ଭବେଶ ରାୟଙ୍କୁ ହତ୍ୟା ଏବଂ ଏହା ପରେ ଦେଖା ଦେଇଥିବା ବିବାଦ ଭାରତ-ବାଂଲାଦେଶ ସମ୍ପର୍କକୁ ଏକ ନୂଆ ବିବାଦପୂର୍ଣ୍ଣ ମୋଡ଼ରେ ପହଞ୍ଚାଇ ଦେଇଛି । ଶେଖ ହସିନାଙ୍କୁ କ୍ଷମତାରୁ ହଟାଇବା ଏବଂ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳନୀ ସରକାର ଗଠନ ହେବା ଘଟଣାକୁ ଭାରତ ଆରମ୍ଭରୁ ସତର୍କତାର ସହ...
ଏହି ଗସ୍ତ ମଧ୍ୟ ଉଭୟ ଦେଶ ପାଇଁ ବେଶ ମହତ୍ୱ ରଖେ । କାରଣ ୨୦୧୨ ପରେ କୌଣସି ପାକ ବିଦେଶ ମନ୍ତ୍ରୀଙ୍କର ଏହା ପ୍ରଥମ ବାଂଲାଦେଶ ଗସ୍ତ ଅଟେ । ତେବେ ପାକିସ୍ତାନ ସହ ବାଂଲାଦେଶର ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ନେଇ ଚିନ୍ତାରେ ପଡ଼ିଛି ଭାରତ ।...
ୱକଫ ସଂଶୋଧନ ବିଲକୁ ବିରୋଧ କରି ମୁର୍ସିଦାବାଦରେ ହିଂସାର ନିଆଁ ଜଳୁଛି । ଏହି ହିଂସାର ନିଆଁକୁ ଦେଖି ଘରଦ୍ୱାର ଛାଡ଼ି ଲୋକେ ପଳାୟନ କରୁଛନ୍ତି । ହେଲେ ଏହି ପୀଡିତମାନେ ପରିବାର ସହ କୁଆଡେ ଯାଇଥିବେ ? କେଉଁଠି ରହିଥିବେ ? କ’ଣ ଖାଉଥିବେ ?
ଏହି ଧାରା ନ୍ୟାୟପାଳିକାକୁ ବିବେକାଧିକାର କ୍ଷମତା ପ୍ରଦାନ କରିଥାଏ ଯାହାର ଅର୍ଥ ହେଉଛି କୋର୍ଟ ଯେ କୌଣସି ମାମଲାରେ ତାର ବିଚାରବୋଧ ଅନୁସାରେ ନିଷ୍ପତ୍ତି ନେଇପାରିବେ । ଏହି ଧାରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପୂର୍ଣ୍ଣ ନ୍ୟାୟ ସୁନିଶ୍ଚିତ କରିବା। ଏହି ଧାରା ବିଭିନ୍ନ ପରିସ୍ଥିତିରେ କୋର୍ଟକୁ...
ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର ପ୍ରତି କେତେ ବିପଦ ରହିଛି...
ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ‘ତୁମେ ମୋର ଭଲ ବନ୍ଧୁ’ ବୋଲି ବାରମ୍ବାର କହିବାର ଅର୍ଥ କ’ଣ ହୋଇପାରେ ? ହୁଏତ ବନ୍ଧୁତ୍ୱ ଉଜୁଡି ଯାଇଛି । କିମ୍ବା ବନ୍ଧୁତ୍ୱ ଉଜୁଡି ଯିବାର ଆଶଙ୍କା ଭୟଭୀତ କରି ଦେଇଛି । ‘ଦ ଏକ୍ସପ୍ରେସ ଟ୍ରିବ୍ୟୁନ’ରେ ପାକିସ୍ତାନର ଜଣେ ପୂର୍ବତନ ରାଷ୍ଟ୍ରଦୂତ...
କହିବାକୁ ଗଲେ, ପଶ୍ଚିମବଙ୍ଗରେ ୱାକଫ ବିରୋଧୀ ବିକ୍ଷୋଭ ହିନ୍ଦୁ ବିରୋଧୀ ହିଂସାରେ ପରିଣତ ହୋଇ ସାରିଛି । ମୁର୍ଶିଦାବାଦରେ ଶତାଧିକ ହିନ୍ଦୁ ପରିବାର ଆକ୍ରମଣର ଶିକାର ହେବା ପରେ ଘରଦ୍ୱାର ଛାଡି ପଳାଇଛନ୍ତି । ଏପରିକି ଦଙ୍ଗାକାରୀମାନେ ବିଏସଏଫ ଯବାନଙ୍କୁ ବି ଛାଡି ନାହାନ୍ତି । ଯବାନଙ୍କ ଉପରକୁ...
ଏକ ମିଡ଼ିଆ ସର୍ଭେରେ ଲୋକମାନଙ୍କୁ ପଚରା ଯାଇଥିଲା, ସେମାନେ ଜୀବନର କୌଣସି କଠିନ ମୁହୂର୍ତ୍ତରେ ChatGPT ସାହାଯ୍ୟ ନିଅନ୍ତି କି ? ପ୍ରଶ୍ନ ପଚାରିବାର କେଇ ମିନିଟ ପରେ ଯେମିତି ଉତ୍ତରର ବନ୍ୟା ଆସିଥିଲା । ଲୋକେ କେମିତି ଏବଂ କାହିଁକି ଚାଟବଟର ମାର୍ଗଦର୍ଶନ, ସମର୍ଥନ ଉପରେ ନିର୍ଭର...
ଯେତେବେଳେ ମେଘ ବରଷିବା ଆରମ୍ଭ ହୁଏ, ପରିବେଶ ଥଣ୍ତା ହୋଇଯାଏ । ଲାଗେ ଯେମିତି ଏ ବାୟୁମଣ୍ଡଳ ଆଶ୍ୱସ୍ତିର ନିଃଶ୍ୱାସ ନେଉଛି । ଗରମରେ ଛଟପଟ ହେଉଥିବା ଲୋକଙ୍କ ପାଇଁ ବି ଅପୂର୍ବ ଶାନ୍ତି ଆଣି ଦେଇଥାଏ ଏହି ବର୍ଷା । ତେବେ ଏହା ପଛରେ କେବଳ ଥଣ୍ଡା...
ମିଡିଆ ରିପୋର୍ଟ ଅନୁସାରେ ତହବୁର ରାଣା ନିଜ ପତ୍ନୀ ମମରାଜ ଅଖତର ରାଣା, ଦୁଇ ଝିଅ ଏବଂ ଗୋଟିଏ ପୁଅ ସହ ଚିକାଗୋରେ ରହୁଥିଲେ । ଏଠାରେ ତାଙ୍କର ଏକାଧିକ ବ୍ୟାବସାୟିକ ସଂସ୍ଥା ଥିବା କୁହାଯାଏ । ତାଙ୍କର ଏକ ଫାର୍ମ ହାଉସ ରହିଛି । କାନାଡାର ଅଟାୱାରେ ଏକ ଘର ଅଛି...
ଭାରତରେ ୱାକଫ ସଂଶୋଧନ ବିଲ ପାସ ହେବାର ପ୍ରଭାବ ପାକିସ୍ତାନରେ ଦେଖିବାକୁ ମିଳିଛି । ସେତିକି ନୁହେଁ, ପାକିସ୍ତାନର ଏକ ଗୋଷ୍ଠୀ ଏଠାରେ ଥିବା ୱାକଫଡ ବୋର୍ଡ ବିରୋଧରେ ସ୍ୱର ଉଠାଇଛନ୍ତି । କହିବାକୁ ଗଲେ ଏହି ଦେଶରେ ୱାକଫ ବିରୋଧରେ ଏକ ଆନ୍ଦୋଳନ ଆରମ୍ଭ ହୋଇଗଲାଣି ।...
ଏମିତି ଉତ୍ତେଜନା ପୂର୍ଣ୍ଣ ସ୍ଥିତିରେ ରାଷ୍ଟ୍ରପତି ଟ୍ରମ୍ପ ଆଉ ଏକ ଝଟକା ଦେଇଛନ୍ତି । ସେ କହିଛନ୍ତି, ଖୁବ ଶୀଘ୍ର ଫାର୍ମାସ୍ୟୁଟିକାଲ ପ୍ରଡକ୍ଟ ଉପରେ ବଡ ଧରଣର ଟାରିଫ ଲାଗୁ କରାଯିବ । ସେ ଆହୁରି କହିଛନ୍ତି, ମୋର କାମ ହେଉଛି ଆମେରିକାର ସ୍ୱପ୍ନକୁ ପୂରଣ କରିବା ।...
ଏକ ପଡକାଷ୍ଟରେ ବିଲ ଗେଟ୍ସ କହିଥିଲେ, ତାଙ୍କର ପିଲା ଖୁବ ଉଚ୍ଚ ଶିକ୍ଷିତ । ଖୁବ ଉତ୍ତମ ସଂସ୍କାର ମଧ୍ୟ ପାଇଛନ୍ତି । ହେଲେ ଏବେ ତାଙ୍କୁ ନିଜର ପରିଚୟ ସୃଷ୍ଟି କରିବାକୁ ପଡ଼ିବ । ସେ ଆହୁରି କହିଥିଲେ, ‘ଏହା କୌଣସି ରାଜବଂଶ ନୁହେଁ । ମୁଁ...
ରାଷ୍ଟ୍ରପତିଙ୍କ ଗାଡିକୁ ଆରଟିଓରେ ରେଜିଷ୍ଟ୍ରେସନ ବି କରାଯାଇ ନଥାଏ । ଅର୍ଥାତ ମୋଟର ବାହନ ଅଧିନିୟମ ୧୯୮୮ ଅନୁସାରେ ଏହି ଗାଡିର ପଞ୍ଜୀକରଣ କରାଯାଇ ନ ଥାଏ । ଏହି ଗାଡ଼ିର ରକ୍ଷଣାବେକ୍ଷଣ, ପରିଚାଳନା ରାଷ୍ଟ୍ରପତି ଭବନର ପ୍ରଶାସନିକ ବିଭାଗ ନିୟନ୍ତ୍ରଣରେ ଥାଏ । ଏହି ଗାଡିର ପଞ୍ଜୀକରଣ...
ଟ୍ରମ୍ପ ତାଙ୍କର ନିର୍ବାଚନୀ ପ୍ରଚାର ସମୟରେ ଏବଂ କ୍ଷମତା ଗ୍ରହଣ କରିବା ପରେ ପରେ ଗୋଟିଏ କଥା ଉପରେ ଜୋର ଦେଇ ଆସୁଥିଲେ । ସେ କହୁଥିଲେ, ଆମେରିକା ଅର୍ଥବ୍ୟବସ୍ଥାକୁ ମଜବୁତ କରିବା ଏବଂ ଘରୋଇ ଉଦ୍ୟୋଗକୁ ସଂରକ୍ଷଣ ଦେବା ପାଇଁ ଟାରିଫ ବ୍ୟବସ୍ଥା ଲାଗୁ କରିବା । ଏଠି ଗୋଟିଏ...
ୱାକଫ ଆକ୍ଟ ୧୯୯୫ର ଧାରା ୪ ଅନୁସାରେ, ବୋର୍ଡର ଅଧିକାର ରହିଛି , ଯଦି ଐତିହାସିକ ପ୍ରମାଣପତ୍ର ଥିବ ତେବେ ଯେ କୌଣସି ସମ୍ପତ୍ତିକୁ ୱାକଫ ତା’ର ବୋଲି ଘୋଷଣା କରିପାରିବ । ଯଦି କେହି ବ୍ୟକ୍ତି ବା ସଂସ୍ଥା ବୋର୍ଡର ଏହି ଦାବିକୁ ବିରୋଧ କରେ ତେବେ...
ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ବର୍ଷର ଆରମ୍ଭ ଗୁଜରାଟରେ କାର୍ତ୍ତିକ ଶୁକ୍ଳ ପ୍ରତିପଦା ଏବଂ ଉତ୍ତର ଭାରତରେ ଚୈତ୍ର ଶୁକ୍ଳ ପ୍ରତିପଦାରୁ ହୋଇଥାଏ । ୧୨ ମାସରେ ଗୋଟିଏ ବର୍ଷ ଏବଂ ପ୍ରତି ସାତ ଦିନରେ ଗୋଟିଏ ସପ୍ତାହର ପ୍ରଚଳନ ବିକ୍ରମ ସମ୍ବତରୁ ହିଁ ଆରମ୍ଭ ହୋଇଥିଲା । ତେବେ...
ଏଠି ପ୍ରଶ୍ନ, କେଉଁଠୁ ଆସିଲା ଏହି Ghibli ଷ୍ଟାଇଲ ? କିଏ ଏବଂ କେମିତି ଆରମ୍ଭ କଲା ଏହାକୁ ? ଏହି ବ୍ୟକ୍ତି ଜଣକ ଏମିତି ଏକ ଜିନିଷ ଆଣିଲେ ଯାହା ସବୁ ପ୍ଲାଟଫର୍ମରେ ସୋସିଆଲ ମିଡିଆ ଟ୍ରେଣ୍ଡ ପାଲଟି ଯାଇଛି । ଆଉ ଟ୍ରେଣ୍ଡ ପାଲଟିବା ପରେ ପରେ କପି ରାଇଟ ଉଲ୍ଲଘଂନ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ନୈତିକ ବ୍ୟବହାରକୁ ନେଇ ତର୍କ ଆରମ୍ଭ...
ପୁଟିନଙ୍କ ସୁରକ୍ଷା ହେଉ ବା ସ୍ୱାସ୍ଥ୍ୟାବସ୍ଥା, ସବୁବେଳେ ଏହାକୁ ନେଇ ଚର୍ଚ୍ଚା ହେଉଥାଏ । ସୋସିଆଲ ମିଡିଆରେ ଦୀର୍ଘଦିନ ଧରି ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଏବଂ ସେ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ବୋଲି ଖବର ଉଡି ବୁଲୁଛି । ଏବେ ପୁଣି ଖବର ମିଳିଛି ଯେ, ପୁଟିନ...
ଏପରି ଭୟଙ୍କର ସ୍ଥିତିରେ କୂଟନୀତି ବିଶେଷଜ୍ଞ ତଥା ସ୍ତମ୍ଭକାର ବ୍ରହ୍ମା ଚେଲାନୀ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି । ଏକ୍ସରେ ସେ କହିଛନ୍ତି, ମିଆଁମାରର ହିମାଳୟ ଭୂକମ୍ପ ବେଲ୍ଟ ନିକଟରେ ଚୀନର ସୁପର-ଡ୍ୟାମ ପ୍ରକଳ୍ପ ଏହି ଅଞ୍ଚଳର ଭୌଗୋଳିକ ଅସ୍ଥିରତାକୁ ବୃଦ୍ଧି କରିପାରେ । ଚେଲାନୀ ଏପରି ଆଶଙ୍କା ପ୍ରକାଶ...