚାର୍ଜସିଟ ଦାଖଲ କରିପାରିଲାନି ଭିଜିଲାନ୍ସ; ତ୍ରିନାଥ ମିଶ୍ରଙ୍କୁ ମିଳିଲା ସର୍ତ୍ତପୂର୍ଣ୍ଣ ଜାମିନ

ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ । ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ନ ହେବାରୁ ଏହି ଜାମିନ ମିଳିଛି । ଫେବୃଆରୀ ୧୬ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ...

Delhi Violence
ଦିଲ୍ଲୀରେ ହିଂସାକାଣ୍ତ; ପୋଲିସଙ୍କ ଉପରକୁ ପଥର ମାଡ଼ କଲେ ମହିଳା

ରାଜଧାନୀ ଦିଲ୍ଲୀ ଜାହାଙ୍ଗିରପୁରୀରେ ସୋମବାର ପୁଣି ହିଂସା ଦେଖିବାକୁ ମିଳିଛି। ଉକ୍ତ ଅଞ୍ଚଳରେ ପୁଣି ପୋଲିସ ଉପରେ ପଥର ମାଡ଼ ହୋଇଛି। ଗତ ଶନିବାର ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା ବେଳେ ଧାର୍ମିକ ହିଂସା ଦେଖାଯାଇଥିଲା ।

Srimandir Corridor Project
ବଦଳିଛି କି ଶ୍ରମୀନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ?

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଢୁଛି ବିବାଦ ସବୁଦିନ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ତଥ୍ୟ । ଏବେ ପୁଣି ଏକ ନୂଆ ଚିତ୍ର ଦେଖିବାକୁ ମିଳିଛି ନିର୍ମାଣଧୀନ ପ୍ରକଳ୍ପ ସ୍ଥଳରେ । ପଶ୍ଚିମ ଦ୍ୱାରରୁ ହଟିଛି ପ୍ରକଳ୍ପର ପୁରୁଣା ଫଳକ, ଲାଗିଛି ନୂଆ ଫଳକ ।

OTV
ଦୀର୍ଘ ୨୫ ବର୍ଷରେ ପାଦ ଥାପିଲା ଓଟିଭି; ଓଟିଭି ମୁଖ୍ୟ କାର୍ଯ୍ୟାଳୟ ସମେତ ସବୁ ବ୍ୟୁରୋରେ ସେଲିବ୍ରେସନ୍

ଏପ୍ରିଲ ୧୮, ୧୯୯୭ ଆଜିର ଦିନରେ ଓଡିଶା ମାଟିରେ ଆରମ୍ଭ ହୋଇଥିଲା ଖବର ପ୍ରସାରଣର ଏକ ନୂଆ ଅଧ୍ୟାୟ । ଜନ୍ମ ନେଇଥିଲା ଓଡ଼ିଶା ଟେଲିଭିଜନ୍-ଓଟିଭି । ସ୍ୱଳ୍ପ ଭିତ୍ତିଭୂମି, ସୀମିତ ସମ୍ବଳ ଆଉ ସମସ୍ୟାର ସୁଅ ଭିତରେ ବାଟ କାଟି ଧିରେ ଧିରେ ଆଗକୁ ଯାଇଥିଲା ।...

Padma Shri Prafulla Kar's Mortal
ପଞ୍ଚଭୂତରେ ବିଲୀନ ଶତ ଶତ ସୁରିଲା ଗୀତର ଯାଦୁଗର ପଦ୍ମଶ୍ରୀ ପ୍ରଫୁଲ୍ଲ କର

ସେ ଗୀତରେ ଅମର । ସଂଗୀତରେ ମଧ୍ୟ ଅମର । ସ୍ୱରରେ ବି ଅମର । ସିଏ ହେଉଛନ୍ତି ପ୍ରଫୁଲ୍ଲ କର । କମଳ ଦେଶର ରାଜକୁମାର ଗତକାଲି ୮୩ବର୍ଷ ବୟସରେ ପରପାରିକୁ ବାହୁଡ଼ିବା ପରେ ଆଜି ପଞ୍ଚଭୂତରେ ବିଲୀନ ହୋଇଛନ୍ତି ।

Lucknow wearing face masks in public places is mandatory in 7 districts of up including Ghaziabad lu
ଚିନ୍ତା ବଢ଼ାଉଛି କରୋନା; ୭ଟି ଜିଲ୍ଲାରେ ମାସ୍କ ବାଧ୍ୟତାମୂଳକ

ପୁଣି ବଢ଼ୁଛି କରୋନା ସଂକ୍ରମଣ ସଂଖ୍ୟା । ଉତ୍ତରପ୍ରଦେଶରେ କରୋନା ବଢ଼ିବା ହେତୁ ଯୋଗୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗାଜିଆବାଦ୍, ମେରଠ,ବୁଲନ୍ଦସହର,ବାଘପତ୍ ସମେତ ଲକ୍ଷ୍ନୌରେ ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି ।

Odisha Higher Education department withdraws its previous directive on streamlining self-financing
ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ସରକାର

ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ସରକାର । ନିଷ୍ପତ୍ତି ପରିବର୍ତ୍ତନ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଚିଠି । ପୂର୍ବଭଳି କଲେଜଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲୁ ରହିବାକୁ ନିଷ୍ପତ୍ତି ହୋଇଛି ।