Banaka Lagi Of Lord Jagannath
ନୀଳାଦ୍ରି ବିଜେ ଯିବାର ୧୯ ଦିନ ବିତିଗଲା, ତଥାପି ରତ୍ନବେଦୀରେ ହୋଇପାରିଲାନି ମହାପ୍ରଭୁଙ୍କ ବନକଲାଗି ନୀତି । କେଉଁ ବାରରେ ହେବ ଏହି ଗୁପ୍ତ ନୀତି ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ସେବକ ମଧ୍ୟରେ ବିବାଦ ଛିଡୁ ନଥିବେଳେ ଠାକୁରମାନଙ୍କ ମଳିନ ମୁଖକୁ ଦର୍ଶନ କରି କ୍ଷୁବ୍ଧ ହୋଇ ଫେରୁଛନ୍ତି ଭକ୍ତ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)