• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

Minati Mishra

Freelancer

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by Minati Mishra

congress leader rahul gandhi
ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର ପରେ ମା’ଙ୍କୁ ନେଇ ଭାବବିହ୍ୱଳ ହେଲେ ରାହୁଲ

ପାରିବାରିକ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠୁଛି ଜାତୀୟ କଂଗ୍ରେସ। ୨୫ ବର୍ଷ ପରେ ଗାନ୍ଧି ପରିବାର ହାତରୁ ଯାଇଛି ସଭାପତି ପଦ। ମଲ୍ଲିକାର୍ଜ୍ଜୁନ ଖଡଗେ ଆଜି କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିଛନ୍ତି। ୨ ଦଶକରୁ ଅଧିକ ସମୟ ଧରି ଦଳକୁ ସମ୍ଭାଳିବା ପରେ ସୋନିଆ ଗାନ୍ଧି ଏବେ ଏହି ଦାୟିତ୍ୱରୁ ମୁକ୍ତ...

5 PM in 6 years
କ୍ଷମତା ପାଇଁ ମ୍ୟୁଜିକ ଚେୟାର ଖେଳ; ୬ ବର୍ଷରେ ୫ ପ୍ରଧାନମନ୍ତ୍ରୀଙ୍କୁ ଦେଖିଲାଣି ଦେଶ

ବ୍ରିଟେନ ରାଜନୀତିରେ କ୍ଷମତା ପାଇଁ ଚାଲିଛି ମ୍ୟୁଜିକ ଚେୟାର ଖେଳ। କେତେବେଳେ କାହାକୁ ମିଳିବ ଚେୟାର, କାହା ମୁଣ୍ଡରୁ ଖସିଯିବ ମୁକୁଟ ତାହା ସମୟ ହାତରେ। ଏହି ମ୍ୟୁଜିକ ଚେୟାର ଖେଳରେ ୬ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀଙ୍କୁ  ଶାସନଗାଦିରେ ଦେଖିଲାଣି ଏ ଦେଶ ।

habishyali camp at puri
ହବିଷ୍ୟାଳୀଙ୍କ ମୁହଁରେ ନବୀନ ଚାଳିଶା..ବୃଦ୍ଧାଙ୍କର ଗଳାମାଳି..ନବୀନ ସିନା ଆମରି’

ପବିତ୍ର କାର୍ତ୍ତିକ ମାସ। ସକାଳୁ ସକାଳୁ ପୂଜାପୁରାଣ ଆଉ ହୁଳହୁଳି ଶବ୍ଦରେ ମୁଖରିତ ହୋଇଉଠେ ଘର ଅଗଣା। ହବିଷ୍ୟାଳୀଙ୍କ କାର୍ତ୍ତିକ ପୁରାଣରେ ପୁରପଲ୍ଲି ମୁଖରିତ ହୋଇଯାଏ । ହେଲେ ପୁରୀରେ କାର୍ତ୍ତିକମାସରେ ହବିଷ୍ୟାଳୀଙ୍କ ମୁହଁରେ ପୁରାଣ ପରିବର୍ତ୍ତେ ନବୀନ ଚାଳିଶା ! 

Kharge constitutes steering Committee
ଘରେ ପଶୁ ପଶୁ ବାଜିଲା ଚାଳ..ଷ୍ଟିଅରିଂ କମିଟିରୁ ଶଶିଙ୍କ ନାଁ କାଟିଦେଲେ ଖଡ୍‌ଗେ

୨୫ ବର୍ଷ ପରେ ଜଣେ ଅଣଗାନ୍ଧିଙ୍କ ହାତରେ ରହିଛି କଂଗ୍ରେସର ନେତୃତ୍ୱ। ମଲ୍ଲିକାର୍ଜୁନ ଖଡଗେ ସଭାପତି ନିର୍ବାଚିତ ହେବା ପରେ ଦଳକୁ ସଜାଡିବା ପାଇଁ ଅଣ୍ଟା ଭିଡିଛନ୍ତି। ଖଡଗେଙ୍କ ଉପରେ ଗୁରୁ ଦାୟିତ୍ୱ। ଆଗାମୀ ନିର୍ବାଚନରେ ନିଜ ଦକ୍ଷତା ଦେଖାଇବେ। ତେବେ...

କାର ପଛ ସିଟ୍‌ରେ ଲୁଚି ବସିଥିଲା ଏଲିଏନ, ଫଟୋ ନେଲେ ଗୁଗୁଲ ଅର୍ଥ ୟୁଜର

ଏଲିଏନକୁ ନେଇ ଅନେକ କାହାଣୀ ଶୁଣିବାକୁ ମିଳିଥାଏ। ଅନେକ ସମୟରେ ଏଲିଏନ ପୃଥିବୀକୁ ଆସିଥିବା, କେହି କେହ ଏହାକୁ ଦେଖିଥିବା ନେଇ ମଧ୍ୟ ଦାବି କରିଥାନ୍ତି।  ନିକଟରେ ଜଣେ ଗୁଗୁଲ ଅର୍ଥ ୟୁଜର ଦାବି କରିଛନ୍ତି ଯେ, ସେ କାରର ପଛସିଟରେ ଏଲିଏନ ଲୁଚି ବସିଥିବା ଦେଖିବାକୁ ପାଇଛନ୍ତି।

kejriwals appeal to put lakshmi ganesha photo on currency
ଭାରତୀୟ ମୁଦ୍ରାରେ ରହୁ ଲକ୍ଷ୍ମୀ ଗଣେଶଙ୍କ ଫଟୋ; ପ୍ରଧାନମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ କେଜ୍ରିୱାଲ

ଆମେ ଆମ ପରମ୍ପରାରେ, ବିଶ୍ୱାସରେ ଦୁଇ ଅଗ୍ର ଦେବଦେବୀ ଲକ୍ଷ୍ମୀ-ଗଣେଶଙ୍କୁ ଏତେ ଗୁରୁତ୍ୱ ଦେଉଛୁ ତେବେ ଭାରତୀୟ କରେନ୍ସିରେ ତାଙ୍କର ଫଟୋ ରଖାଯିବା ଉଚିତ ହେବନି କି ?

black strip in tigers skin
କାହିଁକି ଥାଏ ବାଘ ଶରୀରରେ କଳା କଳା ଦାଗ; ସାମ୍ନାକୁ ଆସିଲା ବିଜ୍ଞାନ ସମ୍ମତ କାରଣ

ମାଙ୍କଡର ମୁହଁ ଏମିତି କାହିଁକି ? କାହିଁକି ଜିରାଫର ବେକ ଏତେ ଲମ୍ବା ? କାହିଁକି ସିଂହ ବେକରେ ଥାଏ କେଶର ? ସ୍ରଷ୍ଟାଙ୍କର ଅଦ୍ଭୁତ ସୃଷ୍ଟିକୁ ନିରେଖି ଦେଖିଲେ ଏମିତି ଅନେକ ପ୍ରଶ୍ନ ଆସେ ମନରେ। କିଏ ଦେବ ଏସବୁର ଉତ୍ତର ?

Indian origin Rishi Sunak
ନିଜ ଟେବୁଲରେ କାହିଁକି ଗଣେଶଙ୍କ ମୂର୍ତ୍ତି ରଖିଥାନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ

ବ୍ରିଟେନରେ  ରିଷି ସୁନକ୍ ନୂଆ ପ୍ରଧାନମନ୍ତ୍ରୀ ହେବା ପରେ ଭାରତରେ ବି ଉତ୍ସାହର ଲହରି  । କାରଣ ସୁନକଙ୍କର ଭାରତ ସହ ରହିଛି ନିଗୂଢ ସଂପର୍କ।  ବ୍ରିଟେନ୍ ନାଗରିକ ହୋଇଥିଲେ ବି ଗୋଟିଏ ପ୍ରକାରେ ସେ ଭାରତର ପୁଅ,  ଅନ୍ୟପଟେ ଭାରତର ଜ୍ୱାଇଁ ବି  ।  

murder in Sundargarh
ପୁଅ ସାଜିଲା ଯମଦୂତ; ଛେଳି ପାଇଁ ବାପାଙ୍କୁ ପିଟି ପିଟି ମାରିଦେଲା

ଗୋଟିଏ ଛେଳି  ପାଖରେ  ବାପାଙ୍କର ମୂଲ୍ୟ କ’ଣ ଏତେ ତୁଚ୍ଛ ? ବାପାଙ୍କ ଠାରୁ ଛେଳି କ’ଣ ଏତେ ଆପଣାର ? ଛେଳି ପାଇଁ ବାପା କ’ଣ ଏମିତି ଅଦରକାରୀ ହୋଇଯାନ୍ତି ? ଘଟଣାଟି ଜାଣିଲେ ଏମିତି ଅନେକ ପ୍ରଶ୍ନ ମନରେ ଆସିବ।

Shashi Tharoors tweet on Rishi Sunak
କଂଗ୍ରେସ ନେତା ଶଶି ଥରୁରଙ୍କ ତେର୍‌ଛା ଟୁଇଟ..ଅଳ୍ପରେ କହିଲେ ମରମ କଥା

ସବୁବେଳେ ନିଜ ଟୁଇଟକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଶଶି ଥରୁର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ରିଷି ସୁନକଙ୍କୁ ଶୁଭେଚ୍ଛା ଜଣାଇ କରିଛନ୍ତି ଏକ ଟୁଇଟ। ଟୁଇଟଟି ଯେତିକି ମନଛୁଆ ସେତିକି ସୁଚିନ୍ତିତ ଆଉ କିଛିଟା ତେର୍‌ଛା ବି। ବୁଝିବା ଲୋକଙ୍କ ପାଇଁ ଅଳ୍ପରେ...

 marijuana  seized from car
ହଜମ ହେଲାନି ସୁପ୍‌ ପିଇବା...ମାଡ଼ି ବସିଲେ ଅବକାରୀ ଗୁଇନ୍ଦା

ଚୋରା ବେପାରୀଙ୍କର ଏବେ ଅକଲ ଗୁଡୁମ। ଯେତେ ଫନ୍ଦି ଫିକର କଲେ ବି କାମ କରୁନି। ସବୁ ଫସର ଫାଟି ଯାଉଛି। ଅବକାରୀ ଗୁଇନ୍ଦାଙ୍କ ବୁଦ୍ଧି ପାଖରେ ଫିକା ପଡ଼ି ଯାଉଛି କି ଚୋରା ବେପାରୀଙ୍କ ବୁଦ୍ଧି ? 

man donates his organs as diwali gift
ଦୀପାବଳିରେ ଦେଖି ନ ଥିବେ ଏମିତି ଉପହାର, ୨ ପରିବାରରେ ଫେରାଇ ଆଣିଲା ଖୁସି

ଦୀପାବଳିରେ ଏକ ପରମ୍ପରା ରହିଛି । ତାହା ହେଉଛି ଉପହାର ଆଦାନପ୍ରଦାନ । ଏହି ଅବସରରେ ମୁମ୍ବାଇର ଜଣେ ବ୍ୟବସାୟୀ ଦୀପାବଳିରେ ଯେଉଁ ଉପହାର ଦେଇଛନ୍ତି ତାହା ବୋଧହୁଏ ସବୁଠାରୂ ମୂଲ୍ୟବାନ ଉପହାର । ସେ ଉପହାରର ମୂଲ୍ୟ ଆପଣ ଆକଳନ କରିପାରିବେ ନାହିଁ । 

street vendor shows humanity
ମେହନତି ମଣିଷ ବୁଝିଲା ଭୋକର ଦୁଃଖ: ଆପଣାର ଭାବି ଭୋକିଲାକୁ ବଢାଇ ଦେଲେ ଖାଇବା ପ୍ଲେଟ

ଅଙ୍ଗେ ନିଭେଇଥିବା ମଣିଷ ହିଁ ବୁଝି ପାରେ ଭୋକର ଦୁଃଖ । ଏ ଭୋକ ବିଶେଷ କିଛି ଖୋଜେନି। ଖୋଜିଥାଏ ମୁଠାଏ ମାତ୍ର ଖାଦ୍ୟ। ତଥାପି ତାକୁ ସେତକ ମିଳି ନ ଥାଏ।

diwali festival in white house
ଦିୱାଲିରେ ବାଇଡେନ ଜାଳିଲେ ଦୀପ, ଚମକିଲା ହ୍ୱାଇଟ ହାଉସ

ଆଲୋକର ପର୍ବ ଦୀପାବଳି । ଭାରତୀୟ ପରମ୍ପରର ପ୍ରତୀକ। ଖୁସି ଆଉ ଆନନ୍ଦର ପର୍ବ ହେଉଛି ଦୀପାବଳି। ଏହି ଖୁସି ଆଉ ଆନନ୍ଦ ଏହି ମାଟି ଆଉ ମନରେ ସୀମିତ ହୋଇ ରହିନାହିଁ। ଖୁସିର ପର୍ବକୁ ବିଦେଶୀ ବି ହସି ହସି ପାଳନ କରୁଛନ୍ତି। ଖୁସି, ଆନନ୍ଦ ଆଉ...

Union Home Minister Amit Shah Birth Day
ଏବିଭିପି ସଭ୍ୟଠାରୁ କେନ୍ଦ୍ର ଗୃହମନ୍ତ୍ରୀ-କେମିତି ଥିଲା ଅମିତ୍ ଶାହଙ୍କ ଯାତ୍ରା

ନରେନ୍ଦ୍ର ମୋଦିଙ୍କ ପରେ ଭାରତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହେଉଛନ୍ତି ଅମିତ ଶାହ। । ବିଜେପିର ଚାଣକ୍ୟ। ଆଜି ୫୮ତମ ଜନ୍ମଦିନରେ ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କ ରାଜନୈତିକ ଜୀବନର ଲମ୍ବା ଯାତ୍ରା..

sweet smile has no price
୧୦ ଟଙ୍କା ଦେଲା, ଅର୍ଡର କଲା ୯୦ ଟଙ୍କା ବର୍ଗର, ତା‘ପରେ....

ନିର୍ଭେଜାଲ ହସ ପାଖରେ ଫିକା ପଡ଼ିଯାଏ ଟଙ୍କାର ମୂଲ୍ୟ। ମନଲୋଭା ହସ ପାଖରେ ଭୁଲ ହୋଇଯାଏ ଲାଭ କ୍ଷତିର ହିସାବ ।

Allegation Against Imran Khan
ଇମ୍ରାନଙ୍କ ବିରୋଧରେ ଚୋରି ଅଭିଯୋଗ; ରାଜକୋଷରୁ ଉଠାଇ ନେଲେ ଦାମୀ ବନ୍ଧୁକ, ସୁନାଘଣ୍ଟା

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନାଁରେ ଚୋରୀ ଅଭିଯୋଗ। ଆଉ କେଉଁଠୁ ନୁହେଁ, ପାକ୍‌ ରାଜକୋଷରୁ ଚୋରି କରିଥିବା ତଥା ଏସବୁ ଜିନିଷକୁ ବଜାରରେ ବିକ୍ରୀ କରିଥିବା ନେଇ ଇମ୍ରାନଙ୍କ ବିରୋଧରେ ଅଭିଯୋଗ ଆସିଛି ।

Awake Operation in Rome
ଆନାସ୍ଥେସିଆ ନଦେଇ ବ୍ରେନ ଟ୍ୟୁମର ଅପରେସନ: ଏମିତି ହେଲା ରୋଗୀଙ୍କ ଅବସ୍ଥା...

ଆପଣ ଜାଣିଥିବେ, ବଡ ଧରଣର  ଅସ୍ତ୍ରୋପଚାର ପୂର୍ବରୁ ସାଧାରଣତଃ ରୋଗୀଙ୍କୁ ଅଚେତ କରାଯାଇଥାଏ। ଏହାଦ୍ୱାରା ରୋଗୀ ଯନ୍ତ୍ରଣାକୁ ଅନୁଭବ କରିପାରେନି । ଯଦି ଚେତା ଥିବା ଅବସ୍ଥାରେ କୌଣସି ବଡ ଧରଣର ଅପରେସନ କରାଯାଏ ? କେତେ କଷ୍ଟ ହେଉଥିବ ରୋଗୀଙ୍କୁ ! ତଥାପି ଡାକ୍ତର ଆଜିକାଲି ଏପରି ଉପାୟକୁ କାହିଁକି...

Protest against China's Xi Jinping
ଚୀନର ୮ ସହରରୁ ଆସିଲା ‘ଜିନ୍‌ପିଙ୍ଗ ହଟାଓ’ ନାରା, କଟକଣା ସତ୍ତ୍ୱେ ଲାଗିଲା ପୋଷ୍ଟର, ବ୍ୟାନର

ପୁଣିଥରେ କ୍ଷମତାକୁ ଆସିଛନ୍ତି ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ। ତୃତୀୟ ଥର ପାଇଁ ଧରିବେ ଦେଶର ମଙ୍ଗ। ୨ ଦିନ ତଳେ ଏହି ଖବର ପ୍ରକାଶ ପାଇବା ପରେ ଦେଶରେ ଜିନପିଙ୍ଗ ବିରୋଧୀ ସ୍ୱର ଶୁଣିବାକୁ ମିଳିଛି ।

4 year old girls dead body had to carried in bus
ମିଳିଲାନି ଆମ୍ବୁଲାନ୍ସ ; କୋଳରେ ଝିଅର ଶବକୁ ଧରି ବସ୍‌ରେ ଗାଁକୁ ଗଲେ ବାପା

ସନ୍ତାନକୁ କାନ୍ଧରେ ବସେଇ ଜହ୍ନ ଦେଖାଏ ବାପା। ତୋଫା ଜହ୍ନର କିରଣରେ ସନ୍ତାନର ମୁହଁକୁ ଦେଖି ଆତ୍ମହରା ହୋଇପଡେ ତାର ପିତୃତ୍ୱ। ଏ ବି ଜଣେ ବାପା। ସେ ଚାଲୁଛନ୍ତି । କାନ୍ଧରେ ତାଙ୍କ ଶୋଇଯାଇଛି ୪ ବର୍ଷର ଝିଅ। ହେଲେ ସେ ଝିଅ ଆଉ ଜହ୍ନ ଦେଖିବାକୁ...

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।