ରାଜନାଥଙ୍କ 'ଡବଲ ଇଞ୍ଜିନ' ଦମ୍ଭୋକ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ବିଜେପି ଭାରତବର୍ଷର ଏକମାତ୍ର ପାର୍ଟି, ଯିଏକି ଯାହା କହେ ସେୟା କରେ । ଓଡ଼ିଶାରେ ଆମ ସରକାର ନଥିଲେ ବି କେବେ ପାତରଅନ୍ତର କରିନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ରାସ୍ତା ନାହିଁ ତ ଭୋଟ୍ ନାହିଁ । ବିକାଶ ନାଁରେ ମିଛ ପ୍ରତିଶ୍ରୁତି ଦେଇଥିବା ସରକାରକୁ ଜବାବ ଦେବାକୁ ବଜ୍ର ଶପଥ ନେଉଛନ୍ତି ଗାଁ ଲୋକେ । ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଉଛନ୍ତି ।
ଏବେ ରାଜ୍ୟ ସରକାରଙ୍କ ଢୋଲପିଟା ଯୋଜନାର ନଗ୍ନଚିତ୍ର ସହ ଦାଉ ଦାଉ ହୋଇ ବାରିହେଉଛି ନିର୍ବାଚନବେଳର ମିଥ୍ୟା ପ୍ରତିଶ୍ରୁତି।
ସଂପୂର୍ଣ୍ଣ ଭାବେ ଭଙ୍ଗାଯିବ ବାରବାଟୀ ଷ୍ଟାଡିୟମ। ନୂଆ କରି ତିଆରି ହେବ ଷ୍ଟାଡିୟମ। ଭଙ୍ଗାଯିବା ନେଇ ଓସିଏ ସଂପାଦକ ସଂଜୟ ବେହେରାଙ୍କ ସୂଚନା।
୫ ବର୍ଷରୁ କମ୍ ବର୍ଗର ପିଲାମାନଙ୍କ ପାଇଁ ଯେଉଁ ଆଧାର କାର୍ଡ ଆବେଦନ କରାଯାଇଥାଏ, ତାହାର ରଙ୍ଗ ବ୍ଲୁ ହୋଇଥାଏ। ଏହାକୁ ସାଧାରଣରେ ବାଲ ଆଧାର ମଧ୍ୟ କୁହାଯାଏ।
୧୯୩୨ରେ ମୁମ୍ବାଇରେ ଜନ୍ମ ହୋଇଥିବା ଅମିନ ସାୟାନି ୬୦ ବର୍ଷ ଧରି ରେଡିଓରେ ସଂପୃକ୍ତ ଥିଲେ। ସେ ୫୦ ହଜାରରୁ ଅଧିକ ରେଡିଓ ପ୍ରୋଗ୍ରାମର ପ୍ରଡ୍ୟୁସର ଓ ଉପସ୍ଥାପକ ଥିଲେ।
ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ଜାରି ଥିବାରୁ ଉଭୟ ରାତି ଓ ଦିନର ତାପମାତ୍ରା ବଢୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଆସନ୍ତା ୨୨ରୁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ।
ଗଞ୍ଜାମ ଜିଲ୍ଳା ସୋରାଡ଼ା ବ୍ଲକ ଋଷିକୁଲ୍ୟା ନଦୀକୂଳେ ଅବସ୍ଥିତ ହାତୀଗଡା ଗାଁ। ନଦୀକୂଳେ ଥିବା ଚାଷଜମିରେ ବିଭିନ୍ନ କିସମର ପନିପରିବା ଚାଷ କରାଯାଇଛି। ଟମାଟୋ, ବାଇଗଣ, ଫୁଲକୋବି, କଞ୍ଚାଲାଙ୍କା ଭଳି ବିଭିନ୍ନ ପ୍ରକାରର ପନିପରିବା ଚାଷ ହୋଇଛି।
ଆସନ୍ତା ୨୮ ତାରିଖ ପାଖାପାଖି ମୋଦି ଓଡ଼ିଶା ଆସିବେ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।
ଏଗ୍ରିମେଣ୍ଟ ଅନୁସାରେ, ନୂଆ ସରକାରରେ ପିଏମଏଲ-ଏନ୍ ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ।
ଦେଶରେ ବାରମ୍ବାର ନିର୍ବାଚନ ଦ୍ୱାରା ଅନେକ ବିକାଶ କାମ ଅଟକି ଯାଉଛି। ବର୍ଷ ସାରା ଦେଶର କେଉଁଠି ନା କେଉଁଠି ନିର୍ବାଚନ ହେଉଛି ଏବଂ ଏହାଦ୍ୱାରା ବିଭିନ୍ନ ସ୍ଥାନରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥାଏ।
ଧୋନିଙ୍କ ବିରୁଦ୍ଧରେ ଆଣିଲେ ସାଙ୍ଘାତିକ ଅଭିଯୋଗ। ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି ମନୋଜ ତିୱାରୀ। ତେବେ ଏକ କାର୍ଯ୍ୟକ୍ରମରେ ସେ ଧୋନିଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଲୋକପ୍ରିୟ ଧାରାବାହିକ ଅନୁପମାରେ ଅଭିନୟ କରିଥିବା ଋତୁରାଜଙ୍କର ୫୯ ବର୍ଷ ବୟସରେ ଦେହାନ୍ତ ହୋଇଛି।
ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସ୍ମାଇଲ୍ ଡିଜାଇନିଂ ଅପରେସନ୍ କରାଉଥିଲେ। ଶେଷରେ ୨୮ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଛି।
୯ ଦିନ ତଳେ ଖବର ପ୍ରକାଶ ପାଇଥିଲା କି କୋଟାରୁ ଜଣେ ଛାତ୍ର ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କ ମୃତଦେହ ପାଖ ଜଙ୍ଗଲରୁ ଠାବ ହୋଇଛି।
ଗତକାଲି ଗୋମତୀଙ୍କ ମୃତ୍ୟୁ ପରେ ବି ତାଙ୍କୁ କାନ୍ଧ ଦେବାକୁ ସମାଜର ମୁରବି ମାନେ ବାରଣ କରିଥିବା ଅଭିଯୋଗ ହୋଇଛି।
ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ। ବଲାଙ୍ଗିର ବିଶ୍ୱତ୍ମା ବିଦ୍ୟାମନ୍ଦିର ହଷ୍ଟେଲ ଭିତରେ ଜଣେ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି।
ବଙ୍ଗୋପସାଗରରେ ସୃଷ୍ଟି ଗୁରୁଚାପ ବଳୟ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।
କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପଶିବେ ପରୀକ୍ଷାର୍ଥୀ।