• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁବାର। ଚନ୍ଦ୍ର – ବୃଷ ରାତ୍ରି ୦୧/୪୪ ଗତେ ମିଥୁନ, ତିଥି- ପୂର୍ଣ୍ଣିମା ଦିବା ୦୯/୩୮ ଗତେ ପ୍ରତିପଦ, ଘାତ ଚନ୍ଦ୍ର- ବିଛା ରାତ୍ରି ୦୧/୪୪ ଗତେ କନ୍ୟା, ଘାତ ବାର – ତୁଳା ,କୁମ୍ଭ, ପୁଷ୍କର ଦୋଷ – ନାସ୍ତି

ଶୁଭ ସମୟ-

ପ୍ରାତଃ ୦୬/୧୨ ରୁ ୦୭/୩୯

ସନ୍ଧ୍ୟା ୦୫/୫୬ ରୁ ୦୯/୨୭

ରାତ୍ରି ୦୧/୧୭ ରୁ ୦୩/୩୫

ରାତ୍ରି ୦୪/୨୮ ରୁ ୦୬/୧୩

ଅଧିକ ପଢ଼ନ୍ତୁ: ସୁଖ ସମୃଦ୍ଧିର ବାଧକ ସାଜିଥାଏ ଏହି ସବୁ ଜିନିଷ ,ଜାଣନ୍ତି କି ?

ଅଶୁଭ ସମୟ-

ଋାହୁକାଳ - ଦିବା ୧୨/୫୯ ରୁ ୦୨/୨୧

କାଳବେଳା - ଦିବା ୦୨/୨୧ ରୁ ୦୩/୪୨

ବାରବେଳା – ଦିବା ୦୩/୪୨ ରୁ ୦୫/୦୩

କାଳରାତ୍ରି – ରାତ୍ରି ୧୧/୩୮ ରୁ ୦୧/୧୭