Advertisment

ପାଠ ପାଇଁ ମୂଲ ଲାଗୁଛନ୍ତି ଡାକ୍ତରୀ ଛାତ୍ର

ଡାକ୍ତରୀ ପାଠ ପଢିବା ପାଇଁ ବିଲରେ ମୂଲ ଲାଗୁଛନ୍ତି ଡାକ୍ତରୀ ଛାତ୍ର। ଦିନରେ ବିଲରେ କାମ କରି ଯେତିକି ଟଙ୍କା ରୋଜଗାର କରୁଛନ୍ତି ସେତିକି ବହିପତ୍ର ସହ ପଢା ଖର୍ଚ୍ଚ ଉଠାଉଛନ୍ତି...ସଂଜ ନଇଁବା ମାତ୍ରେ ଘରେ ବସି ପାଠ ପଢୁଛନ୍ତି ଇଫୁ

author-image
Manoranjan Behera

Farmland
Advertisment
Advertisment