• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

minor Tries To Sell Blood To Buy Smartphone
ଯୁବପୀଢୀଙ୍କ ମୋବାଇଲ ନିଶା: ସ୍ମାର୍ଟଫୋନ କିଣିବା ପାଇଁ ରକ୍ତ ଦେବାକୁ ପ୍ରସ୍ତୁତ

ଆଜିକାଲି କାହା ହାତରେ ସ୍ମାର୍ଟଫୋନ ନାହଁ ? ପାଖରେ ଖାଇବାକୁ ନ ଥାଉ, କିନ୍ତୁ  ସ୍ମାର୍ଟଫୋନଟିଏ ଥିବା ନିହାତି ଜରୁରୀ। ବିଶେଷକରି ଯୁବପୀଢି ତ ସ୍ମାର୍ଟଫୋନ ପାଇଁ ଏକ ପ୍ରକାର ପାଗଳ। ହେଲେ ଏଇ ସ୍ମାର୍ଟଫୋନ ନିଶା କେତେ ସାଂଘାତିକ ହୋଇ ପାରେ ଏହି ଘଟଣାକୁ ପଢି ଆପଣ ବୁଝିପାରିବେ।

shops name the cancer hub
ରାସ୍ତାକଡ଼ରେ ଖୋଲିଛି ଦୋକାନ, ଟଙ୍କା ଦେଇ ଲୋକ କିଣୁଛନ୍ତି କ୍ୟାନ୍ସର: ଫଟୋ ଭାଇରାଲ

ଗୁଟ୍‌ଖା ସ୍ୱାସ୍ଥ୍ୟପକ୍ଷେ ହିତକର ନୁହେଁ। ଏକଥା ସମସ୍ତେ ଜାଣନ୍ତି। ତଥାପି କାହିଁକି କେଜାଣି ଗୁଟ୍‌ଖାର ମୋହରେ ସମସ୍ତେ ଏମିତି ବାନ୍ଧି ହୋଇଥାନ୍ତି। କିଏ ଅଭ୍ୟାସ ବୋଲି କହି ଛାଡ଼ିପାରେନି, କିଏ ଏନର୍ଜି ବୁଷ୍ଟର କହି ଛାଡ଼ି ପାରେନି ।

putins birthday gift to ex italy pms
‘ ମୋ ଜନ୍ମଦିନରେ ପୁଟିନ ଉପହାର ଦେଲେ ୨୦ ଭୋଡ୍‌କା ଆଉ..’

ଇଟାଲିର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ବିୟୋ ବର୍ଲୁସ୍କୋନି ପୁଣି ଥରେ ରୁଷ ରାଷ୍ଟ୍ରପତିଙ୍କ ସହ ନିଜ ବନ୍ଧୁତାକୁ ନେଇ ବିବାଦ ଘେରରେ। ନିକଟରେ ତାଙ୍କର ଏକ ଅଡିଓ ଭାଇରାଲ ହୋଇଛି। ଏଥିରେ ସିଲ୍‌ବିୟୋ କହୁଛନ୍ତି, ତାଙ୍କ ଜନ୍ମଦିନରେ ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌।

happy birthday virender sehwag
ବୀରୁଙ୍କୁ କାହିଁକି ‘ସୁଲ୍‌ତାନ୍‌ ଅଫ୍‌ ମୁଲତାନ’ ବୋଲି ଡାକନ୍ତି ସାଥୀ ଖେଳାଳୀ

ସେ ଆସିଲେ ପଡିଆ ଥରି ଉଠେ। ବ୍ୟାଟବଲରେ ମାଡ଼ିଆସେ ଝଡ। ଦର୍ଶକଙ୍କ ଛାତିରେ ସୃଷ୍ଟି ହୁଏ କମ୍ପନ। ସେ ଆସିଲେ ବର୍ଷାହୁଏ ଛକା ଚଉକା। ସେ ହେଉଛନ୍ତି ଟିମ୍‌ ଇଣ୍ଡିଆ ଶାନ୍‌ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ । ଜଣେ ଦମଦାର ଓପନର । ଆଜି...

indian citizens advised to leave ukraine
ଗମ୍ଭୀର ହେଉଛି ସ୍ଥିତି; ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍ ଛାଡନ୍ତୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ । ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ।

Doctor Writes  Prescription For Leg Pain
ସ୍ତ୍ରୀଙ୍କ ଗୋଡରେ ହେଉଥିଲା ଯନ୍ତ୍ରଣା, ଡାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ ଦେଖି ହୋସ୍‌ ଉଡ଼ିଗଲା

ଯଦି ଜଣେ ମଦ୍ୟପକୁ ପଚାରାଯାଏ ସବୁ ସମସ୍ୟାର ସମାଧାନ କେଉଁଠି ଏବଂ କ‘ଣ ? ତାର ଉତ୍ତର ରହିବ ‘ବାର’ ଓ ‘ମଦ’। ହେଲେ ଜଣେ ଡାକ୍ତର  ଯଦି ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ପାଇଁ ବାରକୁ ପଠାଇବେ ?

  safer home for parents
ଘରେ ବୃଦ୍ଧ ବାପ-ମା’ଙ୍କ ସୁରକ୍ଷା ପାଇଁ କ’ଣ କରିବେ ? ଜାଣନ୍ତୁ ୫ଟି ଟିପ୍ସ

ବୟସ୍କ ବ୍ୟକ୍ତିଙ୍କୁ ଘରେ କିପରି ସୁରକ୍ଷିତ ରଖିପାରିବେ ? ସେଥିପାଇଁ କ’ଣ କରିବାକୁ ପଡିବ ଆପଣଙ୍କୁ ? ଜାଣି ରଖନ୍ତୁ ଏଇ ଟିପ୍‌ସ।

 48 hours after knowing of  pregnancy woman became mother
ଗର୍ଭବତୀ ବୋଲି ଜାଣିବାର ୪୮ ଘଣ୍ଟା ପରେ ମା’ ହେଲେ

ଗର୍ଭବତୀ ବୋଲି ଜାଣିବାର ୪୮ ଘଣ୍ଟା ପରେ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ଏମିତି ଝଟକା ଦେବା ପରି ଘଟଣା ଘଟିଛି ଆମେରିକାରେ।

Booker winner Shehan Karunatilaka
ଶ୍ରୀଲଙ୍କା ଔପନ୍ୟାସିକ ଶେହାନ କରୁଣାତିଲକଙ୍କୁ ବୁକର ସମ୍ମାନ

ଗୋଟିଏ ଦେଶର ରାଜନୈତିକ ଅଶାନ୍ତି, ଦୀର୍ଘ ବର୍ଷର ଗୃହ ଯୁଦ୍ଧ ତାର ସାହିତ୍ୟକୁ ଏତେ ସମୃଦ୍ଧ କରିପାରେ ? ବିଶ୍ୱସ୍ତରର ମାନ୍ୟତା ଦେଇପାରେ ? ଏ ପ୍ରଶ୍ନର ଉତ୍ତର ଦେବ ୨୦୨୨ର ସମ୍ମାନଜନକ ବୁକର ପ୍ରାଇଜ।

crime in capital
ପୋଲିସ ମିତ୍ର କହି ମାଗଣା ଖାଉଥିଲେ, ଟଙ୍କା ମାଗିବାରୁ ମାରି ଗୋଡ଼ାଇଲେ

କ୍ରାଇମର ହଟସ୍ପଟ ପାଲଟି ଗଲାଣି ରାଜଧାନୀ । ଅପରାଧ ନିୟନ୍ତ୍ରଣ ନେଇ କମିଶନରେଟ ପୋଲିସ ବାହାସ୍ପୋଟ ମାରୁଥିଲେ ହେଁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। କଥା କଥାକେ ଏଠି ବୁଲୁଛି ଖଣ୍ଡାକାତି। 

AICC President Election
ଥରୁର୍‌ ନା ଖଡଗେ ? କାହା ମୁଣ୍ଡରେ ଦଳ ବାନ୍ଧିବ ମୁକୁଟ

ଶଶି ଥରୁର୍‌ ନା ମଲ୍ଲିକାର୍ଜୁନ ଖଡଗେ ? କିଏ ହେବେ ସଭାପତି  ? ଆଜି ଘୋଷଣା ହେବ କଂଗ୍ରେସର ନୂଆ ସଭାପତିଙ୍କ ନାଁ । 

Rahul Gandhi
ମା’ ପଠେଇଥିଲେ ସନସ୍କ୍ରିନ, ଲଗେଇଲେନି ରାହୁଲ

ଭାରତ ଯୋଡୋ ଯାତ୍ରାରେ ଅଛନ୍ତି ରାହୁଲ ଗାନ୍ଧି। ସାରା ଭାରତ ବୁଲୁଛନ୍ତି। ତଥାପି ଚେହେରାର ଚମକ କମିନି। ତେବେ କେଉଁ ବ୍ରାଣ୍ଡର ସନସ୍କ୍ରିନ ଲୋଶନ ଲଗାଉଛନ୍ତି ରାହୁଲ ? ଆପଣ ଜାଣନ୍ତି ?

6 airbag in economy car
ଏଣିକି ଇକନମି ମଡେଲ କାର୍‌ରେ ବି ଲାଗିବ ୬ଟି ଏୟାରବ୍ୟାଗ

ଟାଟା ଗ୍ରୁପର ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ସରକାରଙ୍କ ମୁଣ୍ଡରେ ଚେତା ପଶିଲା। ସଡକ ଦୁର୍ଘଟଣା ଓ ମୃତ୍ୟୁ ହାର କମାଇବା ପାଇଁ ନେବାକୁ ଯାଉଛନ୍ତି ଏମିତି ନିଷ୍ପତ୍ତି।

bank robbery failed
ପ୍ଲାସ ଧରି ମାଡି ଆସିଲେ ମହିଳା ମ୍ୟାନେଜର, ଛୁରୀ ଫିଙ୍ଗି ଧାଇଁଲା ଦୁର୍ବୃତ୍ତ

ବିପଦ ଅତିର୍କିତ ଆସେ। ହଠାତ୍‌ ସାମ୍ନାରେ ବିପଦକୁ ଦେଖି ମଣିଷ ଡରିଯାଏ। ବିପଦବେଳେ ଏମିତି ଭୟ ବୁଦ୍ଧି ଭ୍ରଷ୍ଟ କରିଦିଏ। ଆଉ ଥରେ ବୁଦ୍ଧି ହଜିଗଲେ ବିପଦ ତୁମ ଉପରେ ମାଡିବସେ ।

Military Aircraft Crashes
ଆପାର୍ଟମେଣ୍ଟରେ ମାଡ ହେଲା ଯୁଦ୍ଧ ବିମାନ, ୪ ମୃତ

ଜନବସତି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହେଲା ଋଷ ଯୁଦ୍ଧ ବିମାନ। ଆକାଶରେ ଉଡୁଥିବାବେଳେ ହଠାତ୍   ଧକ୍କା ଦେଇଥିଲା ଏକ ଆପାର୍ଟମେଣ୍ଟକୁ । ଦୁର୍ଘଟଣାରେ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି।

Delhi deputy chief minister Manish Sisodia
ସିବିଆଇ ବିରୋଧରେ ସିସୋଦିଆ ଆଣିଲେ ସାଂଘାତିକ ଅଭିଯୋଗ

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗତକାଲି ସିବିଆଇ ୯ ଘଣ୍ଟା ଧରି ଜେରା କରିବା ପରେ ସିସୋଦିଆ ଆଣିଛନ୍ତି ସାଂଘାତିକ ଅଭିଯୋଗ ।

cji will take oath
ନଭେମ୍ବର ୯ରେ ସିଜେଆଇ ଭାବେ ଶପଥ ନେବେ ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼

 ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼। ୫୦ ତମ ପ୍ରଧାନ ବିଚାରପତି ଭାବେ ସୋମବାର ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ।

Spelling error in BEO Office
ଶିକ୍ଷା ଅଧିକାରୀଙ୍କ ଅଫିସରେ ଭାଷାର ଅବମାନନା: ସୂଚନାଫଳକରେ ହାସ୍ୟାସ୍ପଦ ତ୍ରୁଟି

ଶିକ୍ଷା ଅଧିକାରୀଙ୍କ ଅଫିସରେ ଶିକ୍ଷାର ଏ କି ଅବମାନନା ? ଏଠି ଯଦି ଶିକ୍ଷାର ଅବସ୍ଥା ଏମିତି ତେବେ ବାହାରେ କେମିତି ଚାଲିଥିବ ଶିକ୍ଷା ଦାନ ?

Two Son  Carry 87-Year-Old Mother On Shoulder
ତୋ କୋଳରେ ମୁଁ ଜହ୍ନ ଦେଖୁଥିଲି, ମୋ କାନ୍ଧରେ ତୁ ଫୁଲ ଦେଖିବୁ...

ଅନ୍ଧ ବାପା-ମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁଥିବା ଶ୍ରବଣକୁମାରର ସଂଘର୍ଷକୁ କେହି ହୁଏତ ଆଜି ପରୀ ରାଇଜର କାହାଣୀ ବୋଲି କହିପାରନ୍ତି। ହେଲେ ଆଜି ଆମେ ଆପଣଙ୍କୁ ସେଇ ଶ୍ରବଣକୁମାରଙ୍କ ସହ ଭେଟ କରାଇବୁ। ଏଇ ଶ୍ରବଣକୁମାର ବାପାମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁନି କାନ୍ଧରେ ବସାଇ ପାହାଡ଼ ଚଢୁଛି...

Snake in Dream
ସ୍ୱପ୍ନରେ ବାରମ୍ବାର ସାପ ଦେଖିବା ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥାଏ, ଜାଣନ୍ତୁ କ’ଣ...

ସ୍ୱପ୍ନରେ ସାପ ଦେଖିଲେ କି ସଙ୍କେତ ମିଳିଥାଏ ? ଶୁଭ ନା ଅଶୁଭ ? କି ପ୍ରକାର ସାପଙ୍କୁ ଦେଖିଲେ କି ଫଳ ମିଳିଥାଏ ?

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।