• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକ ...more

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।

less

Posts by

new odia film released in kalyan mandap
ମିଳିଲାନି ହଲ୍‌, ସରକାରୀ କଲ୍ୟାଣ ମଣ୍ଡପରେ ରିଲିଜ ହେଲା ଓଡ଼ିଆ ସିନେମା

ଦିନକୁ ଦିନ ଶୋଚନୀୟ ହେଉଛି ଓଲିଉଡର ସ୍ଥିତି। ଦର୍ଶକ ଓଡ଼ିଆ ସିନେମାରୁ ମୁହଁ ଫେରାଇ ନେଉଛନ୍ତି। ଯାହା କିଛି ବି ବଞ୍ଚିଥିଲା ୨ବର୍ଷର କୋଭିଡ କଟକଣା ଭିତରେ ସବୁ ନଷ୍ଟ ହୋଇ ଯାଇଛି। କାରଣ ଯାହା ବି ହେଉ ନା କାହିଁକି ଓଡ଼ିଆ ସିନେମା ତାର ଲୋକପ୍ରିୟତା ହରାଉଛି...

Amitabh Bachchan steps outside Jalsa at midnight
ବିଳମ୍ବିତ ରାତିରେ ‘ଜଲସା’ ବାହାରକୁ କାହିଁକି ଆସିଲେ ଅମିତାଭ

ଅମିତାଭ ଏମିତି ଜଣେ ଅଭିନେତା ଯାହାଙ୍କୁ ତାଙ୍କ ଫ୍ୟାନ୍ସ ଓ ଫଲୋର୍ସ ମାନେ ଦେବତା ପରି ମାନନ୍ତି। ତାଙ୍କ ନାଁରେ ଏକ ମନ୍ଦିର ବି ତିଆରି କରିଛନ୍ତି। ଖାଲି ଦେଶ ନୁହେଁ, ବିଦେଶରେ ବି ବେଶ ପପୁଲାର ଅମିତାଭ। ଏତେ ସମ୍ମାନ, ଭଲ ପାଇବା ପାଇ ବି ଅମିତାଭ...

Nobel prize winner svante paabo was thrown into pond
ନୋବେଲ ବିଜେତାଙ୍କୁ ସହକର୍ମୀମାନେ ଧରି ପୋଖରୀକୁ ଫିଙ୍ଗିଦେଲେ, ଭିଡିଓ ଭାଇରାଲ

ବିବର୍ତ୍ତନ ବାଦର ବିକାଶ ଉପରେ ସେ କରିଥିବା ଗବେଷଣା ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ତେବେ ନାମ ଘୋଷଣା ହେବା ପରେ ନିଜେ ପାବୋ ଏକ ଭିଡିଓ  ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା। ଏହି ଭିଡିଓରେ ଦେଖିବାକୁ...

Crocodile of Sri Ananthapadmanabha swamy temple died
ଆଖି ବୁଜିଲା ଶାକାହାରୀ କୁମ୍ଭୀର ‘ବବିଆ’, ୭୦ ବର୍ଷ ଧରି କେବଳ ପ୍ରସାଦ ଖାଉଥିଲା

କୁମ୍ଭୀର ପୁଣି ଥିଲା ଶାକାହାରୀ। କୁମ୍ଭୀରର ମୃତ୍ୟୁ ଖବରରେ ଖେଳି ଯାଇଛି ଶୋକ। କଥାଟା ବିଶ୍ୱାସଯୋଗ୍ୟ ନ ହେଲେ ବି ସତ। ଶାକାହାରୀ କୁମ୍ଭୀରର ମୃତ୍ୟୁକୁ ନେଇ କେରଳ ସ୍ଥିତ ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିର ଅଞ୍ଚଳ ଓ ଆଖପାଖ ଲୋକଙ୍କ ମନ ଦୁଃଖ। ରବିବାର ବିଳମ୍ବିତ ରାତିରେ ଏହି...

last rituals of Mulayam singh yadav
ଆଜି ଜନ୍ମମାଟିରେ ହେବ ମୁଲାୟମଙ୍କ ଅନ୍ତିମ ସଂସ୍କାର

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କର ସୋମବାର ସକାଳ ସାଢ଼େ ୮ଟାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍‌ରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ଇଟୱା ଜିଲ୍ଲା ସ୍ଥିତ ତାଙ୍କର ପୈତୃକ ଗ୍ରାମ ସୈଫାଇକୁ ନିଆଯାଇଥିଲା। ସେଠାରେ...

 happy birthday Amitabh
ବିଗ୍‌ ବି’ଙ୍କ ବିଫଳତା ହିଁ ଥିଲା ତାଙ୍କ ସଫଳତାର ରାଜ୍‌

ଆଜି ବିଗ୍ ବି ଅମିତାଭଙ୍କ ୮୦ ତମ ଜନ୍ମଦିନ। ସାରା ଦେଶରୁ ଛୁଟୁଛି ଶୁଭେଚ୍ଛା। ଆସନ୍ତୁ ଦେଖିବା ଅମିତାଭଙ୍କ କ୍ୟାରିୟର୍ ଓ ତାଙ୍କ ଜୀବନ ସହ ଜଡ଼ିତ କିଛି ଜଣାଅଜଣା କାହାଣୀ।

archana naga
ଆଜି କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର

ତଦନ୍ତର ଧାରା କେଉଁଆଡେ ଯାଉଛି ଏବଂ କେତେ ସଫଳତା ମିଳିଛି ସେ ନେଇ ପୋଲିସ ମୁହଁ ଖୋଲୁ ନ ଥିବାବେଳେ ଗତକାଲି ଅର୍ଚ୍ଚନା ଜାମିନ୍ ଆବେଦନ କରିଥିଲେ । ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇପାରନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ  ।

Amitabh Bachchan Birthday Today
ଆଜି ବିଗ୍‌ ବି’ ଅମିତାଭ୍‌ଙ୍କ ଜନ୍ମଦିନ...ଜାଣିବା କେମିତି ଥିଲା ତାଙ୍କ ସିନେ ଜୀବନର ରୋମାଞ୍ଚକର ଯାତ୍ରା

ଅମତାଭ ବଚ୍ଚନ, ଗ୍ଲାମର ଦୁନିଆର ଜଣେ ଅତୁଳନୀୟ ଅଭିନେତା। ନିଜ ସଫଳ କାହାଣୀର ନଜେ ରଚୟିତା। ସମସ୍ତେ ତ ଏଇ ସଫଳ ମଣିଷଟିର ଆଗକୁ ଯିବାର ଦୃଶ୍ୟ ଦେଖିଛନ୍ତି, ହେଲେ ଏହି ସଫଳତା ପଛରେ ଲୁଚି ରହିଥିବା ସଂଘର୍ଷକୁ କେତେଜଣ ବୁଝିଛନ୍ତି ?

mental health challenge
World Mental Health Day: ଭାରି ମନକୁ ହାଲ୍‌କା କରିବାକୁ କ’ଣ କରିବେ...ଜାଣନ୍ତୁ ୪ ଟି ଉପାୟ

ମନ ଏକ ଛୋଟ ପୃଥିବୀ। ଏଇ ଛୋଟ ପୃଥିବୀରେ କେତେ ସୁନ୍ଦର କୋମଳ ସବୁଜିମା ଭରା ସ୍ମୃତି ରହିଛି।  କେତେ ବର୍ଷଣ ମୁଖର କାଳରାତିର କାହାଣୀ ବି ରହିଛି। ଜୀବନ ଅଛିମାନେ ଏମିତି ଘଟଣା, ଦୁର୍ଘଟଣା, ସ୍ମୃତି ବିସ୍ମୃତି ରହିବା ସ୍ୱାଭାବିକ। ତଥାପି ମଣିଷ ବେଳେବେଳେ ସମୟ ପାଖରେ...

wood made support for 75 years old woman
ସେଇ କାଳ ରାତିର ସାହାରା ଥିଲା ଖଣ୍ଡିଏ କାଠ..ମୃତ୍ୟୁ ବି ହାରି ଯାଇଥିଲା

ଭଗବାନ ଯାହାକୁ ରଖିବାକୁ ଚାହିଁବେ ତାକୁ କିଏ ମାରିବ ? ନାଁ ନିଆଁ ତାକୁ ଜାଳି ପାଉଁଶ କରିପାରିବ, ନାଁ ଅଥଳ ଜଳ ତାକୁ ବୁଡାଇ ପାରିବ ? ଯମର କାଳଫାଶ ‌ଖୋଲିଯିବ ଭଗବାନଙ୍କ ଇଚ୍ଛା ପାଖରେ। ଅଥଳ ଜଳରେ କୁଟା ଖିଏ ବି ବୁଡି ଯାଉଥିବା ।

heavy rain in UP
ୟୁପିରେ ପ୍ରବଳ ବର୍ଷା; ମୃତ୍ୟୁ ସଂଖ୍ୟା ୨୭ ଛୁଇଁଲା

ପ୍ରବଳ ବର୍ଷା ଯୋଗୁ ଦେଶର ଅନେକ ସ୍ଥାନରେ ଜନଜୀବନ ବ୍ୟାହତ ହୋଇଛି। ରାଜଧାନୀ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସମେତ ଅନେକ ରାଜ୍ୟରେ ମୂଷଳଧାରରେ ବର୍ଷା ଲାଗି ରହିଛି। ବର୍ଷାରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇ ପଡିଛି। ଉତ୍ତରପ୍ରଦେଶରେ ପରିସ୍ଥିତିକୁ ଦେଖି ଅନେକ ଜିଲ୍ଲାରେ ସ୍କୁଲ ଛୁଟି...

baba harbhajan temple
ଜଣେ ଅମର ଯବାନଙ୍କ କାହାଣୀ..ମୃତ୍ୟୁ ପରେ ବି ସେନାରେ କରୁଛନ୍ତି କାମ

ଆମେ ଆଜି ଜଣେ ଏମିତି ଯବାନଙ୍କ ବିଷୟରେ କହିବୁ ଯିଏ ତାଙ୍କର ବୀରତ୍ୱ ପାଇଁ ଆଜି ସ୍ମରଣୀୟ ନୁହଁନ୍ତି, ବରଂ ନିଜ ଧାର୍ମିକ ଭାବନା ପାଇଁ ବନ୍ଦନୀୟ। ତାଙ୍କର ଦେଶପ୍ରେମକୁ ବିଦେଶରେ ବି ମିଳେ ସମ୍ମାନ ।

Nobel Prize
ଶାନ୍ତି ପାଇଁ ନୋବେଲ ପୁରସ୍କାର; ଘୋଷଣା ହେଲା ନାଁ

୨୦୨୨ ପାଇଁ କିଏ ପାଇବ ନୋବେଲ ଶାନ୍ତି ପୁରସ୍କାର ? ସବୁ ପ୍ରଶ୍ନର ଅନ୍ତ ଘଟାଇ ଶୁକ୍ରବାର ଘୋଷଣା କରାଯାଇଛି  ନାଁ। ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ। 

police interfere in deepika-dinesh case
ଘନେଇଲା ଦୀପିକା-ଦିନେଶ ମାମଲା: ଥାନାକୁ ଟଣା ହେଲେ ଦିନେଶଙ୍କ ବାପା,ମା’

ପୁଣି ଘନେଇ ଦୀପିକା-ଦିନେଶ ମାମଲା। ବ୍ରହ୍ମପୁର ଦେଶୀବେହେରା ସାହିରେ ପ୍ରେମିକଙ୍କ ଘର ଆଗରେ ଦୀପିକାଙ୍କ ଅଭିଯୋଗକୁ ଭତ୍ତି କରି ବଡ ବଜାର ପୋଲିସ ଦିନେଶଙ୍କ ବାପା-ମାଆଙ୍କୁ  ଥାନାକୁ ଡାକିଛି। ଥାନାରେ ତାଙ୍କୁ ପଚରାଉଚରା କରାଯାଇଥିବା ଅନୁମାନ କରାଯାଉଛି।  

sexual harassment in sreemandira
ଶ୍ରୀମନ୍ଦିରରେ ନାବାଳକଙ୍କୁ ଯୌନ ନିର୍ଯାତନା; ଯାତ୍ରୀ ଗୁମାସ୍ତାଙ୍କୁ ବାନ୍ଧିଲା ପୋଲିସ

ପୁରୀରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଆଉ କେହି ନୁହେଁ, ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତା ଏପରି ନିର୍ଯାତନା ଦେଇଥିବା  ଅଭିଯୋଗ ଆସିଛି।

world smile day 2022
ଆସ...ଟିକିଏ ହସିଦେବା, ଅନ୍ୟ ମୁହଁରେ ହସ ଦେଖିବା...ଦୁଃଖ ଦରଦକୁ ଦୂରେଇ ଦେବା

ଆଜି ବିଶ୍ୱ ହସ ଦିବସ। ଚାଲନ୍ତୁ ଏଇ ହସର ଉପାଦେୟତା ବିଷୟରେ କିଛି ଜାଣିବା। ସତ କହିବାକୁ ଗଲେ, ଚେନାଏ ହସ ବାଣ୍ଟିଦିଏ ମମତା। ହାଲ୍‌କା କରିଦିଏ ମନ । ହୃଦୟରେ ଭରଦିଏ ଉଚ୍ଛ୍ୱାସ । ମିଠା ମିଠା ହସ ସଜାଡି ଦିଏ ବିଗିଡି ଯାଇଥିବା ସମ୍ପର୍କକୁ ।...

 bollywood veteran actor arun bali died at the age of 79
ଆଉ ନାହାନ୍ତି ବଲିଉଡର ବର୍ଷୀୟାନ ଅଭିନେତା ଅରୁଣ ବାଲି

ବଲିଉଡର ବର୍ଷୀୟାନ ଅଭିନେତା ଅରୁଣ ବାଲି ଆଉ ନାହାନ୍ତି। ଆଜି ଅରୁଣଙ୍କ ଶେଷ ଫିଲ୍ମ ‘ଗୁଡବାଏ’ ରିଲିଜ ହେଉଛି ଆଉ ଏପଟେ ସବୁଦିନ ପାଇଁ ସମସ୍ତଙ୍କୁ ଗୁଡ୍‌ବାଏ କରି ସେ ଅଫେରା ଦୁନିଆକୁ ଫେରି ଯାଇଛନ୍ତି।

big jolt to shashi tharoor in chennai
ଚେନ୍ନାଇରେ ଶଶି ଥରୁରଙ୍କୁ ଝଟକା; ବୈଠକରେ ୭୦୦ ପ୍ରତିନିଧିଙ୍କ ମଧ୍ୟରୁ ଯୋଗ ଦେଲେ ୧୨

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସ୍‌ର ଆଗଧାଡ଼ିରେ ଥିବା ବରିଷ୍ଠ ନେତା ଶଶୀ ଥରୁରଙ୍କୁ ବଡ ଝଟକା। ତାମିଲନାଡୁରେ ଦଳୀୟ ବୈଠକରେ ତାଙ୍କୁ ଯେପରି ନୈରାଶ୍ୟଜନକ ରେସ୍‌ପନ୍ସ ମିଳିଛି ତାହା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛି- ଥରୁର ଏ ନିର୍ବାଚନ ଜିତିବେ ତ ?

Fake IT company trapped Indians
ଚୀନର ସାଂଘାତିକ ଠକେଇ; ବନ୍ଧୁକ ମୁନରେ ଭାରତୀୟଙ୍କୁ ବେନାମୀ ଆଇଟି କମ୍ପାନୀରେ ଖଟଉଛି

ସାମ୍ନାକୁ ଆସିଲା ଚୀନର ଆଉ ଏକ ସାଂଘାତିକ ଠକେଇ। ଭାରତୀୟ ଯୁବକଙ୍କ ଚାକିରୀ ନାଁରେ କିପରି ଶୋଷଣ କରୁଛି ତାହାର ଲୋମଟାଙ୍କୁରା କାହାଣୀ ଏବେ ପଦାକୁ ଆସିଛି। ଦାଦନ ଶ୍ରମିକଙ୍କ ପରି ନିର୍ଯାତନା ଦେଇ ଦେଶଦ୍ରୋହ କାମରେ ଲଗାଉଛି। ଭାରତୀୟ ଯୁବଗୋଷ୍ଠୀଙ୍କୁ ପ୍ରଲୋଭନ ଦେଖାଇ ଫସାଇବା ପାଇଁ ଚୀନର ଏକ...

person delivers food by flying in the air
ଅନଲାଇନ ଖାଇବା ଅର୍ଡର କରିଥିଲେ ୫ରୁ ୧୦ ମିନିଟ ଅପେକ୍ଷା କରିବାକୁ ପଡ଼ିବ !

ଜଣେ ଡେଲିଭରି ବୟ ଗାଡିରେ ଖାଦ୍ୟ ଡେଲିଭରି କରିବାକୁ ଯାଉନାହାନ୍ତି। ସେ ଉଡି ଉଡି ଖାଦ୍ୟ ଡେଲିଭରି କରୁଛନ୍ତି। ଏପରିକି ସେ ବଡ ବଡ କୋଠା ଘର ଉପରେ ଉଡି ଉଡ଼ି ଯାଉଥିବା ଦେଖିବାକୁ ମିଳିଛି।

ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ୨୦ ବର୍ଷର ଅଭିଜ୍ଞତା। ଓଡ଼ିଶାର ଦୁଇଟି ଆଗଧାଡ଼ିର ଖବରକାଗଜରେ ବହୁବର୍ଷ ଧରି କାମ କରିବା ପରେ ଓଟିଭି ସହ ଆରମ୍ଭ କରିଛନ୍ତି ଡିଜିଟାଲ ସାମ୍ବାଦିକତା। ବିଭିନ୍ନ ଜାତୀୟ ଅନ୍ତର୍ଜାତୀୟ ତଥା ମାନବିକ ଅଧିକାର ସମ୍ବଳିତ ଖବର ପରିବେଷଣ ଏବଂ ଫିଚର ଲେଖାରେ ବିଶେଷ ଦକ୍ଷତା। ଏକ ବହୁଳପ୍ରସାରିତ ଖବରକାଗଜରେ ସଂସ୍କରଣ ମୁଖ୍ୟ ଭାବେ କାମ କରିବା ସହ ଦୀର୍ଘଦିନ ଧରି ରବିବାର ସ୍ୱତନ୍ତ୍ର ସଂସ୍କରଣ ଦାୟିତ୍ୱରେ ଥିଲେ।