ଏବେ ପୃଥିବୀ ପାଇଁ ଏକ ବଡ ବିପଦ ସାଜିଛି ଗ୍ଲାସିକାଲ ଲେକ ଆଉଟବର୍ଷ୍ଟ ଫ୍ଲଡ ବା GLOF । ଯେତେବେଳେ ଗ୍ଲାସିୟର ହ୍ରଦ ହଠାତ ଏହାର ପାଣି ବନ୍ୟାଜଳ ପରି ଛାଡେ ସେତେବେଳେ ଏହାକୁ ଗ୍ଲଫ କୁହାଯାଇଥାଏ । ପୂର୍ବ ଗ୍ରୀନଲାଣ୍ଡରେ ଏପରି ଏକ ହିମହ୍ରଦ ବା ଗ୍ଲାସିୟର ତରଳି ଭୟଙ୍କର ବନ୍ୟା...
ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ନାଁରେ ଦୁଇ ଦେଶ ଏକପ୍ରକାର ମାଇଣ୍ଡ ଗେମ ଖେଳୁଛନ୍ତି । ଚୀନ ଭଲ ଭାବେ ଜାଣିଛି, ଆମେରିକା ପକ୍ଷରୁ ଯଦି କିଛି ନୂଆ ତାରିଫ ଲଗାଯାଏ ତେବେ ତାର ଆର୍ଥିକ ବ୍ୟବସ୍ଥା ବିପୁଳ କ୍ଷତିର ସାମ୍ନା କରିବ ।
ଆଜକାଲି ଲିଭ-ଇନ ପରମ୍ପରା ବଢି ବଢି ଚାଲିଛି । ବିବାହ ପରେ ଆମେ ଜଣଙ୍କ ସହ ନିଜର ସୁଖ, ସୁବିଧା, ସମୟକୁ ସେୟାର କରିଥାଉ । ଲିଭ-ଇନରେ ଏସବୁ ସେୟାରିଂ ବିବାହ ପୂର୍ବରୁ ହୋଇଥାଏ । ତେବେ ବିବାହ ପୂର୍ବରୁ ଲିଭଇନରେ ରହିବା ଦ୍ୱାରା ଦାମ୍ପତ୍ୟ ଜୀବନ ମଜବୁତ...
କିଙ୍ଗ ଚାର୍ଲସ ମା’ କୁଇନ ଏଲିଜାବେଥ ତୃତୀୟଙ୍କ ମୃତ୍ୟୁ ପରେ ବିଶ୍ୱର ସବୁଠାରୁ ବିଶାଳ ସମ୍ପତ୍ତିର ମାଲିକ ହୋଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ସମ୍ପତ୍ତି ଥାଇ ବି ବି ସେ ଏହାର ବ୍ୟକ୍ତିଗତ ମାଲିକ ନୁହଁନ୍ତି । ଯେତେଦିନ ଯାଏ ସେ ରାଜା ରହିବେ...
ଦିନେ ପାକିସ୍ତାନ ଅତ୍ୟାଚାରରୁ ବାଂଲାଦେଶକୁ ସ୍ୱାଧୀନ କରାଇଥିଲା ଭାରତ । ହେଲେ ସେଇ ବାଂଲାଦେଶ ମୁହଁରେ ଆଜି ଭାରତ ବିରୋଧୀ ସ୍ୱର ! ତେବେ ବିଏନପି ନେତା ଏମିତି କହିବା ପୂର୍ବରୁ ନିଜ ସ୍ଥିତିକୁ ବି ଥରେ ଦେଖି ନେବା କଥା । ଭାରତର ଶକ୍ତି ପାଖରେ ବାଂଲାଦେଶର...
ଅସଦ ଶାସନର ପତନ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଅସଦଙ୍କ ଶାସନ କାଳରେ ଦୀର୍ଘ ଦିନଧରି ଦୁର୍ଦ୍ଦଶା ଭୋଗୁଥିବା ସିରିଆବାସୀଙ୍କ ପାଇଁ ଏବେ ଏକ ଉନ୍ନତ ଭବିଷ୍ୟତ ଗଠନର ଐତିହାସିକ ସୁଯୋଗ ଆସିଛି । କିନ୍ତୁ ଏହା ବିପଦପୂର୍ଣ୍ଣ ଏବଂ ଅନିଶ୍ଚିତତାର ମୁହୂର୍ତ୍ତ ବୋଲି ମଧ୍ୟ...
ଆମ ରାଜ୍ୟ ଉତ୍କଳ ଏକ ଉନ୍ନତ ସଂସ୍କୃତି ସମ୍ପନ୍ନ ରାଷ୍ଟ୍ର। ଏହି ଭୂମି ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ବାହକ। ନୌବାଣିଜ୍ୟର ସମୃଦ୍ଧ ପରମ୍ପରା ଆମ ଲୋକକଥା, ଲୋକଗୀତ, ପ୍ରଚଳିତ ପ୍ରବାଦ ଓ ପ୍ରବଚନ, ଇତିହାସ ଓ ସାହିତ୍ୟରେ ପ୍ରତିଫଳିତ।
ଏ ହୃଦୟ ବିଦାରକ ଘଟଣାକୁ କିଏ ଭୁଲି ପାରିବ ? ଆଉ ଯିଏ ଏହାକୁ ଆଖିସାମ୍ନାରେ ଦେଖିଛି ? ତା ଆଖିରୁ ତ ନିଦ ହଜିଯାଇଥିବ । ଆଖି ବନ୍ଦ କଲେ ବି ରହି ରହି ଦିଶି ଯାଉଛି ସେ ଦୃଶ୍ୟ। ଥରି ଯାଉଛି ହୃଦୟ।
ଅନ ଲାଇନ କାରବାର ଏଣିକି ମହଙ୍ଗା ପଡିବ। ଫ୍ଲିପ୍କାର୍ଟରୁ ଯଦି ଅନଲାଇନ ସପିଂ କରୁଥାନ୍ତି ତେବେ ଆପଣଙ୍କୁ ଡେଲିଭରି ଫି ବାବଦରେ ଅଧିକ ଟଙ୍କା ଦେବାକୁ ପଡ଼ିବ। ବିଶେଷ କରି କ୍ୟାସ ଅନ ଡେଲିଭରି ଉପରେ ଫ୍ଲିପ୍କାଟ୍ ଅଧିକ ଫି ଦାବି କରିବ।
ଟୁଇଟରକୁ ନେଇ ଏବେ ଏକ ନୂଆ ଘୋଷଣା କରିଛନ୍ତି ଏଲନ ମସ୍କ। ବ୍ଲୁ ଟିକ ପାଇଥିବା ୟୁଜର୍ସଙ୍କୁ ଏଣିକି ଦେବାକୁ ପଡ଼ିବ ଅଧିକ ଅର୍ଥ।
ବିହାର, ଝାଡଖଣ୍ଡ, ପୂର୍ବ ଉତ୍ତର ପ୍ରଦେଶରେ ଏହି ପର୍ବ ବେଶି ପାଳନ କରାଯାଇଥାଏ। ହେଲେ ଏବେ ଏହି ପର୍ବ ଯେମିତି ବିଶ୍ୱବ୍ୟାପି ହୋଇଗଲାଣି । ଛଟ ପୂଜା ଦେଖିବା ପାଇଁ ଜଣେ ବିଦେଶୀ ଇଟାଲିରୁ ବିହାର ଆସିଥିବା ଖବର ସାମ୍ନାକୁ ଆସିଛି ।
ଭାଇ ଥିଲେ ଭୟ ନାହିଁ। କେତେବେଳେ ହାତ ଧରି ବାଟ କଢେଇ ନେବ, କେତେବେଳେ ଅବାଟରୁ ଟାଣି ଆଣିବ। ବାଟ ହେଉ ବା ଅବାଟ, ଛାଇ ପରି ରହିଥିବ ଭାଇ।
ଗ୍ରହଣରେ ଚିକେନ ବିରିୟାନୀ ଖାଇବା ଘଟଣାକୁ ନେଇ ବିବାଦ ପୁଣି ତେଜିଲା। ମାମଲା ଏବେ ପହଞ୍ଚିଲାଣି କୋର୍ଟରେ। ହେତୁବାଦୀ ପ୍ରତାପ ରଥଙ୍କୁ ଦିଆଯାଇଛି ଲିଗାଲ୍ ନୋଟିସ୍ ।
ଜୀବନର ଟର୍ଣ୍ଣିଂ ପଏଣ୍ଟ ହେଉଛି ବିବାହ। ସମସ୍ତେ ଚାହାନ୍ତି, ଜୀବନର ଏଇ ମହାର୍ଘ ମୁହୂର୍ତ୍ତ ସ୍ମୃତି ଆଲବମ୍ରେ ସତେଜ ହୋଇ ରହୁ। ସେଥିପାଇଁ ତ ବାହାଘର ପାଇଁ ଏତେ ପ୍ରସ୍ତୁତି, ଏତେ ପରିଶ୍ରମ । ଖାଲି ବାହାଘର ଦିନ ନୁହେଁ ବାହାଘର ସହ ଜଡିତ ପ୍ରତ୍ୟେକ ଦିନର ପ୍ରତିଟି...
ସାଙ୍ଗ ହୋଇ ବାହାରିଲେ ଯାତ୍ରା ଦେଖି ଯିବା ପାଇଁ। ଦୁଇଟି ବାଇକ୍ରେ ୫ ଜଣ ସାଙ୍ଗ ଯାଉଥିଲେ। ହେଲେ କିଏ ଜାଣିଥିଲା, ଏ ଅନ୍ଧାର ରାତିରେ କାଳ ଏମିତି ତାଙ୍କୁ ଜଗି ବସିଛି ବୋଲି । ହଠାତ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ପିଟିଦେଲା ।...
ପତ୍ନୀଙ୍କୁ ଗାଡି ଚଢେଇ ଫେରାର ଥିବା ଫିଲ୍ମ ପ୍ରଯୋଜକ କମଲ କିଶୋର ମିଶ୍ରା ଗିରଫ ହୋଇଛନ୍ତି । ପତ୍ନୀଙ୍କୁ ଗାଡ଼ି ଚଢ଼ାଇବା ଅଭିଯୋଗ ମାମଲାରେ ଗିରଫ କରିଛି ମୁମ୍ବାଇ ପୋଲିସ୍। ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି।
ପୁଣି ବିବାଦୀୟ ମୋଡ ନେଇଛି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ବିବାଦ ମାମଲା । ବର୍ଷା ତାଙ୍କ ଶାଶୁଘର ଚାବି ଆସନ୍ତା ନଭେମ୍ବର ୨ ତାରିଖ ସୁଦ୍ଧା ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବାକୁ ଏସ୍ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଦ ମେଟାର ସିଇଓ ତଥା କୋଟିପତି ମାର୍କ ଜୁକରବର୍ଗ ଦିନକୁ ଦିନ ଗରିବ ହେଉଛନ୍ତି। ତାଙ୍କ ସମ୍ପତିର ମୂଲ୍ୟ ଦିନକୁ ଦିନ କମିବାରେ ଲାଗିଛି। ସତେ ଯେମିତି ଭାଗ୍ୟ ତାଙ୍କୁ ଆଉ ସାଥ୍ ଦେଉନି। ଷ୍ଟକ ମାର୍କେଟ୍ରେ ତାଙ୍କ ସମ୍ପତିର ମୂଲ୍ୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି।
ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏବେ ସଂପୂର୍ଣ୍ଣ ଭାବେ ଏଲନ ମସ୍କଙ୍କ ନିୟନ୍ତ୍ରଣରେ । ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଛନ୍ତି ଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଛି।
ପ୍ରଥମ ଦେଖାରେ ଗଣ୍ଡଗୋଳ, ମରାମରି। ଆଉ ତା’ପରେ ସୁଆଦିଆ ଖାଦ୍ୟ ଖୁଆଇ କରିନେଲେ ମନ ଚୋରି । ଏମିତି ଏକ ନିଆରା ପ୍ରେମ କାହାଣୀ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।