• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Rice Price Hike
ଟମୋଟୋ ପରେ ଏବେ ଚାଉଳ; କିଲୋପିଛା ବଢ଼ିଲାଣି ୧୦ରୁ ୧୫ ଟଙ୍କା

ଟମାଟୋ ପରେ ଏବେ ଅମୂଲ ମୂଲ ଚାଉଳ । କେଜି ପିଛା ବଢ଼ିଛି ୧୦ରୁ ୧୫ ଟଙ୍କା । ମାସକ ତଳେ ଯେଉଁ ଉଷୁନା ଚାଉଳ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା, ଏବେ ତାହା ୪୫ରୁ ୫୦ ଛୁଇଁଲାଣି ।

Jawan Missing
କାଶ୍ମୀର କୁଲଗାମରୁ ଯବାନ ନିଖୋଜ; କାରରେ ପଡିଛି ଚପଲ, ଲାଗିଛି ରକ୍ତ ଛିଟା

ଛୁଟିରେ ଘରକୁ ବୁଲି ଆସିଥିବା ସୈନିକ ନିଖୋଜ। କାର୍ ନିକଟରୁ ଚପଲ ଏବଂ ରକ୍ତ ଛିଟା ଠାବ।

President Of India
ଓଡ଼ିଶା ଯେତେବେଳେ ଆସିଛନ୍ତି, ଖାଲି ହାତରେ ବା କେମିତି ଫେରି ଯାଇଥାନ୍ତେ ରାଷ୍ଟ୍ରପତି

ଫେରିଯିବା ପୂର୍ବରୁ ରାଷ୍ଟ୍ରପତି ନିଜ ପାଇଁ କିଛି ଶାଢ଼ି ଓ ସୁଟ୍ ପିସ୍ କିଣିଥିଲେ। ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ବସ୍ତ୍ରାଳୟରୁ ରାଜଭବନକୁ ଯାଇଥିଲା ୩୫ଟି ଶାଢ଼ି ଓ ଚୁଡ଼ିଦାର । ସେଥିରୁ ଖଣ୍ଡୁଆ, କୋଟ୍ଟପାଡ୍, ସମ୍ବଲପୁରୀ ଭଳି ୬ଟି ଶାଢ଼ି ଓ ୬ଟି ସୁଟପିସ୍ ରାଷ୍ଟ୍ରପତି ଓ ତାଙ୍କ...

Matric Exam
୭ ମାସ ପୂର୍ବରୁ ଘୋଷଣା ହେଲା ମାଟ୍ରିକ୍‌ ପରୀକ୍ଷା ତାରିଖ

ମାଧ୍ୟମିକ ଶିକ୍ଷା ବୋର୍ଡ ଇତିହାସରେ ପ୍ରଥମ ୭ ମାସ ପୂର୍ବରୁ ଘୋଷଣା ହେଲା ମାଟ୍ରିକ ପରୀକ୍ଷା ତାରିଖ । ଆସନ୍ତା ବର୍ଷ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ଯାଏଁ ଅନୁଷ୍ଠିତ ହେବ ମାଟ୍ରିକ ପରୀକ୍ଷା । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

PM KISAN Scheme
ପିଏମ୍ କିଷାନ ସ୍କିମ୍ ଲାଗୁ ହେବାର ୫ ବର୍ଷ ପରେ ବି ହିତାଧିକାରୀ ତଥ୍ୟକୁ ନେଇ ଦ୍ୱନ୍ଦ୍ୱ ତୁଟୁନି

ପିଏମ୍ କିଷାନ ସ୍କିମ୍ ଲାଗୁ ହେବାର ୫ ବର୍ଷ ପରେ ବି ହିତାଧିକାରୀ ତଥ୍ୟକୁ ନେଇ ଦ୍ବନ୍ଦ୍ବ ତୁଟୁନି । ୟା ଭିତରେ ରାଜ୍ୟର ଚାଷୀଙ୍କୁ ୧୪ ଥର ସହାୟତା ଦିଆଯାଇଥିବା ବେଳେ ହିତାଧିକାରୀଙ୍କ ସଂଖ୍ୟାରେ କେତେବେଳେ ବି ତାଳମେଳ ରହୁନି ।

Why Ladies Not First In Bus !
ଦୂର ହେଉ କୁତ୍ସିତ ପ୍ରଥା; ସବୁ ବସରେ ପ୍ରଥମ ଯାତ୍ରୀ ଭାବେ ଚଢ଼ିବାକୁ ଅନୁମତି ମିଳୁ!

ଆଜିର ଦିନରେ ରାଷ୍ଟ୍ରର ମୁଖ୍ୟ ଭାବେ ଅବସ୍ଥାପିତ ହୋଇ ଗୌରବ ପାଲଟିଛନ୍ତି ଓଡ଼ିଆ ଝିଅ । ଏପଟେ କିନ୍ତୁ ରାଜ୍ୟରେ ଆଜି ବି ଲୋପ ପାଇନି ମହିଳା ବିରୋଧୀ କୁତ୍ସିତ ପ୍ରଥା । ବସ୍ ଯାତ୍ରା ଆରମ୍ଭ ବେଳେ ପ୍ରଥମ ଯାତ୍ରୀ ଭାବେ ମହିଳାଙ୍କୁ ବସ୍ ଭିତରକୁ ପ୍ରବେଶ...

Bat
ମଣିଷ ସାଙ୍ଗେ ବନ୍ଧୁତା; ପୋଷା ମାନିଛି ନିଶାଚର ବାଦୁଡ଼ି

ମଣିଷ ସାଙ୍ଗେ ବନ୍ଧୁତା..ହାତରେ ଛଢିଯାଉଛି, ଖୁଆଇ ଦେଲେ ଖାଉଛି..

Reels
ମନୋରଞ୍ଜନ ସାଜିଛି କି ମରଣଯନ୍ତା; ରିଲ୍‌ସ ଯୋଗୁଁ ଚାଲିଗଲା ଯବାନଙ୍କ ଜୀବନ !

ଟିକଟକ୍ ପରେ ଏବେ ରିଲସ୍ କବଳରେ ଯୁବପିଢି । ସୋସିଆଲ ମିଡିଆରେ ରିଲସ୍ କରି ରାତାରାତିଫେମସ୍ ହେବା ନିଶା ଘାରିଛି । ଏତେ ମତୁଆଲା ଯେ ଜୀବନକୁ ପାଣି ଛଡାଇବାକୁ ପଛାଉ ନାହାନ୍ତିରିଲସ୍ ମେକର । ଆଉ ରିଲସ୍ କରୁ କରୁ ଅସାବଧାନତା ଯୋଗୁ ଯାଉଛି ଅନେକ ଜୀବନ...

Odisha Politics
ବିଜେଡି ଫୋକସରେ ୯ ଲୋକସଭା ସିଟ୍

ଜାତୀୟ ରାଜନୀତିରେ ମୂଲଚାଲ ପାଇଁ ଲୋକସଭା ସିଟ୍ ଉପରେ ବିଜେଡିର ସ୍ୱତନ୍ତ୍ର ଫୋକସ । ହାରିଥିବା ୯ ଲୋକସଭା ସିଟରେ ଦଳର ବିଜୟ ସୁନିଶ୍ଚିତ କରିବାକୁ ପ୍ରସ୍ତୁତ ହୋଇଛି ରଣନୀତି ।

Jawaharlal Nehru Indoor Stadium
ତେଜୁଛି ଜରିପାଲ ଢଙ୍କା ବିବାଦ

ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଶାସନ ମୁଖ୍ୟ ତଥା ପ୍ରଥମ ନାଗରିକଙ୍କ ଅଭିଭାଷଣକୁ ନେଇ ତେଜିଲା ବିବାଦ । ମହାମହିମଙ୍କ ପ୍ରତି ଜାଣିଶୁଣି ନିନ୍ଦନୀୟ କାର୍ଯ୍ୟ କରିଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

Jawaharlal Nehru Indoor Stadium
ଷ୍ଟାଡିୟମରେ ପାଲ ଢାଙ୍ଗିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟକୁ ଦାୟୀ କଲା ବିଜେପି

ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ମହାମହିମ୍ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିତିଗଲାଣି ୨୪ ଘଣ୍ଟା । ଆଇନଜୀବୀ ଓ କଟକ ବାସିନ୍ଦାଙ୍କ ତୀବ୍ର ଅସନ୍ତୋଷ ଆଉ ସମାଲୋଚନା ପରେ ବି ଷ୍ଟାଡ଼ିୟମ ଛାତର ଅବସ୍ଥା ଯଥା ପୂର୍ବଂ ତଥା ପରଂ ।

PM KISAN Scheme
ରାଜ୍ୟରେ ପିଏମ୍ -କିଷାନ୍ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟା କେତେ ?

ଯୋଜନାରେ ଚାଷୀଙ୍କୁ ଆଜି ୨ ହଜାର ଟଙ୍କା ଲେଖାଁଏ ସହାୟତା ମିଳିଥିବା ବେଳେ ଏହାକୁ ନେଇ ତେଜିଛି ରାଜନୀତି ।

Banaka Lagi Of Lord Jagannath
‘ଆଜି ବନକଲାଗି ନକଲେ ନିଆଯିବ କାର୍ଯ୍ୟାନୁଷ୍ଠାନ’

ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବ ସେମାନେ ମାନିବା କଥା । ନମାନିଲେ ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।

Jawaharlal Nehru Indoor Stadium
ଜରିପାଲ ଘେରା ଛାତ ତଳେ ଭାଷଣ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ବ୍ୟାପକ ଅବ୍ୟବସ୍ଥା ।

Ind Vs Pak
ICC World Cup 2023: ବଦଳିପାରେ ଭାରତ-ପାକିସ୍ତାନ ମ୍ୟାଚ୍‌ ତାରିଖ

ଅକ୍ଟୋବର ୧୫ ରେ ହୋଇନପାରେ ଇଣ୍ଡିଆ-ପାକିସ୍ତାନ ୱାର୍ଲ୍ଡ କପ୍ ମ୍ୟାଚ୍‌ । ଉତ୍କଣ୍ଠାର ସହ ଅପେକ୍ଷା କରାଯାଇଥିବା ଏହି ମ୍ୟାଚ୍ ପାଇଁ ନୂଆ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି ।

President Draupadi Murmu
‘ତ୍ୱରିତ ନ୍ୟାୟକୁ ଗୁରୁତ୍ୱ; ନିର୍ଦ୍ଦୋଷ ଲୋକଟି ଯେମିତି ଦଣ୍ତ ନ ପାଉ’

ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ । ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି ।

President Draupadi Murmu
ଦିନିକିଆ ସିଲଭର୍‌ ସିଟି ଗସ୍ତରେ ରାଷ୍ଟ୍ରପତି; ମା’ କଟକ ଚଣ୍ତୀଙ୍କୁ ଦର୍ଶନ କଲେ, ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ

କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାରାଥନ କାର୍ଯ୍ୟକ୍ରମ । ଆଜି ଦିନ ତମାମ ମହାମହିମଙ୍କ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମାଆ କଟକ ଚଣ୍ଡୀଙ୍କ ଦର୍ଶନ ପରେ ସେଠାରୁ ମଧୁବାବୁଙ୍କ ଘର ପରିଦର୍ଶନ କରିଛନ୍ତି । ଏହାପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାସଭବନ ଓ ନେତାଜୀ ସଂଗ୍ରହାଳୟ...

Wild Cat Attack
ମାଆ ପାଟି କରିବାରୁ ଛାତରୁ ଛୁଆକୁ ଫିଙ୍ଗିଦେଲା ବିଲେଇ

ଛାତ ଉପରେ ଝୁଲଣାରେ ଶୋଇଥିଲା ନବଜାତ ଶିଶୁ । ହଠାତ ମାଡ଼ି ଆସିଲା ଜଙ୍ଗଲୀ ବିଲେଇ । ଦାନ୍ତରେ କାମୁଡ଼ି ଛାତ ତଳକୁ ଫିଙ୍ଗିଦେଲା ।

President Draupadi Murmu
ଗୁରୁଦାୟିତ୍ୱକୁ ପୂରିଲା ବର୍ଷେ ! ପଢ଼ନ୍ତୁ ମାଡାମ୍‌ ଦ୍ରୌପଦୀଙ୍କର କ’ଣ ରହିଛି ଉପଲବ୍ଧି

ରାଷ୍ଟ୍ରପତି ଭାବେ ସଫଳତାର ସହ ଏକ ବର୍ଷ ପୂରଣ କରିଛନ୍ତି ମାଡାମ୍ ଦ୍ରୌପଦୀ ମୁର୍ମୁ । ଗତବର୍ଷ ଆଜିର ଦିନରେ ଭାରତର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ମାଡାମ ପ୍ରେସିଡେଣ୍ଟ୍ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।