• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

Otv Khabar Bureau

Editor

Posts by Otv Khabar Bureau

Week-long school bus safety check drive in Odisha from Today
ଆଜିଠୁ ପୁଣି ଧରପଗଡ଼; କଡ଼ାକଡ଼ି ଯାଞ୍ଚ ହେବ ସ୍କୁଲ୍ ପିଲାଙ୍କୁ ନେଉଥିବା ବସ୍ ଓ ଅନ୍ୟାନ୍ୟ ଲାଇଟ୍ ଭେଇକିଲ୍

ଆଜିଠୁ ପୁଣି ଧରପଗଡ଼ । ସ୍କୁଲ ପିଲାଙ୍କୁ ପରିବହନ କରୁଥିବା ବସ୍ ଓ ଅନ୍ୟ ହାଲୁକା ଯାନ ଚେକିଂ ଅଭିଯାନ କଡ଼ାକଡ଼ି ହେବ ।

Weather Update
ପାଣିପାଗ ବିଭାଗର ସତର୍କ ସୂଚନା; ଆଜିଠୁ ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା

ଆଜିଠୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ ତାଣ୍ଡବ ରଚିପାରେ କାଳବୈଶାଖୀ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 20 April 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

TASTE OF ODISHA | EP 299| 16th APRIL 2022 | AMBA CHICKEN & KADALI DAHIBARA
TASTE OF ODISHA | EP 299| 16th APRIL 2022 | AMBA CHICKEN & KADALI DAHIBARA

This show brings Odia food and cuisine to the limelight. The anchor travels to different households to get a taste of authentic, homemade food and sometimes

Monkey Give Birth
ମା'ର ବେଦନାକୁ ବୁଝିପାରିଲେ ପୋଲିସ ବାବୁ; ମାଙ୍କଡ଼ ପେଟରୁ ଛୁଆକୁ ବାହାର କରି ଯନ୍ତ୍ରଣା ଦୂର କଲେ

ରାସ୍ତା କଡ଼ରେ ପ୍ରବଳ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲା ମାଆ ମାଙ୍କଡ଼। କଷ୍ଟ ଦେଖିପାରିଲେନି ପୋଲିସ କନେଷ୍ଟବଳ। ସ୍ଥାନୀୟ ଲୋକଙ୍କ ସହାୟତାରେ ବାଣୀ ଅଖାରେ କରାଇଲେ ପ୍ରସବ...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ, କନେଷ୍ଟବଳଙ୍କୁ କରାଯାଉଛି ଭୂରି ଭୂରି ପ୍ରଶଂସା

Odisha Congress
ପିକେଙ୍କ ନୂଆ ଫର୍ମୁଲା

ପଲିଟିକାଲ ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋରଙ୍କ ଫୋକସ୍‌ରେ ଓଡ଼ିଶା । ଓଡ଼ିଶାରେ କଂଗ୍ରେସର କମବ୍ୟାକ୍ ପାଇଁ ପ୍ରସ୍ତୁତ କରିଛନ୍ତି ରଣନୀତି । ସୋନିଆଙ୍କୁ ଭେଟି, ଦେଇଛନ୍ତି ରୋଡ ମ୍ୟାପ୍ । ପ୍ରଶାନ୍ତ କହିଛନ୍ତି ଦଳ ଓଡ଼ିଶାରେ ନୂଆ ଟିମ୍ କରି ୨୪ ନିର୍ବାଚନ ଏକାକୀ ଲଢୁ ।

Driver Protest
ଗୁଇନ୍ଦା ତଥ୍ୟ କେଉଁ କାମକୁ ?

ରାଜଧାନୀରେ ଡ୍ରାଇଭରଙ୍କ ଯୁଦ୍ଧଂଦେହୀ । ଠେଙ୍ଗା, ବାଡି ଧରି ରାଜରାସ୍ତାରେ ହଙ୍ଗାମା । ବାଉଁଶ ପୋତି ରାସ୍ତା ଅବରୋଧ, ଠପ୍ ପୂରା ଭୁବନେଶ୍ୱର । ତେବେ କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି ? ଗୁଇନ୍ଦା ସୂଚନା ସତ୍ତ୍ୱେ କାହିଁକି ସ୍ଥିତି ନିୟନ୍ତ୍ରଣରେ ଫେଲ ମାରିଲା ପୋଲିସ ?

Fake Detergent
ଭେଜାଲ ସାମଗ୍ରୀର ହବ୍‌ ପାଲଟିଲାଣି କି କଟକ ?

ନାମୀ ଦାମୀ ପ୍ରତିଷ୍ଠିତ କମ୍ପାନିର ଲେବଲ୍, ପ୍ୟାକେଜିଂକୁ ନକଲ କରି ସେଥିରେ ନକଲି ଓ ନିମ୍ନମାନର ଡିଟରଜେଣ୍ଟ ପାଉଡର ଭର୍ତ୍ତି କରି ବିକ୍ରି କରାଯାଉଥିଲା । ଏଥିରେ କପଡ଼ା ଠିକ୍‌ରେ ସଫା ତ ହେବ ନାହିଁ, ବରଂ ଖରାପ ହେବ । ଏପରିକି ସ୍ୱାସ୍ଥ୍ୟ ଉପରେ ବି କୁପ୍ରଭାବ...

Fake Detergent
ପ୍ୟାକେଟ୍ ଅସଲି କିନ୍ତୁ ମାଲ୍ ନକଲି

କଟକରେ ଥମୁନି ଭେଜାଲ ସାମଗ୍ରୀ କାରବାର । ଏତେ ନକଲି ସାମଗ୍ରୀ କାରବାର ଧରାପଡ଼ୁଛି ଯେ, ପୁରା ପୋଖତ ଲୋକ ବି ଧୋକା ଖାଇଯିବ, କେଉଁଟା ଅସଲି କେଉଁଟା ନକଲି ।

Corrupt Police
ଭିଜିଲାନ୍ସ ରେଡ୍‌ ଏକ ଭେଳିକି ! ଢିଲା ତଦନ୍ତ ପାଇଁ ଖସି ଯାଉଛନ୍ତି ବଡ଼ ବଡ଼ ମାଛ

ଚାର୍ଜସିଟ୍ ଦାଖଲରେ ବିଳମ୍ବରୁ ଜାମିନରେ ଖସି ଯାଉଥିବା ଏଭଳି ଅଫିସରଙ୍କ ତାଲିକା ଆହୁରି ଲମ୍ବା ଆଶ୍ଚର୍ଯ୍ୟର କଥା ହେଉଛି, ଭିଜିଲାନ୍ସ ଜାଲରେ ଫସିବା ଏବଂ ଅଚଳାଚଳ ସମ୍ପତ୍ତିର ତଥ୍ୟ ମିଳିବା ପରେ ଏଭଳି ବହୁ ଦୁର୍ନୀତିଖୋର ଅଧିକାରୀଙ୍କୁ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିରେ ବାଧ୍ୟତାମୂଳକ ଅବସର ଦେଇଛନ୍ତି...

Corrupt Police
ଭିଜିଲାନ୍ସ ରେଡ୍ ଏକ ଭେଳିକି !

ଅଭିଯୁକ୍ତଙ୍କ ବିରୋଧରେ କାହିଁକି ଚାର୍ଜସିଟ୍ ଦାଖଲ ହୋଇପାରୁନି, ଏଥିରେ ପ୍ରକ୍ରିୟାଗତ ସମସ୍ୟା ରହୁଛି । ନା ଜାଣିଶୁଣି ବିଳମ୍ବ କରାଯାଇଛି, ଯାହା ଦୁର୍ନତିଖୋର୍‌ଙ୍କୁ ଖସିବାର ବାଟ କଢ଼ାଉଛି ।

Covid 19
ଦେଶରେ ଦ୍ରୁତ ଗତିରେ ବଢ଼ୁଛି ସଂକ୍ରମଣ, ହେଲେ ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣ

ଦେଶରେ କରୋନା ଗ୍ରାଫ୍ର ଟେନସନ୍ ଭିତରେ ରାଜ୍ୟରେ କିନ୍ତୁ ସଂକ୍ରମଣ ନିୟନ୍ତ୍ରଣରେ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତାସହ ମାସ୍କ ପିନ୍ଧିବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି । ଯେହେତୁ ଡବ୍ଲୁଏଚ୍‌ଓ କହିଛି ଯେ, ଏବେ କରୋନାର ସିଭିଅରିଟି ନାହିଁ ଓ ଏହାକୁ ଚତୁର୍ଥ ଲହର କହିହେବ ନାହିଁ...

Covid 19
ବଢ଼ିଲା ଚତୁର୍ଥ ଲହର ଶଙ୍କା

ଡରାଇଲାଣି କୋଭିଡ୍‌ର ଚତୁର୍ଥ ଲହର । ସଜାଗ ହେଲେଣି ସରକାର । ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ କରୋନା ସଂକ୍ରମଣ ପୁଣି ବଢ଼ିବା ପରେ ଏବେ ଓଡ଼ିଶାରେ ଛନକା ।

Violence
ପିଡିଏସ୍ ପାଇଁ ହାତାହାତି; ନାଏବ ସରପଞ୍ଚଙ୍କୁ ପିଟିବାକୁ ଗୋଡ଼ାଇଲେ ଲୋକେ

ଗାଁ ଗାଁରେ ପହଞ୍ଚାଇବି ପିଡିଏସ୍‌ ସାମଗ୍ରୀ। ପଞ୍ଚାୟତ ନିର୍ବାଚନ ବେଳେ ଏମିତି ପ୍ରତିଶ୍ରୁତି ଦେଇଥିଲେ ନବ ନିର୍ବାଚିତ ସରପଞ୍ଚ। ହେଲେ ଏବେ ସେ ସମ୍ପୂର୍ଣ୍ଣ ଅସହାୟ।

Niranjan Patnaik
'ଆଗ ନେତା ଶୃଙ୍ଖଳିତ ହୁଅନ୍ତୁ, ପରେ କର୍ମୀଙ୍କ କଥା କହିବା'

ରାଜ୍ୟରେ କଂଗ୍ରେସ ପିସିସି ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଜୋର ଧରିଛି। ପିସିସି ସଭାପତି ପରିବର୍ତ୍ତନ ସୁନିଶ୍ଚିତ। ଏନେଇ ଦଳର ବରିଷ୍ଠ ନେତା ତଥା କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି।

8 Year Odia Girl
କୁନି ହାତରେ ରାମାୟଣ ଲେଖା; ଆମାଜନ୍‌ରେ ହେବ ପବ୍ଲିସ୍‌

କୌଣସି ପୌରାଣିକ ଶାସ୍ତ୍ର ପୁସ୍ତକ ରଚନା କରିବାକୁ ହେଲେ ଯେ କେତେ ବଡ ବଡ ଗ୍ରନ୍ଥ ପଢ଼ିବା ସହ ତର୍କ ଶାସ୍ତ୍ର, ଦର୍ଶନ ଶାସ୍ତ୍ର ଆଦି ଭଲ କରି ପଢିବା ଆବଶ୍ୟକ, ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ୮ ବର୍ଷୀୟ ଓଡ଼ିଆ ଝିଅ ଓସିନ ।

Custody Death Case
ଭୁବନେଶ୍ୱରରେ ପୋଲିସ ହେପାଜତରେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲା; ବଦଳିଲେ ତଦନ୍ତକାରୀ ଅଧିକାରୀ

ଭୁବନେଶ୍ୱର ବଡ଼ଗଡ଼ ଥାନା ପୋଲିସ୍ ହେପାଜତରେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ବଦଳିଲେ ତଦନ୍ତକାରୀ ଅଧିକାରୀ । ବଡ଼ଗଡ଼ ଥାନାରେ ଥିବା ମାମଲାର ତଦନ୍ତକାରୀ ଅଧିକାରୀ ଏସ୍‌କେ ବେହେରାଙ୍କୁ ବଦଳି କରାଯାଇଛି ।

 SDJM court grants permission to Dhauli Police to take two arrested accused on remand for 5 days
ଭୁବନେଶ୍ୱର ATM ଲୁଟ୍‌ ଘଟଣା; ୫ ଦିନିଆ ରିମାଣ୍ଡରେ ଯିବେ ୨ ଅଭିଯୁକ୍ତ

ଭୁବନେଶ୍ୱର ଲିଙ୍ଗିପୁରରେ ଏଟିଏମ୍ ଉପାଡ଼ି ଲୁଟ୍ ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତ ଖୋକନ ମୁଲ୍ଲା ଓ ମିଜାନୁର ରେହମାନ ମୁଲ୍ଲାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି । 

Fake detergent powder Factory Busted In Cuttack
କଟକରେ ପୁଣି ଭେଜାଲ୍ ! ଖାଦ୍ୟ ସାମଗ୍ରୀ ପରେ ଏବେ ଡିଟରଜେଣ୍ଟ ବି ନକଲି

କଟକ ମାଲଗୋଦାମ ପୋଲିସ୍ ଦ୍ୱାରା ନକଲି ଡିଟରଜେଣ୍ଟ ଫ୍ୟା୍ରିରେ ଚଢାଉ ହୋଇଛି । କଟକ ଟାଙ୍ଗି ଓ ମାହାଙ୍ଗା ଅଞ୍ଚଳରେ ଥିବା ୨ଟି ନକଲି କାରଖାନାରେ ଚଢାଉ ହୋଇଥିବା ସୂଚନା ମିଳିଛି ।

Sehore father killed nag so nagin takes revenge and bite his son died shocking case surfaced in budn
ନାଗକୁ ମାରିଦେବା ପରେ ନାଗୁଣୀ ନେଲା ପ୍ରତିଶୋଧ !

ନାଗକୁ ମାରିଦେଲା ବାପା । ପୁଅକୁ ମାରି ପ୍ରତିଶୋଧ ନେଲା ନାଗୁଣୀ । ମଧ୍ୟପ୍ରଦେଶର ସେହୋର ଜିଲ୍ଲା ଜୋଶିପୁର ଗାଁରୁ ସାମ୍ନାକୁ ଆସିଛି ଏହି ଘଟଣା ।