• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Jagannath Temple
ପ୍ରବଳ ଦାବି ପରେ ଭକ୍ତଙ୍କ ପାଇଁ ଆଜିଠୁ ଖୋଲିଲା ପଶ୍ଚିମ ଦ୍ୱାର

କୋଭିଡ ମହାମାରୀ ସମୟରେ କେବଳ ସିଂହଦ୍ୱାର ଦେଇ ସମସ୍ତ ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଥିଲା । ଏବେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଭକ୍ତଙ୍କ ପାଇଁ ଖୋଲାରହିବ ।

Boy Stuck In Borewell
୪୦ ଫୁଟ୍‌ ତଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ଶିବମ୍‌

ବିହାର ନାଳନ୍ଦାର କୁଲ ଗାଁରେ ଅଘଟଣ। ଖେଳୁଥିବା ସମୟରେ ୪୦ ଫୁଟ ଗଭୀର ବୋରୱେଲରେ ପଡ଼ିଯାଇଛି ତିନି ବର୍ଷର ଶିଶୁ ଶିବମ।

Virat Kohli
ପୁଅକୁ ନୁହେଁ ବରଂ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଆସିଲେ ୱେଷ୍ଟଇଣ୍ତିଜ୍‌ ଖେଳାଳିଙ୍କ ମାଆ

କୋହଲିଙ୍କୁ ଦେଖି ଖୁସିରେ ଆଲିଙ୍ଗନ କରିଲେ ୱେଷ୍ଟିଣ୍ତିଜ କିପର୍‌ ଜୋଶୁଆ ଡିସିଲ୍ଭାଙ୍କ ମାଆ ।

sudarsan pattnaik
'ଯଦି ଗୋଟିଏ ଦ୍ୱାର ନ ଖୋଲେ, କାଲିଠୁ ପଶ୍ଚିମ ଦ୍ୱାର ସାମ୍ନାରେ ବସିବି'

ପୁରୀ ବାସିନ୍ଦାଙ୍କ ଭାବାବେଗକୁ ଗୁରୁତ୍ୱର ସହ ନେଇ ଭକ୍ତଙ୍କ ପାଇଁ ଅତି କମରେ ଗୋଟିଏ ଦ୍ୱାର ଖୋଲିବାକୁ ସୁଦର୍ଶନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି ।

Restaurant
ଓଃ କି ସୁବିଧା !! ରେଷ୍ଟୁରାଣ୍ଟରେ ପେଟେ ଖାଇବେ, ତା’ପରେ ଶାନ୍ତିରେ ଶୋଇବେ

ରେଷ୍ଟୁରାଣ୍ଟରେ ଆପଣ ନିଜ ମନପସନ୍ଦ ଖାଦ୍ୟ ବି ଖାଇବେ, ତା’ପରେ AC ରୁମ୍‌ରେ ଖଟ ଉପରେ ବି ଶୋଇବେ । ଏଭଳି ସୁବିଧା ଯୋଗାଇ ଦେଇଛନ୍ତି ଜୋର୍ଡାନର ଏକ ହୋଟେଲ..ଜାଣନ୍ତୁ..

Snake Bite Death
ରାତିରେ କୋଚିଂ ସେଣ୍ଟରରେ ଶୋଇଥିବା ବେଳେ କାମୁଡ଼ିଦେଲା ସାପ; ୩ ଛାତ୍ରଛାତ୍ରୀ ମୃତ

ସାପ କାମୁଡ଼ି ଦେବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରଜାଲିରେ ଏକ କୋଚିଂ ସେଣ୍ଟରରେ ଏହି ଘଟଣା ଘଟିଛି।

Former Odisha MLA's son sells eggs
ବାପା ଥିଲେ ବିଧାୟକ; ଏବେ ପୁଅ ବିକୁଛନ୍ତି ଅଣ୍ତା

ଅଣ୍ଡା ବିକୁଛନ୍ତି ପୂର୍ବତନ ବିଧାୟକଙ୍କ ପୁଅ । ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ଜଣେ ଲୋକପ୍ରିୟ ନେତାଙ୍କ ପରିବାର ।

Mo Ghara Scheme
ଫେଲ୍ ମାରୁଛି କି ରାଜ୍ୟ ସରକାରଙ୍କ ‘ମୋ ଘର’ ସ୍କିମ୍ ?

ମୋ' ଘର ଯୋଜନା ପ୍ରତି ବଢୁନି ହିତାଧିକାରୀଙ୍କ ଆଗ୍ରହ । ବାସହୀନଙ୍କ ମଧ୍ୟରେ ଦେଖିବାକୁ ମିଳୁନି ଉତ୍ସାହ । ବାଧକ ସାଜିଛି ବ୍ୟାଙ୍କ ଲୋନ୍ । ଯୋଜନାରେ ଆବେଦନକାରୀଙ୍କ ସଂଖ୍ୟା ସାମ୍ନାକୁ ଆଣିଛି ଏମିତି ତଥ୍ୟ ।

Congress
ଆକ୍ସନ ପରେ ରିଆକ୍ସନ; କାର୍ଯ୍ୟକାରିଣୀ ବୈଠକ ପରେ ଉଠିବ କି ସସପେଣ୍ତ ଅର୍ଡର ?

ବିଧାୟକ ମହମ୍ମଦ ମୋକିମ୍ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସରୁ ନିଲମ୍ବନ ପରେ ତାର ସାଇଡ୍ ଇଫେକ୍ଟ ଦେଖିବାକୁ ମିଳିଛି।

Sudarsan Pattnaik
‘ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପରିଚାଳନା କମିଟି କହୁ’

ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ନିବେଦନ କରୁ ବୋଲି ଚିଠିରେ ଲେଖିଛନ୍ତି ସୁଦର୍ଶନ।

IIC Arrested
ଲୋଭ ହେଲା କାଳ; ଲକ୍ଷେ ଟଙ୍କା ଲାଞ୍ଚ ନେଇ ଫସିଲେ IIC

ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ।

self-reliance of two Odisha women
ପାଠ ପଢ଼ିବା ସହ କାନ୍ଧରେ ବୋହୁଛନ୍ତି ପରିବାର ବୋଝ

ଦୁଇ କନ୍ୟାରତ୍ନ..ଯିଏ ନିଜ ଜୀବନ ଶବ୍ଦକୋଷରୁ ସବୁ ପ୍ରତିକୂଳ ପରିସ୍ଥିତିକୁ ଫେଡ଼ି ଅନୁକୂଳ ପରିସ୍ଥିତି ପାଇଁ ବାଟ ତିଆରିବାକୁ ପଣ କରିଛନ୍ତି। ଅଭାବ ବୋଧରୁ ବାହାରି ନିଜ ଘର ଓ ପରିବାରର ଭାଗ୍ୟ ବଦଳାଇବାର ସ୍ୱପ୍ନ ନେଇ ଆଗକୁ ବଢୁଛନ୍ତି।

Banaka Lagi Of Lord Jagannath
ରତ୍ନବେଦୀରେ ହୋଇପାରୁନି ମହାପ୍ରଭୁଙ୍କ ବନକଲାଗି

ନୀଳାଦ୍ରି ବିଜେ ଯିବାର ୧୯ ଦିନ ବିତିଗଲା, ତଥାପି ରତ୍ନବେଦୀରେ ହୋଇପାରିଲାନି ମହାପ୍ରଭୁଙ୍କ ବନକଲାଗି ନୀତି । କେଉଁ ବାରରେ ହେବ ଏହି ଗୁପ୍ତ ନୀତି ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବକ ମଧ୍ୟରେ ବିବାଦ ଛିଡୁ ନଥିବେଳେ ଠାକୁରମାନଙ୍କ ମଳିନ ମୁଖକୁ ଦର୍ଶନ କରି...

Teaching Recruitment
RTI ତଥ୍ୟରୁ ଖୋଲିଲା ରାଜ୍ୟରେ ଉଚ୍ଚଶିକ୍ଷାର ବିକଳ ଚିତ୍ର

ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି । ଉତ୍କଳରୁ ଆରମ୍ଭ କରି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଯାଏଁ ସବୁଠି ସ୍ଥିତି ସଂଗୀନ । ରାଜ୍ୟର ସବୁଠୁ ପୁରୁଣା ୟୁନିଭର୍ସିଟି ଉତ୍କଳରେ ୧୨୯ ପଦବି ଖାଲି ପଡ଼ିଥିବା ବେଳେ ରେଭେନ୍ସାରେ ଖାଲି ପଦବି ସଂଖ୍ୟା ୧୨୦ରୁ ଅଧିକ ।

5T School
ପ୍ରତିଦିନ ଖୋଲୁଛି 5T ନାଁରେ ସ୍କୁଲ ରୂପାନ୍ତୀକରଣର ପୋଲ୍

5T ସ୍କୁଲରେ ବିକଳ ଚିତ୍ର । କେଉଁଠି ଛାତରୁ ପ୍ଲାଷ୍ଟର ଖସି ଶିକ୍ଷକ ଆହତ ହେଲେଣି ତ, କେଉଁଠି ଶିକ୍ଷକ ମରୁଡି । ରୂପାନ୍ତୀକରଣ ନାଁରେ କୋଟି କୋଟି ଖର୍ଚ୍ଚ କଲେ । ରଙ୍ଗ ମାରି 5Tର ପ୍ରଚାର ପ୍ରସାର କଲେ । ହେଲେ ପ୍ରତିଦିନ ବିଭିନ୍ନ ସ୍ଥାନରୁ...

Village Vote
‘ନବୀନ ଓଡ଼ିଶା’ ନାଁରେ ଗାଁ ଭୋଟ୍ ହାତେଇବାକୁ ବିଜେଡିର ପ୍ରୟାସ

ଆମ ଓଡ଼ିଶା, ନବୀନ ଓଡ଼ିଶା ସ୍କିମ୍ ନାଁରେ ଗ୍ରାମାଂଚଳ ଭୋଟ୍ ହାତେଇବାକୁ ବିଜେଡିର ପ୍ରୟାସ । ଦଳୀୟ ନେତାମାନେ ଗାଁ ଗାଁ ବୁଲି, ପ୍ରକଳ୍ପ ବାଛିବା ଆଳରେ କରୁଛନ୍ତି ସଭା ସମିତି । ନୂଆ ସ୍କିମରେ ପଂଚାୟତ ପିଛା ୫୦ ଲକ୍ଷ ପର୍ଯ୍ୟନ୍ତ ସହାୟତା ଦିଆଯିବା ବ୍ୟବସ୍ଥା ଥିବାରୁ...

Weather News
ଲଘୁଚାପ ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ବର୍ଷା

ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା। ବିଚ୍ଛିନ୍ନ ହୋଇଯାଇଛି ବହୁ ଇଲାକା। ଦୁର୍ଗମ ଅଞ୍ଚଳରେ ବଢ଼ିଯାଇଛି ଦୁର୍ଦ୍ଦଶା । ଏମିତି କିଛି ଦେଖିବାକୁ ମିଳିଛି ବାୟାପଡା ଘାଟିରେ ।

Manipur Violence
ଦେଶର ମୁଣ୍ଡ ନୁଆଇଁ ଦେଲା ମଣିପୁର ଲଜ୍ଜା

ଗତ ମେ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

self-reliance of two Odisha women
ଦୁଇ ସ୍ୱୟଂସିଦ୍ଧାଙ୍କ କାହାଣୀ; ନିଜ ହାତରେ ଗଢ଼ୁଛନ୍ତି ନିଜର ଭାଗ୍ୟ

ଜଣଙ୍କ ହାତରେ ପାୱାର ଟିଲର..ଅନ୍ୟ ଜଣଙ୍କ ହାତରେ ପେଟ୍ରୋଲ ପଂପର ନୋଜଲ। ଦୁଇଜଣ ପଢୁଛନ୍ତି, ଘରର ଜାବତୀୟ କାମ କରୁଛନ୍ତି। ତା ସାଙ୍ଗକୁ ନିଜ ହାତରେ ଲେଖୁଛନ୍ତି ନିଜ ନିଜର ଭାଗ୍ୟ।

Banaka Lagi Of Lord Jagannath
ନୀଳାଦ୍ରୀ ବିଜେର ୧୯ ଦିନ ପରେ ବି କାହିଁକି ହୋଇପାରୁନି ଶ୍ରୀମୁଖ ଶିଙ୍ଗାର ?

ଶ୍ରୀମନ୍ଦିର ପ୍ରଶାସନ କହୁଛି ବୁଧବାର । ଦତ୍ତ ମହାପାତ୍ର ସେବକଙ୍କ ଜିଦ୍ ଗୁରୁବାର । ବାରକୁ ନେଇ କେଁ ତୁଟୁନି କି ବନକଲାଗି ହୋଇପାରୁନି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।