ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ମାଲକାନଗିରି ଜିଲ୍ଲା। ବିଚ୍ଛିନ୍ନ ହୋଇଯାଇଛି ବହୁ ଇଲାକା। ଦୁର୍ଗମ ଅଞ୍ଚଳରେ ବଢ଼ିଯାଇଛି ଦୁର୍ଦ୍ଦଶା । ଏମିତି କିଛି ଦେଖିବାକୁ ମିଳିଛି ବାୟାପଡା ଘାଟିରେ ।
Published By: Manoranjan Behera
Last updated: 20 July 2023, 10:54 PM IST
ଗତ ମେ ୪ ତାରିଖରେ ମଣିପୁର କାଙ୍ଗପୋକପି ଜିଲ୍ଲାରେ କିଛି ଲୋକ, ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଏବଂ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।