ରୁଷିଆ ୟୁକ୍ରେନ୍ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ଯୁଦ୍ଧକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ୟୁକ୍ରେନର ପଶ୍ଚିମ ସ୍ଥିତ ଲାଭିଭ୍ ସହରରେ ରୁଷିଆ ୫ଟି ଶକ୍ତିଶାଳୀ ମିଶାଇଲ୍ ଦ୍ୱାରା ଆକ୍ରମଣ କରିଛି ।
କରୋନା ପରେ ଏବେ ଦକ୍ଷିଣ ଆଫ୍ରିକାରେ ପୁଣି ହାହାକାର ପରିସ୍ଥିତି । ୪ ହଜାର ଘର ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେବା ସହ ୧୩ ହଜାର ୫୦୦ଟି ଘର କ୍ଷତିଗ୍ରସ୍ତ ଓ ୪୦ ହଜାର ଲୋକ ବେଘର ହୋଇଯାଇଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଲାଗିଥିବା ଫଳକକୁ ଫଳକ କଢା ଯାଇ ନୂଆ ଡିଜାଇନର ଫଳକ ଲଗାଯାଇଛି ।
Taste Of Odisha- Know Recipe To Prepare Dahi Vada From Banana OdishaTV is Odisha\'s no 1 News Channel. OTV being the first private satellite TV channel
News Fuse | Food Safety Dept Seize White Chicken From Eatery OdishaTV is Odisha\'s no 1 News Channel. OTV being the first private satellite TV channel
କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେ ଚଣ୍ଡୀ l
ପୋଲିସ ହେପାଜତରେ ମୃତ୍ୟୁ । ଭୁବନେଶ୍ୱର ବଡ଼ଗଡ ଥାନା ପୋଲିସ ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଖୁସି ଖବର । ‘ଲାଷ୍ଟ ସିନ୍’କୁ ନେଇ କମ୍ପାନୀ ଆଣିଛି ଏହି ନୂଆ ଫିଚର୍ସ...
ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଉଟରିଚ୍ ପକ୍ଷରୁ ଅଷ୍ଟମ ଅନ୍ତର୍ଜାତୀୟ ରେଡିଓ ମେଳା ଅନୁଷ୍ଠିତ ହୋଇଛି । ପ୍ରଦର୍ଶନୀରେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ ରହିଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
The Great Odisha Political Circus- Special Episode On Govt Employee\'s Fear Over Vigilance Raid OdishaTV is Odisha\'s no 1 News Channel. OTV being the
News Fuse- Women Lock Horns, Engage In Intense Fight OdishaTV is Odisha\'s no 1 News Channel. OTV being the first private satellite TV channel in Odisha
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପୁଅ ଆଗରେ ସମୁଦ୍ରରେ ଭାସିଗଲେ ବାପା । ପୁରୀ ସମୁଦ୍ର ବେଳାଭୂମିରେ ବାପପୁଅ ଦୁହେଁ ଖେଳୁଥିଲେ । ପୁଅ ଆଗରେ ଷ୍ଟଣ୍ଟ ଦେଖାଉଥିଲେ ବାପା । ଷ୍ଟଣ୍ଟ ମାରୁ ମାରୁ ଲହଡ଼ି ଭିତରେ ଭାସିଗଲେ ବାପା ।
ଭାବ ଆଉ ଆବେଗର ସଂପର୍କ ଭିତରେ ପ୍ରେମିକାଟିଏ ଯାହା ସହ ବାଟ ଚାଲିବାର ପଣ କରିଥିଲା, ତାଠୁ ମିଳିଲା ଧୋକ୍କା। ପ୍ରଥମେ ପ୍ରେମ ଓ ତାପରେ ଅସହ୍ୟ ହେଲା ପ୍ରତାରଣା। ଶେଷରେ ପ୍ରେମିକକୁ ଶେଷ ଚିଠି ଲେଖି ବିଦାୟ ନେଇଗଲା ପ୍ରେମିକାଟିଏ
ଚିନ୍ତା ବଢ଼ାଇଛି ମଲ୍ ନିଆଁ । କିଛି ଦିନ ତଳେ କଟକ ପରେ ଗତକାଲି ଭୁବନେଶ୍ୱର କେଶରୀ ମଲ୍ରେ ଅଗ୍ନିକାଣ୍ଡ ପରେ ଛାନିଆଁ ସହରବାସୀ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଥମୁନି ବିବାଦ । ବିଧାନସଭାରୁ ସଂସଦ ଯାଏଁ, ସବୁଠି ପ୍ରକାଶ ପାଇଛି ଉଦ୍ବେଗ । ଏପରିକି ହାଇକୋର୍ଟରେ ବିଚାରାଧୀନ ରହିଛି ମାମଲା । ତଥାପି ଜାରି ରହିଛି ଐତିହ୍ୟ କରିଡର୍ ପ୍ରକଳ୍ପ କାମ ।
ବହୁ ବିବାଦ ଓ ବିରୋଧ, ଏପରିକି ହାଇକୋର୍ଟରେ ମାମଲା ବିଚାରାଧୀନ ଥିଲେ ବି ବେଧଡ଼କ୍ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ପାର୍ଲାମେଣ୍ଟରୁ ବିଧାନସଭା ଯାଏଁ, ସବୁଠି ଉଦ୍ବେଗ ପ୍ରକାଶ ପାଇବାପରେ ବି ନିର୍ମାଣ କାମ କିନ୍ତୁ ବନ୍ଦ ହେଉନି ।
ମେ ରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ଶିକ୍ଷାଦାନ ଓ ପରୀକ୍ଷା ପଦ୍ଧତିରେ ଆସିବ ନୂଆ ସଂସ୍କାର । କରୋନା ପାଇଁ ୭୦ ପ୍ରତିଶତ ସିଲାବସ୍ରେ ପାଠ ପଢା ଚାଲିଥିଲା । ଏଣିକି ପିଲାଙ୍କୁ ପଢାଯିବ ଶତ ପ୍ରତଶତ ସିଲାବସ୍ ।