• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Friday, 22 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Pramod Behera
  • 2 years ago

ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ଅଧ୍ୟାପକ ମରୁଡି

ରାଜ୍ୟରେ ଖୋଲିଛି ମାଳମାଳ ସେଲ୍ଫ ଫାଇନାନ୍ସିଂ କୋର୍ସ, ହେଲେ କେଉଁଠି ଅଧ୍ୟାପକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମିର ଅଭାବ ରହିଛି। ସାବତ ପୁଅ ନ୍ୟାୟରେ ଚାଲିଛି ଏହି ସବୁ କୋର୍ସ। ଗୁଣାତ୍ମକ ଶିକ୍ଷା ମିଳୁ ନ ଥିବାରୁ ଛାତ୍ରଛାତ୍ରୀ ମୁହଁ ଫେରାଇବା ଆରମ୍ଭ କରିଛନ୍ତି। More
  • Chandan Shishu
  • 2 years ago

ଦୁଇ ଝିଅଙ୍କ ଅକାଳ ବିୟୋଗ ପରେ ଅନ୍ୟକୁ ଚକ୍ଷୁଦାନ କଲେ ବାପା

ଶୁଭଲକ୍ଷ୍ମୀ ଓ ଭାଗ୍ୟ ଲକ୍ଷ୍ମୀଙ୍କ ସିନା ଅକାଳରେ ଆରପାରିକୁ ଚାଲିଗଲେ, ହେଲେ ସେ ଦୁହିଁଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ।  More
  • Chandan Shishu
  • 2 years ago

ପ୍ରଶ୍ନପତ୍ର ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଏପ୍ରିଲ ୨୯ରୁ ମେ ୭ ମାଟ୍ରିକ ଓ ଏପ୍ରିଲ ୨୮ରୁ ମେ ୩୧ ହେବ +୨ ପରୀକ୍ଷା ଆରମ୍ଭ ହେବ।  More
  • Chandan Shishu
  • 2 years ago

ସ୍ୱାମୀଙ୍କୁ ହତ୍ୟା ପାଇଁ ସୁପାରି ଅଭିଯୋଗକୁ ଅସ୍ୱୀକାର କଲେ ଅଭିଯୁକ୍ତ ପତ୍ନୀ

ଭୁବନେଶ୍ୱର ଡିସିପି କହିଛନ୍ତି, ଅଭିଯୁକ୍ତ ସ୍ତ୍ରୀ ଓ ସୁପାରି କିଲର ଧରାପଡ଼ିବା ପରେ ସତ ସାମ୍ନାକୁ ଆସିବ।  More
  • Prangyan Parimita
  • 2 years ago

ଚାନ୍ଦବାଲିରେ ପ୍ରସ୍ତୁତ ହେଉଛି କଲିକତା ପ୍ରସିଦ୍ଧ ନଦିଆ ମୃଦଙ୍ଗ

ମୃଦଙ୍ଗ ତିଆରି କରି ନାଁ କମାଇବା ସହ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଦୁଇ କାରିଗର । More
  • Prangyan Parimita
  • 2 years ago

ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବାପ, ଝିଅ

ପୋଲିସ୍‌ ଠାରୁ ନ୍ୟାୟ ନମିଳିବାରୁ ବାପ, ଝିଅ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । More
  • Chandan Shishu
  • 2 years ago

ହଷ୍ଟେଲ ଛାତ୍ରରୁ ଖସି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

ଦୁର୍ଘଟଣା ନା ଅନ୍ୟ କାରଣରୁ ଛାତରୁ ଖସିପଡ଼ିଲେ ତାହା ଜଣାପଡ଼ିନି।  More
  • Prangyan Parimita
  • 2 years ago

ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ଶ୍ରୀନିବାସ : ଆନ୍ଧ୍ରରୁ ଆସି ରାୟଗଡାରେ ଫଳାଉଛନ୍ତି ସୁନା

ଜୈବିକ ସାରରେ ଉତ୍ପାଦନ ପନିପରିବା ପାଉଥିବାରୁ ସ୍ୱାସ୍ଥ୍ୟ ପେକ୍ଷ ବେଶ ସହାୟକ ବୋଲି ଉତ୍ସାହର ସହ ଗ୍ରାହକ କିଣି ନେଉଛନ୍ତି । More
  • Pallipuspa Samal
  • 2 years ago

କାଲିଠୁ ପୁଣି ବଢ଼ିବ ତାପମାତ୍ରା, କାଳବୈଶାଖୀ ସମ୍ଭାବନା

କାଲିଠୁ ପୁଣି ବଢ଼ିବ ତାପମାତ୍ରା । କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଆସନ୍ତାକାଲିଠୁ ପୁଣି ସାଧାରଣ ତାପମାତ୍ରାରେ ୩ରୁ ୪ଡ଼ିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି। ତେବେ କାଳବୈଶାଖୀର ପ୍ରଭାବ ଆଜି ମଧ୍ୟ ରହିବ । More
  • Prangyan Parimita
  • 2 years ago

ଏବେ ବି ବଞ୍ଚି ରହିଛି ରାମଲୀଳା, ମଞ୍ଚରେ ନାଚୁଛନ୍ତି ଯୁବପିଢ଼ି

ବିଶେଷ କରି ଆଜିର ଯୁବପିଢ଼ି ଆଧୁନିକତା ଆଡ଼କୁ ଅଗ୍ରସର ହୋଇ ସିନେମା ପଛରେ ଧାଉଁଥିଲା ବେଳେ ଲୋକାପଡା ଗାଁର ଯୁବପିଢ଼ି ନିଜର ପରମ୍ପରା, କଳା, ସଂସ୍କୃତିକୁ ଭୁଲି ନଯାଇ ଆତ୍ମୀୟତାର ସହିତ ରାମଲୀଳା ଜାରି ରଖିଛନ୍ତି More
  • Prangyan Parimita
  • 2 years ago

ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନକା କମିଟି ବୈଠକ : ଆଜି ଆଗତ ହେବ ୨୩୭କୋଟି ଟଙ୍କାର ବଜେଟ୍

ନୂତନ ଭାବେ ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କର ଏହା ପ୍ରଥମ ପରିଚାଳନା କମିଟି ବୈଠକ More
  • Rajalaxmi Sahoo
  • 2 years ago

ସ୍କୁଲ୍‌ ସ୍ତରରୁ ହକି ପାଇଁ ଟ୍ରେନିଂ ନେବେ ଛାତ୍ରଛାତ୍ରୀ, ଖୋଲିବ ‘ମୋ ସ୍କୁଲ୍‌ ହକି କ୍ଲବ୍‌’

ସ୍କୁଲ୍‌ରେ ଖୋଲିବ ‘ମୋ ସ୍କୁଲ୍‌ ହକି କ୍ଲବ୍‌’ । ସ୍କୁଲ୍‌ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ହକି ପାଇଁ ପ୍ରଶିକ୍ଷଣ ଦେବା ପାଇଁ ଏଭଳି ଯୋଜନା କରାଯାଉଛି। More
  • Otv Khabar Bureau
  • 2 years ago

ଗାଇଡ୍‌ଲାଇନ୍‌ ଆସିବା ପରେ ୫ରୁ ୧୨ ବର୍ଷ ଶିଶୁଙ୍କ ଟୀକାକରଣ

ଶିଶୁଙ୍କୁ ଟୀକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ନିଜ ପ୍ରତିକ୍ରିୟା ରଖିଛନ୍ତି । ୫ରୁ ୧୨ ବର୍ଷ ଶିଶୁଙ୍କ ଟୀକାକରଣ ଲାଗି DCGIର ସୁପାରିସ ପରେ ପ୍ରତିକ୍ରିୟା । More
  • Otv Khabar Bureau
  • 2 years ago

ସ୍କୁଲରେ ଛାତ୍ରଛାତ୍ରୀଙ୍କୁ କରୋନା ଲକ୍ଷ୍ୟଣ ଥିଲେ ଟେଷ୍ଟ କରାଇ ଆଇସୋଲେସନରେ ରଖନ୍ତୁ: ବିଜୟ ମହାପାତ୍ର

ଅଭିବାବକ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ପରାମର୍ଶ । ଯଦି ଥଣ୍ଡା ଜ୍ୱରର ଲକ୍ଷ୍ୟଣ ରହୁଛି ତେବେ ଅଭିବାବକ ଓ ସ୍କୁଲ କର୍ତ୍ତୃପକ୍ଷ ସେମାନଙ୍କୁ ତୁରନ୍ତ ଟେଷ୍ଟ କରାଇ ଆଇସୋଲେସନରେ ରଖନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । More
  • Rajalaxmi Sahoo
  • 2 years ago

ବଦଳିବ କି ଖରାଛୁଟି ନିଷ୍ପତ୍ତି ?

ବଦଳିବ କି ସରକାରଙ୍କ ଖରାଛୁଟି ନିଷ୍ପତ୍ତି ? ଜୁନ୍ ବଦଳରେ ମେ’ ମାସରେ ହେବ କି ଛୁଟି ? ଖରାଛୁଟି ନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। More
  • Otv Khabar Bureau
  • 2 years ago

ଫିଟିଲା ନକଲି ଡାକ୍ତରଙ୍କ ଆଉ ଏକ ଗୁମର; ଚାକିରି ନାଁରେ ଲୋକଙ୍କୁ ଠକୁଥିଲେ

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ଆଉ ଏକ ଗୁମର । ଗୁରୁଗ୍ରାମରେ ଚାକିରି ଦେବା ନାଁରେ ସେ ଠକେଇ କରି ଆଗରୁ ଗିରଫ ହୋଇଥିଲେ । More
  • Otv Khabar Bureau
  • 2 years ago

ଆଦିବାସୀ ଅଧ୍ୟୁଷିତ ଇଲାକାରେ 'ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା' ଅନୁଷ୍ଠିତ

ଆଦିବାସୀ ଅଧ୍ୟୁଷିତ ଇଲାକାରେ ଆୟୋଜିତ ହୋଇଛି ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଏକୁଲସେକୁଲ ଇଲାକାରେ ଆରମ୍ଭ ହୋଇଛି ଏହି ମେଳା । More
  • Rajalaxmi Sahoo
  • 2 years ago

ଚଇତି ପରବ ବେଳେ ଗଡ଼ିଲା ମୁଣ୍ଡ, ସାମାନ୍ୟ ବଚସାକୁ ନେଇ ଡବଲ୍‌ ମର୍ଡର

ଚଇତି ପରବ ପାଳନ ବେଳେ ଗଡ଼ିଲା ମୁଣ୍ଡ। ସାମାନ୍ୟ ବଚସାକୁ ନେଇ ୨ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।  More
  • Rajalaxmi Sahoo
  • 2 years ago

୨୯ରୁ ମାଟ୍ରିକ ପରୀକ୍ଷା, ଆଜିଠୁ ନୋଡାଲ୍‌ ସେଣ୍ଟରକୁ ଯିବ ପ୍ରଶ୍ନପତ୍ର

ଆସନ୍ତା ୨୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ତେବେ ଆଜିଠୁ ପ୍ରଶ୍ନପତ୍ର ବୋର୍ଡ କାର୍ଯ୍ୟାଳୟରୁ ବିଭିନ୍ନ ଜିଲ୍ଲାର ନୋଡାଲ୍‌ ସେଣ୍ଟର ଗୁଡ଼ିକୁ ପଠାଯିବ। ଏଥିଲାଗି ୩୦ଟି ଜିଲ୍ଲାରେ ୩୧୫ଟି ନୋଡାଲ୍‌ ସେଣ୍ଟର କରାଯାଇଛି। More
  • Pallipuspa Samal
  • 2 years ago

ଏବେ ଅଲୋଡ଼ା ହୋଇପଡ଼ିଛି ମାଟିର ସାମଗ୍ରୀ, ଚିନ୍ତାରେ କାରିଗର

ଦିନ ଥିଲା ମାଟିପାତ୍ରର ଚାହିଦା ଢେର ଅଧିକ ଥିଲା କିନ୍ତୁ ଆଧୁନିକ ଯୁଗରେ ପ୍ରାୟତଃ ଅଲୋଡା ମାଟି ସାମଗ୍ରୀ ଆଉ ଅଦରକାରୀ ହୋଇପଡିଲେଣି ମାଟି କାରୀଗର ଗୋଟେପଟେ କଂଚାମାଲ ର ଅଭାବ ଅନ୍ୟପଟେ ନିଜ ଉଦ୍ୟମରେ ଯାହା କିଛି ତିଆରି ହେଉଛି ତାହା ବିକ୍ରି ହେବା ବି କଷ୍ଟକର ସରକାରୀ ପ୍ରୋତ୍ସାହନ ସହ କଂଚାମାଲର ଅଭାବ ଓ ବିକ୍ରି ଲାଗି ବଜାରର ସୁବିଧା ନଥିବାରୁ ବେଉସା ଛାଡିବାକୁ ବସିଲେଣି କୁମ୍ଭକାର ପରିବାର । More
  • Otv Khabar Bureau
  • 2 years ago

ପୁଣି ରାଜଧାନୀରେ ଲୁଟ୍‌; ବନ୍ଧୁକ ମୁନରେ ଲୁଟିନେଲେ ୬ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଅଳଙ୍କାର

ରାଜଧାନୀରେ ମାତିଛି ଲୁଟେରାଙ୍କ ଆତଙ୍କ । ପୁଣି ଥରେ ବନ୍ଧୁକମୁନରେ ଲୁଟିଛନ୍ତି ସୁନା ଅଳଙ୍କାର । ଶତାବ୍ବୀ ନଗର ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଗତକାଲି ରାତିରେ ଲୁଟି ନେଇଛନ୍ତି ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର । More
  • Otv Khabar Bureau
  • 2 years ago

ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାଲକାନଗିରି ଗସ୍ତ

ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମାଲକାନଗିରି ଡିଆର୍ଡିଏ କନ୍ଫରେନ୍ସ ହଲରେ ସେ ବିଭିନ୍ନ ଯୋଜନାର ସମୀକ୍ଷା କରିବେ । More
  • Otv Khabar Bureau
  • 2 years ago

କାଳବୈଶାଖୀ ବର୍ଷାରେ ବେହାଲ ମାଲକାନଗିରି

ମାଲକାନଗିରି ଜିଲ୍ଲାର ଏକାଧିକ ଅଞ୍ଚଳରେ କାଳବୈଶାଖୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଘର ଛାତ ଉଡ଼ି ଯାଇଛି, କାନ୍ଥ ଭୁସୁଡ଼ିଛି । More
  • Satyendu Shekher Mishra
  • 2 years ago

ଜମିବାଡ଼ିକୁ କେନ୍ଦ୍ର କରି ଡବଲ ମର୍ଡର, ବାପା-ପୁଅ ମୃତ

ପାରିବାରିକ କଳହରୁ ରୁହୁନିଆ ଗାଁର ଦେବ ସିନ୍ଧିରିଆ ତାଙ୍କ ପୁଅ ରତନ ସିନ୍ଧିରିଆ ଓ ବୋହୁ ସୁକାନ୍ତି ସିନ୍ଧିରିଆଙ୍କୁ ଆକ୍ରମଣ କରିଥିଲେ ଅମିଲ ସିନ୍ଧିରିଆ ଓ କମିଲ ସିନ୍ଧିରିଆ । More
  • Pramod Behera
  • 2 years ago

ପରକୀୟା ପ୍ରୀତି ପାଇଁ ସ୍ୱାମୀଙ୍କୁ ସ୍ତ୍ରୀର ହତ୍ୟା ଉଦ୍ୟମ

ଧରାପଡିଗଲା ସ୍ତ୍ରୀର ଚୋରା ପୀରତି। କଲା ସ୍ୱାମୀଙ୍କୁ ହତ୍ୟା ଯୋଜନା। ସୁପାରୀ କିଲର ଦ୍ୱାରା ହତ୍ୟା ଉଦ୍ୟମ। ଡ୍ରାଇଭର ପ୍ରେମିକ ସହ ମିଶି ଇଞ୍ଜିନିୟର ସ୍ୱାମୀଙ୍କୁ ହତ୍ୟା ପାଇଁ ଉଦ୍ୟମ। ସାନ୍ଧ୍ୟ ଭ୍ରମଣ ବେଳେ ମରଣାନ୍ତକ ଆକ୍ରମଣରେ ସ୍ୱାମୀ ଗୁରୁତର। More
  • Satyendu Shekher Mishra
  • 2 years ago

ବିଶ୍ୱସ୍ତରୀୟ ମେଡିକାଲରେ ବିଶ୍ୱସ୍ତରୀୟ ପ୍ଲାନ୍‌ ? ମୋବାଇଲ ବନ୍ଧା ରଖିଲେ ମିଳିବ ଷ୍ଟ୍ରେଚର୍‌-ହ୍ୱିଲ୍‌ ଚେୟାର

କଟକ କନ୍ଦରପୁରର ପ୍ରକାଶ ଚନ୍ଦ୍ର ଓଝା । ନିଜ ସଂପର୍କୀୟଙ୍କୁ ଷ୍ଟ୍ରେଚରରେ ନେଇ ଏକ୍ସ-ରେ କରାଇବାର ଆବଶ୍ୟକତା ଥିବାରୁ ଟ୍ରମା କାଜୁଆଲ୍‌ଟି ସାମ୍ନାରୁ ବୁକିଂ କାଉଣ୍ଟରକୁ ଆସିଥିଲେ । More
  • Satyendu Shekher Mishra
  • 2 years ago

ଅଗଷ୍ଟ ସୁଦ୍ଧା ଶେଷ ହେବ ଜଟଣୀ ସୀତାରାମ ଛକ ଓଭରବ୍ରିଜ୍: ଅପରାଜିତା ଷଢ଼ଙ୍ଗୀ

୩ କୋଟି ଟଙ୍କା ବ୍ୟୟରେ ଫୁଟ ଓଭର ବ୍ରିଜ ପାଇଁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ମଞ୍ଚେଶ୍ୱର ରେଲୱେ ମାର୍କେଟ ପାତ୍ରସାହି ଲୋକଙ୍କୁ ଥଇଥାନ ପରେ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି । More
  • Satyendu Shekher Mishra
  • 2 years ago

ଲୋକଙ୍କ କବ୍‌ଜାରେ ଐତିହ୍ୟ କୀର୍ତ୍ତିରାଜି, ହେଲେ ସରକାର କହୁଛନ୍ତି ଆମେ ଜାଣିନୁ !

୧୯୫୦ ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ ଭୁବନେଶ୍ୱର ସହରର ଅତି ପାଖରେ, ଲିଙ୍ଗିପୁର ପଞ୍ଚାୟତ ଅଧିନରେ ଥିବା ୫୬୨.୬୮୧ ଏକର ଜମିରେ ଗଢ଼ି ଉଠିଥିଲା ଏ ଗଡ଼ । ଯାହା, ଏବେ ମାତ୍ର ୭୭୫ ଡିସିିମିଲ ବା ଏକ ଏକରରୁ କମ୍‌ରେ ସୀମିତ ରହିଯାଇଛି । More