ଆସାମର ବାରପେଟା ପୋଲିସ ଜିଗ୍ନେଶକୁ ଗିରଫ କରିଛି। ସେ ସରକାରୀ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ମେବାନୀଙ୍କ ନାଁରେ ଆସାମର ବାରପେଟ ଓ ଗୋଆଲପଡ଼ା ପୋଲିସ ଷ୍ଟେସନରେ ଦୁଇଟି ଏଫଆଇଆର ରୁଜୁ କରାଯାଇଛି।
ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି । ଆସନ୍ତା କାଲିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଛୁଟି ରହିବ ।
ପୁଣିଥରେ ଆମେରିକାକୁ ଚେତାବନୀ ଦେଲା ଋଷ । ଆମେରିକା ୟୁକ୍ରେନ୍କୁ ସାମରିକ ସହାୟତା ଯୋଗାଇ ଦେଉଥିବା ଅଭିଯୋଗ କରିଛି ଋଷ । ଯଦି ଆମେରିକା ବାରମ୍ବାର ୟୁକ୍ରେନ୍କୁ ଉନ୍ନତ ଅସ୍ତ୍ରଶସ୍ତ୍ର ପଠାଇବ, ତେବେ ଏହାର ପରିଣାମ ଖୁବ୍ ଖରାପ ହେବ ବୋଲି ଋଷ ଆମେରିକାକୁ ଚେତାଇ ଦେଇଛି ।
ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ । ଏଥିପାଇଁ CHSE ହେଡ୍କ୍ୱାଟରରେ ବ୍ୟବସ୍ଥା କରାଯାଇଛି ।
ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ ଭାରତୀୟ ପୂର୍ବତନ କ୍ରିକେଟର୍ ଅରୁଣ ଲାଲ୍ । ୬୬ ବର୍ଷ ବୟସରେ ଦ୍ୱିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅରୁଣ ।
ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ରଣାଙ୍କ ସମେତ ଦିନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ର କପିଲ ଓ ଧୀରଜ ୱାଧିନଙ୍କ ନାଁରେ ୫,୦୫୦ କୋଟି ଟଙ୍କାର ଅର୍ଥ ହଡ଼ପ କରିଥିବାର ଅଭିଯୋଗ କରିଛି ଇଡି ।
ପ୍ରଧାନମନ୍ତ୍ରୀଙ୍କ କାଶ୍ମୀର ଗସ୍ତରେ ଆପତ୍ତି ଆଣିଲା ପାକିସ୍ତାନ । ଚେନ୍ନାବ ନଦୀ ଉପରେ ରାଟେଲ ଏବଂ କୁୱାର ଜଳ ବିଦ୍ୟୁତ୍ ପ୍ରକଳ୍ପର ମୂଳଦୁଆ ପକାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ କାଶ୍ମୀର ଗସ୍ତ ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇଛି ପାକିସ୍ତାନ ।
ଅଲଗା ଅଲଗା ଜେଲ୍ ଗଲେ ରାଣା ଦମ୍ପତ୍ତି । ସାଂସଦ ନବନୀତ୍ ରାଣାଙ୍କୁ ମୁମ୍ବାଇ ପୋଲିସ ବାଇକୁଲ୍ଲା ମହିଳା ଜେଲକୁ ସ୍ଥାନାନ୍ତର କରିଥିବାବେଳେ ତାଙ୍କ ସ୍ୱାମୀ ବିଧାୟକ ରବି ରାଣାଙ୍କୁ ନାଭି ମୁମ୍ବାଇର ତାଲୋଜା ଜେଲକୁ ନିଆଯାଇଛି ।
The Great Odisha Political Circus- BJP Leader\'s Absence In Odisha During Elections OdishaTV is Odisha\'s no 1 News Channel. OTV being the first private
Noted Writer Binapani Mohanty On Khola Katha, Reminiscing The Moment OdishaTV is Odisha\'s no 1 News Channel. OTV being the first private satellite TV
News Fuse | Doctors Operate Patients Using Flash lights OdishaTV is Odisha\'s no 1 News Channel. OTV being the first private satellite TV channel in Odisha
ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ କାଠ । ରଥନିର୍ମାଣ ପାଇଁ ବିଳମ୍ବିତ ରାତିରେ ୪୦ ଫୁଟିଆ ଫାସୀ କାଠ ପହଞ୍ଚିଛି ।
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି । ଏଥିପାଇଁ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ବଢିଛି ରାଜ୍ୟ ସରକାରଙ୍କ ଖଣି ରାଜସ୍ୱ । ୨୦୨୧-୨୨ରେ ରାଜ୍ୟ ସରକାଙ୍କ ଖଣି ରାଜସ୍ୱ ୩୫୦ ପ୍ରତିଶତ ବଢ଼ି ୪୯ ହଜାର କୋଟି ଟଙ୍କାରେ ପହଞ୍ଚିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
Doctor Doctor | Reasons & Cure Of Vertigo OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries
Doctor Doctor | Reasons & Cure Of Parkinson\'s Disease OdishaTV is Odisha\'s no 1 News Channel. OTV being the first private satellite TV channel in Odisha
ଥାନାରେ ଅଟକ ଓଡ଼ିଆ ଟିଭି ସିରିଏଲ୍ ଅଭିନେତା। ଓଡ଼ିଆ ସିରିଏଲ୍ରେ ଅଭିନୟ କରିଥିବା ସୁମନଙ୍କ ବିରୋଧରେ ଜଣେ ଯୁବତୀ ଅଭିଯୋଗ ଆଣିଛନ୍ତି।
୪୯ ବର୍ଷରେ ପାଦ ଥାପିଲେ ମାଷ୍ଟରବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ।